Browsing Category

Odisha

ଜଳସଂପଦ ମନ୍ତ୍ରୀଙ୍କ ସମ୍ଭାବ୍ୟ ବନ୍ୟାସ୍ଥିତିର ସମୀକ୍ଷା

ଭୁବନେଶ୍ୱର:  ଆଜି ରାଜ୍ୟ ଜଳ ସଂପଦ, ସୂଚନା ଓ ଲେ।କ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ରାଜ୍ୟ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସମ୍ଭାବ୍ୟ ବନ୍ୟାସ୍ଥିତିର ସମୀକ୍ଷା କରିଛନ୍ତି ।ବୈଠକରେ…
Read More...

ରାଜ୍ୟର ଏମ୍‌ଏସ୍‌ଏମ୍‌ଇ ଉତ୍କର୍ଷ: ଭାରତ ସରକାରଙ୍କ ‘ଏକ ଜିଲ୍ଲା ଏକ ଉତ୍ପାଦ’ କାର୍ଯ୍ୟକ୍ରମରେ ସହାୟକ ହେବ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ଉତ୍କର୍ଷ ଭାରତ ସରକାରଙ୍କ ଆତ୍ମନିର୍ଭର ଭାରତ ଅଧୀନରେ କାର୍ଯ୍ୟକାରୀ ହେବାକୁ ଥିବା ‘ଏକ ଜିଲ୍ଲା ଏକ ଉତ୍ପାଦ’ କାର୍ଯ୍ୟକ୍ରମର ରୂପାୟନରେ ସହାୟକ ହେବ ବୋଲି…
Read More...

ବନ୍ୟାରେ ଭାଙ୍ଗି ଯାଇଥିବା ବାଗଡିହି ରୁ ଖଡ଼ିଆମାଲ ରାସ୍ତାର ପରିଦର୍ଶନ କଲେ ଜିଲ୍ଲାପାଳ

ଝାରସୁଗୁଡା : ଚଳିତ ବନ୍ୟାରେ କିର୍ମିରା ବ୍ଲକର ବାଗଡିହି ରୁ ଖଡ଼ିଆମାଲ ରାସ୍ତାରେ ପୂର୍ତ୍ତ ବିଭାଗ ଅଧିନସ୍ତ ତିରିଶ ମିଟର ଲମ୍ବର ରାସ୍ତା ଭାଙ୍ଗି ଯାଇଥିବା ବେଳେ ଆଜି ଜିଲ୍ଲାପାଳ ସରୋଜ କୁମାର ସାମଲ ଉକ୍ତ ସ୍ଥାନ ପରିଦର୍ଶନ…
Read More...

ଆଜି ରାଜଧାନୀରୁ ୩୮୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀର  ଗଂଗନଗରସ୍ଥିତ ଏକ ଆଶ୍ରୟସ୍ଥଳୀରୁ ୩୮ ଜଣଙ୍କ ସମେତ ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ ଆଜି ୩୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୮୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ…
Read More...

ଲଗାଣ ବର୍ଷାରେ ଭାଙ୍ଗିଲା ଘରର କାନ୍ଥ

ଝାରସୁଗୁଡା: ଲଘୁଚାପ ପ୍ରଭାବ ରୁ ଦୁଇ ତିନି ଦିନ ହେଲା ଝାରସୁଗୁଡା ଜିଲ୍ଲା ରେ ଅବିରତ ବର୍ଷା । ଏହି ବର୍ଷା ଆଜି ଅଧିକ ସକ୍ରିୟ ହୋଇଛି।କୋଲାବିରା ବ୍ଲକ ରଘୁନାଥପାଲି ଗ୍ରାମ ରେ ଲଗାଣ ବର୍ଷା ଯୋଗୁ ସଞ୍ଜିପ ସରାଫ ଙ୍କ ଘର…
Read More...

ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲା: ସରିଲା ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର : ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାକୁ ଦେଢମାସ ପୂରିଲାଣି କିନ୍ତୁ ଏ ଯାଏଁ ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡିପାରିନାହିଁ । ଆଜି ପତ୍ନୀ ବିଦ୍ୟାଶ୍ରୀଙ୍କର ଲାଇ ଡିଟେକ୍ସନ ଟେଷ୍ଟ ଶେଷ ହୋଇଛି । ଭୁବନେଶ୍ୱର…
Read More...

ରିୟାଙ୍କ ଓଡ଼ିଶା ଲିଙ୍କକୁ ନେଇ ଏଭଳି ମତ ରଖିଲେ ଡିଜିପି

ଭୁବନେଶ୍ୱର: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଓଡ଼ିଶା ଲିଙ୍କକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ରିୟା ଡ୍ରଗ୍ସ କାରବାର ସମ୍ପର୍କରେ କଥା ହେବା ବେଳେ ରାଜଧାନୀ ଭୁବନେଶ୍ୱର…
Read More...

ଭାରତର ମହାକାଶ ଗବେଷଣାରେ ପ୍ରମୁଖ ଭୂମିକାରେ ଓଡ଼ିଶା: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ମହାକାଶ ଗବେଷଣା କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ଆଣିଥିବା ସଂସ୍କାର ଓଡିଶା ଭଳି ରାଜ୍ୟ ପାଇଁ ସହାୟକ ହୋଇଥିବା ବେଳେ ଓଡ଼ିଶା ଭାରତର…
Read More...

ଗାଁ ଦାଣ୍ଡରେ କୁମ୍ଭୀର

ଯାଜପୁର: ଗାଁ ଦାଣ୍ଡରେ କୁମ୍ଭୀର । ବିରାଟ କୁମ୍ଭୀରକୁ ଦେଖି ଲେକେ ଛାନିଆ । ବର୍ଷା ପାଣିରେ ଗାଁ ଭିତରକୁ ବିରାଟ କୁମ୍ଭୀର ପଶି ଆସିଛି । ଯାଜପୁର ଦଶରଥପୁର ଗାଁ ଦାଣ୍ଡରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି ।ଲଗାଣ ବର୍ଷା…
Read More...

କରୋନା ଯୋଦ୍ଧାଙ୍କ ପିଲାମାନଙ୍କ ପାଇଁ ସମ୍ପୂର୍ଣ୍ଣ ସ୍କୁଲ ଦରମା ଛାଡ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ…

ଭୁବନେଶ୍ୱର: ମହାମାରୀ କରୋନା ବେଳେ କୋଭିଡ ଯୋଦ୍ଧାଙ୍କ ପିଲାଙ୍କୁ ସ୍କୁଲ ଫି' ସମ୍ପୂର୍ଣ୍ଣ ଛାଡ କରାଯାଉଛି । ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।…
Read More...

NEET ଓ JEE ପରୀକ୍ଷା ସ୍ଥଗିତ ପ୍ରସଙ୍ଗ: ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର: NEET ଓ JEE ମେନ ପରୀକ୍ଷା ସ୍ଥଗିତ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବର୍ତ୍ତମାନର ମହାମାରୀ ପରିସ୍ଥିତିରେ ପରୀକ୍ଷା କରିବା ଠିକ ନୁହେଁ । ରାଜ୍ୟ…
Read More...

ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲା : ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଆରମ୍ଭ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଆରମ୍ଭ ହୋଇଛି। ଭୁବନେଶ୍ୱର ଫରେନସିକ୍ ଲ୍ୟାବରେ ଏହି ଟେଷ୍ଟ ଆରମ୍ଭ ହୋଇଛି।ଆଦିତ୍ୟଙ୍କ…
Read More...

ଖୁବ୍‌ ଶୀଘ୍ର ସଂପୂର୍ଣ୍ଣ ହେବ ବିଭିନ୍ନ ଶିଳ୍ପ ପାର୍କ ନିର୍ମାଣ କାର୍ଯ୍ୟ : ଶିଳ୍ପ ମନ୍ତ୍ରୀ

ଭୁବନେଶ୍ୱର :  ରାଜ୍ୟର ନିର୍ମାଣାଧୀନ ଶିଳ୍ପ ପାର୍କଗୁଡ଼ିକ ଖୁବ୍‌ ଶୀଘ୍ର ସଂପୂର୍ଣ୍ଣ ହେବ ବୋଲି ଶିଳ୍ପ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର କହିଛନ୍ତି । ଆଜି ଶିଳ୍ପ ବିଭାଗରେ ୫‘ଟି’ ଓ ‘ମୋ ସରକାର’ର…
Read More...

କୋଭିଡ ମୁକାବିଲା ସମୀକ୍ଷା : ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ ରହିବ

ଭୁବନେଶ୍ୱର : ପୂଜା ଛୁଟି ଯାଏଁ ସ୍କୁଲ-କଲେଜ ବନ୍ଦ। ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଶିକ୍ଷା ବିଭାଗ ଏଭଳି ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନର ପରିସ୍ଥିତିରେ ଛାତ୍ରଛାତ୍ରୀ ଓ ଅଭିଭାବକ…
Read More...