Browsing Category
Odisha
ପାଉଣା ନ ମିଳିଲେ ଭଙ୍ଗା ଯିବନି ରଥ
ପୁରୀ: ଖୋଲା ଚାଲିଛି ମା’ ସୁଭଦ୍ରାଙ୍କ ରଥ ଦର୍ପଦଳନ । ସିଂହଦ୍ୱାରରେ ଛିଡା ହୋଇଥିବା ଦର୍ପଦଳନ ରଥକୁ ଖୋଲା ଯାଉଥିବାବେଳେ ଏହା ପରେ ନନ୍ଦିଘୋଷ ଓ ତାଳଧ୍ୱଜ ରଥକୁ ଖୋଲାଯିବ। ଯାହାକୁ ନେଇ ଭିନ୍ନ ମତାମତ ପ୍ରକାଶ ପାଇଛି, କିଛି…
Read More...
Read More...
ଆଜି ଭୁବନେଶ୍ୱରରୁ ୧୪୯ ଜଣ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର: ସିରିପୁରସ୍ଥିତ କନ୍ଧସାହିରୁ ୧୬ ଜଣଙ୍କ ସମେତ ରାଜଧାନୀ ଭୁବନେଶ୍ୱରରୁ ଆଜି ୧୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୯୮ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୫୧ ଜଣ ହେଉଛନ୍ତି…
Read More...
Read More...
୮ ଯାଏ ରାଜ୍ୟରେ ପ୍ରବଳ ବର୍ଷା
ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନିଭୂତରେ ହେବାରେ ଲାଗିଛି। ଏହାର ପ୍ରଭାବରେ ୮ ତାରିଖ ଯାଏଁ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି କେନ୍ଦ୍ରାପଡ଼ା, ଜଗତସିଂହପୁର,…
Read More...
Read More...
ପରିବର୍ତନଶୀଳ ପରିବେଶ ସହ ହୋଟେଲ ଶିଳ୍ପ ଖାପ ଖୁଆଇବା ଜରୁରୀ
ଭୁବନେଶ୍ୱର : ବିଶ୍ୱରେ ଦ୍ରୁତଗତିରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତନ ହେଉଥିବା ବେଳେ ବର୍ତମାନ ପରିସ୍ଥିତିରେ ଶିକ୍ଷା ଗ୍ରହଣ ପ୍ରକ୍ରିୟାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ହୋଟେଲ୍ ଶିଳ୍ପରେ କିଭଳି ପଦକ୍ଷେପ ନିଆଯିବା ଦରକାର ସେ…
Read More...
Read More...
ୟୁପିଏସ୍ସିରେ ସଫଳ ପରୀକ୍ଷାର୍ଥୀଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର: ୨୦୧୯ ବର୍ଷ କେନ୍ଦ୍ର ଲୋକସେବା ଆୟୋଗ(ୟୁପିଏସସି)ର ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।…
Read More...
Read More...
ୟୁପିଏସସି ରେ ସଫଳ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜି ୨୦୧୯ର ୟୁପିଏସସି ରେଜଲ୍ଟ ପ୍ରକାଶ ପାଇଛି । ଟପ ୧୦ ଲିଷ୍ଟରେ ଥିବା ଓଡ଼ିଶାର ୨ଜଣ ଓ ସଫଳ ପରିକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ସମସ୍ତ ସଫଳ ପରୀକ୍ଷାର୍ଥୀଙ୍କ ଉଜ୍ଜ୍ୱଳ…
Read More...
Read More...
ଭିମସାରର ୯ ଜଣ ଡାକ୍ତର, ୨ ଆଟେଣ୍ଡାଣ୍ଟ ଓ ଜଣେ ନର୍ସ କରୋନା ପଜିଟିଭ୍
ସମ୍ବଲପୁର: ଦୁଇ ଦିନ କାଳ ସମ୍ବଲପୁର ଜିଲ୍ଲା ବୁର୍ଲାସ୍ଥିତ ଭିମସାର ମେଡିସିନ ବିଭାଗର ଏଚଡିୟୁରେ ଭର୍ତ୍ତି ହୋଇଥିବା ବରଗଡ଼ ଜିଲ୍ଲା ଅତାବିରାର ଜଣେ ରୋଗୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସେହିଦିନ ୩୯ ଜଣ ଡାକ୍ତର, ନର୍ସ…
Read More...
Read More...
କ୍ରାନ୍ତି ଦିବସ ରୁ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ରକ୍ତଦାନ କାର୍ଯ୍ୟକ୍ରମ
ଭୁବନେଶ୍ୱର: "ଓଡିଶା ମୋ ପରିବାର-ଜୀବନ ବିନ୍ଦୁ"ର ଏକ ସ୍ୱତନ୍ତ୍ର ଅଭିଯାନ ଆଗାମୀ ଅଗଷ୍ଟ ୯ ତାରିଖ (କ୍ରାନ୍ତି ଦିବସ)ରୁ ଅଗଷ୍ଠ ୧୫ ତାରିଖ (ସ୍ବାଧୀନତା ଦିବସ) ପର୍ଯ୍ୟନ୍ତ କରାଯିବ | ବର୍ତ୍ତମାନ କରୋନା ମହାମାରୀର ଜଟିଳମୟ…
Read More...
Read More...
ଚଳିତ ମାସରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ
ଭୁବନେଶ୍ୱର: ଚଳିତ ମାସରେ ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ। ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଖାତା ଦେଖା ଶେଷ ହୋଇଛି। ଟାବୁଲେସନ ଚାଲିଛି। ଅଗଷ୍ଟ ତୃତୀୟ ସପ୍ତାହ ପୂର୍ବରୁ ରେଜଲ୍ଟ…
Read More...
Read More...
ଆଜିଠୁ ଆରମ୍ଭ ହେଲା ଅନଲାଇନ ତାଲିମ୍
ଭୁବନେଶ୍ୱର: ରାଜ୍ୟର ୧୦୧ ଉତ୍କର୍ଷ ବିଦ୍ୟାଳୟ, ୩୦ ଜିଲ୍ଲାର ୩୦ ଟି ଯୁକ୍ତ ଦୁଇ କଲେଜ୍ ଓ ଶିକ୍ଷକ ଶିକ୍ଷା କଲେଜ୍ ର ଶିକ୍ଷକଙ୍କୁ ନେଇ ଆଜିଠୁ ଆରମ୍ଭ ହେଲା ଅନଲାଇନ ତାଲିମ୍। ଏହି ଅନଲାଇନ କାର୍ଯ୍ୟକ୍ରମକୁ ବିଦ୍ୟାଳୟ ଓ ଗଣ…
Read More...
Read More...
ଆଜିଠୁ ୮ଟି ରୁଟ୍ରେ ଗଡ଼ିଲା ମୋ ବସ୍
ଭୁବନେଶ୍ୱର: ମହାମାରୀ କରୋନା ପାଇଁ ଦୀର୍ଘ ଦିନ ହେବ ବନ୍ଦ ରହିଥିବା ମୋ ବସ୍ ସେବା ଆଜିଠୁ ପୁଣି ଆରମ୍ଭ ହେଲା। ଯାତ୍ରୀଙ୍କ ସୁବିଧା ପାଇଁ ମୁଖ୍ୟତଃ ଭୁବନେଶ୍ୱର-କଟକ-ଖୋର୍ଦ୍ଧା-ପିପିଲିର ୮ଟି ରୁଟ୍ରେ ଗଡ଼ିଲା ନନ୍ ଏସି ବସ୍।…
Read More...
Read More...
ମହିଳା ମୋର୍ଚ୍ଚା ତରଫରୁ ରକ୍ଷାବନ୍ଧନ ଓ ସମରସତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଭୁବନେଶ୍ୱର: ବିଜେପି ମହିଳା ମୋର୍ଚ୍ଚା ତରଫରୁ ଆଜି ପବିତ୍ର ରକ୍ଷାବନ୍ଧନ ଓ ସମରସତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୋଭିଡ୍-୧୯ ଜନିତ କଟକଣା କାରଣରୁ ଏହି କାର୍ଯ୍ୟକ୍ରମଟି ଭିଡିଓ କନଫରେନ୍ସ ମାଧ୍ୟମରେ ଅନୁଷ୍ଠିତ…
Read More...
Read More...
ଭୁବନେଶ୍ୱରରୁ ୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ଅତିକ୍ରମ କରିଛି। ସ୍ଥାନୀୟ ଆଳୁଗଦିରୁ ୧୭ ଜଣଙ୍କ ସମେତ ଆଜି ଭୁବନେଶ୍ୱରରୁ ୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୬୫ ଜଣ…
Read More...
Read More...
ଆସନ୍ତାକାଲିଠାରୁ ରାଜଧାନୀରେ ପୁଣି ଗଡ଼ିବ ମୋ ବସ୍
ଭୁବନେଶ୍ୱର: ଆସନ୍ତାକାଲିଠାରୁ ରାଜଧାନୀରେ ପୁଣି ଚଳାଚଳ କରିବ ମୋ ବସ୍। ୮ଟି ରୁଟ୍ରେ ଚଳାଚଳ କରିବ ନନ୍-ଏସି ବସ୍। ରୁଟ୍- ୧୧, ୧୬, ୧୮, ୨୦, ୨୩, ୨୫, ୨୭, ୩୩ରେ ଚାଲିବ ମୋ ବସ୍। ସକାଳ ୭ଟାରୁ ସଂଧ୍ୟା ୭ଟା ମଧ୍ୟରେ…
Read More...
Read More...
