Browsing Category

Odisha

୩ରୁ ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ୱର : ଦୀର୍ଘ ଦିନ ଧରି ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବା ପରେ ଏବେ ପୁଣି ସକ୍ରିୟ ହେବାକୁ ଯାଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ୪ ତାରିଖରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ,…
Read More...

ଆଜି ବନ୍ଧୁତା ଦିବସ

ଭୁବନେଶ୍ୱର:ଆଜି ବିଶ୍ୱ ବନ୍ଧୁତ୍ୱ ଦିବସ । କୁହାଯାଏ ରକ୍ତର ସମ୍ପର୍କ ଠାରୁ ବି ବେଶ ଗଭୀର ବନ୍ଧୁତାର ସମ୍ପର୍କ । ଆଜି ବିଶ୍ୱ ବନ୍ଧୁତ୍ୱ ଦିବସରେ ସବୁଠି ଚାଲିଛି ସେଲିବ୍ରେସନ । ତେବେ କୋରୋନା କଟକଣା ଭିତରେ ଫିକା ପଡ଼ିଛି…
Read More...

କରୋନା ଟେଷ୍ଟକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି

ଭୁବନେଶ୍ୱର: କରୋନା ଭାଇରସ ଲାଗି ଘରୋଇ ହସ୍ପିଟାଲ, ନର୍ସିଂହୋମ ଲ୍ୟାବରେ ଆଣ୍ଟିଜେନ ଟେଷ୍ଟ ହୋଇପାରିବ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି । କେବଳ ପଂଜୀକୃତ ଓ ଏନଏବିଏଲ ସ୍ୱୀକୃତିପ୍ରାପ୍ତ  ଘରୋଇ…
Read More...

ଘରୁ ବାହାରକୁ ଯିବା ମାତ୍ରେ ମାସ୍କକୁ ଗୁରୁତ୍ୱ ଦେବା ସହ ସାମାଜିକ ଦୂରତା ନିୟମ ପାଳନ କରନ୍ତୁ

ଭୁବନେଶ୍ୱର: ପନିପରିବା ପାଇଁ ହେଉଁ କି ଗ୍ରୋସରୀ ସାମଗ୍ରୀ କିଣିବାକୁ ବଜାରକୁ ଯାଉଥିଲେ, ଭିଡରୁ ନିବୃତ୍ତ ରୁହନ୍ତୁ । ମହାମାରୀ କରୋନା ଭାଇରସ ଠାରୁ ବର୍ତ୍ତିବାକୁ ହେଲେ ଭିଡ଼ରୁ ଦୂରରେ ଭଲ ବୋଲ କହିଛନ୍ତି ଭୁବନେଶ୍ୱର ମହାନଗର…
Read More...

ଅମାନିଆଙ୍କୁ ସାବାଡ଼ କରିବା ପାଇଁ ନୂଆ ଉପାୟ ଆପଣାଇଲେ ଡିସିପି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ନୂଆ ଉପାୟ ଆପଣାଇଛନ୍ତି ନବନିଯୁକ୍ତ ଡିସିପି। ସର୍ବସାଧାରଣଙ୍କ ପାଇଁ ହ୍ୱାଟ୍ସଆପ୍‌ ନମ୍ବର ଜାରି କରିଛନ୍ତି। କେହି କୋଭିଡ୍‌ କଟକଣା ଉଲ୍ଲଂଘନ କରୁଥିଲେ…
Read More...

କୋଭିଡ ମୁକାବିଲା : ବ୍ରହ୍ମପୁରରେ ଆଉ ଦୁଇଟି କୋଭିଡ ହସ୍‌ପିଟାଲ ଉଦ୍‌ଘାଟିନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବ୍ରହ୍ମପୁରରେ ଦୁଇଟି କୋଭିଡ ହସ୍‌ପିଟାଲ (୧୫୦+୧୫୦) ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଗଞ୍ଜାମ ଜିଲ୍ଲାରେ…
Read More...

ଆଜି ଭୁବନେଶ୍ୱରରୁ ୧୨୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ୧୨୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିରେ ୭୭ ସଂଗରୋଧରୁ ହୋଇ ଥିବା ବେଳେ ୪୯ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି…
Read More...

ଅନ୍‌ଲାଇନ୍ କ୍ଲାସ ବେଳେ ଗ୍ରୁପ୍‌ରେ ଅଶ୍ଳୀଳ ଫଟୋ ପଡ଼ିବା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଅନ୍‌ଲାଇନ୍ କ୍ଲାସ ବେଳେ ଗ୍ରୁପ୍‌ରେ ଅଶ୍ଳୀଳ ଫଟୋ ପଡ଼ିବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। କଟକ DEOଙ୍କୁ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।…
Read More...

ଆଜି କଟକ ସହରରୁ ୪୩ ଆକ୍ରାନ୍ତ ଚିହ୍ନଟ

କଟକ: ଆଜି କଟକ ସହରର ବିଭିନ୍ନ ସ୍ଥାନରୁ ୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଣେ ୬୪ ବର୍ଷିଅ ପୁରୁଷ କୋଭିଡ ଯୋଦ୍ଧାଙ୍କ ସମେତ ୫ ଜଣ ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନରୁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୭…
Read More...

ଅନଲାଇନ କ୍ଲାସବେଳେ ଆସିଲା ଅଶ୍ଳୀଳ ଫଟୋ

କଟକ: କରୋନା ମହାମାରୀ କାରଣରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବାବେଳେ ଅନଲାଇନରେ ପିଲାଙ୍କୁ ଦିଆଯାଉଛି ଶିକ୍ଷା । ତେବେ କେତେ ସୁରକ୍ଷିତ ଏହି ଅନଲାଇନ ଶିକ୍ଷା ତାର ଏକ ଘଟଣା ସାମ୍ନାକୁ ଆସିଛି । ପିଲାଙ୍କୁ ପାଠ…
Read More...

ଅଗଷ୍ଟ ୧୪ ଯାଏଁ କୋରାପୁଟ ଜିଲ୍ଲା ସଟଡାଉନ୍

କୋରାପୁଟ: ଆଜି କୋରାପୁଟ ଜିଲ୍ଲାରୁ ୪୬ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସମଗ୍ର ଜିଲ୍ଲାକୁ ଲକଡାଉନ୍ ଘୋଷଣା କରାଯାଇଛି। ଆଜି ମଧ୍ୟରାତ୍ରି (୧ତାରିଖ)ରୁ ଆଗାମୀ ୧୪ ତାରିଖ ମଧ୍ୟରାତ୍ରି ଯାଏଁ କୋରାପୁଟ ଜିଲ୍ଲାକୁ…
Read More...

ଓଡ଼ିଶାରେ ୫ ପ୍ରକାର କରୋନା ଭାଇରସ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ୫ ପ୍ରକାର କରୋନା ଭାଇରସ ଚିହ୍ନଟ ହୋଇଛି। ସେଗୁଡ଼ିକ ହେଲା 19A, 19B, 20A, 20B ଓ 20C। ତେବେ ସବୁଠାରୁ ଅଧିକ 20A ଓ 20B ପ୍ରକାର ଭାଇରସ ଠାବ ହୋଇଛି। କରୋନା ଭାଇରସ୍ ପ୍ରକାରକୁ ନେଇ ସୂଚନା ଦେଇଛି…
Read More...

୩ ଦିନ ବରଗଡ଼ ସଟଡାଉନ

ବରଗଡ଼: ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ୩ ଦିନିଆ ସଟଡାଉନ ଘୋଷଣା କରାଯାଇଛି । ଏନେଇ ଘୋଷଣା କରିଛନ୍ତି ଜିଲ୍ଲାପାଳ।ଏହି ସମୟରେ କେବଳ ଜରୁରୀକାଳୀନ ସେବାକୁ ଛାଡି ଅନ୍ୟ…
Read More...

୩ଦିନ ପାଇଁ ରାୟଗଡ଼ାକୁ ସଟଡ଼ାଉନ ଘୋଷଣା କଲେ ଜିଲ୍ଲାପାଳ

ରାୟଗଡ଼ା: ରାୟଗଡ଼ାରୁ ଆଜି ୧୬୪ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ୩ ଦିନ ଜିଲ୍ଲା ସଟଡ଼ାଉନ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଘୋଷଣା କରିଛନ୍ତି। ଏଥି ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୪୮ ଘଣ୍ଟା ବନ୍ଦ ରଖିବାକୁ ବି…
Read More...