Browsing Category

Odisha

ମାଟ୍ରିକ ପରୀକ୍ଷା ଫଳ: ସର୍ବାଧିକ ପାସ ହାର ଖୋର୍ଦ୍ଧାରୁ ଓ ନୂଆପଡ଼ାରୁ ସର୍ବନିମ୍ନ

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ପରୀକ୍ଷାରେ ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୭.୨୮ ପ୍ରତିଶତ ପିଲା ପାସ କରିଛନ୍ତି । ସେହିଭଳି ନୂଆପଡ଼ା ଜିଲ୍ଲାରୁ ୬୦.୧୮ ପ୍ରତିଶତ ପିଲା…
Read More...

ସାମାଜିକ କର୍ମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା: ପୁଲିସ କମିସନର୍‌ଙ୍କୁ ରିପୋର୍ଟ ମାଗିଲେ ଜାତୀୟ ମାନବ ଅଧିକାର କମିସନ

ନୂଆଦିଲ୍ଲୀ: ସାମାଜିକ କର୍ମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତ ରିପୋର୍ଟ ଚାରି ସପ୍ତାହ ମଧ୍ୟରେ ଦାଖଲ କରିବାକୁ ଜାତୀୟ ମାନବ ଅଧିକାର କମିସନ ଭୁବନେଶ୍ୱର ପୁଲିସ…
Read More...

୨୬ ବର୍ଷ ପରେ ନାଗାର୍ଜୁନ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ଦୀର୍ଘ ୨୬ ବର୍ଷ ପରେ ଚଳିତ ବର୍ଷ ପଡ଼ୁଛି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ। ଆସନ୍ତା ନଭେମ୍ବର ୨୭ରେ  ଏହି ଦୁର୍ଲଭ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ଏହି ବେଶରେ ମହାପ୍ରଭୁଙ୍କୁ ଆଖି ପୂରାଇ ଦେଖିବାକୁ ଶ୍ରଦ୍ଧାଳୁ ବେଶ…
Read More...

ଯୁକ୍ତ ୩ ଆଡମିଶନ୍ ଲାଗି ଗାଇଡଲାଇନ୍ସ ଜାରି କଲା ଉଚ୍ଚ ଶିକ୍ଷା ବିଭାଗ

ଭୁବନେଶ୍ୱର: ଯୁକ୍ତ ୩ ଆଡମିଶନ୍ ଲାଗି ଗାଇଡଲାଇନ୍ସ ଜାରି କରିଛି ଉଚ୍ଚ ଶିକ୍ଷା ବିଭାଗ। ଗୋଟିଏ ପର୍ଯ୍ୟାୟରେ ତିନି ରାଉଣ୍ଡରେ ହେବ ଆଡମିଶନ୍।ସାମ୍ସ ପୋର୍ଟାଲରେ ଛାତ୍ରଛାତ୍ରୀ ନିଜ ମୋବାଇଲ ଓ ଇମେଲ ଆଇଡି ଦେଇ ଆଡମିଶନ…
Read More...

ଆରମ୍ଭ ହେଲା ତିନିରଥ ଖୋଲା ପ୍ରକ୍ରିୟା

ପୁରୀ: ଆରମ୍ଭ ହେଲା ତିନିରଥ ଖୋଲିବା ପ୍ରକ୍ରିୟା । ଚଳିତ ବର୍ଷ ମହାପ୍ରଭୁଙ୍କ ତିନି ରଥ ଜଗନ୍ନାଥ ବଲ୍ଲବରେ ଏକ ମ୍ୟୁଜିୟମ କରାଯାଇ ସଂରକ୍ଷଣ କରି ରଖାଯିବ । ଚଳିତଥର ରଥଯାତ୍ରାରେ ଭକ୍ତମାନେ ପୁରୀ ଆସିନଥିବାରୁ ବର୍ଷ ସାରା…
Read More...

ମାଟ୍ରିକ ରେଜଲ୍ଟ ବିଳମ୍ବ ହୋଇନି: ଗଣଶିକ୍ଷା ମନ୍ତ୍ରୀ

କଟକ: ଆଉ କିଛି ସମୟ ପରେ ବାହାରିବ ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ । ଚଳିତବର୍ଷ ୫ ଲକ୍ଷ ୬୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ବୋର୍ଡ କାର୍ଯ୍ୟାଳୟରେ ପହଞ୍ଚିସାରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ…
Read More...

ଆଜି ଭୁବନେଶ୍ୱରରୁ ୨୧୫ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ୨୧୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୫୦ ଜଣ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୬୫ ଜଣ ହେଉଛନ୍ତି ଲୋକାଲ କେସ୍‌।Update on newly detected &…
Read More...

କ୍ୟାପିଟାଲ୍ ହସ୍ପିଟାଲ୍ ରେ ପ୍ଲାଜମା ବ୍ୟାଙ୍କ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି  କ୍ୟାପିଟାଲ୍ ହସ୍ପିଟାଲ୍ରେ ପ୍ଲାଜମା ବ୍ୟାଙ୍କ  ଶୁଭାରମ୍ଭ କରିଛନ୍ତି । ରାଜ୍ୟର ଏହା ହେଉଛି ଦ୍ୱିତୀୟ ପ୍ଲାଜମା ବ୍ୟାଙ୍କ । ଗତ ୧୫ ତାରିଖରେ କଟକଏସସିବି ମେଡ଼ିକାଲ୍ କଲେଜରେ…
Read More...

ଆସନ୍ତାକାଲିଠାରୁ ୧୦ ଦିନ କନ୍ଧମାଳ ଲକ୍‌ଡାଉନ

ଫୁଲବାଣୀ: ମହାମାରୀ କରୋନା ଭାଇରସ ଲାଗି ଆସନ୍ତାକାଲି (ବୁଧବାର) ଠାରୁ ଅଗଷ୍ଟ ୭ ତାରିଖ ଯାଏଁ କନ୍ଧମାଳ ଜିଲ୍ଲା ଲକ୍‌ଡାଉନ୍‌ ରହିବ। ଜିଲ୍ଲାପାଳ ଡଃ. ବୃନ୍ଦା ଡି ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦେଇଛନ୍ତି।ଜିଲ୍ଲା…
Read More...

ବଜ୍ରପାତ ନେଲା ୩ ମହିଳାଙ୍କ ଜୀବନ

ବଲାଙ୍ଗିର: ବଜ୍ରପାତରେ ଗଲା ୩ ଜଣଙ୍କ ଜୀବନ । ମୃତକ ୩ଜଣ ହେଲେ ମହିଳା । ଏପରି ଘଟଣା ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ବଡ଼ତେଲେନପାଲ୍ଲୀ ଗାଁରେ ଘଟିଛି । ଜମିରେ ଚାଷ କରିବାକୁ ଯାଇଥିବାବେଳେ ଏଭଳି ଘଟଣା ଘଟିଚି । ଏହାସହ୧୦…
Read More...

ଆଜି କଟକରୁ ୪୧ କରୋନା ଆକ୍ରାନ୍ତ ଚିହ୍ନଟ

କଟକ : ଆଜି ପୁଣି କଟକ ସହରରେ  ୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ୩୯ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨ ଜଣ ସ୍ଥାନୀୟ ସଂକ୍ରମିତ । ଆଜିର ୪୧ ଜଣଙ୍କୁ…
Read More...

ପ୍ଲାଜମା ନେଇ ଗଞ୍ଜାମ ଜିଲ୍ଲାର ୩ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

ବ୍ରହ୍ମପୁର: ବରଦାନ ସାଜିଲା ପ୍ଲାଜମା ଥେରାପି। ଗଞ୍ଜାମ ଜିଲ୍ଲାରେ ପ୍ଲାଜମା ନେଇଥିବା ତିନି ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ।…
Read More...

ରାଜ୍ୟର ସମସ୍ତ ଥାନା ପାଇଁ ଗାଇଡଲାଇନ୍ସ ଜାରି କଲେ ଡିଜିପି

ଭୁବନେଶ୍ୱର: କରୋନା ସମୟରେ ଲୋକଙ୍କ ଅଭିଯୋଗ ବୁଝିବାକୁ ରାଜ୍ୟର ସମସ୍ତ ଥାନା ପାଇଁ ଗାଇଡଲାଇନ୍ସ ଜାରି କରିଛନ୍ତି ଡିଜିପି ଅଭୟ । ପୁଲିସ୍ କର୍ମଚାରୀମାନେ କେଉଁଭଳି ଅଭିଯୋଗ ବୁଝିବେ, ସେନେଇ ଡିଜିପି ଗାଇଡଲାଇନ୍ସ ଜାରି…
Read More...

ପ୍ଲାଜମା ଦାନ କଲେ ଛତ୍ରପୁର ଏସ୍‌ଡିପିଓ

ଗଞ୍ଜାମ : ରାଜ୍ୟରେ ସଫଳ ହେଉଛି ପ୍ଲାଜମା ଥେରାପି। ଏହାକୁ ଦୃଷ୍ଟିରେ ରଖି କରୋନାରୁ ସୁସ୍ଥ ହୋଇଥିବା ଅନେକ ବ୍ୟକ୍ତି ପ୍ଲାଜମା ଦାନ କରୁଛନ୍ତି। ଏବେ ଏହି ତାଲିକାରେ ଯୋଡ଼ି ହୋଇଛନ୍ତି ଛତ୍ରପୁର ଏସ୍‌ଡିପିଓ।Recovered…
Read More...