Browsing Category

Odisha

ସଚିବାଳୟ କର୍ମଚାରୀଙ୍କର ହେବ କରୋନା ଟେଷ୍ଟ

ଭୁବନେଶ୍ୱର: ଓଡ଼ିଶା ସଚିବାଳୟ କର୍ମଚାରୀଙ୍କ କରୋନା ଟେଷ୍ଟ ପାଇଁ ପରାମର୍ଶ ଦିଆଯାଇଛି। ଯେଉଁ କର୍ମଚାରୀ କରୋନା ଲକ୍ଷଣ ଅନୁଭବ କରୁଛନ୍ତି, ସେମାନେ ନିଜର ଟେଷ୍ଟ ପାଇଁ ସ୍ୱାବ ଦେଇ ପାରିବେ। କ୍ୟାପିଟାଲ ହସ୍ପିଟାଲ ଯାଇ ସେମାନେ…
Read More...

ବଲାଙ୍ଗିରରେ ୪ଦିନିଆ ସଟ୍‌ଡାଉନ୍

ବଲାଙ୍ଗିର: ରାଜ୍ୟରେ ଦିନକୁ ଦିନ ବିଗୁଡ଼ିଛି କରୋନ ସ୍ଥିତି। ପରିସ୍ଥିତିକୁ ନିୟନ୍ତ୍ରଣ ଆଣିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଉଛି। ତେବେ କରୋନା ସ୍ଥିତି ନିୟନ୍ତ୍ରଣ ଲାଗି ବଲାଙ୍ଗୀର ଜିଲ୍ଲା ପ୍ରଶାସନ ନେଇଛି କଡ଼ା…
Read More...

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ସାମାଜିକ କର୍ମୀ ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାରେ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ନିର୍ଦେଶ ଦିଆଯାଇଛି। ଏ ନେଇ ପୁଲିସ୍ ମହାନିର୍ଦେଶକ ଅଭୟ ଟୁଇଟ୍ କରି ସୂଚନା ଦେଇଛନ୍ତି।I have ordered Crime…
Read More...

ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଉଦ୍‌ଘାଟନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ…

ନୂଆଦିଲ୍ଲୀ/ଭୁବନେଶ୍ୱର: ବହୁ ପ୍ରତିକ୍ଷୀତ ହରିଦାସପୁର-ପାରାଦୀପ ୮୨ କିମି ରେଳପଥ ସଂପୂର୍ଣ୍ଣ ହେବା ସ୍ଥିତି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭବ୍ୟ…
Read More...

କୋଭିଡ୍‌ କଟକଣା ସହ ପାଳନ ହେବ ସ୍ୱାଧୀନତା ଦିବସ; ତଦନୁଯାୟୀ ପ୍ରସ୍ତୁତି ଚୁଡାନ୍ତ କରିବାକୁ  ମୁଖ୍ୟ ଶାସନ ସଚିବଙ୍କ…

ଭୁବନେଶ୍ୱର: କୋଭିଡ୍-୧୯ କଟକଣା ଅନୁପାଳନ  ସହ ଚଳିତ ବର୍ଷ  ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ  ପାଳନ ହେବ ।  ଆଜି ମୁଖ୍ୟ ଶାସନ ସଚିବ  ଶ୍ରୀ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଜାତୀୟ ଦିବସ  ପାଳନ କମିଟି ବୈଠକରେ…
Read More...

ଏ ସଙ୍କଟର ସାମ୍ନା କରି ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ସେବା ଓ ସୁରକ୍ଷା ପାଇଁ କାମ କରିବାର ସମୟ: ପ୍ରଦୀପ୍ତ ନାଏକ

ଭୁବନେଶ୍ୱର:  ଆଜିର ‘Sensitization workshop on Covid-19’ (କୋଭିଡ୍-୧୯ ଉପରେ ସଚେତନତା କର୍ମଶାଳା) ଅବସରରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମହୋଦୟ, ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ…
Read More...

ଆଜି ଭୁବନେଶ୍ୱରରୁ ୧୩୭ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ୧୩୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଭୁବନେଶ୍ୱର ମହାନଗର ନିଗମ ଟୁଇଟ କରିଛି। ତେବେ ଗତକାଲି ରାଜଧାନୀରୁ ୨୧୫ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ଏହା ହ୍ରାସ ପାଇ ୧୩୭…
Read More...

ଫ୍ଲିପ୍‌କାର୍ଟ ଗ୍ରୀଡ୍ ରୋବୋଟିକ୍ସ ଚ୍ୟାଲେଞ୍ଜରେ ସୋଆ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ କୃତିତ୍ୱ

ଭୁବନେଶ୍ୱର : କରୋନା ମହାମାରୀର ମୁକାବିଲା ପାଇଁ ସାରା ବିଶ୍ୱ ଯୁଦ୍ଧରେ ବ୍ୟସ୍ତ ଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)ର ୫ ଜଣ ଛାତ୍ରଛାତ୍ରୀ ସାଉଁଟିଛନ୍ତି ସଫଳତା । ଫ୍ଲିପ୍‌କାର୍ଟ ଗ୍ରୀଡ୍ ୨.୦…
Read More...

କଳାହାଣ୍ଡି ଜିଲ୍ଲାର ୫ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ମିଳିଲା ଆଇଏସ୍‌ଓ ପ୍ରମାଣନ

ଭୁବନେଶ୍ୱର : ଉଚ୍ଚ ମାନର ସମନ୍ୱିତ ଅଙ୍ଗନବାଡ଼ି ସେବା ପ୍ରଦାନକୁ ସୁନିଶ୍ଚିତ କରିବା ଏବଂ ଅଙ୍ଗନବାଡ଼ିର ଭିତ୍ତିଭୂମି ନିର୍ମାଣରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ୍‌ର ୫ଟି ଅଙ୍ଗନବାଡ଼ି…
Read More...

ସାଂସଦଙ୍କ ନେତୃତ୍ୱରେ ଯୁକ୍ତରାଷ୍ଟ୍ର ଓଡ଼ିଆ ସମାଜର କୋଭିଡ଼୍ ଲଢ଼େଇ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ

ଭୁବନେଶ୍ୱର : ରାଜ୍ୟସଭା ସଦସ୍ୟ ଶ୍ରୀ ଅମର ପଟ୍ଟନାୟକଙ୍କ ନେତୃତ୍ୱରେ ଲଣ୍ଡନରେ ବସବାସ କରୁଥିବା ଓଡ଼ିଆ ମାନଙ୍କୁ ନେଇ ଗଠିତ ଯୁକ୍ତରାଷ୍ଟ୍ର ଓଡ଼ିଆ ସୋସାଇଟି ତରଫରୁ ରାଜ୍ୟରେ କୋଭିଡ୍ ଲଢ଼େଇ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍…
Read More...

କ୍ୱାରେଂଟାଇନ୍‌ରେ ବିଧାୟକ ଅମର ଶତପଥୀ

ଭୁବନେଶ୍ୱର: ବିଧାୟକଙ୍କ ଘରେ ପଶିଲା କରୋନା । ହୋମ୍ କ୍ୱାରେଂଟାଇନ୍‌ରେ ଗଲେ ବଡଚଣା ବିଧାୟକ । ବିଧାୟକଙ୍କ ପିଏସଓ, ଡ୍ରାଇଭର ଓ ଦୁଇ ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ବିଜେଡି ବିଧାୟକ ଅମର ଶତପଥୀ…
Read More...

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ୨ ଟ୍ରେନ୍ ଡ୍ରାଇଭରଙ୍କୁ ଜେରା

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସୁଛି । ଦିନ ଯେତେ ଗଡୁଛି ସସ୍‌ପେନ୍ସ ସେତେ ବଢ଼ୁଛି । ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ଆଜି ଜିଆର୍‌ପି ଆଉ ୨ ଟ୍ରେନ୍ ଡ୍ରାଇଭରଙ୍କୁ…
Read More...

ଆଜି କଟକରୁ ୫୬ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: ଆଜି କଟକ ସହରରୁ ପୁଣି ୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏମାନଙ୍କ ମଧ୍ୟରୁ ୫୪ ଜଣ କ୍ୱାରେଣ୍ଟାଇନରୁ ହୋଇଥିବା ବେଳେ ୨ ଜଣ ଲୋକାଲ କେସ ।…
Read More...

ସିଲ ହେଲା ରବୀନ୍ଦ୍ର ମେଡିକାଲ ହଲ୍‌

ଭୁବନେଶ୍ୱର: ସ୍ଥାନୀୟ ବାପୁଜୀ ନଗରସ୍ଥିତ ରବୀନ୍ଦ୍ର ମେଡିକାଲ ହଲ୍‌କୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଆଜି ସିଲ କରି ଦିଆଯାଇଛି । ଏଠାରୁ ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଏହି…
Read More...