Browsing Category

Odisha

ଦିନକୁ ୧୪ ଶହ ଜଣଙ୍କର ନମୁନା ପରୀକ୍ଷା କରିବାକୁ ଲକ୍ଷ୍ୟ ରଖିଛି ବିଏମସି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ଭାଇରସ ଦିନକୁ ଦିନ ଉଗ୍ର ରୂପ ନେଉଥିବା ବେଳେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଏବେ ବିଏମସି ଦିନକୁ ୧୪ ଶହ ଜଣଙ୍କର ନମୁନା…
Read More...

କରୋନା ଯୋଦ୍ଧାଙ୍କ କରୁଣ କାହାଣୀ: ମୃତ୍ୟୁ ପରେ ପାଖ ମାଡିଲେନି ସମ୍ପର୍କୀୟ, ମୃତଦେହ ଉଠାଇଲେ ସାମ୍ବାଦିକ

ଗଂଜାମ: କରୋନା ମହାମାରୀ ସମୟରେ କରୋନା ଯୋଦ୍ଧାମାନେ ନିଜ ଜୀବନକୁ ବାଜି ଲଗାଇ କର୍ମ କ୍ଷେତ୍ରରେ କାମ କରୁଛନ୍ତି । କିନ୍ତୁ ସେହିମାନେ ଯଦି କରୋନାରେ ମୃତ୍ୟୁ ବରଣ କରନ୍ତି ତେବେ ତାଙ୍କ ପାଇଁ ନା ଆଗେଇ ଆସୁଛନ୍ତି ସମ୍ପର୍କୀୟ…
Read More...

ଜୁଲାଇ ଶେଷ ସପ୍ତାହରେ ପ୍ରକାଶ ପାଇବ ମ୍ୟାଟ୍ରିକ୍ ରେଜଲ୍ଟ୍

ଭୁବନେଶ୍ୱର: ଚଳିତ ବର୍ଷ ମାଟ୍ରିକ ରେଜଲ୍ଟ ଜୁଲାଇ ଶେଷ ସପ୍ତାହରେ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି। ଏପରିକି ଚଳିତ ଥର ପାଖାପାଖି ୫.୩୪ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।…
Read More...

ସାହିତ୍ୟିକା ତଥା ଔପନାସିକା ବୀଣାପାଣି ମହାନ୍ତିଙ୍କୁ ମିଳିଲା ‘ଅତିବଡି ଜଗନ୍ନାଥ ଦାସ ପୁରସ୍କାର’

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକା ତଥା ଔପନାସିକା ବୀଣାପାଣି ମହାନ୍ତିଙ୍କୁ ମିଳିଲା ସର୍ବୋଚ୍ଚ ସାରସ୍ୱତ ସମ୍ମାନ 'ଅତିବଡି ଜଗନ୍ନାଥ ଦାସ ପୁରସ୍କାର' ୨୦୧୯ । ଓଡିଶା ସାହିତ୍ୟ ଏକାଡେମୀର ୬୩ ତମ ସ୍ୱନ କ୍ଷେତ୍ର ଅବସରରେ…
Read More...

ଆଜି କଟକରୁ ୩୫ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: କଟକ ସହରରୁ ଆଉ ୩୫ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୩୨ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୩ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ ।#COVID19 update in Cuttack city (CMC…
Read More...

ଆଜି ଭୁବନେଶ୍ୱରରୁ ୧୧୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୧୧୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ‌ହୋଇଛନ୍ତି। ଏଥି ମଧ୍ୟରୁ ୬୨ଜଣ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ  ୪୯ଟି ସ୍ଥାନୀୟ ସଂକ୍ରମଣ ରହିଥିବା ନେଇ ଟୁଇଟ୍ କରି…
Read More...

ପୁରୀ ମେଡିକାଲରେ ପଶିଲା କରୋନା

ପୁରୀ: ପୁରୀ ମେଡିକାଲରେ ପଶିଲା କରୋନା। ପୁରୀ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଆଇସିୟୁରୁ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଆଇସିୟୁ ଦାୟିତ୍ୱରେ ଥିବା ଡାକ୍ତର, କର୍ମଚାରୀ ଓ ସେଠାରେ ଚିକିତ୍ସିତ ହେଉଥିବା ସମସ୍ତ…
Read More...

ପ୍ଲାଜମା ଦାନ କରିବା ପାଇଁ ବାଲୁକା କଳା ମାଧ୍ୟମରେ ଅପିଲ

ପୁରୀ: ପ୍ଲାଜମା ଦାନ କରିବା ପାଇଁ ବାଲୁକା କଳା ମାଧ୍ୟମରେ ଅପିଲ । ଏଭଳି ପ୍ରୟାସ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି ।…
Read More...

ପିଜି ପାସ କରିଥିବା ଡାକ୍ତରଙ୍କୁ କୋଭିଡ ହସ୍ପିଟାଲରେ କରାଯିବ ନିଯୁକ୍ତି

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନକୁ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ସେମାନଙ୍କ ଚିକିତ୍ସା ନିମନ୍ତେ ଡାକ୍ତରଙ୍କ ଅଭାବ ପୂରଣ ପାଇଁ ତତ୍ପର ହୋଇ ଉଠିଛନ୍ତି ରାଜ୍ୟ ସରକାର।…
Read More...

କଟକରୁ ଆଉ ୯୩ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: ଆଜି କଟକ ସହରରୁ ଆଉ ୯୩ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୭୫ ଜଣ ହୋମ୍‌ କ୍ୱାରେଣ୍ଟାଇନ, ୩ ଜଣ ସରକାରୀ କ୍ୱାରେଣ୍ଟାଇନ୍‌, ଜଣେ ପେଡ୍‌ କ୍ୱାରେଣ୍ଟାଇନ୍‌ ଓ ୧୪ ଲୋକାଲ କେସ ଅଛନ୍ତି। ଏନେଇ କଟକ ମହାନଗର…
Read More...

ଆଜି ଭୁବନେଶ୍ୱରରୁ ସର୍ବାଧିକ ୨୪୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ମହାମାରୀ କରୋନା ଭାଇରସ ରାଜଧାନୀ ଭୁବନେଶ୍ୱରରେ ଆଜି ଉଗ୍ର ରୂପ ଦେଖାଇଛି । ଆଜି ରାଜଧାନୀରୁ ୨୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ଏହା ହେଉଛି ସର୍ବାଧିକ । ଭୁବନେଶ୍ୱର ମହାନଗର ନିଗମ…
Read More...

୪ ଦିନ ଜୟପୁର ସଟଡାଉନ, ସମ୍ବଲପୁରର ୪ ସ୍ଥାନରେ ୧୪୪ ଧାରା ଜାରି

ଜୟପୁର/ସମ୍ବଲପୁର/ନୟାଗଡ଼: କୋରାପୁଟ ଜିଲ୍ଲାର ଜୟପୁର ସହରକୁ ୪ ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି । ସଟଡାଉନ ନେଇ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଏକ ବିଜ୍ଞପ୍ତି ଜରିଆରେ କହିଛନ୍ତି, ଜୟପୁର ପୌରପାଳିକା ଅଚଂଳ ଆଜି ସକାଳ ୬ଟାରୁ…
Read More...

୩୧ ଯାଏଁ ବିଧାନସଭା ବନ୍ଦ

ଭୁବନେଶ୍ୱର: ଆଜି ଓଡ଼ିଶା ବିଧାନସଭାର ୫ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପରେ ବିଧାନସଭାକୁ ବନ୍ଦ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଆସନ୍ତା ୩୧ ତାରିଖ ଯାଏ ବିଧାନସଭା ବନ୍ଦ ରହିବ ବୋଲି…
Read More...

ସଫଳ ହେଲା ପ୍ଲାଜମା ଥେରାପି; ରାଜ୍ୟର ପ୍ରଥମ କରୋନା ରୋଗୀ ସୁସ୍ଥ ହୋଇ ଫେରିଲେ ଘରକୁ

କଟକ: ସଫଳ ହେଲା ପ୍ଲାଜମା ଥେରାପି । କରୋନା ଆକ୍ରାନ୍ତ ହୋଇ ପ୍ଲାଜମା ଥେରାପି ନେଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି  ରାଜ୍ୟର ପ୍ରଥମ ମହିଳା । କଟକର ଅଶ୍ୱିନୀ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ୪୮ ବର୍ଷିୟ ମହିଳା…
Read More...