Browsing Category

Odisha

ମାସ୍କ ନ ପିନ୍ଧିଲେ ଲକ୍ଷେ ଟଙ୍କା ତଣ୍ଡ ଗଣିବେ, କେଉଁଠି ଜାଣନ୍ତୁ ?

ନୂଆଦିଲ୍ଲୀ: ସର୍ବସାଧାରଣ ସ୍ଥାନରେ ମାସ୍କ ନ ପିନ୍ଧିଲେ କଡ଼ା ଗଣ୍ଡା ଜରିମାନା ଗଣିବେ । ଶହେ କି ହଜାରେ ନୁହେଁ, ଏକାଥରରେ ପଡ଼ିବ ଲକ୍ଷେ ଟଙ୍କା ଫାଇନ୍ । ସେମିତି ହେଲେ ଲୋକ ସଚେତନ ହେବେ ଓ କୋଭିଡ୍ କଟକଣାକୁ ମାନିବେ ।…
Read More...

କରୋନା ମହାମାରୀ ସମୟରେ ସହଯୋଗର ହାତ ବଢ଼ାଇଛି ‘ରେଡ୍‍ ସ୍ୱସ୍ତିକ୍‍’

ଭୁବନେଶ୍ୱର: କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକ୍‍ଡାଉନ୍‍ ଜାରି କରାଯାଇଛି । ଅଦୃଶ୍ୟ ଶକ୍ତି କରୋନାକୁ ପ୍ରତିହତ କରିବା ପାଇଁ ଆରମ୍ଭ ହୋଇଥିବା ଯୁଦ୍ଧରେ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ପୋଲିସ ,…
Read More...

କୋଭିଡ ଯୋଦ୍ଧାଙ୍କୁ ଅସମ୍ମାନ; ମୃତ ଡାକ୍ତରଙ୍କୁ ଗାଁ ମଶାଣି ମନା

ବାଲିଗୁଡ଼ା : ଯିଏ ବଞ୍ଚିଥିବା ପର୍ଯ୍ୟନ୍ତ ଅନ୍ୟ ଜୀବନ ବଞ୍ଚାଇବାକୁ ପଣ କରିଥିଲା, ସେ ଆଖି ବୁଜିବା ପରେ ଗାଁ ମଶାଣିରେ ମିଳିଲାନି ଜାଗା। କରୋନାରେ ମୃତ୍ୟୁ ହୋଇଥିବା ଆଶଙ୍କା କରି ଜଣେ ଡାକ୍ତରଙ୍କ ଶେଷ କୃତ୍ୟ ନିଜ ଗାଁ…
Read More...

ଆସିଲା ହ୍ୟାଣ୍ଡରାଇଟିଂ ବ୍ୟୁରୋ ରିପୋର୍ଟ, ଆଦିତ୍ୟ ଲେଖିଥିଲେ ସୁଇସାଇଡ ନୋଟ

ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଜବତ ଡାଏରୀରେ ଥିବା ହାତଲେଖାକୁ ନେଇ ଲାଗି ରହିଥିବା ସସ୍ପେନ୍ସ ଆଜି ଦୂର ହୋଇଯାଇଛି। ହାତଲେଖାର ଫରେନସିକ୍…
Read More...

ଓଏଏସ ଅଫିସର ସ୍ତରରେ ବଦଳି

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଓଏଏସ ଅଫିସରସ୍ତରରେ ବଦଳି କରିଛନ୍ତି। ପଂଚାୟତିରାଜ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଓଏଏସ୍ ଭୂବନ କୁମାର ଶତପଥୀଙ୍କୁ ବଲାଙ୍ଗିର ଆଗଲପୁର ବ୍ଲକ ବିଡ଼ିଓ, କରୁଣାକର ଧିଣ୍ଡାଙ୍କୁ…
Read More...

ସଙ୍ଗୀତ ଏବଂ ଗୀତିକାରଙ୍କୁ ଉପଯୁକ୍ତ ସମ୍ମାନ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ରଙ୍ଗବତୀ ଗୀତର ଗୀତିକାର ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କ ଗାଁ ବିଲୁଙ୍ଗକୁ ‘ରଙ୍ଗବତୀ ବିଲୁଙ୍ଗ’ ନାଁରେ ନାମିତ କରାଯିବା ଏହି ସଙ୍ଗୀତ ଏବଂ ଗୀତିକାରଙ୍କୁ ଉପଯୁକ୍ତ ସମ୍ମାନ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ…
Read More...

ସ୍ୱାସ୍ଥ୍ୟ ସେବାକୁ ରାଜ୍ୟ ସରକାର ଦେଉଛନ୍ତି ଅଧିକ ଗୁରୁତ୍ୱ

ଭୁବନେଶ୍ୱର:  ରାଜ୍ୟ ସରକାର ବିଗତ ୪ ମାସ ଧରି କରୋନା ମୁକାବିଲାକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ଏଥିଲାଗି ୩୭ଟି କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି ଓ ୯୦ ଲ୍ୟାବ କାମ କରୁଛି। କରୋନା ମୁକାବିଲା ଲାଗି ୮୦୨୩ ଜଣ…
Read More...

ସ୍ମରଣୀୟ ରହିବ ୨୦୨୦ ରଥଯାତ୍ରା : ଜଗନ୍ନାଥ ବଲ୍ଲଭ ପରିସରରେ ରହିବ ତିନି ରଥ

ପୁରୀ :  ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱ ପୂର୍ଣ୍ଣ ବୈଠକ ବସିଥିଲା | ମହାରଣା, ଭୋଇ ସେବାୟତ ମାନଙ୍କୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପରିଚାଳନା କମିଟି ର ସଦସ୍ୟ ମାନେ ଆଲୋଚନା କରିଥିଲେ | ବିଶେଷ କରି ଗତ…
Read More...

କୋଭିଡ ମୁକାବିଲା – ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ପଶ୍ଚିମ ଓଡିଶା ପାଇଁ ରାଉରେକେଲା IGHରେ ହେବ ପ୍ଲାଜ୍‌ମା ବ୍ୟାଙ୍କ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ସୁନ୍ଦରଗଡ ଓ ଯାଜପୁର ଜିଲ୍ଲାର କୋଭିଡ ପରିଚାଳନା ବ୍ୟବସ୍ଥା ସମୀକ୍ଷା କରି କୋଭିଡ ଯୁଦ୍ଧ ରଣନୀତିକୁ ସୁଦୃଢ କରିବା ପାଇଁ କେତେକ…
Read More...

ଝାରସୁଗୁଡା ଜିଲ୍ଲାକୁ ବାହାର ଲୋକଙ୍କ ପ୍ରବେଶ ମନା

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାକୁ ପ୍ରବେଶ ମନା । ବାହାର ଲୋକଙ୍କ ପ୍ରବେଶ ଉପରେ ଲାଗିଲା କଟକଣା । ୭ଟି ଜିଲ୍ଲା ଓ ଗୋଟିଏ ସବ୍‌ଡିଭିଜନର ଲୋକଙ୍କୁ ଏହି ଜିଲ୍ଲାରେ ପ୍ରବଶେ ଉପରେ ରୋକ ଲାଗାଯାଇଛି । ୭ଜିଲ୍ଲା ଗଞ୍ଜାମ, ଗଜପତି,…
Read More...

ଯୁବତୀଙ୍କୁ ଅଶ୍ଳୀଳ ମେଜେସ ପଠାଇବା ପ୍ରସଙ୍ଗ: ନିଲମ୍ବିତ ହେଲେ ଆୟୁଷ ନିର୍ଦ୍ଦେଶକ

ଭୁବନେଶ୍ୱର: ଶେଷରେ ନିଲମ୍ବିତ ହେଲେ ଆୟୁଷ ନିର୍ଦ୍ଦେଶକ । ପୂର୍ବତନ ଆୟୁଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଢ଼ଙ୍ଗୀଙ୍କୁ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିଲମ୍ବନ ଆଦେଶ ଦିଆଯାଇଛି । ପୂର୍ବରୁ ତାଙ୍କ ନାଁରେ ଭୁବନେଶ୍ୱର…
Read More...

କାଲି ଆଖି ବୁଜିଥିଲେ ଅତିରିକ୍ତ ଜିଲ୍ଲାପାଳ, ଆଜି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି: ଗତକାଲି ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କ ମୃତ୍ୟୁ ହୋଇଥିବା ବେଳେ ତାହା କରୋନାଜନିତ ବୋଲି ଆଜି ସ୍ପଷ୍ଟ ହୋଇଛି। କରୁଣାକରଙ୍କ ମୃତ୍ୟୁର ଦିନକ ପରେ ସେ କରୋନା ପଜିଟିଭ୍ ଚିହ୍ନଟ…
Read More...

ଆଜି ରାଜଧାନୀରୁ ସୁସ୍ଥ ହେଲେ ୯୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜଧାନୀରୁ ବୁଧବାର ୯୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇଲେ ଭୁବନେଶ୍ୱରରୁ ଏଯାବତ ୭୨୪ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏଥିସହିତ ଏବେ ବି ୬୦୬ଟି କରୋନା ସକ୍ରିୟ…
Read More...

ଆଜି କଟକରୁ ୫୪ କରୋନା ପଜିଟିଭ୍ ଚିହ୍ନଟ

କଟକ: ରାଜ୍ୟରେ ଉପର ମୁହାଁ ରହିଛି କରୋନା । ପ୍ରତିଦିନ ବଢ଼ୁଛି ସଂକ୍ରମିତ ସଂଖ୍ୟା । ଏହାରି ଭିତରେ ଆଜି ସିଲଭର ସିଟି କଟକରୁ ଆଉ ୫୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୧ ଜଣ ସରକାରୀ ସଙ୍ଗରୋଧର ଥିବା ବେଳେ ୪୧ ଜଣ ହୋମ୍…
Read More...