Browsing Category

Odisha

ଆଗାମୀ ଦିନରେ କରୋନା ଚ୍ୟାଲେଞ୍ଜକୁ ସାମ୍ନା କରିବା ପାଇଁ ପଡିବ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: କରୋନା ସଚେତନତା ପରିପ୍ରେକ୍ଷୀରେ ମଙ୍ଗଳବାର ଇସ୍ପାତ୍‌ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ “କରୋନା ସମୟରେ କାର୍ଯ୍ୟଶୈଳି” ଶୀର୍ଷକ ୱେବିନାରରେ ଯୋଗଦେଇ ଆଗାମୀ ଦିନରେ ଥିବା କରୋନା ଚ୍ୟାଲେଞ୍ଜକୁ ସାମ୍ନା…
Read More...

ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ୫ ମାସ ପାଇଁ ପାଇବେ ମାଗଣା ଚାଉଳ ଓ ଡାଲି

ଭୁବନେଶ୍ୱର: କରୋନା ସଂକ୍ରମଣ ଏବଂ ତଦ୍‌ଜନିତ ଲକ୍‌ଡାଉନ ଓ ସଟ୍‌ଡାଉନ ଗରିବ ଲୋକଙ୍କ ଜୀବିକା ଉପରେ ବିଶେଷ ପ୍ରଭାବ ପକାଇଛି। ତେଣୁ ଗରିବ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟ…
Read More...

ବୀମାଭୁକ୍ତ ହେବା ଇଚ୍ଛାଧିନ ହୋଇଥିବାରୁ ବ୍ୟାପକ ସଚେତନତା ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ଵ

ଭୁବନେଶ୍ୱର: ଚଳିତ ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜୀକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି । ଫସଲବୀମା ପଞ୍ଜୀକରଣ ଚାଷୀଙ୍କର ଇଚ୍ଛାଧିନ ବିଷୟ ହୋଇଥିବାରୁ ଏ ବିଷୟରେ  ବ୍ୟାପକ ସଚେତନତା ସୃଷ୍ଟି…
Read More...

ରାୟଗଡ଼ାରେ ତହସିଲଦାରଙ୍କଠାରେ କରୋନା ଚିହ୍ନଟ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କୋଲନରାର ତହସିଲଦାର୍‌ କରୋନା ପଜିଟିଭ୍‌ ଥିବା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି। କୋଲନରାର ତହସିଲଦାରଙ୍କ ସମେତ ଜଣଙ୍କ କୋଭିଡ-୧୯ ରିପୋର୍ଟ ପିଜିଟିଭ୍‌ ଆସିଛି। ଏହାପରେ…
Read More...

ଆଜି କଟକରୁ ୩୨ ପଜିଟିଭ୍ ଚିହ୍ନଟ

କଟକ: ରାଜ୍ୟରେ କରୋନା ତାର କାୟା ବିସ୍ତାର କରି ଚାଲିଛି । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି । ଆଜି କଟକ ସହରରେ ଆଉ ୩୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରୁ ୨୭ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୫ଜଣ…
Read More...

୧୦ ଦିନ ଯାଏଁ ସମ୍ବଲପୁର ସଟଡାଉନ

ବୁର୍ଲା: ଆସନ୍ତାକାଲିଠୁ ସମ୍ବଲପୁର ସଟଡାଉନ । ୧୦ ଦିନ ପାଇଁ ଜିଲ୍ଳାକୁ ସଂପୂର୍ଣ୍ଣ ସଟଡାଉନ କରାଯାଇଛି । ୨୨ ତାରିଖଠୁ ୩୧ ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି । କରୋନା ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ…
Read More...

ଆଜି ଭୁବନେଶ୍ୱରରୁ ୨୧ ପଜିଟିଭ ବାହାରିଲେ, ସୁସ୍ଥ ହେଲେ ୪୯

ଭୁବନେଶ୍ୱର:  ଆଜି ରାଜଧାନୀ ଭୁବନେଶ୍ୱରରୁ ୨୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ  ୪୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନ‌ା ଦେଇଛି ଭୁବନେଶ୍ୱର ମହାନଗର ନିଗମ। ୨୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୬ଜଣ…
Read More...

ମଧ୍ୟପ୍ରଦେଶର ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ବିୟୋଗରେ ରାଜ୍ୟ ବିଜେପିର ଗଭୀର ଶୋକ

ଭୁବନେଶ୍ୱର: ମଧ୍ୟପ୍ରଦେଶର ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ଗଭୀର ଶୋକ ପ୍ରକାଶ କରିବା ସହ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି…
Read More...

ବିଜୟଙ୍କ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ଵର: ଓଲିଉଡ ଜଗତର ବିଶିଷ୍ଟ ଅଭିନେତା ବିଜୟ ମହାନ୍ତିଙ୍କର ଗତକାଲି ପରଲୋକ ହୋଇଯାଇଛି । ଏନେଇ ଆଜି ତାଙ୍କ ମରଶରୀରକୁ ଉତ୍କଳ ସଙ୍ଗୀତ ବିଶ୍ୱବିଦ୍ୟାଳୟରେ ରାଷ୍ଟ୍ରୀୟ ସମ୍ମାନ ଦିଆଯାଇଛି । ପରେ ଭୁବନେଶ୍ୱର ସତ୍ୟନଗର…
Read More...

ମାଲକାନଗିରିରେ କରୋନା ରୁ ବର୍ତ୍ତିବା ପାଇଁ ପିଲାଙ୍କୁ ଦିଆଯାଉଛି ସଲପ ମଦ

ମାଲକାନଗିରି : ମହାମାରୀ କରୋନା କବଳରୁ ମୁକ୍ତି ପାଇବା ପାଇଁ ଭ୍ୟାକ୍ସିନ ପ୍ରସ୍ତୁତି ନିମନ୍ତେ ବିଭିନ୍ନ ଦେଶ ଲାଗି ପଡ଼ିଛନ୍ତି। ଏ ପର୍ଯ୍ୟନ୍ତ କେହି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ନ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା…
Read More...

ପରଲୋକରେ ଅବସରପ୍ରାପ୍ତ ଆଇଏଏସ୍ ପ୍ରିୟବ୍ରତ ପଟ୍ଟନାୟକ

ଭୁବନେଶ୍ୱର: ପରଲୋକରେ ଅବସରପ୍ରାପ୍ତ ଆଇଏଏସ୍ ପ୍ରିୟବ୍ରତ ପଟ୍ଟନାୟକ । ଶ୍ରୀ ପଟ୍ଟନାୟକ ଅନେକ ଦିନ ହେଲା ଲିଭର୍ କ୍ୟାନସର୍ ରେ ପୀଡ଼ିତ ଥିଲେ । ମୁମ୍ବାଇରେ ଚିକିତ୍ସାଧୀନ ଅବସ୍ଥାରେ ୬୭ ବର୍ଷ ବୟସରେ ଆଜି ତାଙ୍କର ପରଲୋକ…
Read More...

ଗଜପତି ଅତିରିକ୍ତ ଜିଲ୍ଲାପାଳଙ୍କ ପରଲୋକ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) କରୁଣାକର ରାଇକାଙ୍କର ଆଜି ପରଲୋକ ହୋଇଯାଇଛି। ସେ ଜିଲ୍ଲା କୋଭିଡ୍ ହସ୍ପିଟାଲ ଓ କେୟାର ସେଣ୍ଟର ପରିଚାଳନା ଦାୟିତ୍ୱରେ ଥିଲେ। ଆଜି ଭୋରରୁ ବ୍ରହ୍ମପୁର ବଡ଼…
Read More...

ଆଜିଠୁ ଗଞ୍ଜାମରେ ପ୍ଲାଜମା ଥେରାପି ଆରମ୍ଭ

ବ୍ରହ୍ମପୁର: ଆଜିଠାରୁ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହେବ ପ୍ଲାଜମା ଥେରାପି। ଏହି ଚିକିତ୍ସା ପଦ୍ଧତି ବେଶ୍ ଫଳପ୍ରଦ ହେଉଥିବାରୁ ଗଞ୍ଜାମରେ ମଧ୍ୟ ଏହାକୁ ପ୍ରୟୋଗ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଥମେ କଟକ…
Read More...

ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ବିଜୟଙ୍କ ଶେଷକୃତ୍ୟ

ଭୁବନେଶ୍ୱର: ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି ଗତକାଲି ଆଖି ବୁଜିଥିବା ବେଳେ ଆଜି ତାଙ୍କ ଶେଷକୃତ୍ୟ ସଂପନ୍ନ ହେବ । ସକାଳ ୮ଟାରେ କେୟାର ହସ୍ପିଟାଲରୁ ମର ଶରୀରକୁ ବମିଖାଲସ୍ଥିତ ବାସଭବନକୁ ନିଆଯିବ । ସେଠାରେ ଆତ୍ମୀୟସ୍ୱଜନ ଓ…
Read More...