Browsing Category

Odisha

ଯୁବପିଢିଙ୍କ ବୌଦ୍ଧିକ କ୍ଷମତା ଦ୍ୱାରା ଓଡିଶାର ସମ୍ଭାବନା ସୁଯୋଗରେ ପରିଣତ ହୋଇପାରିବ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡିଶା ବୌଦ୍ଧିକ କ୍ଷମତାର ପେଣ୍ଠସ୍ଥଳି । ଏହାକୁ ଧ୍ୟାନରେ ରଖି ଓଡିଆ ଯୁବପିଢିଙ୍କ ବୌଦ୍ଧିକ କ୍ଷମତା ଉପଯୋଗ କରି କରୋନା ପରବର୍ତୀ ଦୃଶ୍ୟପଟ୍ଟରେ ଓଡିଶା ଓ ଭୁବନେଶ୍ୱରରେ ଥିବା ନୂଆ ସମ୍ଭାବନାକୁ…
Read More...

ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା!

ଭୁବନେଶ୍ୱର ‌: ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ବିଶେଷକରି ରବିବାର ମୟୂରଭଞ୍ଜ, ନବରଙ୍ଗପୁର, କୋରାପୁଟ, ନୂଆପଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା…
Read More...

ଗରିବ ସେବକଙ୍କୁ ମିଳିବ ଜମି: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ ‌: କରୋନା ସଂକ୍ରମଣ ସଙ୍କଟ ଯୋଗୁଁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ହୋଇ ରହିଥିବାରୁ ସେବାୟତମାନଙ୍କ ଜୀବିକା ପ୍ରଭାବିତ ହୋଇଛି । ତେଣୁ ସେମାନଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ।…
Read More...

ରାଜ୍ୟରେ ସୁସ୍ଥ ହେଲେ ୩୮୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର:  ଆଜି ରାଜ୍ୟରେ ୧୬ଟି ଜିଲ୍ଲାରୁ ୩୮୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।  ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏବେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୮ ହଜାର ଟପିଛି ।  ବର୍ତ୍ତମାନ ସୁଦ୍ଧା ୮୩୬୦ଜଣ କରୋନା…
Read More...

ଗଞ୍ଜାମରେ ସାମାଜିକ ଦୂରତା ନିୟମ ଉଲ୍ଲଂଘନ କରି ଚାଲିଛି କଳସ ଶୋଭଯାତ୍ରା

ଗଞ୍ଜାମ: ଗଞ୍ଜାମରେ କରୋନାରେ ସ୍ଥିତି ସଙ୍ଗୀନ । ୩୬ ଜଣଙ୍କ ମୃତ୍ୟୁ ଏବଂ ୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଗଂଜାମ ଜିଲ୍ଲାରୁ । ହଟ୍‌ସ୍ପଟ ଜିଲ୍ଲାରେ ପରିଣତ ହୋଇଛି ଗଂଜାମ ଜିଲ୍ଲା । ତେବେ ଏତେ ଆକ୍ରାନ୍ତ…
Read More...

କରୋନା ସହ ଲଢିବା ପାଇଁ ସହଯୋଗ ଲୋଡିଲେ ବିଏମସି କମିଶନର

ଭୁବନେଶ୍ୱର: କରୋନା ମୁକାବିଲା ନେଇ ସହଯୋଗ ଲୋଡିଛନ୍ତି ବିଏମସି କମିଶନର । ହଟସ୍ପଟ ଅଂଚଳରୁ ଲୋକେ ଭୁବନେଶ୍ୱର ଆସୁଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ସ୍ଲମ ଏରିଆରେ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ସ୍ଲମ କମିଟି ଗଠନ…
Read More...

କରୋନା ଆକ୍ରାନ୍ତ ଦୁଇ ବିଧାୟକ ଓ କୋଭିଡ୍‌ ଯୋଦ୍ଧାଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କରୋନା ସଂକ୍ରମିତ ହୋଇଥିବା ରାଜ୍ୟର ବିଧାୟକ ଓ କୋଭିଡ୍‌ ଯୋଦ୍ଧାଙ୍କ ସହ ଟେଲିଫୋନ୍‌ ଯୋଗେ କଥା ହୋଇ ସେମାନଙ୍କ ସ୍ୱାସ୍ଥ୍ୟ ସଂପର୍କରେ ପଚାରି ବୁଝିଛନ୍ତି।…
Read More...

ଏହି ୮ ଜିଲ୍ଲାର ଲୋକ ଯାଇ ପାରିବେନି ଢେଙ୍କାନାଳ

ଢେଙ୍କାନାଳ: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ହେତୁ ୮ଟି ଜିଲ୍ଲାରୁ ଲୋକଙ୍କୁ ନିଜ ଜିଲ୍ଲାକୁ ପ୍ରବେଶ ବାରଣ କରିଛି ଢେଙ୍କାନାଳ। ଯେଉଁ ସବୁ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ…
Read More...

ଟୁଇନ୍‌ ସିଟିକୁ ଯାଇପାରିବେନି ଜଗତସିଂହପୁରବାସୀ

ଜଗତସିଂହପୁର : କଟକ-ଭୁବନେଶ୍ୱରରେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି। ସ୍ଥାନୀୟ ସଂକ୍ରମଣ ସଂଖ୍ୟା ବି ଏଠାରେ କିଛି କମ୍‌ ନୁହେଁ। ଏପରି ସ୍ଥିତିରେ ନିଜର ତଥା ନିଜ ପରିବାରର ସୁରକ୍ଷା ପାଇଁ ଜଗତସିଂହପୁରବାସୀଙ୍କ…
Read More...

କଟକରୁ ୧୦ ଆକ୍ରାନ୍ତ ଚିହ୍ନଟ

କଟକ: ରାଜ୍ୟରେ ଚିହ୍ନଟ ୫୭୦ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ୪୬ ଜଣ ଅଛନ୍ତି। ସେମାନଙ୍କ ମଧ୍ୟରୁ କଟକ ସହରରୁ କେବଳ ୧୦ ଜଣ ଅଛନ୍ତି। ଏହି ୧୦ ଜଣଙ୍କ ମଧ୍ୟରୁ ୪ ଜଣ ସରକାରୀ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ…
Read More...

ସେବାୟତଙ୍କ ତୃତୀୟ ପର୍ଯ୍ୟାୟ କୋଭିଡ ଟେଷ୍ଟ ଆରମ୍ଭ

ପୁରୀ: ପୁରୀ ସେବାୟତଙ୍କ ଆରମ୍ଭ ହୋଇଯାଇଛି ତୃତୀୟ ପର୍ଯ୍ୟାୟ କୋଭିଡ ଟେଷ୍ଟ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ଟେଷ୍ଟ କରାଯାଉଛି । ସେବାୟତ, ସୁଆର ସେବାୟତଙ୍କ ଟେଷ୍ଟ ଆରମ୍ଭ ହୋଇଛି । ରଥଯାତ୍ରା ପୂର୍ବରୁ ଏବଂ…
Read More...

ଭୁବନେଶ୍ୱରରୁ ୩୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର ସହରରୁ ଆଉ ୩୮ଟି ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୬ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଓ ଅନ୍ୟ ୧୨ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି । ସେହିପରି ଆଜି ୬ ଜଣ ଆକ୍ରାନ୍ତୁ ସୁସ୍ଥ…
Read More...

ଭୁବନେଶ୍ୱରରେ ଆରମ୍ଭ ହେଲା ସେରୋଲୋଜିକାଲ ଟେଷ୍ଟ

ଭୁବନେଶ୍ୱର: ରାଜଧାନୀରେ ଆରମ୍ଭ ହେଲା ସେରୋଲୋଜିକାଲ ଟେଷ୍ଟ । ଟେଷ୍ଟ ପାଇଁ ୨୫ଟି ୱାର୍ଡ଼କୁ ଚିହ୍ନଟ କରାଯାଇଛି । ଆଜି ପାଂଚରୁ ଛଅଟି ସ୍ଥାନରେ ପରୀକ୍ଷା କରିବ ଭୁବନେଶ୍ୱର ମହାନଗର ନିଗମ । ପ୍ରଥମ ପଯ୍ୟାୟରେ ୨୫ଶହ ଲୋକଙ୍କ…
Read More...

ଏହି ୨ ଜିଲ୍ଲାବାସୀଙ୍କୁ ଅନୁଗୋଳ ମନା

ଅନୁଗୋଳ:  ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଥିବା ବେଳେ ଏହାକୁ ନେଇ ଚିନ୍ତା ବଢ଼ି ଯାଇଛି। ଏପରି ସ୍ଥିତିରେ ସଂକ୍ରମିତଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରିବାକୁ ଗଞ୍ଜାମ, ଗଜପତି, ଖୋର୍ଦ୍ଧା,…
Read More...