Browsing Category

Odisha

୧୩ ଜିଲ୍ଲାବାସୀଙ୍କୁ ମାଲକାନଗିରି ଯିବା ଉପରେ ଲାଗିଲା କଟକଣା

ମାଲକାନିଗିରି: ବାହାର ଜିଲ୍ଲାରୁ ଆସୁଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ମାଲକାନଗିରି ଜିଲାରେ ଦ୍ରୁତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହା ଉପରେ ରୋକ ଲଗାଇବାକୁ ଏଥର ନୂଆ ନିୟମ ଲାଗୁ କରିଛି…
Read More...

ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ

ଚାନ୍ଦବାଲି : ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ମତୋ ବଜାରସ୍ଥିତ ଏକ ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ମତୋ ବଜାରସ୍ଥିତ ଭାଗ୍ୟଲକ୍ଷ୍ମୀ ଫ୍ୟାସନ୍ ନାମକ…
Read More...

ହକ୍ ନମିଳିବା ପର୍ଯ୍ୟନ୍ତ ଓବିସି ମୋର୍ଚ୍ଚା ଲଢେଇ ଜାରି ରଖିବା ଦରକାର :ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଓବିସି ବର୍ଗକୁ ନିଜର ହକ୍ ନ ମିଳିବା ପର୍ଯ୍ୟନ୍ତ ଓବିସି ମୋର୍ଚ୍ଚା ଲଢେଇ ଜାରି ରଖିବା ଦରକାର ବୋଲି ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତି ଉପଲକ୍ଷେ ରାଜ୍ୟ ଓବିସି ମୋର୍ଚ୍ଚା ତରଫରୁ ଆୟୋଜିତ…
Read More...

ଡା.ହରେକୃଷ୍ଣ ମହତାବଙ୍କ ବିଚାରଧାରା ଆଜି ମଧ୍ୟ ପ୍ରାସଙ୍ଗିକ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଗଡ଼ଜାତ ମିଶ୍ରଣରେ ଡା. ମହତାବଙ୍କ କୁଶଳ ନୀତି ଯୋଗୁଁ ବାଲଶ୍ୱର ଜିଲ୍ଲାର ନୀଳଗିରି ଓଡ଼ିଶାରେ ମିଶି ପାରିଥିଲା । ଡା. ମହତାବଙ୍କ ଦୂରଦୃଷ୍ଟି ସମ୍ପନ୍ନ ନୀତି ଯୋଗୁଁ ଏକ ଜାତୀୟ ଆବଶ୍ୟକତାର ପ୍ରଥମ କାମ…
Read More...

ଘୋଷଣା ହେଲା ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର: ୨୦୧୫ ଓ ୨୦୧୬ ପାଇଁ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହୋଇଛି । ୨୦୧୫ ପାଇଁ ଉପନ୍ୟାସ ବିଭାଗରେ ନିତ୍ୟାନନ୍ଦ ପଣ୍ଡାଙ୍କୁ ଚୟନ କରାଯାଇଥିବା ବେଳେ କ୍ଷୁଦ୍ରଗଳ୍ପ ପାଇଁ ଶ୍ରୀ ପବିତ୍ର ପାଣିଗ୍ରାହୀ,…
Read More...

୪୮ ଘଣ୍ଟା ପାଇଁ ବନ୍ଦ ରହିବ ‘ପୁଲିସ ସେବା ଭବନ’

ଭୁବନେଶ୍ୱର: କମିଶନରେଟ୍‌ ପୁଲିସର ‘ପୁଲିସ ସେବା ଭବନ’ ୪୮ ଘଣ୍ଟା ପାଇଁ ବନ୍ଦ। ଆସନ୍ତାକାଲି ଅର୍ଥାତ ୧୧ ତାରିଖ ସକାଳ ୯ଟାରୁ ୧୩ ସକାଳ ୯ଟା ପର୍ଯ୍ୟନ୍ତ ବନ୍ଦ ରହିବ। ଏହି ସମୟରେ କର୍ମଚାରୀ ଓ ସାଧାରଣ ଲୋକେ କାର୍ଯ୍ୟ ଭିତରକୁ…
Read More...

ଭୁବନେଶ୍ୱରରୁ ଆଉ ୪୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ଆଉ ୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଏମ୍‌ସି ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ବିଏମ୍‌ସି ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦୨ରେ ପହଞ୍ଚି ଯାଇଛି।…
Read More...

୩ ସାମ୍ବାଦିକଙ୍କୁ କରୋନା

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ୩ ଜଣ ସାମ୍ବାଦିକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଏହି ୩ ଜଣ ସାମ୍ୱାଦିକଙ୍କର ୪ ଦିନ ତଳେ ସ୍ୱାବ ନମୂନା ସଂଗ୍ରହ ହୋଇ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ଗତକାଲି…
Read More...

କଟକରୁ ୧୬ କରୋନା ପଜିଟିଭ ଚିହ୍ନଟ

କଟକ: କଟକ ଜିଲ୍ଲାରୁ ୫୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କଟକ ମହାନଗର ନିଗମ ଅଞ୍ଚଳରୁ ୧୬ ଜଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩ ସରକାରୀ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୨ ଲୋକାଲ…
Read More...

ମାଓପ୍ରବଣ ତାଲିକାରୁ ବାଦ୍‌ ପଡିଲା ୫ ଜିଲ୍ଲା

ଭୁବନେଶ୍ୱର : ମାଓପ୍ରଭାବିତ ଏସ୍‌ଆର୍‌ଇ ଜିଲ୍ଲା ତାଲିକାରୁ ବାଦ୍ ପଡ଼ିଲା ରାଜ୍ୟର ୫ଟି ଜିଲ୍ଲା । ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେବଗଡ଼ ଏବଂ ନୟାଗଡ଼ ଜିଲ୍ଲା । ସୁରକ୍ଷା ସମ୍ପର୍କୀତ ଖର୍ଚ୍ଚ ଏସ୍‌ଆର୍‌ଇରୁ ବାଦ୍ ପଡ଼ିଛି । ଏ…
Read More...

ସଟଡାଉନ ହେଲା ବିଧାନସଭା

ଭୁବନେଶ୍ୱର: ବିଧାନସଭାରେ କାମ କରୁଥିବା ଜଣେ କର୍ମଚାରୀଙ୍କ ସମ୍ପର୍କୀୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଫଳରେ ବିଧାନସଭାରେ କାର୍ଯ୍ୟରତ ଅନ୍ୟ କର୍ମଚାରୀଙ୍କ ପ୍ରତି କରୋନା ବିପଦ ରହିଛି । ଏହାକୁ ଆଖି ଆଗରେ ରଖି ବାଚସ୍ପତି…
Read More...

୩୧ ପର୍ଯ୍ୟନ୍ତ ରାଉରକେଲା ସହର ଶନିବାର ଓ ରବିବାର ସଟଡାଉନ୍

ରାଉରକେଲା: କରୋନା ସଂକ୍ରମଣକୁ ରୋକିବା ଲାଗି ରାଉରକେଲା ସହରକୁ ସପ୍ତାହରେ ୨ ଦିନ ଅର୍ଥାତ୍‌ ଶନିବାର ଏବଂ ରବିବାର ସଟ୍‌ଡାଉନ୍‌ କରିବାକୁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଘୋଷଣା କରିଛନ୍ତି। ଏହା ଆସନ୍ତାକାଲିଠୁ…
Read More...

ବ୍ରହ୍ମପୁରର ସବ୍‌-ଇନ୍ସପେକ୍ଟର ବି.ବି ସେଠୀଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବ୍ରହ୍ମପୁରର ଜଣେ ସବ୍‌-ଇନ୍ସପେକ୍ଟରଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ନାଁ ବି.ବି ସେଠୀ। ସେ କୋରନାରେ ଆକ୍ରାନ୍ତ ହୋଇଥିଲେ। ତେବେ ସୁସ୍ଥ ହେବା ପରେ ସଙ୍ଗେ ସଙ୍ଗେ ଆସି…
Read More...

ବିଶିଷ୍ଟ ସାହିତ୍ୟିକ ମନୋଜ ପଣ୍ଡାଙ୍କ ବିୟୋଗ; ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗିର: ‘ଶାରଳା’ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଲେଖକ ମନୋଜ ପଣ୍ଡାଙ୍କର ଆଜି ହୃଦ୍‌ଘାତରେ ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ…
Read More...