Browsing Category

Odisha

ମିଜୋରାମରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ: ମିଜୋରାମର ଚମ୍ପଲ ଠାରେ ସୋମବାର ଦିନ ସାମାନ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର୍ ସେସିମୋଲୋଜିର ରିପୋର୍ଟ ଅନୁଯାୟୀ ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୫.୫ ମପା ଯାଇଥିଲା । ଆଜି…
Read More...

ଝାରସୁଗୁଡାରେ ସୁପର ସ୍ପ୍ରେଡର ମହିଳା

ଝାରସୁଗୁଡା: ଝାରସୁଗୁଡାରେ ଜଣେ ମହିଳା ପାଲଟିଲେ ସୁପର ସ୍ପ୍ରେଡର। ଗୁରୁଗ୍ରାମରୁ ଆସିଥିବା ଏହି ମହିଳାଙ୍କ ସଂସ୍ପର୍ଶରେ ଆସି ବ୍ରଜରାଜନଗରର ୧୭ ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି ।ମହିଳାଜଣଙ୍କ ହୋମ୍…
Read More...

ଆଜି ରଥରେ ହେବ ଆଜ୍ଞାମାଳ ବିଜେ ନୀତି

ପୁରୀ : ରଥଯାତ୍ରା ହେବ କି ନାହିଁ ସେ ନେଇ ଭକ୍ତମାନଙ୍କ ମଧ୍ୟରେ ଲାଗି ରହିଛି ଦ୍ୱନ୍ଦ୍ୱ । ଏଥର ବଡ଼ଦାଣ୍ଡରେ ରଥ ଗଡ଼ିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ ରାୟ ଦେଇଥିଲେ। ମାତ୍ର ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ପରେ…
Read More...

ଗଞ୍ଜାମରୁ ପୁଣି ୩୨ କରୋନା ପଜିଟିଭ ଚିହ୍ନଟ

ଗଞ୍ଜାମ: ସୋମବାର ଗଞ୍ଜାମ ଜିଲ୍ଲାରୁ ଆଉ ୩୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ବର୍ତ୍ତମାନ ସୁଦ୍ଧା ଗଞ୍ଜାମରେ ୯୨୫ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୭୦ଜଣ ଆକ୍ରାନ୍ତ ସୁସ୍ଥ…
Read More...

ଗଜପତି ମହାରାଜ ଏବଂ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଅନୁରୋଧ ଏବଂ ଅପେକ୍ଷାକୁ ପାଳନ କରନ୍ତୁ ରାଜ୍ୟ ସରକାର :ସମୀର ମହାନ୍ତି

ଭୁବନେଶ୍ୱର: ରଥଯାତ୍ରା ଓ ଶ୍ରୀମନ୍ଦିର ପରିଚାଳନାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏବଂ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ବିଶେଷ ଭୂମିକା ରହିଛି । ଏ ଦୁଇ ଆସ୍ଥା କେନ୍ଦ୍ର ଯେଉଁ ଅନୁରୋଧ ଓ ଅପେକ୍ଷା ରଖୁଛନ୍ତି ରାଜ୍ୟ ସରକାର…
Read More...

ଦେଶର ସୈନିକଙ୍କ ମନୋବଳକୁ ଦୃଢ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଦେଖାଯାଇଥିବା ବେଳେ ଏହି ସଂକଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବୀର ସୈନିକ ମାନଙ୍କ ମନୋବଳକୁ ଦୃଢ କରିଛନ୍ତି । ଦେଶର ଅଖଣ୍ଡତାକୁ ସୁରକ୍ଷା ଦେବା…
Read More...

୨୩ରୁ ଭୁବନେଶ୍ୱରରୁ ପିପିଲିକୁ ମୋ ବସ୍‌ ସେବା

ଭୁବନେଶ୍ୱର: ଆଉ ଦୁଇ ଦିନ ପରେ ଅର୍ଥାତ ଜୁନ୍ ୨୩ରେ ଭୁବନେଶ୍ୱର ରେଲୱେ ଷ୍ଟେସନରୁ ପିପିଲିକୁ ଗଡ଼ିବ ମୋ ବସ୍ । ଏହି ରୁଟ୍‌ର ବ୍ୟବଧାନ ୨୪.୮ କି.ମି. । ପୂର୍ବରୁ ପିପିଲିକୁ ସିଟି ବସ ଚଲାଇବା ନିମନ୍ତେ ସ୍ଥାନୀୟ ଲୋକମାନେ ଦାବି…
Read More...

ରଥଯାତ୍ରା ପାଇଁ ସମ୍ବିତ ପାତ୍ର ଦାଖଲ କଲେ ପିଟିସନ୍

ଭୁବନେଶ୍ୱର :ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କଲେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର। ଏନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି।ଆସନ୍ତା 23 ଜୁନ 2020 କୁ ଅନୁଷ୍ଠିତ…
Read More...

ଡି.ଏ.ଭି ପବ୍ଲିକ୍ ସ୍କୁଲ ୟୁନିଟ-୮ରେ ଅନ୍ତର୍ଜାତୀୟ ଯୋଗ ଶିବିର

ଭୁବନେଶ୍ୱର: ସାଂପ୍ରତିକ ସର୍ବବ୍ୟାପୀ ମାରାତ୍ମକ କରୋନା ଭୂତାଶୁ ସଂକ୍ରମଣ ଜନିତ କଟକଣାକୁ ଦୃଷ୍ଟିରେ ରଖି ଡି.ଏ.ଭି ପବ୍ଲିକ ସ୍କୁଲ ୟୁନିଟ-୮ରେ ଡିଜିଟାଲ ପ୍ଲାଟଫର୍ମରେ ଷଷ୍ଠ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି ।…
Read More...

ଆଜି ରାଜଧାନୀରୁ ଜଣେ ଓ କଟକରୁ ୩ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର/କଟକ : ଗୋଟିଏ ଦିନରେ ରାଜଧାନୀରେ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଣେ ୭ଜଣ ସୁସ୍ଥ ହୋଇଥିବା ନେଇ ବିଏମସି ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଏହି ନୂତନ ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ୭୩ ବର୍ଷ…
Read More...

କୂଅ ଭିତରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର

ଆଠଗଡ଼ : କଟକ ଜିଲ୍ଲା ଆଠଗଡ଼ ସଦର ରେଞ୍ଜ୍ ବୁଦ୍ଧିଆପାଟଣାର ଏକ କୂଅ ଭିତରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯିବା ଘଟଣା ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।ସୂଚନା ଅନୁଯାୟୀ, ଆଠଗଡ଼ ସଦର ରେଞ୍ଜ୍ ଅନ୍ତର୍ଗତ…
Read More...

ଉମରକୋଟର ଦୁଇଟି ଗାଁ’କୁ କଣ୍ଟେମେଣ୍ଟ ଜୋନ୍ ଘୋଷଣା

ନବରଙ୍ଗପୁର : ଉମରକୋଟର ଦୁଇଟି ଗାଁ'କୁ କଣ୍ଟେମେଣ୍ଟ ଜୋନ୍ ଘୋଷଣା କଲେ ଜିଲ୍ଲାପାଳ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍‌ର କାରଗାଁ'ମାଝିସାହି ଓ ଭଣ୍ଡାରୀଗୁଡ଼ା ଟିଏମ୍‌ସିକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି ।…
Read More...

ଆଜି ସୂର୍ଯ୍ୟୋପରାଗ: ଓଡ଼ିଶାରେ ଆଂଶିକ ଦୃଶ୍ୟମାନ

ଭୁବନେଶ୍ୱର : ଆଜି ଦୃଶ୍ୟମାନ ହେବ ବିରଳ ସୂର୍ଯ୍ୟୋପରାଗ ହେବ । ଓଡ଼ିଶାରେ ଏହା ଆଂଶିକ ଦୃଶ୍ୟମାନ ହେବ । ଗ୍ରହଣର ସ୍ଥିତିକାଳ ଓଡ଼ିଶାରେ ୩ ଘଣ୍ଟା ୩୧ ମିନିଟ୍‌ଠାରୁ ୩ ଘଣ୍ଟା ୩୩ ମିନିଟ୍‌ ରହିବ । ଏଥିନିମନ୍ତେ ଗ୍ରହଣ ସ୍ପର୍ଶର…
Read More...

ଆଜି ବିଶ୍ୱ ପିତୃ ଦିବସ

ଭୁବନେଶ୍ୱର: 'ବାପା' ଶଦ୍ଦଟି ସନ୍ତାନ ପାଇଁ ମହାନ । ସନ୍ତାନ ଯଦି ମା'ଙ୍କ ଠାରୁ ସଂସ୍କାର ଶିଖେ ତେବେ ବାପାଠାରୁ କିଭଳି ଦୁନିଆରେ ନିଜକୁ ସଫଳ କରାଇବ ତାର ଉପଯୁକ୍ତ ଜ୍ଞାନ ପାଇବା ପାଇଁ ଆବଶ୍ୟକ କରିଥାଏ । ପିତା ହିଁ ଗୋଟିଏ…
Read More...