Browsing Category

Odisha

ଆସନ୍ତାକାଲି ସୂର୍ଯ୍ୟୋପରାଗ; କେଉଁ ସମୟରେ ପାକ ଛାଡ ଜାଣନ୍ତୁ…

ଭୁବନେଶ୍ୱର: ଆସନ୍ତା ଜୁନ୍‌ ୨୧ରେ ଅର୍ଥାତ୍ ଆସନ୍ତାକାଲି ସୂର୍ଯ୍ୟୋପରାଗ । ଓଡ଼ିଶାରେ ଏହା ଆଂଶିକ ଦୃଶ୍ୟ ହେବ । ଆଷାଢ଼ ମାସ ବିଜୟ ଅମାବାସ୍ୟାରେ ରାହୁଗ୍ରସ୍ତ କଙ୍କଣାକୃତି ଆଂଶିକ ଚୂଡ଼ାମଣି ସୂର୍ଯ୍ୟୋପରାଗ ସଂଘଟିତ ହେବ । …
Read More...

ଆସନ୍ତାକାଲି କୃଷକ ସମ୍ବାଦ ରାଲି ମାଧ୍ୟମରେ ଚାଷୀମାନଙ୍କୁ ସମ୍ଭୋଧିତ କରିବେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ…

ଭୁବନେଶ୍ୱର: କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ହୋଇଛି । ଏହି ଅବସରରେ ସାରା ଦେଶରେ ଜନସମ୍ବାଦ ରାଲି ମାଧ୍ୟମରେ ସାଧାରଣ ଜନତାଙ୍କୁ ମୋଦି ସରକାରଙ୍କ ସଫଳତା ଏବଂ ବିଭିନ୍ନ ଯୋଜନା ସଂପର୍କରେ ଅବଗତ…
Read More...

ଏକଲବ୍ୟ ପୁରସ୍କାର ୨୦୨୦ ନିମନ୍ତେ ନାମାଙ୍କନ ପତ୍ର ଆହ୍ୱାନ

ଭୁବନେଶ୍ୱର: ଇମ୍ଫା ଗ୍ରୁପ୍ ଦ୍ୱାରା ପରିଚାଳିତ ‘ଇଣ୍ଡିଆନ୍ ମେଟାଲ୍ସ ପବ୍ଲିକ୍ ଚାରିଟେବୁଲ ଟ୍ରଷ୍ଟ’ (IMPaCT) ତରଫରୁ ସମ୍ମାନଜନକୁ “ଏକଲବ୍ୟ ପୁରସ୍କାର ୨୦୨୦” ନିମନ୍ତେ ନାମାଙ୍‌କନ ପତ୍ର ଆହ୍ୱାନ କରାଯାଉଛି । “ଏକଲବ୍ୟ…
Read More...

ସେପ୍ଟେମ୍ବର ସୁଦ୍ଧା ଶେଷ ହେବ ରାଉରକେଲା ସ୍ୱେରେଜ୍‍ ବ୍ୟବସ୍ଥା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସହରାଞ୍ଚଳମାନଙ୍କରେ ସ୍ୱେରେଜ୍‍ ବ୍ୟବସ୍ଥା ସମ୍ପର୍କରେ ପଞ୍ଚାୟତିରାଜ, ପାନୀୟ ଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ସମୀକ୍ଷା କରିଛନ୍ତି । ସମୀକ୍ଷାରୁ ପ୍ରକାଶ ଯେ…
Read More...

ପଞ୍ଚଭୂତରେ ଲୀନ ହେଲେ ସହିଦ ଚନ୍ଦ୍ରକାନ୍ତ ପ୍ରଧାନ

ଫୁଲବାଣୀ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜନ୍ମମାଟି କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ରାଇକିଆ ବ୍ଲକର ବିଅରପାଙ୍ଗା ଗାଁରେ ସହିଦ ଚନ୍ଦ୍ରକାନ୍ତ ପ୍ରଧାନଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏହାପୂର୍ବରୁ ରାଇକିଆ ମହୋତ୍ସବ ପଡ଼ିଆରୁ…
Read More...

ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ ସହ ପୁନର୍ବିଚାର ପାଇଁ ଶଙ୍କରାଚାର୍ଯ୍ୟଙ୍କ ପ୍ରସ୍ତାବ

ପୁରୀ: ପୁରୀ ରଥଯାତ୍ରା ବନ୍ଦ କରିବା ନେଇ ସୁପ୍ରିମକୋର୍ଟଙ୍କ ରାୟ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଜଗଦ୍‌ଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ଶୁକ୍ରବାର ଶଙ୍କରାଚାର୍ଯ୍ୟ ଏକ…
Read More...

ଓଡିଶାକୁ ଘାରିଲା ପଙ୍ଗପାଳ ଭୟ

ଭୁବନେଶ୍ୱର:ପୁଣି ଥରେ ଓଡିଶାକୁ ଘାରିଛି ପଙ୍ଗପାଳ ଭୟ । ମଧ୍ୟପ୍ରଦେଶ ଚାଲିଯାଇଥିବା ପଙ୍ଗପାଳ ଏବେ ପୁଣି ଥରେ ଛତିଶଗଡ ଫେରିଥିବା ନେଇ ସୂଚନା ମିଳିଛି । ତେବେ ପଙ୍ଗଳପାଳ ପାଇଁ ଆମେ ସତର୍କ ତଥା ପ୍ରସ୍ତୁତ ଅଛୁ ବୋଲି…
Read More...

ରଥଯାତ୍ରାକୁ ନେଇ ପୁଣିଥରେ ସୁପ୍ରିମକୋର୍ଟରେ ପିଟିସନ

ଭୁବନେଶ୍ୱର: ଏବର୍ଷ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟ ଗୁରୁବାର ରାୟ ଶୁଣାଇଛନ୍ତି। ହେଲେ ଏହାକୁ ସାମାନ୍ୟ ପରିବର୍ତ୍ତନ କରିବାକୁ ଶୁକ୍ରବାର ମୋଡିଫିକେସନ୍‌ ପିଟିସନ ଦାୟର ହୋଇଛି। ପକ୍ଷଭୁକ୍ତ ଆବେଦନକାରୀ ଅଫତାବ୍‌…
Read More...

ଭୁବନେଶ୍ୱରରେ ଆଉ ୭ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରେ କରୋନା ଦ୍ରୁତ ଗତିରେ ମାଡ଼ି ଚାଲିଛି। ପ୍ରତ୍ୟେକ ଦିନ ରାଜଧାନୀର ବିଭିନ୍ନ ବସ୍ତି ଓ ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆଜି ଭୁବନେଶ୍ୱରରୁ ୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ…
Read More...

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ମହାପ୍ରଭୁଙ୍କ ନୀତିକାନ୍ତି ପାଳନ କରାଯିବ: ଗଜପତି ମହାରାଜ

ପୁରୀ: ଆଜି ପୁରୀର ନିଳାଦ୍ରୀ ଭକ୍ତ ନିବାସରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା ସମିତି ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି ସମିତିର ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି ଯେ ଶ୍ରୀକ୍ଷେତ୍ରରେ ରଥଯାତ୍ରା…
Read More...

ଜନ୍ମମାଟିରେ ପଞ୍ଚଭୂତରେ ଲୀନ ହେଲେ ସହିଦ ନନ୍ଦୁରାମ ସୋରେନ

ରାଇରଙ୍ଗପୁର: ପୂର୍ବ ଲଦାଖର ଗଲଓ୍ଵାନ ଉପତ୍ୟକାରେ ଭାରତ-ଚୀନ ଲଢ଼େଇରେ ଗତ ସୋମବାର-ମଙ୍ଗଳବାର ରାତି ସହିଦ ହୋଇଥିବା ୨ ଜଣ ଓଡ଼ିଆ ଯବାନଙ୍କ ମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରର ସହିଦ ନନ୍ଦୁରାମ ସୋରେନ ପଞ୍ଚଭୂତରେ ଲୀନ…
Read More...

ରଥଯାତ୍ରା ବନ୍ଦ ପ୍ରତିବାଦରେ ଆଜି ପୁରୀ ବନ୍ଦ

ପୁରୀ: ଚଳିତ ବର୍ଷ ହେବନି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ସୁପ୍ରିମକୋର୍ଟଙ୍କ ଏହି ରାୟ ପ୍ରତିବାଦରେ ଶ୍ରୀଜଗନ୍ନାଥ ସେନା ଆଜି ୧୨ ଘଣ୍ଟିଆ ପୁରୀ ବନ୍ଦ ଡାକରା ଦେଇଛି। ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ୧୨ ଘଣ୍ଟିଆ ବନ୍ଦ…
Read More...

ଗୁପ୍ତଧନ ପାଇବା ପାଇଁ ଚାଲିଥିଲା ଗୁପ୍ତ ପୂଜାର୍ଚ୍ଚନା; ଗ୍ରାମବାସୀ ହାତରେ ଧରାପଡ଼ି ଖାଇଲେ ମାଡ

ବୌଦ୍ଧ: ଗୁପ୍ତଧନ ପାଇବା ଆଶାରେ ଚାଲିଥିବା ଗୁପ୍ତ ପୂଜାର୍ଚ୍ଚନା ମହଙ୍ଗା ପଡ଼ିଲା। ଗ୍ରାମବାସୀଙ୍କ ହାତରେ ଧରା ପଡ଼ି ନିର୍ଧୂମ ଛେଚା ଖାଇଲେ କର୍ତ୍ତା ଓ ପୂଜକ ଗୋଷ୍ଠି। ଏପରି ଏକ ଅଭାବନୀୟ ଘଟଣା ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା…
Read More...

ଓଲଟିଲା ବସ୍‌, ୧୨ ଯାତ୍ରୀ ଆହତ

ମୋହନା: ରାୟଗଡାରୁ କଟକ ଯାଉଥିବା ଏକ ଘରୋଇ ବସ୍ ଅଡବା ଥାନା ଅନ୍ତର୍ଗତ ଖ୍ରୀଷ୍ଟପୁର ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଛି । ଫଳରେ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଅଡବା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ଯାତ୍ରୀଙ୍କୁ…
Read More...