Browsing Category

Odisha

ଭୁବନେଶ୍ୱରର ମାର୍କେଟ ବିଲ୍ଡିଂ ହେଲା ସିଲ୍

ଭୁବନେଶ୍ୱର: ସିଲ୍ ହେଲା ଭୁବନେଶ୍ୱର ମାର୍କେଟ ବିଲ୍ଡିଂ । ରଜ ପାଇଁ ମାର୍କେଟରେ ପ୍ରବଳ ଗହଳି ଲାଗିବା ସହ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ନଥିଲା । ସେଥିପାଇଁ ଭୁବନେଶ୍ୱର ମହାନଗର ନିଗମ ଜୋନାଲ ଡେପୁଟି କମିଶନର । କରୋନା…
Read More...

ସାମାଜିକ ଦୂରତା ନିୟମକୁ ଉଲଂଘନ: ଭଦ୍ରକରେ ସିଲ୍‌ ହେଲା ଅନେକ ଦୋକାନ ଓ ମଲ

ଭଦ୍ରକ: ଭଦ୍ରକ ସହରରେ କେତେକ ଦୋକାନ ଓ ମଲ୍‌ ସରକାରୀ ନିୟମକୁ ଉଲଂଘନ କରି ରଜ ବ୍ୟବସାୟ କରୁଥିବା ବେଳେ ୫ଟି ଏନଫୋର୍ସମେଣ୍ଟ ଟିମ୍‌ ଓ ପୁଲିସ ମିଳିତ ଭାବେ ଚଢ଼ାଉ କରିଛି। ଏହି ଚଢ଼ାଉ ସମୟରେ ଦୋକାନ ଓ ମଲ୍‌ ଭିତରୁ ଗ୍ରାହକଙ୍କୁ…
Read More...

ମହାନଦୀ ମୁହାଣରେ ବୁଡିଗଲା ମାଛଧରା ଡଙ୍ଗା: ୨ ମୃତ

ପାରାଦୀପ: ପାରାଦୀପ ନିକଟବର୍ତ୍ତୀ ମହାନଦୀରେ ଏକ ମାଛଧରା ଡଙ୍ଗା ବୁଡ଼ିଯିବା ଫଳରେ ୨ଜଣ ଧୀବରଙ୍କ ମୃତ୍ୟୁ ଘଟିଛି । 'ମା କାଳୀ' ନାମକ ଡଙ୍ଗାରେ ୧୫ଜଣ ଧୀବର ରହିଥିଲେ ।ମିଳିଥିବା ସୂଚନାନୁଯାୟୀ, ମହାନଦୀର ଗଭୀର ସ୍ରୋତରେ…
Read More...

ସୁସ୍ଥ ହେଲେ ଆଉ ୧୨୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଶୁକ୍ରବାର ରାଜ୍ୟରେ ୧୨୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ୨୪୭୪ ଜଣ ଆରୋଗ୍ୟ ଲାଭ କରିଛନ୍ତି ।ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମର ୩୦ ଜଣ ଥିବା ବେଳେ…
Read More...

ପୋଲିସ ହାବିଲଦାର ହେଲେ କରୋନା ଆକ୍ରାନ୍ତ

ମାଲକାନଗିରି : ପୋଲିସ ହାବିଲଦାର ହେଲେ କରୋନା ଆକ୍ରାନ୍ତ । ହାବିଲଦାର ଜଣକ ମୋଟୁ ବର୍ଡ଼ର ଚେକ୍ ପୋଷ୍ଟରେ କାର୍ଯ୍ୟରତ ଥିଲେ । କରୋନାେ ପଜିଟିଭ ଚିହ୍ନଟ ପରେ ମୋଟୁ ଥାନା ଆଇଆଇସିଙ୍କ ସମେତ ଥାନାର ସମସ୍ତ ଷ୍ଟାଫଙ୍କୁ…
Read More...

ନିଆରା ଢଙ୍ଗରେ ରଜ ମନେଇବ ଓଟିଡିସି

ଭୁବନେଶ୍ୱର: କରୋନା କଟକଣା ଭିତରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ, ଓଟିଡିସି ଏଥର ନିଆରା ଢଙ୍ଗରେ ରଜ ମହୋତ୍ସବ ଲୋକଙ୍କ ସହ ପାଳିବାକୁ ନିଷ୍ପତି ନେଇଛି । ରଜ ପର୍ବ ଅବସରରେ ଓଟିଡିସିର ପାନ୍ଥ ନିବାସ ଗୁଡିକରେ ପ୍ରସ୍ତୁତ…
Read More...

ରଜ ପାଇଁ ଆଜି ରାତି ୧୦ଟା ଯାଏଁ ଦୋକାନ ବଜାର ଖୋଲା

ଭୁବନେଶ୍ୱର: ଆସୁଛି ଓଡ଼ିଆଙ୍କ ବଡ଼ ପର୍ବ ରଜ । ଦିନକ ପରେ ଅର୍ଥାତ ରବିବାରଠାରୁ ଆରମ୍ଭ ହେବ ରଜ ପର୍ବ । ତେବେ ଏହି ପର୍ବକୁ ସତର୍କତା ସହ ପାଳନ ପାଇଁ ପରାମର୍ଶ ଦେଇଛନ୍ତି ସରକାର । ରଜ କେମିତି ପାଳନ କରିବେ ସେଥିପାଇଁ ପରାମର୍ଶ…
Read More...

ରାଜ୍ୟ ବିଜେପିର ନୂଆ ଟିମ୍ ହେଲା ଘୋଷଣା; ଜାଣନ୍ତୁ କେଉଁଥିରେ କିଏ ରହିଲା…

ଭୁବନେଶ୍ୱର: ବିଜେପିର ନୂଆ ରାଜ୍ୟ କମିଟି ଆଜି ଘୋଷଣା ହୋଇଛି। ଗତ ଜାନୁଆରି ୧୬ ତାରିଖରେ ସମୀର ମହାନ୍ତି ରାଜ୍ୟ ସଭାପତି ଭାବେ ନିର୍ବାଚିତ ହେଲା ପରେ ଆଜି ତାଙ୍କ ନୂଆ ଟିମ୍ ଗଠନ ହୋଇଛି। ମୋଟ୍ ୩୦୯ ଜଣଙ୍କୁ ବିଭିନ୍ନ…
Read More...

ରାଜ୍ୟ ସରକାର ବୃଦ୍ଧି କଲେ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟମାନଙ୍କର ମାସିକ ପାରିତୋଷିକ

ଭୁବନେଶ୍ୱର: କରୋନା ମହାମାରୀ ମଧ୍ୟରେ ରାଜ୍ୟ ସରକାର ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟମାନଙ୍କର ମାସିକ ପାରିତୋଷିକ ବୃଦ୍ଧି କରିଛନ୍ତି। ଏହା ୧୯୦ଟଙ୍କାରୁ ୧୮୮୦ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି, ଯାହା ପିଛିଲା…
Read More...

ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ୍ : ଦେଶର ଶ୍ରେଷ୍ଠ ୨୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ସୋଆ, ଓଡ଼ିଶାରେ ୧ ନମ୍ବର

ଭୁବନେଶ୍ୱର: ଦେଶର ଶ୍ରେଷ୍ଠ ୨୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ସାମିଲ୍ ହେଲା ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) । ଗୁରୁବାର କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିଆଲ୍ ନିଶାଙ୍କଙ୍କ ଦ୍ୱାରା…
Read More...

ସମସ୍ତ ୟୁଜି ଓ ପିଜି ପରୀକ୍ଷା ବାତିଲ୍ କଲେ ରାଜ୍ୟ ସରକାର

ଭୁବନେଶ୍ୱର: କରୋନା ପାଇଁ ସମସ୍ତ ୟୁଜି (+୩ ) ଓ ପିଜି ପରୀକ୍ଷା ବାତିଲ୍ କଲେ ରାଜ୍ୟ ସରକାର। ଶେଷ ବର୍ଷର ବାକି ଥିବା ସମସ୍ତ ଥିଓରି ଓ ପ୍ରାକ୍ଟିକାଲ୍ ପରୀକ୍ଷାକୁ ରାଜ୍ୟ ସରକାର ବାତିଲ୍ କରିଦେଇଛନ୍ତି।ତେବେ ବିକଳ୍ପ…
Read More...

ଶବ ଶୋଭାଯାତ୍ରାବେଳେ କୋଭିଡ ନିୟମ ଭାଙ୍ଗି ୫୦୦ଜଣଙ୍କ ନାମରେ ମାମଲା ରୁଜୁ

ରାଉରକେଲା: କୋଭିଡ-୧୯ର ନିୟମ ଭାଙ୍ଗିବା ପଡିଲା ମହଙ୍ଗା । ରାଉରକେଲାରେ ଶବ ଶୋଭାଯାତ୍ରା ବେଳେ କୋଭିଡ ନିୟମ ଭାଙ୍ଗି ଏକତ୍ର ହୋଇଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇଛି ପୁଲିସ । ପାଖାପାଖି ୫୦୦ ଜଣଙ୍କ…
Read More...

ସାମାଜିକ ଦୂରତ୍ୱ ନିୟମକୁ ପାଳନ କରୁନଥିବାରୁ ‘ଅମ୍ବର’ ଶୋ’ରୁମ୍ ସିଲ୍

ଭୁବନେଶ୍ୱର: ରଜ ପର୍ବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶୁକ୍ରବାର ରାତ୍ରିକାଳୀନ କର୍ଫ୍ୟୁରେ ୩ଘଣ୍ଟା କୋହଳ କରିଥିବାବେଳେ ଭୁବନେଶ୍ୱର ମହାନଗର ନିଗମ କଠୋର ଆଭିମୁଖ୍ୟ ଆପଣାଇଛି। ରଜ ପର୍ବ ପାଇଁ କିଣାକିଣି ନିମନ୍ତେ ଅଧିକ…
Read More...

ରଜ ପର୍ବକୁ ସତର୍କତା ସହ ପାଳନ ପାଇଁ ପରାମର୍ଶ ଦେଲେ ସୁବ୍ରତ ବାଗଚୀ

ଭୁବନେଶ୍ୱର: ଆଗକୁ ଅଛି ଓଡିଆଙ୍କ ସବୁଠାରୁ ବଡ ପର୍ବ ରଜ । ରବିବାର ଠାରୁ ଆରମ୍ଭ ହେବାକୁ ଥିବା ରଜ ପର୍ବକୁ ସତର୍କତା ସହ ପାଳନ ପାଇଁ ପରାମର୍ଶ ଦେଇଛନ୍ତି ରାଜ୍ୟ କୋଭିଡ-୧୯ ମୁଖପାତ୍ର । ସୁବ୍ରତ ବାଗଚୀ କହିଛନ୍ତି, ରଜ ପାଳନ…
Read More...