Browsing Category

Odisha

ପୁଣି ଭୁବନେଶ୍ୱରରୁ ୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୨୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୩ ଜଣ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି ) ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି।ତିନି…
Read More...

୧୧ କରୋନା ଯୋଦ୍ଧାଙ୍କୁ କରୋନା

ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ଗତକାଲି ୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧ କରୋନା ଯୋଦ୍ଧା ଥିବା ଜଣାଯାଇଛି। କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୧୧ ଜଣ ଆକ୍ରାନ୍ତ ହୋଇଥିବା ଟ୍ୱିଟ୍ ଯୋଗେ…
Read More...

ପୁଣି ଦୁଇଜଣ କରୋନା ଯୋଦ୍ଧା ପଜିଟିଭ୍ ଚିହ୍ନଟ

ବ୍ରହ୍ମପୁର: ପୁଣି ଦୁଇଜଣ କରୋନା ଯୋଦ୍ଧା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏ ଦୁହେଁ ଗଞ୍ଜାମ ଜିଲ୍ଲାର ବୋଲି ଜଣାଯାଇଛି। ଆଜି ଏନେଇ ଗଞ୍ଜାମ ଏସପି ଟୁଇଟ୍ କରି ସୂଚନା ଦେଇଛନ୍ତି। ତାଙ୍କର ସୂଚନା ଅନୁଯାୟୀ, ଛତ୍ରପୁର…
Read More...

ଶେଷ ରଜ ପାଇଁ ଖୋର୍ଦ୍ଧା ଏବଂ ବାଲେଶ୍ୱର ଜିଲ୍ଲାରେ ସ୍ଥାନୀୟ ଛୁଟି ଘୋଷଣା

ଭୁବନେଶ୍ୱର: ଆସନ୍ତା ମଙ୍ଗଳବାର ଶେଷ ରଜ ପାଇଁ ରାଜ୍ୟ ସରକାର ଖୋର୍ଦ୍ଧା ଏବଂ ବାଲେଶ୍ୱର ଜିଲ୍ଲାରେ ସ୍ଥାନୀୟ ଛୁଟି ଘୋଷଣା କରିଛନ୍ତି । ଏହି ଦୁଇ ଜିଲ୍ଲାର ସରକାରୀ କର୍ମଚାରୀ ଆସନ୍ତା ୧୬ ତାରିଖ ମଙ୍ଗଳବାରର ଅତିରିକ୍ତ ଛୁଟି…
Read More...

ଫାଶ ପକାଇ ହାତୀ ଛୁଆକୁ ହତ୍ୟା

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାରେ ଫାଶ ପକାଇ ଏକ ହାତୀ ଛୁଆକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ରେଞ୍ଜର ୠତୁକୁପେଡି ସାନଡୋଲାକୁଦୁର ଜଙ୍ଗଲରେ ଏମିତି ଅଭାବନୀୟ ଘଟଣା ଘଟିଥିବା…
Read More...

୧୮ରୁ ଖୋଲିବ ରାଜ୍ୟର ସମସ୍ତ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ

ଭୁବନେଶ୍ୱର : ଆସନ୍ତ‌ା ୧୮ ତାରିଖରୁ ରାଜ୍ୟର ସମସ୍ତ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଖୋଲିବ। ଶିକ୍ଷକ ଓ କର୍ମଚାରୀ ଶିକ୍ଷାନୁଷ୍ଠାନକୁ ଆସି କାର୍ଯ୍ୟ କରିବେ। ହେଲେ ଛାତ୍ରଛାତ୍ରୀ ଆସିବେ ନାହିଁ। ଶିକ୍ଷାନୁଷ୍ଠାନ…
Read More...

ଆଜିଠାରୁ ପୁଣି ୧୧ଜିଲ୍ଲାରେ ସଟ୍‍ଡାଉନ

ଭୁବନେଶ୍ୱର : ପୂର୍ବ ଘୋଷଣା ଅନୁଯାୟୀ କରୋନା ମୁକାବିଲା ପାଇଁ ଗତଥର ଭଳି ଆଜି ଓ ରବିବାର ଦୁଇଦିନ ପାଇଁ ରାଜ୍ୟର ୧୧ଟି ଜିଲ୍ଲାରେ ସଟ୍‍ଡାଉନ ଲାଗୁ ହୋଇଛି।ସଟ୍‍ଡାଉନ ସମୟରେ ଡାକ୍ତରୀ କିମ୍ବା ଅନ୍ୟ କୌଣସି ଜରୁରୀ…
Read More...

ଯୁବକର ଉନ୍ମତ୍ତକାଣ୍ଡ: ଜାଳିଦେଲେ ହାଇଓ୍ଵା ଓ ଟ୍ରକ୍

ଆଳି: ଆଜି ସକାଳ ୬ଟା ସମୟରେ ସଟଡାଉନ ଯୋଗୁଁ ସମସ୍ତ ଦୋକାନ, ବଜାର ବନ୍ଦ ଥିବା ବେଳେ ଜନୈକ ଯୁବକ ଉନ୍ମତ୍ତକାଣ୍ଡ ଘଟାଇଛି। ଉନ୍ମତ୍ତ ଯୁବକ ଆଳି ବଜାରରେ ଗୋଟିଏ ହାଇଓ୍ଵା (ନମ୍ବର ଓଡି୦୪କେ୪୨୨୯)କୁ ପେଟ୍ରୋଲ ଢାଳି ସମ୍ପୂର୍ଣ୍ଣ…
Read More...

ପୁଣି ୨ କରୋନା ଯୋଦ୍ଧା ହେଲେ କରୋନାର ଶିକାର

ଭୁବନେଶ୍ୱର:ପୁଣି କରୋନା ର ଆଗ ଧାଡ଼ିର ଯୋଦ୍ଧା କରୋନା ଆକ୍ରାନ୍ତ । ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ୨ ଜଣ ମହିଳା ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ କଳାହାଣ୍ଡି ସିଡିଏମ୍‌ଓ ସୂଚନା ଦେଇଛନ୍ତି। ୨ ଜଣ…
Read More...

ରଥ ନିର୍ମାଣ ଚୂଡାନ୍ତ : ରଙ୍ଗ ଓ ସିଲାଇ କାମ ଜୋରଦାର

ପୁରୀ : ଆଜି ତିନି ରଥର ନିର୍ମାଣ କାର୍ଯ୍ୟ ଏକ ପ୍ରକାର ଚୂଡାନ୍ତ ହୋଇଛି । ରଥର ପୋଟଳ ପଡି ପାରାଭାଡି ଉଠିଥିବାବେଳେ ଏବେ କେବଳ କଳସ ଓ ଓଲଟ ପାରା ଲଗାଯିବ । ଏହାର ରଙ୍ଗକାମ ଦ୍ରୁତି ଗତିରେ ଚାଲିଛି । ରଙ୍ଗ ସରିଲାପରେ ରଥରେ…
Read More...

ରାତି କର୍ଫ୍ୟୁ ଓ ସଟ୍‌ଡାଉନ ସମୟରେ ଖୋଲା ରହିବ ରାଜପଥ କଡ଼ ଢାବା

ଭୁବନେଶ୍ୱର: କରୋନା ଭାଇରସ୍‌ ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନ କଟକଣାକୁ ସାମାନ୍ୟ କୋହଳ କରିଛନ୍ତି ରାଜ୍ୟ ସରକାର। ସ୍ୱତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ ଏହା କୁହାଯାଇଛି ଯେ, ଜାତୀୟ ରାଜପଥ…
Read More...

କୋଭିଡ ନିୟମ ଉଲଙ୍ଘନ: ୧.୨୫ କୋଟିରୁ ଅଧିକ ଜରିମାନା ଆଦାୟ

ଭୁବନେଶ୍ୱର:  ଲକଡାଉନ୍  ନିୟମ ଉଲଙ୍ଘନ କରିଥିବା ବ୍ୟକ୍ତିଙ୍କ ଠାରୁ ରାଜ୍ୟ ପୁଲିସ  ପକ୍ଷରୁ ଜରିମାନା ଆଦାୟ କରାଯାଇଛି। ଏଯାବତ୍  ମାସ୍କ ବ୍ୟବହାର ଉଲଙ୍ଘନରେ ୧,୨୫,୮୪,୧୮୦ ଟଙ୍କା, ସାମାଜିକ ଦୂରତ୍ୱ ଉଲଙ୍ଘନରେ ୧୧,୭୪,୩୫୦…
Read More...

ଅନ୍‌ଲାଇନ୍‌ରେ ପରୀକ୍ଷା ଦେବେ ବିପିୟୁଟି ଛାତ୍ରଛାତ୍ରୀ

ଭୁବନେଶ୍ୱର: ବାତିଲ ହେବନି ଚଳିତବର୍ଷର ବିପିୟୁଟି ଅଷ୍ଟମ ସେମିଷ୍ଟାର ପରୀକ୍ଷା । ଅନ୍‌ଲାଇନ୍‌ରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଏହି ଅଷ୍ଟମ ସେମିଷ୍ଟାର ପରୀକ୍ଷା ଜୁଲାଇ ପ୍ରଥମ ସପ୍ତାହରେ ହେବ। ଏନେଇ ସୂଚନା ଦେଇଛନ୍ତି…
Read More...

ଗଞ୍ଜାମରେ ହେବନି ରଜପର୍ବ

ଗଞ୍ଜାମ:ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ ପାଳନ ହେବନି ରଜ ପର୍ବ। ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଜୁନ ୧୬ ତାରିଖ ପର୍ଯ୍ୟନ୍ତ କଡ଼ା କଟକଣା ଜାରି କରିଛନ୍ତି। ରଜ…
Read More...