Browsing Category

Odisha

ଓଡ଼ିଶାମୁହାଁ ହେଲେଣି ପଙ୍ଗପାଳ

ଭୁବନେଶ୍ୱର: ଆସନ୍ତା ସପ୍ତାହରେ ବିହାର ଓ ଓଡିଶାକୁ ଆସିପାରେ ପଙ୍ଗପାଳ । ଫୁଡ ଆଣ୍ଡ ଏଗ୍ରିକଲଚର ଓର୍ଗାନାଇଜେସନ ଏନେଇ ସତର୍କ କରାଇ ଦେଇଛି । ସାମୁଦ୍ରିକ ଝଡ ଅମ୍ଫାନ ପରେ ପଶ୍ଚିମ ବାୟୁ ପ୍ରବାହ ଯୋଗୁଁ ଏହା ଆଗକୁ ଓଡିଶା,…
Read More...

ଆଜି ଚିହ୍ନଟ ହୋଇଥିବା ୬୩ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟସରକାର

ଭୁବନେଶ୍ୱର: ଆଜି ରାଜ୍ୟରେ ନୂଆ ୬୩ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୧୭୨୩ରେ ପହଞ୍ଚିଛି | ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…
Read More...

ଚାଲି ଚାଲି ଭିଟାମାଟିକୁ ଫେରୁଥିଲେ, ଅଧାବାଟରେ ଚାଲିଗଲା ଜୀବନ

ସୋର: ବାଲେଶ୍ୱର ଜିଲ୍ଲାର ସୋର ଅଂଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ନିଜ ଘରକୁ ଚାଲି ଚାଲି ଫେରୁଥିବା ଜଣେ ପ୍ରବାସୀ ଶ୍ରମିକଙ୍କର ମୃତ୍ୟୁ ଘଟିଛି।ସୂଚନା ଅନୁଯାୟୀ, ୧୬ ନମ୍ବର ଜାତୀୟ ରାଜପଥର ବରଫକଳ ଛକ ନିକଟରେ…
Read More...

ରାଜଧାନୀର ଏକ ଘରୁ ମିଳିଲା ନବଦମ୍ପତିଙ୍କ ମୃତଦେହ

ଭୁବନେଶ୍ୱର: ମାତ୍ର ୩ ମାସ ତଳେ ବିବାହ ହୋଇଥିଲା। ସାରା ଜୀବନ ପରସ୍ପରର ସୁଖଦୁଃଖରେ ଭାଗିଦାର ହେବା ନିମନ୍ତେ ପରସ୍ପରକୁ କଥା ଦେଇଥିଲେ। ହେଲେ ନୂଆ ଜୀବନ ଆରମ୍ଭ କରୁ କରୁ ସବୁ ଛାରଖାର ହୋଇଗଲ। ରାଜଧାନୀର ଏକ ଘର ଭିତରୁ ନବ…
Read More...

ବ୍ରହ୍ମପୁରରେ ଅଗ୍ନିକାଣ୍ଡ; ଜଳିଗଲେ ୩ଜଣ

ବ୍ରହ୍ମପୁର: ବ୍ରହ୍ମପୁର ସମବାୟ ବ୍ୟାଙ୍କ ସଭାପତି ତଥା ବିଜେଡି ନେତା ଅଲେଖ ଚୌଧୁରୀଙ୍କ ଆଜି ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଘରେ ନିଆଁ ଲାଗି ଯିବା କାରଣରୁ ଶ୍ୱାସ ରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।…
Read More...

ପୁଣିଥରେ ଆଜିଠାରୁ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ

ପୁରୀ:ଆଜିଠାରୁ ପୁଣି ଥରେ ଆରମ୍ଭ ହୋଇଛି ପୁରୀ ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ କାମ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆଜି ଠାରୁ ଏହି କାମ ପୁଣି ଥରେ ଆରମ୍ଭ ହୋଇଥିବା ନେଇ ସୂଚନା ମିଳିଛି । ପ୍ରଥମେ ଶ୍ରୀମନ୍ଦିରର…
Read More...

ଟ୍ୱିନସିଟିରେ ଦେଢ଼ଘଂଟା ଧରି ପ୍ରବଳ ବର୍ଷା-ପବନ

ଭୁବନେଶ୍ୱର : ଟ୍ୱିନସିଟି କଟକ-ଭୁବନେଶ୍ୱରରେ ରାତି ପ୍ରାୟ ୩ଟାରୁ ପ୍ରବଳ ବର୍ଷା, ପବନ ସାଙ୍ଗକୁ ଘଡଘଡି ଦେଢ଼ଘଂଟା ଧରି ଜାରି ରହିଥିଲା। ଏହି ବର୍ଷା, ପବନରେ ରାଜଧାନୀ ଭୁବନେଶ୍ୱରର କିଛି ଅଂଚଳରେ ଗଛ ଭାଙ୍ଗି ପଡିଥିବାର ସୂଚନା…
Read More...

ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ଵର : ଶୁକ୍ରବାର ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୁର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ସକାଳ ସାଢେ ୧୧ଟାରେ ଭିଡିଓ କନ୍‌ଫରେସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାବିନେଟ୍ ମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା କରିବେ। ଆଜି…
Read More...

ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମର୍ଥନ : ଶନିବାର ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ…

ଭୁବନେଶ୍ୱର : କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଦେବା ଓ ସେମାନଙ୍କ ମନବଳ ବଢାଇବା ଲାଗି ଶନିବାର ସଂଧ୍ୟା ୫ଟା ୩୦ରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାଇବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଦେଇଥିବା ଆହ୍ୱାନକୁ…
Read More...

ପଶ୍ଚିମ ଓଡ଼ିଶା କଳାକାର ସଂଘ ପକ୍ଷରୁ ଶୁଖିଲା ଖାଦ୍ୟ ବଂଟନ

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁଁ ଆଜି ସମସ୍ତେ ଲକ୍ ଡାଉନ୍ ରେ ବନ୍ଧା। କଳା ମାଧ୍ୟମରେ ନିଜ ପରିବାର ଚଳାଉଥିବା କଳାକାରମାନେ ଏବେ ନିଜ ପିଲାଛୁଆମାନଙ୍କୁ ମୁଠାଏ ଖାଇବାକୁ ଦେବାପାଇଁ ସଂଘର୍ଷରତ। ସରକାର ସେମାନଙ୍କ ପାଇଁ…
Read More...

କେନ୍ଦ୍ରର କୋଭିଡ୍ ମାର୍ଗଦର୍ଶିକା ଆଧାରରେ ବିଜେପି ବକ୍ତବ୍ୟ ରଖୁ: ବିଜେଡି

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ କୋଭିଡ୍ ମାର୍ଗଦର୍ଶିକା ଅନୁଯାୟୀ ଲକ୍ଷଣ ପରିଲକ୍ଷିତ ହେଉଥିବା ବ୍ୟକ୍ତିମାନଙ୍କର ରାଜ୍ୟରେ କୋଭିଡ-୧୯ ପରୀକ୍ଷା କରାଯାଉଛି । ଏ କ୍ଷେତ୍େର ର ଅପେକ୍ଷାକୃତ ଭାବେ ଅଧିକରୁ ଅଧିକ ପରୀକ୍ଷା ହେଉଛି…
Read More...

ଜଗିବ ଡ୍ରୋନ୍‌, ମାସ୍କ ନ ପିନ୍ଧିଲେ ଧରାପଡିବେ ରାଜଧାନୀବାସୀ

ଭୁବନେଶ୍ୱର: କରୋନା ଭାଇରସ ମୁକାବିଲା ପାଇଁ ସାମାଜିକ ଦୂରତା ନିୟମ ଏବଂ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ କିଛି ଲୋକ ଏହାକୁ ପାଳନ କରୁ ନାହାନ୍ତି । ତେଣୁ କୋଭିଡ-୧୯ ନିୟମ ଉଲଂଘନ କରୁଥିବା ଲୋକଙ୍କ ପାଇଁ…
Read More...

ଜୁନ୍ ୧ରେ କେରଳ ଛୁଇଁବ ମୌସୁମୀ; ତା’ର ୧୦ଦିନ ପରେ ଓଡ଼ିଶା ଛୁଇଁବା ନେଇ ସମ୍ଭାବନା

ନୂଆଦିଲ୍ଲୀ/ ଭୁବନେଶ୍ୱର: ଦେଶର ଚାଷୀଭାଇ, ସରକାର ଓ ଅର୍ଥନୀତି ପାଇଁ ଶୁଭ ଖବର । ଏଥର ଦକ୍ଷିଣ-ପଶ୍ଚିମ ମୌସୁମୀ ଠିକ ସମୟରେ ଆସିବ । ଆସନ୍ତା ଜୁନ ୧ରେ କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ…
Read More...

ସଙ୍ଗରୋଧରୁ ଫେରିବା ପରେ ପ୍ରବାସୀ ଓଡ଼ିଆଙ୍କ ସନ୍ଦେହଜନକ ମୃତ୍ୟୁ

ବାରିପଦା: ଗୁଜୁରାଟରୁ ଫେରି ୭ ଦିନ ସଙ୍ଗରୋଧ କେନ୍ଦ୍ରରେ ରହିବା ପରେ ଘରକୁ ଫେରିଥିବା ଜଣେ ଲୋକଙ୍କର ଆଜି ସକାଳେ ମୃତ୍ୟୁ ଘଟିଥିବା ଜଣାଯାଇଛି।ପ୍ରାପ୍ତ ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାର…
Read More...