Browsing Category

Odisha

ଆଜି ଚିହ୍ନଟ ହୋଇଥିବା ୬୭ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟସରକାର

ଭୁବନେଶ୍ୱର: ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ନୂଆ ୬୭ଜଣ କରୋନା ଆକ୍ରାନ୍ତଙ୍କ ସଂପର୍କରେ ତଥ୍ୟ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬୦କୁ ବୃଦ୍ଧି ପାଇଛି। ଏମାନଙ୍କ ଭିତରୁ ୬୫ଜଣ ସଙ୍ଗରୋଧ…
Read More...

ଆଜି ଶୀତଳଷଷ୍ଠୀ

ଭୁବନେଶ୍ୱର: ଭଗବାନ ଶିବ ଓ ଦେବୀ ପାର୍ବତୀଙ୍କର ବିବାହ ନିରାଡମ୍ବର ସହିତ ବୁଧବାର ବିଳମ୍ବିତ ରାତି ସଂପନ୍ନ ହୋଇଛି । ସମ୍ବଲପୁରସ୍ଥିତ ବିଭିନ୍ନ ଶିବ ମନ୍ଦିରଗୁଡ଼ିକରେ ଦେବ ଦମ୍ପତିଙ୍କ ହାତଗଣ୍ଠି ପଡ଼ିବା ପରଂପରା ରାତିରେ…
Read More...

ଆଗରେ ପଡିଛି ସଟର, ପଛରେ ଚାଲିଛି ମଦ ବେପାର

ଜୟପୁର: ମଦ ଦୋକାନ ଆଗପଟେ ତାଲା ପଡିଥିବା ବେଳେ ପଛପଟେ ଚାଲିଛି ବେପାର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜୟପୁର ସହରରେ । ଖୁଲମଖୁଲା  ଦୋକାନ ରେ ବିକ୍ରୀ ହୋଉଛି ମଦ । ନା ମାସ୍କ ଅଛି, ନା ସାମାଜିକ ଦୁରତା । ଲକ ଡାଉନ ର ସବୁ…
Read More...

ଆଜିଠାରୁ ରାଜ୍ୟରେ ଗଡିଲା ଘରୋଇ ବସ

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଗଡିଲା ଘରୋଇ ବସ । ସରକାରଙ୍କ ସହ ଆଲୋଚନା ପରେ ଏହି ନିଷ୍ପତି ନେଇଛି ଘରୋଇ ବସ୍ ମାଲିକ ସଂଘ । କରୋନା ପାଇଁ ଥିବା ଗାଇଡଲାଇନକୁ ମାନି ସିଟ ସଂଖ୍ୟା ଅନୁସାରେ ଯାତ୍ରୀ ବସରେ ଯାତ୍ରା କରିବେ ।…
Read More...

ଗୁରୁବାର ୪୫ ହଜାର ଶିକ୍ଷାନୁଷ୍ଠାନ ସହ ଅନ୍‌ଲାଇନ୍ ଆଲୋଚନା କରିବେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ

ଭୁବନେଶ୍ୱର: କରୋନା ମହାମାରୀ ଏବଂ ଲକ୍‌ଡାଉନ୍ ଯୋଗୁଁ ଶିକ୍ଷା ଗ୍ରହଣ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଛାତ୍ରଛାତ୍ରୀଙ୍କ ଶିକ୍ଷା ବ୍ୟବସ୍ଥା ଅନିଶ୍ଚିତତା ଆଡକୁ ଯିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଦେଶର ଉଚ୍ଚ ଶିକ୍ଷା…
Read More...

ରାତି ୧ଟା ପରେ ଆରମ୍ଭ ହେବ ମହାବାହୁଙ୍କ ପହଣ୍ଡି ଯାତ୍ରା

ପୁରୀ:ଶ୍ରୀଜିଉଙ୍କ ସ୍ନାନଯାତ୍ରା ପାଇଁ ଚୂଡ଼ାନ୍ତ ହେଲା ନୀତି ନିର୍ଘଂଟ । ଜୁନ ୫ ତାରିଖରେ ମହାପ୍ରଭୁଙ୍କ ଦେବସ୍ନାନ ପୁର୍ଣିମା ନେଇ ଛତିଶାନିଯୋଗରେ ନୀତି ନିର୍ଘଂଟ ଚୂଡାନ୍ତ ହୋଇଛି । ରାତି ୧ ଟାରୁ ଭୋର୍ ୪ ଟା ମଧ୍ୟରେ…
Read More...

ସାମାଜିକ ଦୂରତା ପାଳନ ନ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ସାମାଜିକ ଦୂରତା ପାଳନ କରିବାକୁ ପଡ଼ିବ। ସାମାଜିକ ଦୂରତା ପାଳନ ନ କଲେ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ। ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଆଜି ଏହି ସୂଚନା ଦେଇଛନ୍ତି। ସେ…
Read More...

କଟକରେ ଖୋଲିଲା ସବୁ ପାର୍କ

କଟକ: ଲକ ଡାଉନର ୪ର୍ଥ ପର୍ଯ୍ୟାୟ ବର୍ତମାନ ଜାରି ରହିଛି । ଆଉ ସରକାର ବି ତାଲା ବନ୍ଦ କଟକଣାରେ ବହୁତ କୋହଳନୀତି ଅବଲମ୍ବନ କରିଛନ୍ତି । ହେଲେ ସବୁ ସ୍ଥାନରେ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ।…
Read More...

ଓଡିଶାରେ ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣ ନେଇ କୃଷିମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଓଡିଶାରେ ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ କୃଷି ଭବନରେ ବୈଠକ ବସିଛି । ବୈଠକରେ କୃଷି ବିଭାଗର ପ୍ରମୁଖ ସଚିବ, ସ୍ୱତନ୍ତ୍ର ସଚିବ,…
Read More...

ରାଜ୍ୟରେ ଆସନ୍ତାକାଲିଠୁ ଗଡିବ ଘରୋଇ ବସ

ଭୁବନେଶ୍ୱର: ବିମାନ ଉଡିଲା, ଟ୍ରେନ ଗଡିଲା, ହେଲେ କେବେ ଚାଲିବ ବସ, ତାକୁ ନେଇ ଚୂଡାନ୍ତ ନିଷ୍ପତି ହୋଇପାରୁ ନାହିଁ । ଆଜି ରାଜ୍ୟ ପରିବହନ ମନ୍ତ୍ରୀ କହିଛନ୍ତି, ସରକାର ଚାହୁଁଛନ୍ତି, ଖୁବ ଶୀଘ୍ର ବସ ଚାଲିବା ଆରମ୍ଭ ହେଉ । ସେ…
Read More...

ଆଜି ଚିହ୍ନଟ ହୋଇଥିବା ୭୬ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ୭୬ ଜଣ କରୋନା ଆକ୍ରାନ୍ତଙ୍କ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର ।  ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ବଲାଙ୍ଗୀର ଜିଲ୍ଲାରୁ…
Read More...

ମେ’ ୩୦ ସୁଦ୍ଧା ଖାତାଦେଖା କେନ୍ଦ୍ର ସାନିଟାଇଜ କରିବାକୁ ଜିଲ୍ଲାପାଳମାନଙ୍କୁ +୨ କାଉନସିଲର ନିର୍ଦ୍ଦେଶ

ଭୁବନେଶ୍ୱର: ଜୁନ ପହିଲାରୁ ଆରମ୍ଭ ହେବ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଉତ୍ତରଖାତା ମୂଲ୍ୟାୟନ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତି ନିଆଯିବା ପରେ ବିଧିବଦ୍ଧ ଭାବେ ଉଚ୍ଚ ମାଧ୍ୟମିକ…
Read More...

ଆଜିଠୁ ପୁରୀ ସେବାୟତଙ୍କ ହେବ କରୋନା ଟେଷ୍ଟ

ପୁରୀ: ମହାପ୍ରଭୁଙ୍କ ରଥ ଯାତ୍ରାକୁ ସଂକ୍ରମଣ ମୁକ୍ତ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନର ଉଦ୍ୟମ । ସ୍ନାନ ଯାତ୍ରା ସହିତ ଜଡିତ ସମସ୍ତ ସେବାୟତଙ୍କର କରାଯିବ କୋଭିଡ୍ ଟେଷ୍ଟ । ଏହିକ୍ରମରେ ପ୍ରଥମେ ଆଜି ଦଇତା ସେବକଙ୍କ କୋଭିଡ…
Read More...

ଆଜିଠାରୁ ରାଜଧାନୀର ସବୁ ହୋଟେଲ ଖୋଲିବ

ଭୁବନେଶ୍ୱର: ଆଜିଠାରୁ ରାଜଧାନୀର ସବୁ ହୋଟେଲ ଖୋଲିବ । ସମସ୍ତ ତାରକା ଓ ଅଣତାରକା ହୋଟେଲ ଖୋଲିବାକୁ ବିଏମସି ଅନୁମତି ଦେଇଛି। କିନ୍ତୁ ଏଥିପାଇଁ ସର୍ତ ରଖିଛି ଯେ, ଯେଉଁ ହୋଟେଲ ସଙ୍ଗରୋଧ ଲୋକଙ୍କୁ ରଖୁନାହାନ୍ତି…
Read More...