Browsing Category

Odisha

କ୍ୱାରେନଂଟାଇନ୍ ରୁ ୨୧୬ ଜଣ ପ୍ରବାସୀ ଓଡ଼ିଆ ଫେରାର

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର କ୍ୱାରେନଂଟାଇନ୍ ରୁ  ୨୧୬ ଜଣ  ପ୍ରବାସୀ ଓଡ଼ିଆ ଫେରାର ହୋଇଥିବା ଜଣାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା କ୍ୱାରେନଂଟାଇନ୍  ରେ ଗତକାଲି ବିଳମ୍ବିତ ରାତିରେ ସୁରତ…
Read More...

କ୍ୱାରେନଂଟାଇନ୍ ନିୟମ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : କରୋନା ଭାଇରସ୍ ମୁକାବିଲା କରିବା ପାଇଁ ରାଜ୍ୟ ସରକାର କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ବିଶେଷ କରି ରାଜ୍ୟ ବାହାରୁ ଆସୁଥିବା ଓ ଆସିବାକୁ ଥିବା ପ୍ରବସୀମାନଙ୍କ ପାଇଁ ଅନେକ କାର୍ଯ୍ୟକ୍ରମ…
Read More...

କେରଳରୁ ଟ୍ରେନରେ ଓଡ଼ିଶାରେ ପହଂଚିଲେ ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର : କେରଳରୁ ପହଂଚିଲେ ୧୧୫୦ ପ୍ରବାସୀ ଓଡ଼ିଆ। ଏକ ସ୍ୱତନ୍ତ୍ର ଟ୍ରେନ୍ ଗଞ୍ଜାମର ଜଗନ୍ନାଥପୁର ଷ୍ଟେସନରେ ଆସି ପହଂଚିଛି। ଟ୍ରେନ୍‌ରୁ ଦକ୍ଷିଣ ଓଡ଼ିଶାର ୫୧୪ଜଣ ଯାତ୍ରୀ ଓହ୍ଲାଇଛନ୍ତି। ସେମାନଙ୍କ ମଧ୍ୟରେ ଗଞ୍ଜାମ…
Read More...

ବଦଳିବ ସୁରତରୁ ଗଞ୍ଜାମ ଆସୁଥିବା ବସ୍‌ର ରୁଟ୍

ଭୁବନେଶ୍ୱର: ଲକ୍‌ଡାଉନ୍‌ ଯୋଗୁ ହଇରାଣ ହେଉଥିବାରୁ ଗୁଜରାଟର ସୁରତରେ ରହୁଥିବା ଗଞ୍ଜାମର ଅନେକ ଓଡ଼ିଆ ଲୋକ ବସ୍ ଯୋଗେ ସେଠାରୁ ନିଜ ନିଜ ଗାଁକୁ ଆସିବା ଆରମ୍ଭ କରିଛନ୍ତି। ତେବେ ଗୋଟିଏ ଘାଟିରେ ଦୁଇ ଦିନରେ ଦୁଇଟି ବସ୍…
Read More...

କଳିଙ୍ଗା ଘାଟିରେ ପୁଣି ଏକ ବସ୍ ଦୁର୍ଘଟଣା: ୩ଆହତ

ଭୁବନେଶ୍ୱର : କଳିଙ୍ଗା ଘାଟିରେ ଆଉ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ୩ଜଣ ଆହତ ହୋଇଛନ୍ତି ବୋଲି ସୂଚନା ମିଳିଛି । ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ବସ୍ ଦୁର୍ଘଟଣା । ବସ୍‌ରେ ୫୭ଜଣ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି ।…
Read More...

ସୁରତରୁ ଗଞ୍ଜାମ ଫେରୁଥିବା ଆଉ ଏକ ବସ୍ ଦୁର୍ଘଟଣାଗ୍ରସ୍ତ

ଭୁବନେଶ୍ୱର : ସୁରତରୁ ଗଞ୍ଜାମ ଫେରୁଥିବା ଆଉ ଏକ ବସ୍ ଦୁର୍ଘଟଣାଗ୍ରସ୍ତ । ନାଗପୁରରୁ ଅମରାବତୀ ଏନ୍‌ଏଚ୍‌ରେ ଓଲଟିଲା ପ୍ରବାସୀ ଓଡ଼ିଆଙ୍କ ବସ୍ । ବସ୍‌ରେ ଥିବା ୫୦ ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ ୫ଜଣ ଆହତ ହୋଇଛନ୍ତି ବୋଲି ସୂଚନା…
Read More...

ରାଜ୍ୟ ସରକାର ଦେଲେ ତିନି କରୋନା ଆକ୍ରାନ୍ତଙ୍କ ତଥ୍ୟ

ଭୁବନେଶ୍ୱର : ଆଜି ସକାଳେ ରାଜ୍ୟରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ତିନି ଆକ୍ରାନ୍ତଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ସଂପୃକ୍ତ ତିନି କରୋନା ଆକ୍ରାନ୍ତଙ୍କ ଭିତରୁ ଦୁଇ ସୁରତ ଫେରନ୍ତା ବୋଲି ଜଣାଯାଇଛି।…
Read More...

ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଞ୍ଜାମ ଆସୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ : ୧ମୃତ

ଭୁବନେଶ୍ୱର : ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଏକ ଯାତ୍ରୀବାହୀ ବସ୍ ଗଞ୍ଜାମ-କନ୍ଧମାଳ ସୀମାନ୍ତରେ କଳିଙ୍ଗା ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗଞ୍ଜାମ-କନ୍ଧମାଳ ସୀମାନ୍ତ ବିପଦପୂର୍ଣ୍ଣ କଳିଙ୍ଗାଘାଟି…
Read More...

ଜାତୀୟ ଗଣମାଧ୍ୟମ କାହିଁକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ବିପର୍ଯ୍ୟୟ ପରିଚାଳନାର ଚାଣକ୍ୟ : ଜାଣନ୍ତୁ

ଭୁବନେଶ୍ୱର: କୋଭିଡ୍‌-୧୯ ସଫଳ ମୁକାବିଲା କ୍ଷେତ୍ରରେ  ଓଡ଼ିଶା ଏକ ବିରଳ ଉଦାହାରଣ ସୃଷ୍ଟି କରିବାରେ ସମର୍ଥ ହୋଇଛନ୍ତି ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯେଉଁଥି ପାଇଁ ଜାତୀୟ ସ୍ତରର ପ୍ରମୁଖ ଗଣମାଧ୍ୟମମାନେ…
Read More...

ଆସନ୍ତା ଶିକ୍ଷାବର୍ଷ ପାଇଁ ସ୍କୁଲ ଫି ବର୍ଦ୍ଧିତ ନକରିବା ସହ ୩ ମାସ ପାଇଁ ସଂପୂର୍ଣ୍ଣ ସ୍କୁଲ ଫି ସଂପୂର୍ଣ୍ଣ ଛାଡ…

ଭୁବନେଶ୍ୱର: ବୈଶ୍ୱିକ ମହାମାରୀ କରୋନାଜନିତ ଲକ୍‌ଡାଉନ୍ କାରଣରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଛାତ୍ରଛାତ୍ରୀମାନେ ଅନିଶ୍ଚିତତା ଭିତରେ ଘରେ ରହି ପାଠ ପଢୁଛନ୍ତି । ଶିକ୍ଷାନୁଷ୍ଠାନଗୁଡିକ ଖୋଲା ହେବା ନେଇ…
Read More...

ଓଡିଶାରେ କରୋନା ଆହ୍ୱାନକୁ ସମ୍ଭାବନାର ରୂପ ଦେବା: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡିଶାର ପମୁଖ ସିଭିଲ୍ ସୋସାଇଟି ନେତୃତ୍ୱଙ୍କ ସହ କରୋନା ସମୟରେ ରାଜ୍ୟରେ ପରିସ୍ଥିତି, ଏହାର ତ୍ୱରିତ ମୁକାବିଲା ଓ ଲମ୍ବା ସମୟ ବିକାଶ ଯୋଜନା ଉପରେ ଶନିବାର ଭିଡିଓ କନଫରେନ୍ସିଂ ଯୋଗେ ବିସ୍ତୃତ…
Read More...

ପ୍ରବାସୀ ଫେରନ୍ତାଙ୍କ ନିକଟକୁ ମିଡିଆ ମନା

ଭୁବନେଶ୍ୱର: ଏବେ ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରିବା ଆରମ୍ଭ କରିଛନ୍ତି। ପ୍ରବାସୀ ଓଡ଼ିଆଙ୍କ ସମ୍ପର୍କିତ ଫଟୋ ଓ ସମ୍ବାଦ ସଂଗ୍ରହ କରିବା ପାଇଁ ଗଣମାଧ୍ୟମ ପ୍ରତିନିଧି ବିଭିନ୍ନ ଚେକ୍ ‌ପଏଂଟକୁ ଯାଉଛନ୍ତି। ପଶ୍ଚିମ ବଙ୍ଗ…
Read More...

ପ୍ରବାସୀ ଓଡ଼ିଆଙ୍କ ପାଇଁ “ଅପରେସନ୍ ଶୁଭଯାତ୍ରା” ଆରମ୍ଭ କରିଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର: ଅନ୍ୟ ରାଜ୍ୟରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କୁ ଘରକୁ ଫେରାଇ ଆଣିବାକୁ  ରାଜ୍ୟସରକାର ଅରମ୍ଭ କରିଛନ୍ତି ଏକ ନୂଆ ଅଭିଯାନ- ‘ଅପରେସନ୍ ଶୁଭଯାତ୍ରା’। ପ୍ରବାସୀଙ୍କୁ କିଭଳି ଅଣାଯିବ ଓ ଏଠାରେ ନିଜ ପଞ୍ଚାୟତରେ ୧୪ ଦିନ…
Read More...

ପ୍ରବାସୀ ଶ୍ରମିକଙ୍କ ଟ୍ରେନ ଯାତ୍ରା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର : ମହାମାରୀ କରୋନା ପାଇଁ ସମସଗ୍ର ଦେଶ ଲକ୍ ଡାଉନ ହୋଇ ରହିଛି । ଏହାରି ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରେ ହଜାର ହଜାର ପ୍ରବାସୀ ଶ୍ରମିକ ଫଶି ରହିଛନ୍ତି । ପ୍ରବାସୀ ଶ୍ରମିକମାନଙ୍କକୁ ନିଜ ନିଜ ରାଜ୍ୟକୁ ଫେରାଇ…
Read More...