Browsing Category

Odisha

ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ କୋଲକାତା ଫେରନ୍ତା

ଭୁବନେଶ୍ୱର: ରାଜ୍ୟରେ ଆଜି ଚିିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଜଣେ ପୁରୁଷ ଏବଂ ତାଙ୍କର ବୟସ ୫୮ । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ପଜିଟିଭ ବାଲେଶ୍ୱର…
Read More...

ବ୍ରାହ୍ମଣୀ ପୋଲରେ ଗର୍ତ

ରାଉଲକେଲା: ବ୍ରାହ୍ମଣୀ ପୋଲି ମଝିରେ ପଡିଥିବା ଲୁହା ପ୍ଲେଟ ନିକଟରେ ବଡ଼ ଗର୍ତ ସୃଷ୍ଟି ହୋଇଛି । ଫଳରେ ଗତକାଲି ବିଳମ୍ବିତ ରାତିରେ ଲୁହା ପ୍ଲେଟ ଦବି ଯାଇଥିଲା । ଏହିପାଇଁ ଟ୍ରାଫିକ ସମସ୍ୟା ଉପୁଜିବା ସହ ଯାନବାହନ ଚଳାଚଳ…
Read More...

ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଶ୍ରୀ ଇ.କେ ପାଲାନିସ୍ୱାମୀଙ୍କ ସହିତ ତାମିଲନାଡୁରେ ଅଟକି ରହିଥିବା ଓଡ଼ିଆମାନଙ୍କ ଫେରିବା ସମ୍ପର୍କରେ ଆଲୋଚନା…
Read More...

ଆଧୁନିକ ଯୋଗାଯୋଗର ପ୍ରମ୍ମୁଖ ମାଧ୍ୟମ ହେବ ‘ମାଇଓଆରଜି ୩୬୦’ ଭିସି ଆପ୍ : ଧର୍ମେନ୍ଦ୍ରପ୍ରଧାନ

ଭୁବନେଶ୍ୱର  : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନ ଗୁରୁବାର ଭିଡିଓ କନଫେରନ୍ସିଂ ଆପ୍ ‘ମାଇଓଆରଜି ୩୬୦’ ଜରିଆରେ ଏହି ଆପକୁ ବିକଶିତ କରିଥିବା ଏନ୍‌ଆଇଟି ରାଉରକେଲାର ଛାତ୍ରଛାତ୍ରୀ ଟିମ୍ ସହ କଥା ହୋଇଛନ୍ତି । ଲକ୍‌ଡାଉନ୍…
Read More...

ଟ୍ୱିନ ସିଟି ପାଇଁ ଗାଇଡଲାଇନ୍ ଜାରି କଲା କମିଶନରେଟ୍ ପୋଲିସ; ଜାଣନ୍ତୁ କ’ଣ…..

ଭୁବନେଶ୍ୱର: ମାସ୍କ ପରେ ଏବେ ସାମାଜିକ ଦୂରତା ଉପରେ ଗୁରୁତ୍ୱାରୋପ କରିଛନ୍ତି ରାଜ୍ୟ ସରକାର। କରୋନା ସଂକ୍ରମଣ ରୋକିବାକୁ କମିଶନରେଟ୍ ପୁଲିସ ଗ୍ରହଣ କରିଛି କଡ଼ା ଆଭିମୁଖ୍ୟ। କଟକ-ଭୁବନେଶ୍ୱରରେ ସାମାଜିକ ଦୂରତ୍ୱ ରଖି ଦୋକାନ…
Read More...

ମାର୍କେଟ କମ୍ପେ୍ଲକ୍ସ ଠାରୁ ଅଲଗା ଥିବା ଦୋକାନଗୁଡିକ ଖୋଲାଯାଇପାରିବ

ଭୁବନେଶ୍ୱର: ରାଜଧାନୀରେ କେଉଁ ଦୋକାନ ଖୋଲାଯିବ ଏବଂ କେଉଁ ଦୋକାନ ବନ୍ଦ ରହିବ ସେ ନେଇ ଭୁବନେଶ୍ୱର ମହାନଗର ନିଗମ କମିସନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ମାର୍କେଟ…
Read More...

ଦୋକାନ ଖୋଲିବା ନେଇ ନୂତନ ଗାଇଡଲାଇନ ଜାରି କଲା କମିଶନରେଟ ପୋଲିସ

ଭୁବନେଶ୍ୱର: ଦୋକାନ ଖୋଲିବା ନେଇ ପୁଣି ଥରେ ସାନି ଗାଇଡଲାଇନ ଜାରି କଲା କମିଶନରେଟ ପୋଲିସ । କିଣା ବିକା ବେଳେ ସାମାଜିକ ଦୂରତାକୁ ଗୁରୁତ୍ୱ ଦେବାକୁ ନୋଟିସରେ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇଛି କମିଶନରେଟ ପୋଲିସ। ଦୋକାନ…
Read More...

ଜୁନ୍ ୧୭ ପରେ ବିଶ୍ୱବିଦ୍ୟାଳୟ ସ୍ତରରେ ପରୀକ୍ଷା ହେବ

ଭୁବନେଶ୍ୱର: ଜୁନ୍ ୧୭ ପରେ ଯେକୌଣସି ସମୟରେ ବିଶ୍ୱବିଦ୍ୟାଳୟ ସ୍ତରରେ ପରୀକ୍ଷା ହେବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି। ୟୁଜିସି ଗାଇଡଲାଇନକୁ ତଜର୍ମା କରିବା ପରେ ନିଷ୍ପତ୍ତି  ନିଆଯିବ ବୋଲି ଉଚ୍ଚ…
Read More...

ଅଭିନେତା ଋଷି କପୁରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

ଭୁବନେଶ୍ୱର/ନୂଆଦିଲ୍ଲୀ: ବଲିଉଡ ଅଭିନେତା ଋଷି କପୁରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ଗଶେଷୀ ଲାଲ ଟ୍ୱିଟ ଯୋଗେ ଶୋକ ପ୍ରକାଶ କରିଛନ୍ତି ।ଏହି ଅବସରରେ…
Read More...

ଦେବଗଡରେ କରୋନା ଚିହ୍ନଟ ହେବା ପରେ ୭ ଗାଁକୁ କଂଟେନମେଂଟ ଜୋନ ଘୋଷଣା କଲା ଜିଲ୍ଲା ପ୍ରଶାସନ

ଦେବଗଡ: ଦେବଗଡ ଜିଲ୍ଲାରେ କରୋନା ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୭ଟି ଗାଁକୁ କଂଟେନମେଂଟ ଜୋନ ଘୋଷଣା କରାଯାଇଛି । ଏହା ଅନୁଯାୟୀ କରୋନା ପଜିଟିଭ୍ ଚିହ୍ନିତ ହୋଇଥିବା କଲଣ୍ଡା ପଂଚାୟତର ବାସୁଦେବପୁର, ଖୁଂଟାପୋଷି…
Read More...

୩ ନୂଆ କରୋନା ଆକ୍ରାନ୍ତଙ୍କ ତଥ୍ୟ

ଭୁବନେଶ୍ୱର :  ଆଜି ଯାଜପୁର ଜିଲ୍ଲାର ୩ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଥିବା ସଂପର୍କରେ ଟୁଇଟ୍ କରି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ। ଯାଜପୁରରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ମହିଳା ଓ ଜଣେ…
Read More...

୪ କରୋନା ଆକ୍ରାନ୍ତ ସାମ୍ନାକୁ ଆସିଲା ଗସ୍ତ ବିବରଣୀ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ୪ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଇଛନ୍ତି । ୧୧୯, ୧୨୦, ୧୨୧ଓ ୧୨୨ନଂ ଆକ୍ରାନ୍ତଙ୍କ ତଥ୍ୟ ପ୍ରଦାନ କରିଛନ୍ତି ରାଜ୍ୟ ସରକାର ।ତଥ୍ୟ ଅନୁଯାୟୀ, ୧୧୯ନଂ ଆକ୍ରାନ୍ତ ଝାରସୁଗୁଡ଼ା ଜିଲ୍ଲାର…
Read More...

ଏଥିରେ ହ୍ୱାଟସଆପ୍ ରେ ପାଠ ପଢ଼ିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଲକ୍ ଡାଉନ୍ ଯୋଗୁଁ ଛାତ୍ରଛାତ୍ରୀ ପାଠପଢ଼ାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନ୍‌ ଶିକ୍ଷା ଦେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲାରେ…
Read More...

୪ ବସ୍ ରେ ସୁରଟରୁ ଗଞ୍ଜାମକୁ ଫେରିଲେ ୨୨୮

ବ୍ରହ୍ମପୁର: ଗୁଜୁରାଟରୁ ସୁରଟରୁ ୨୨୮ରୁ ୨୨୮ ଶ୍ରମିକଙ୍କୁ ଆସୁଥିବା ୪ଟି ବସ୍ ଆଜି ମଧ୍ୟରାତ୍ରିରେ ଗଞ୍ଜାମ ଜିଲ୍ଲାରେ ପହଂଚିଛି । ରାତି ୧୦ଟା ୪୫ରେ ସମସ୍ତ ବସ୍ କନ୍ଧମାଳ-ଗଞ୍ଜାମ ସୀମାନ୍ତ ଦୁର୍ଗାପ୍ରସାଦରେ ପହଂଚିବା ପରେ…
Read More...