Browsing Category

Odisha

ସାମ୍ନାକୁ ଆସିଲା ୭ କରୋନାଙ୍କ ଗସ୍ତ ବିବରଣୀ ସୂଚନା

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ୭ ଜଣ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ସଂପର୍କରେ ସୂଚନା ଦେଇଛନ୍ତି । ରାଜ୍ୟର ୮୪, ୮୫, ୮୬, ୮୭, ୮୮, ୮୯ ଓ ୯୦ତମ କରୋନା ଆକ୍ରାନ୍ତଙ୍କ ସଂପର୍କରେ ସୂଚନା ଜାରି କରିଛି ରାଜ୍ୟ ସୂଚନା ଓ…
Read More...

ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ସମଗ୍ର ହିନ୍ଦୁ ସମାଜ ଓ ସାଢ଼େ ୪କୋଟି ଓଡ଼ିଶାବାସୀଙ୍କୁ ଆଶ୍ୱସ୍ତ କରିବ: ଧର୍ମେନ୍ଦ୍ର…

ଭୁବନେଶ୍ୱର: ଲକ୍ ଡାଉନରେ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶକୁ ସ୍ୱାଗତ କରିବା ସହ ତାଙ୍କର ପରାମର୍ଶ ସମଗ୍ର ହିନ୍ଦୁ ସମାଜ ଓ ସାଢ଼େ ୪କୋଟି ଓଡ଼ିଶାବାସୀଙ୍କୁ ଆଶ୍ୱସ୍ତ କରିବ ବୋଲି…
Read More...

କରୋନା ମହାମାରୀ ମୁକାବିଲାରେ ସାମିଲ ହେବା ପାଇଁ ସ୍ଵେଚ୍ଛାସେବୀମାନଙ୍କୁ ଆହ୍ୱାନ

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ମୁକାବିଲାରେ ସ୍ଵେଚ୍ଛାସେବୀମାନଙ୍କୁ ଯୋଦ୍ଧା ଭାବରେ ଯୋଗଦେବା ପାଇଁ ଆଜି ରାଜ୍ୟ ସରକାର ଏକ ୱେବସାଇଟ ଉତ୍ସର୍ଗ କରିଛନ୍ତି। ଏହି ୱେବସାଇଟ ‘www.covidsangramee.odisha.gov.in’କୁ…
Read More...

ରମଜାନ୍ ର ଶୁଭେଚ୍ଛା ସହ ବିଶ୍ୱ ମ୍ୟାଲେରିଆ ଦିବସର ସଚେତନତା ବାର୍ତା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲକଡାଉନ ଅବଧି ଓ କରୋନା ଭୟବହତା ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ମୁସଲିମଙ୍କ ରମଜାନ ମାସ । ଗତକାଲି ଚାନ୍ଦ ଦେଖିଲା ପରେ ଆଜିଠାରୁ ମୁସଲିମ ସଂପ୍ରଦାୟ ରିତୀନିତି ଅନୁଯାୟୀ ପାଳନ କରୁଛନ୍ତି ପବିତ୍ର ରମଜାନ ମାସ ।…
Read More...

ଆଜିଠାରୁ ଆରମ୍ଭ ହେଲା ରମଜାନ୍‌: ମସଜିଦ୍ କୁ ନ ଯାଇ ଘରେ ନମାଜ ପଢ଼ିବାକୁ ପରାମର୍ଶ

ଭୁବନେଶ୍ୱର:ଆଜିଠୁ ଆରମ୍ଭ ହୋଇଛି ରମ୍‌ଜାନ ମାସ ।  ଚଳିତ ରମ୍‌ଜାନ ମାସରେ ହେବନାହିଁ ସମୂହ ନମାଜ ପାଠ। ମସଜିଦ୍‌ରେ ସମୂହ ନମାଜ ପାଠ ଉପରେ ଲାଗିଛି କରୋନା କଟକଣା ।ଆଜିଠୁ ମାସରେ ରମ୍‌ଜାନ ପାଳନ ହେବ। କିନ୍ତୁ ମସଜିଦ୍‌ରେ…
Read More...

କଳାହାଣ୍ଡିରେ କାର୍ଯ୍ୟକ୍ଷମ ହେଲା କୋଭିଡ-୧୯ ଡାକ୍ତରଖାନା

କଳାହାଣ୍ଡି: କଳାହାଣ୍ଡିରେ କାର୍ଯ୍ୟକ୍ଷମ ହେଲା କୋଭିଡ-୧୯ ଡାକ୍ତରଖାନା । ଭବାନୀପାଟଣା-ଜୁନାଗଡ ରାସ୍ତା ଏନଏଚ-୨୬ ରାଜପଥ ଉପରେ ବାନ୍ଦୋପଲା ଠାରେ ଥିବା କଳାହାଣ୍ଡି ଇଂଜିନିୟରିଂ କଲେଜ ପରିସରରେ ୨୦୦ ଶଯ୍ୟା ବିଶିଷ୍ଟ…
Read More...

ମନ୍ଦିର ବେଢ଼ାରେ ହେବ ମହାପ୍ରଭୁଙ୍କ ଚାପଖେଳ

ପୁରୀ: କରୋନା ପାଇଁ ଚଳିତ ବର୍ଷ ମନ୍ଦିର ବେଢ଼ାରେ ମହାପ୍ରଭୁଙ୍କ ଚାପଖେଳ ହେବ । ଲକଡାଉନ କଟକଣା ପାଇଁ ଶ୍ରୀମନ୍ଦିର ଭିତରରେ ହିଁ ଅନୁଷ୍ଠିତ ହେବ ମହାବାହୁଙ୍କ ଚନ୍ଦନ ଯାତ୍ରା । ମହାପ୍ରଭୁଙ୍କ ନୌକାବିହାର ପାଇଁ ୨ଟି ଜଳକୁଣ୍ଡ…
Read More...

ମୋବାଇଲ ଫୋନ୍ ଟ୍ରାକିଂରୁ ଚିହ୍ନଟ ହେଉଛନ୍ତି ପଶ୍ଚିମବଙ୍ଗ ଫେରନ୍ତା

ଭୁବନେଶ୍ୱର: ପଶ୍ଚିମବଙ୍ଗରୁ ଫେରିଥିବା ଲୋକଙ୍କୁ ଚିହ୍ନଟ କରିବା ଲାଗି ରାଜ୍ୟ ସରକାର ବର୍ତମାନ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ପଂଚାୟତ ସ୍ତରରେ ଏଭଳି ଲୋକଙ୍କୁ ଚିହ୍ନଟ କରିବା ପାଇଁ ସରପଂଚଙ୍କୁ ଦାୟିତ୍ୱ ନ୍ୟସ୍ତ କରିବା…
Read More...

ମାଟ୍ରିକ୍ ଖାତା ମୂଲ୍ୟାଙ୍କନ କେନ୍ଦ୍ରରେ ସାମାଜିକ ଦୂରତା ବଜାୟ ରଖାଯିବ

ଭୁବନେଶ୍ୱର: ରାଜ୍ୟର ୯ମ ଓ ୧୦ମ ଶ୍ରେଣୀ ପିଲାମାନଙ୍କ ସୁବିଧା ପାଇଁ ସରକାର କେତେକ ପଦକ୍ଷେପ ନେଇଛନ୍ତି । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରକାଶିତ ୯ମ ଓ ୧୦ ବହି ବିଭିନ୍ନ ଜୋନାଲ କେନ୍ଦ୍ର ଭୁବନେଶ୍ୱର, କଟକ, ସମ୍ବଲପୁର,…
Read More...

ଆତ୍ମହତ୍ୟା କଲେ ପ୍ରେମୀଯୁଗଳ

ଗଞ୍ଜାମ : ଲକଡାଉନକୁ ନେଇ ସମସ୍ତେ ନିଜ ନିଜ ଘରେ ଥିବାବେଳେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପଦ୍ମପୁର ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଏହି ଗ୍ରାମର ଦୁଇ ଜଣ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି ।…
Read More...

୨୯ରେ ଲଘୁଚାପ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା । ଏହାରି ମଧ୍ୟରେ ପୁଣି ଏପ୍ରିଲ ୨୯ ତାରିଖରେ ଦାନା ବାନ୍ଧିପାରେ ଆଉ ଏକ ଲଘୁଚାପ । ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହା ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ଲଘୁଚାପ…
Read More...

ରାଜ୍ୟରେ ୧୫ ରୁ ୪୦ବର୍ଷ ଲୋକଙ୍କ ମଧ୍ୟରେ କରୋନା ସଂକ୍ରମଣ ଅଧିକ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତିକୁ ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଏ ପର୍ଯ୍ୟନ୍ତ ରାଜ୍ୟରେ ଏପ୍ରିଲ ୨୪ ତାରିଖ ସୁଦ୍ଧା ୨୦୫୯୯ଟି ନମୁନା ପରୀକ୍ଷା ହୋଇଥିବାବେଳେ ଏପ୍ରିଲ ୨୪ ତାରିଖରେ ସମୁଦାୟ ୨୧୪୧ଟି ନମୁନା…
Read More...

ଗଜପତି ମହାରାଜଙ୍କ ମତକୁ ରାଜ୍ୟ ବିଜେପିର ସ୍ୱାଗତ

ଭୂବନେଶ୍ୱର: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଦେଇଥିବା ବାର୍ତାକୁ ରାଜ୍ୟ ବିଜେପି ପକ୍ଷରୁ ସ୍ୱାଗତ କରାଯାଇଛି ବୋଲି ଟ୍ୱିଟ କରି କହିଛନ୍ତି ରାଜ୍ୟ ସଭାପତି ଶ୍ରୀ ସମୀର…
Read More...

ଲକ୍ ଡାଉନ୍ ପରେ ରଥଯାତ୍ରା ନିଷ୍ପତି ନିଆଯିବ

ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମ୍ପର୍କରେ ନିଷ୍ପତି ଲକ୍ ଡାଉନ୍ ଶେଷ ହେବା ପରେ ଅର୍ଥାତ୍ ମେ’ ୩ ପରେ ନିଆଯିବ । ମହାପ୍ରଭୁଙ୍କ ରଥଯାତ୍ରା ଓ ସ୍ନାନଯାତ୍ରା ଜୁନ୍ ମାସରେ ପଡ଼ୁଛି ତେଣୁ ମେ ୩ ତାରିଖରେ ଲକଡାଉନ୍ ଅବଧି…
Read More...