Browsing Category
Odisha
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନେଇ ମନ୍ଥନ: ବାହାରିଲାନି ନିଷ୍କର୍ସ
ପୁରୀ: ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ସଂପର୍କୀତ କୌଣସି ନିଷ୍କର୍ସ ବାହାରି ନଥିବା ଜଣାଯାଇଛି। ରଥଯାତ୍ରାକୁ ନେଇ ପରିଚାଳନା କମିଟି ବୈଠକରେ ବଡ଼ ମନ୍ଥନ ହୋଇଥିଲା। ରଥଯାତ୍ରା କରାଯିବା ଉଚିତ କି ନୁହେଁ…
Read More...
Read More...
ନକଲି ମହିଳା ଆଇପିଏସ୍ ଅଫିସର ଗିରଫ
ଭୁବନେଶ୍ୱର: ଭୁବନେଶ୍ୱରରୁ ଜଣେ ନକଲି ମହିଳା ଆଇପିଏସ୍ ଅଫିସରକୁ ଗିରଫ କରାଯାଇଛି । ଗତକାଲି ତାଙ୍କୁ କ୍ୟାପିଟାଲ୍ ଥାନା ପୁଲିସ ଗିରଫ କରିଛି। ଏହି ନକଲି ଆଇପିଏସ ଅଫିସର ଜଣଙ୍କ ହେଉଛନ୍ତି ଶର୍ମିଷ୍ଠା ବେହେରା ।ସେ ମହିଳା…
Read More...
Read More...
ବିନା ପଞ୍ଜିକରଣରେ ଓଡ଼ିଶା ଫେରିଲେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ଲକ୍ ଡାଉନ୍ ପରେ ବିନା ପଞ୍ଜିକଣରେ ଓଡ଼ିଶା ଫେରିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।ଏ ସଂକ୍ରାନ୍ତରେ ରାଜ୍ୟ ଗୃହ ନିର୍ମାଣ ଏବଂ ନଗରାଞ୍ଚଳ ବିକାଶ ବିଭାଗ ଏକ ପତ୍ର ଜାରି କରିଛି। ଏଥିରେ କୁହାଯାଇଛି…
Read More...
Read More...
କରୋନା ମୁକାବିଲା ସ୍ଥିତି ଓ ରଥଯାତ୍ରା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟେଲିଫୋନ୍ ଯୋଗେ କଥା ହୋଇଥିବାର ସୂଚନା ମିଳିଛି। ଏହି ସମୟରେ ରାଜ୍ୟରେ କରୋନା ମୁକାବିଲା ସ୍ଥିତି ଏବଂ ରଥଯାତ୍ରା ସମ୍ପର୍କରେ…
Read More...
Read More...
୬୦ ଘଣ୍ଟା ଲାଗି ତିନି ଜିଲ୍ଲା ସଟ୍ ଡାଉନ : ୬୦ ଘଣ୍ଟା ଘରୁ ନବାହାରିବାକୁ ୩ ଜିଲ୍ଲା ବାସୀଙ୍କୁ କେନ୍ଦ୍ରମନ୍ତ୍ରୀ…
ଭୁବନେଶ୍ୱର : କରୋନା ମୁକାବିଲା ପାଇଁ ତିନି ଜିଲ୍ଲାକୁ ସଟ୍ ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାକୁ ୬୦ ଘଣ୍ଟା ଲାଗି ସଟଡାଉନ ଘୋଷଣା କରାଯାଇଛି । ଆଜି ରାତି ୧୦ଟାରୁ ୨୬ ତାରିଖ ସକାଳ…
Read More...
Read More...
ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା୬୦ ଘଣ୍ଟା ଲାଗି ସଟ୍ ଡାଉନ
ଭୁବନେଶ୍ୱର : ତିନି ଜିଲ୍ଲା ସଟ୍ ଡାଉନ ଘୋଷଣା କଲେ ରାଜ୍ୟ ସରକାର । ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାକୁ ୬୦ ଘଣ୍ଟା ଲାଗି ସଟଡାଉନ ଘୋ,ଣା କରାଯାିଛି । ଆଜି ରାତି ୧୦ଟାରୁ ୨୬ ତାରିଖ ସକାଳ ୧୦ ଯାଏ ୬୦ ଘଣ୍ଟା ସଟ ଡାଉନରେ…
Read More...
Read More...
ସ୍ୱଦେଶକୁ ଫେରିଲେ ଓଡ଼ିଶାରେ ଫସିଥିବା ପର୍ଯ୍ୟଟକ
ଭୁବନେଶ୍ୱର: ନିଜ ଦେଶ ଭୁଟାକୁ ଫେରିଲେ ଓଡ଼ିଶାରେ ଫସିଥିବା ପର୍ଯ୍ୟଟକ । ଓଡ଼ିଶାରେ ଥିବା ଏହି ଭୁଟାନର ପର୍ଯ୍ୟଟକମାନେ ଆଜି ଏକ ସ୍ୱତନ୍ତ୍ର ବିମାନ ଯୋଗେ ନିଜ ଦେଶକୁ ଫେରିଯାଇଛନ୍ତି । ରୟାଲ ଭୁଟାନ ଏୟାରଲାଇନସର ଏକ…
Read More...
Read More...
ଲକ୍ ଡାଉନ୍ ରେ ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୮ଟି ପରାମର୍ଶ
ଭୁବନେଶ୍ୱର: ଲକ୍ ଡାଉନ୍ ରେ ଛାତ୍ରଛାତ୍ରୀମାନେ ଘରେ କିଭଳି ସମୟ ଅତିବାହିତ କରିବେ ସେ ନେଇ ୮ଟି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କୋଡିଡ୍ ୧୯…
Read More...
Read More...
ବିକଳାନନ୍ଦ କର ମେମୋରିଆଲ ଟ୍ରଷ୍ଟ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ୧ ଲକ୍ଷ ଟଙ୍କା ପ୍ରଦାନ
ସାଲେପୁର: କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ବିକଳାନନ୍ଦ କର ମେମୋରିଆଲ ଟ୍ରଷ୍ଟ ତରଫରୁ କରୋନା ର ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୋଭିଡ଼-୧୯ କୁ ୧ ଲକ୍ଷ ଟଙ୍କାର ଏକ ଡ୍ରାଫ୍ଟ ପ୍ରଦାନ କରାଯାଇଅଛି।…
Read More...
Read More...
ଏଇ ମାସ ଶେଷ ସୁଦ୍ଧା ଦିନକୁ ପରୀକ୍ଷଣ ହେବ ୩ ହଜାର ନମୁନା
ଭୁବନେଶ୍ୱର: ଏପ୍ରିଲ ମାସ ଅର୍ଥାତ ଏଇ ମାସ ଶେଷ ସୁଦ୍ଧା ରାଜ୍ୟରେ ଦିନକୁ ୩ହଜାର ଟେଷ୍ଟ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଏ ନେଇ ଆନ୍ତଃମନ୍ତ୍ରୀ ସ୍ତରୀୟ କମିଟି ବୈଠକ ପରେ ସୂଚନା ଦେଇଛନ୍ତି ପଂଚାୟତରାଜ ମନ୍ତ୍ରୀ…
Read More...
Read More...
ଜୟପୁର, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର କୋଭିଡ ହସ୍ପିଟାଲର ସମୀକ୍ଷା କଲେ ଉନ୍ନୟନ କମିସନର ଓ ୫ଟି ସଚିବ
ଭୁବନେଶ୍ୱର: ଆଜି ଉନ୍ନୟନ କମିସନର ଓ ୫ଟି ସଚିବ ଭି.କେ ପାଣ୍ଡିଆନ୍ ଜୟପୁର, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର କୋଭିଡ ହସ୍ପିଟାଲ ପରିଦର୍ଶନ କରିବା ସହ ସମୀକ୍ଷା କରିଥିବା ଜଣାପଡିଛି ।ଆଜି ପ୍ରଥମେ କୋରାପୁଟ…
Read More...
Read More...
ଗତକାଲି ଗୋଟିଏ ଦିନରେ ଟେଷ୍ଟ ହୋଇଛି ରେକର୍ଡ ସଂଖ୍ୟକ ନମୁନା
ଭୁବନେଶ୍ୱର: ଗତକାଲି ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ନମୁନା ପରୀକ୍ଷା ହୋଇଛି । ଗତକାଲି ୨୨୦୯ଟି ନମୁନା ପରୀକ୍ଷା ହୋଇଥିବା ଜଣାପଡିଛି । ମଙ୍ଗଳବାର ୨ ହଜାର ୨୭ଟି ନମୁନା ପରୀକ୍ଷା ହୋଇଥିଲା। ବୁଧବାର ଏହି ସଂଖ୍ୟାକୁ ଅତିକ୍ରମ…
Read More...
Read More...
କରୋନା ଯୋଗୁଁ ୩ ବରିଷ୍ଠ ସଚିବଙ୍କୁ ୩ ଜିଲ୍ଲାର ଦାୟିତ୍ୱ
ଭୁବନେଶ୍ୱର: ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି ୩ ବରିଷ୍ଠ ସଚିବଙ୍କୁ ଦାୟିତ୍ୱ ଦିଆଯାଇଛି ।ଏସ୍.କେ ଲୋହାନିଙ୍କୁ ଭଦ୍ରକ ଜିଲ୍ଲା ଦାୟିତ୍ୱ ଦିଆଯାଇଥିବା ବେଳେ…
Read More...
Read More...
କରୋନା ସଫଳ ମୁକାବିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦାହରଣ : ଏନ ଡି ଟିଭିର ପ୍ରଶଂସା,ଦେଖନ୍ତୁ ଭିଡ଼ିଓ
ଭୁବନେଶ୍ବର : ନ୍ୟାସନାଲ ଚ୍ୟାନେଲ ଏନ ଡି ଟିଭି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କରୋନା ସଫଳ ମୁକାବିଲାର ଉଦାହରଣ କହି ପ୍ରଶଂସା କରିଛି । ଏହି ଚ୍ୟାନେଲରେ ଓଡ଼ିଶା ମୁଖ୍ୟମନ୍ତ୍ରୀ କିପରି ସାମାଜିକ ସଂକ୍ରମଣ କୁ…
Read More...
Read More...
