Browsing Category
Odisha
କରୋନା ମହାମାରୀ ଆଇନରେ ଥିବା ବ୍ୟବସ୍ଥାକୁ ଉଲ୍ଲଂଘନ କଲେ ୨ ବର୍ଷ ଜେଲଦଣ୍ଡ
ଭୁବନେଶ୍ୱର: କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଲକ୍ ଡାଉନ୍ ଅବଧିକୁ ଏପ୍ରିଲ ୩୦ ଯାଏଁ ବୃଦ୍ଧି କରିଛନ୍ତି । ଏହି ନିୟମକୁ କଡାକଡି ପାଳନ କରିବା ପାଇଁ ୧୮୯୭ ମସିହାର ମହାମାରୀ ଆଇନକୁ ଏକ ଅଧ୍ୟାଦେଶ ଜରିଆରେ…
Read More...
Read More...
ମୁଖ୍ୟମନ୍ତ୍ରୀ ଓଡ଼ିଶାର ଲକ୍ ଡାଉନ୍ ସମୟ ସୀମାକୁ ଏପ୍ରିଲ ୩୦ ଯାଏ ବଢାଇବା ସ୍ୱାଗତଯୋଗ୍ୟ : କେନ୍ଦ୍ରମନ୍ତ୍ରୀ…
ଭୁବନେଶ୍ୱର : ଓଡଶିା ସରକାର ରାଜ୍ୟର ଲକ୍ ଡାଉନ ସମୟ ସୀମାକୁବୃଦ୍ଧି କରବିା ନଷ୍ପିତକିୁ ସମର୍ଥନ କରଛିନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କରୋନା ମହାମାରୀର ସାମ୍ନା କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଲକ୍…
Read More...
Read More...
ମାସ୍କ ନଥିଲେ ଗ୍ରୋସରି ମନା
କୋରାପୁଟ:ମାସ୍କ ନାହିଁ ତ ଗ୍ରୋସରି ନାହିଁ। ଏପରିକି ପନିପରିବା, ଫଳ କିମ୍ବା ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ମିଳିବ ନାହିଁ । ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଗଂଜାମ ଜିଲ୍ଲାପାଳ l ଏନେଇ ପ୍ରତ୍ୟେକ ଦୋକାନୀ ଦୋକାନ ସମ୍ମୁଖରେ…
Read More...
Read More...
ଓଡ଼ିଶାରେ ଲକ ଡାଉନ୍ ଅବଧି ବଢ଼ିବା ନେଇ ବିଜ୍ଞପ୍ତି ପ୍ରକାଶ
ଭୁବନେଶ୍ୱର: ଓଡ଼ିଶାରେ ଲକ୍ ଡାଉନ୍ ଅବଧି ବୃଦ୍ଧି ପାଇଛି । ଯାହା ଏପ୍ରିଲ ୩୦ ଯାଏଁ ରହିବ ଓ ଜୁନ୍ ୧୭ ଯାଏଁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି…
Read More...
Read More...
୩କୋଟିରୁ ଅଧିକ ହିତାଧିକାରୀଙ୍କୁ ୩ମାସର ଆଗୁଆ ଚାଉଳ
ଭୁବନେଶ୍ୱର: କୋଭିଡ-୧୯ ପରିସ୍ଥିତିରେ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ୩.୩କୋଟି ହିତାଧିକାରୀଙ୍କୁ ଏପ୍ରିଲ, ମେ’ ଓ ଜୁନ୍ ମାସ ପାଇଁ ୫.୬୫ ଲକ୍ଷ ମେଟ୍ରିକ୍ ଟନ୍ ଅଗ୍ରୀମ ଚାଉଳ ଓ ଗହମ ଯୋଗାଇ ଦିଆଯିବ, ଏନେଇ ରାଜ୍ୟ…
Read More...
Read More...
ଆଜିଠୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଏସ୍ଆରସିଙ୍କ ନିର୍ଦ୍ଦେଶ ଅନୁସାରେ, ଆଜିଠୁ ଘରୁ ବାହାରିବା ବେଳେ ସମସ୍ତେ ମାସ୍କରେ ନିଜ ପାଟି ଓ ନାକକୁ ଘୋଡ଼ାଇ ରଖିବା ବାଧ୍ୟତାମୂଳକ କରାଯାଇଛି।…
Read More...
Read More...
ବସ୍ ଷ୍ଟପ ଗୁଡିକରେ ମିଳିବ ତେଜରାତି ଓ ପନିପରିବା
ଭୁବନେଶ୍ୱର: ରାଜ୍ୟରେ ଚି଼ହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଅଛନ୍ତି ରାଜଧାନୀ ଭୁବନେଶ୍ୱରରେ। ଏଥିଯୋଗୁ ଭୁବନେଶ୍ୱରର କିଛି ଅଂଚଳକୁ ସିଲ୍ କରି ଦିଆଯାଇଛି। ଏଥିଯୋଗୁ ସାଧାରଣ ଜୀବନଯାତ୍ରା…
Read More...
Read More...
୧୨ଯାଏଁ ଓଡିଶାର କିଛି ସ୍ଥାନରେ କାଳବୈଶାଖୀ
ଭୁବନେଶ୍ୱର: ଆସନ୍ତା ୨ ରୁ ୩ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ସହ ସେଭଳି କୌଣସି ପରିବର୍ତନ ହେବ ନାହିଁ । ତେବେ ୧୨ ଯାଏଁ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ । ସ୍ଥାନେ ସ୍ଥାନେ ଘଂଟା ପ୍ରତି ୪୦ରୁ ୫୦…
Read More...
Read More...
କ୍ୱାରେନଂଟାଇନ୍ ରେ ରହିବ ସୁନ୍ଦରୀ
ଅନୁଗୁଳ: କରୋନା ମନୁଷ୍ୟ ପରେ ବନ୍ୟଜନ୍ତୁଙ୍କ ଆଡେ ମୁହାଁଇଲାଣି । ବିଦେଶରେ ଏକ ବାଘ ଦେହରେ କରୋନା ପଜିଟିଭ ଆସିବା ପରେ ଏନଟିସିଏ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ କରିଛି ଆଲର୍ଟ । ଜଙ୍ଗଲୀ ଜନ୍ତୁଙ୍କ ସୁରକ୍ଷା ପାଇଁ ସାତକୋଶିଆ…
Read More...
Read More...
ଆଜିଠୁ ଗଞ୍ଜାମ ଜିଲ୍ଲାରେ ସବୁ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା, ଶୁଭାରମ୍ଭ କଲେ ଜିଲ୍ଲାପାଳ
ବ୍ରହ୍ମପୁର: ଆଜିଠାରୁ ଗଞ୍ଜାମ ଜିଲ୍ଲାରେ ସବୁଲୋକଙ୍କର ହେବ ସ୍ୱାସ୍ଥ୍ୟ ପରୀକ୍ଷା । ଏହାକଚ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଛତ୍ରପୁରଠାରେ ଶୁଭାରମ୍ଭ କରିଛନ୍ତି । ସାମାଜିକ ଦୂରତ୍ୱକୁ ନଜରରେ ରଖି ଏହି କାମ କରାଯାଉଛି…
Read More...
Read More...
ତୋଷାଳି ଭବନ ସମ୍ମୁଖରେ ଥିବା ଓମଫେଡ ପାର୍ଲରକୁ ଆସିଥିଲେ ୧୦୪କୁ କଲ କରନ୍ତୁ
ଭୁବନେଶ୍ୱର: ଭୁବନେଶ୍ୱର ସତ୍ୟନଗରରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ନେଇ ଏକ ବଡ଼ ସୂଚନା ଦେଇଛି ବିଏମସି । ସତ୍ୟନଗରରୁ ଚିହ୍ନଟ ହୋଇଥିବା ୪ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସତ୍ୟନଗରର ତୋଷାଳି ଭବନ ସମ୍ମୁଖରେ ଥିବା ଓମଫେଡ…
Read More...
Read More...
କରୋନାରୁ ବିଜୟଲାଭ କରିବାକୁ ହେଲେ ଲମ୍ବା ଦୌଡ ଦୌଡିବାକୁ ପଡିବ
ଭୁବନେଶ୍ୱର: କରୋନାରୁ ବିଜୟ ଲାଭ କରିବାକୁ ହେଲେ ଆମକୁ ଲମ୍ବା ଦୌଡିବାକୁ ପଡିବ । ଆଉ ଏଇ ଲମ୍ବା ଦୌଡ଼ରେ ପ୍ରତ୍ୟେକ ରାଜ୍ୟବାସୀଙ୍କୁ ସାମିଲ ହେବାକୁ ପଡ଼ିବ ବୋଲି କହିଛନ୍ତି କୋଭିଡ୍-୧୯ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ…
Read More...
Read More...
ଭଦ୍ରକ, କେନ୍ଦ୍ରାପଡା ଓ ଯାଜପୁର ଗସ୍ତ କଲେ ମୁଖ୍ୟ ସଚିବଙ୍କ ସହ ୫ଟି ସଚିବ
ଭଦ୍ରକ/କେନ୍ଦ୍ରାପଡା/ଯାଜପୁର: ଆଜି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ସହ ୫ଟି ସଚିବ ଭିକେ ପାଣ୍ଡିଆନ୍ ଭଦ୍ରକ, କେନ୍ଦ୍ରାପଡା ଓ ଯାଜପୁର ଗସ୍ତ କରିଛନ୍ତି । ଏହି ଗସ୍ତ ସମୟରେ ସେମାନେ କରୋନା ମୁକାବିଲା ନେଇ…
Read More...
Read More...
ନିଜ ମୋବାଇଲରେ ଆରୋଗ୍ୟ ସେତୁ ଆପ୍ କୁ ବ୍ୟବହାର କରି ଅନ୍ୟମାନଙ୍କୁ ଏହି ଆପ ସଂପର୍କରେ ଅବଗତ କରାଇବା ପାଇଁ…
ଭୁବନେଶ୍ୱର: ମହାମାରୀ କରୋନା ବର୍ତମାନ ଭୟଙ୍କର ରୂପ ଧାରଣ କରିଛି । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ସମସ୍ତ ରାଜ୍ୟ ସରକାରଙ୍କ ସହଯୋଗରେ ଏହି ସଂକଟରୁ ରକ୍ଷା ପାଇବା ପାଇଁ ସମସ୍ତ ପ୍ରକାରର…
Read More...
Read More...
