Browsing Category

Odisha

୪ଲକ୍ଷରୁ ଉର୍ଦ୍ଧ୍ୱ ନିଃସ୍ୱ ଗରିବ ଅସହାୟ ବ୍ୟକ୍ତିଙ୍କ ପାଖରେ ଖାଦ୍ୟ ଏବଂ ଅତ୍ୟାବଶକୀୟ ସାମଗ୍ରୀ ପହଂଚାଇଛନ୍ତି ବିଜେପି…

ଭୁବନେଶ୍ୱର: ଭାରତୀୟ ପରମ୍ପରା ‘ନର ସେବା - ନାରାୟଣ ସେବା’କୁ ସମ୍ମାନ ଜଣାଇ ଲକ୍‌ଡାଉନ ସମୟରେ ବିଜେପି କାର୍ଯ୍ୟକର୍ତାମାନେ ସ୍ୱେଚ୍ଛାକୃତ ଭାବେ ସେମାନଙ୍କ ଅଂଚଳରେ ବାସ କରୁଥିବା ଗରିବ, ଦିନମଜୁରିଆ, ଦୁଖୀଜନ ତଥା ଅଭାବୀ…
Read More...

ଯାଜପୁର ବ୍ରହ୍ମବରଦାରେ ବଢ଼ିଲା କଂଟେନମେଂଟ ଅବଧି

ଯାଜପୁର: ଯାଜପୁର ଜିଲ୍ଲା ବ୍ରହ୍ମବରଦାରେ କଂଟେନମେଂଟ ଅବଧି ବୃଦ୍ଧି କରାଯାଇଛି । ଯାହା ଏପ୍ରିଲ ୧୨ ରାତି ୮ଟା ଯାଏଁ ବୃଦ୍ଧି କରିଛି ଜିଲ୍ଲା ପ୍ରଶାସନ ।ବ୍ରହ୍ମବରଦା ଅଂଚଳରେ ଜଣେ ନିଜାମୁଦ୍ଦିନ ଫେରନ୍ତା କରୋନାରେ…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଆର୍ଥିକ ସହାୟତା ଲୋଡିଲେ ରାଜ୍ୟର ୫୯୫ ଷ୍ଟାର୍ଟଅପ୍‌

ଭୁବନେଶ୍ୱର: କରୋନା ପାଇଁ ରାଜ୍ୟର ଷ୍ଟାଟଅପ୍ ବା ନୂଆ ଉଦ୍ୟୋଗୀଙ୍କ ଉପରେ ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଇଛି । “ଷ୍ଟାଟଅପ୍ ଓଡ଼ିଶା”ରେ ପଞ୍ଜିକୃତ ହୋଇଥିବା ରାଜ୍ୟର ୫୯୫ଟି ଷ୍ଟାର୍ଟଅପ୍ ନିଜର ବ୍ୟବସାୟ ବନ୍ଦ କରିଦେଇଛନ୍ତି…
Read More...

ଦଳିୟ କର୍ମୀଙ୍କୁ ନବୀନଙ୍କ ଅପିଲ : ଜଣେବି ବ୍ୟକ୍ତିକୁ ଭୋକିଲା ରହିବାକୁ ଦିଅନ୍ତୁନାହିଁ

ଭୁବନେଶ୍ୱର : ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓଡ଼ିଶାର ସାଢ଼େ ୪କୋଟି ଜନସାଧାରଣଙ୍କୁ ଧର୍ଯ୍ୟର ସହ ମହାମାରୀ କରୋନା ବିପତ୍ତିକୁ ମୁକାବିଲା କରୁଥିବାରୁ ଅଶେଷ ଅଶେଷ…
Read More...

ଗଞ୍ଜାମ ଜିଲ୍ଲାରେ ସମସ୍ତଙ୍କର ହେବ ସ୍ୱାସ୍ଥ୍ୟ ପରୀକ୍ଷା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ସବୁ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ସାମାଜିକ ଦୂରତ୍ୱକୁ ନଜରରେ ରଖି ଏହି ସବୁ କାମ କରାଯିବ । ତିନି ଦିନ ମଧ୍ୟରେ ରାଜ୍ୟରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପାଇଁ ଲକ୍ଷ୍ୟ…
Read More...

ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ହେଲା କୋହଳ, ରାଜ୍ୟକୁ ମିଳିଲା ଅଧିକ କ୍ଷମତା

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି । କରୋନା ସ୍ଥିତିକୁ ଦେଖି ସବୁ ରାଜ୍ୟ ସରକାରଙ୍କୁ ମିଳିଲା କ୍ଷମତା । କୋହଳ ହୋଇଛି ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ୧୯୫୫ । ଜୁନ ୩୦ ଯାଏ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ରହିବ…
Read More...

କରୋନା ଯୋଗୁଁ ପ୍ରଭାବିତ ସହରାଚଂଳ ନିରାଶ୍ରୟ ଲୋକଙ୍କୁ ରନ୍ଧାଖାଦ୍ୟ : ଆଜି ସୁଦ୍ଧା ୩,୭୪,୭୩୫ ଜଣ ଉପକୃତ

ଭୁବନେଶ୍ୱର: କରୋନା ଯୋଗୁଁ ପ୍ରଭାବିତ ସହରାଚଂଳ ନିରାଶ୍ରୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ଗତ ୨୭ ତାରିଖରୁ ପୌରାଚଂଳମାନଙ୍କରେ ଏହି ମାଗଣା ରନ୍ଧା ଖାଦ୍ୟ ପ୍ରଦାନ ବ୍ୟବସ୍ଥା ଆରମ୍ଭ ହୋଇଛି । ରାଜ୍ୟର ୧୧୪ ଗୋଟି…
Read More...

ପୂର୍ବତଟ ରେଳପଥରେ ସୁରକ୍ଷା ପାଇଁ ଜଗିବ ଡ୍ରୋନ୍

ଭୁବନେଶ୍ୱର: କରୋନା ପାଇଁ ଦେଶରେ ତାଲାବନ୍ଦ ଜାରି ରହିଥି‌ଲେ ହେଁ ସାରା ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ ଲାଗି ମାଲବାହୀ ଟ୍ରେନ୍‌ଗୁଡ଼ିକ ନିୟମିତ ଭାବେ ଚଳାଚଳ କରୁଛି। ଏଭଳି ସ୍ଥିତିରେ ପୂର୍ବତଟ ରେଳପଥର କେତେକ…
Read More...

ପାରଳାଖେମୁଣ୍ଡିରେ କାର୍ଯ୍ୟକ୍ଷମ ହେଲା ୧୧୦ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଂଟର

ପାରଳାଖେମୁଣ୍ଡି: ରାଜ୍ୟ ସରକାରଙ୍କ ଦ୍ୱାରା ହୋଇଥିବା ୧୧୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଂଟର ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିଠାରେ କାର୍ଯ୍ୟକ୍ଷମ କରାଯାଇଛି । ଯାହା ଗଜପତି ଜିଲ୍ଲାପାଳଙ୍କ ଦ୍ୱାରା କାର୍ଯ୍ୟକ୍ଷମ…
Read More...

ବିଶୋଧନ ହେଲା ଆଇଜି ପାର୍କ ଚିଡିଆଖାନା

ରାଉଲକେଲା:ବିଦେଶରେ ବାଘ, କୁକୁର ଶରୀରରେ କୋଭିଡ -୧୯ ଭୁତାଣୁ ସଂକ୍ରମଣ ପାଇବା ପରେ ଦେଶର ସମସ୍ତ ଚିଡିଆଖାନାରେ ରହୁଥିବା ପଶୁପକ୍ଷୀଙ୍କ ଉପରେ କଡା ନଜର ରଖିବାକୁ ସେଂଟ୍ରାଲ ଜୁ ଅଥରିଟି ଅଫ ଇଣ୍ଡିଆ ନିର୍ଦେଶନାମା ଜାରି…
Read More...

ସତ୍ୟ ନଗରକୁ କଂଟେନମେଂଟ ଜୋନ ଘୋଷଣା କଲା ବିଏମସି

ଭୁବନେଶ୍ୱର: ଭୁବନେଶ୍ୱରର ସତ୍ୟନଗରକୁ କଂଟେନମେଂଟ ଜୋନ ଘୋଷଣା କରିଛି ବିଏମସି । ଜଣେ କରୋନା ସଂକ୍ରମିତ ସେହି ଅଂଚଳରୁ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନେଇଛି ପ୍ରଶାସନ।ସତ୍ୟନଗର ଓ ଏହାର ଆଖାପାଖ ଅଂଚଳକୁ ସିଲ କରାଯାଇଛିା…
Read More...

ବଢ଼ିପାରେ ଲକ୍ ଡାଉନ୍ ଅବଧି

ନୂଆଦିଲ୍ଲୀ: ଆଜି ଦେଶରେ ଥିବା ସମସ୍ତ ଦଳର ସଂସଦୀୟ ନେତାଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିନ ୧୧ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଲକ୍ ଡାଉନ୍ ଓ କୋରୋନା ଭାଇରସ ମୁକାବିଲା ନେଇ ଆଲୋଚନା କରିବେ ।…
Read More...

କରୋନା ଆକ୍ରାନ୍ତଙ୍କ ମୃତକଙ୍କ ଶବ ସଂସ୍କାର କରିବେ ରାଜ୍ୟ ସରକାର

ଭୁବନେଶ୍ୱର: କରୋନା ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବା ବ୍ୟକ୍ତିମାନଙ୍କର ଶବ ସଂସ୍କାର ପାଇଁ କେନ୍ଦ୍ର ସରକାର ଏକ ନିଦ୍ଦେର୍ଶନାମା ଜାରି କରିଛନ୍ତି । ଏହି ନିଦ୍ଦେର୍ଶନାମା ଆଧାରରେ କରୋନା ସଂକ୍ରମିତ ଯେଉଁ…
Read More...

ଟେଲିମେଡିସିନ୍ ହେଲ୍ପଲାଇନ୍, ୧୪୪୧୦କୁ ଫୋନ୍ କରି ପାଇପାରିବେ ଚିକିତ୍ସା ପରାମର୍ଶ

ଭୁବନେଶ୍ୱର: କରୋନା ସମ୍ପର୍କରେ ପରାମର୍ଶ ନେବା ପାଇଁ ଆଉ ଏକ ହେଲପଲାଇନ୍ ନମ୍ବର ସରକାରଙ୍କ ପକ୍ଷରୁ ଜାରି କରାଯାଇଛି । ଲୋକେ ଘରେ ଥାଇ ହେଲ୍ପଲାଇନ ନମ୍ବର-୧୪୪୧୦କୁ ଫୋନ କରି ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ପରାମର୍ଶ ପାଇପାରିବେ…
Read More...