Browsing Category

Odisha

୩ ମାସର ଘରଭଡା ଛାଡ଼ କରିବାକୁ ମାଲିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ୱର: ଲକଡାଉନ ଯୋଗୁଁ ପ୍ରଭାବିତ ଜନତା । ଏଥିଯୋଗୁଁ ୩ ମାସର ଘରଭଡା ଛାଡ଼ କର କିମ୍ବା ସ୍ଥଗିତ ରଖିବାକୁ ଘର ମାଲିକଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ସମଗ୍ର ବିଶ୍ୱ ବର୍ତମାନ ସଙ୍କଟ ଦେଇ…
Read More...

କରୋନାକୁ ନ ଡରି ଲଢ଼ିବାକୁ କହିଲେ ସୁବ୍ରତ ବାଗଚୀ

ଭୁବନେଶ୍ୱର: କରୋନା ସମ୍ପର୍କରେ ଗୁଜବ ପ୍ରଚାରିତ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । କରୋନା କୁ ନେଇ ଭୟ ସୃଷ୍ଟି ନ କରିବାକୁ ଅପିଲ କରାଯାଇଥିଲା । ଏହା ସତ୍ୱେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରାଯାଉଛି । ଯେଉଁଥିପାଇଁ…
Read More...

ରାଜ୍ୟରେ ବଢ଼ିବ ଆହୁରି ତାତି

ଭୁବନେଶ୍ୱର: ରାଜ୍ୟର କିଛି ସ୍ଥାନରେ ଆଜି ପ୍ରବଳ ମାତ୍ରାରେ ଖରା ଅନୁଭୂତ ହୋଇଛି ।ଟିଟିଲାଗଡ଼, ମାଲକାନଗିରି ଓ ବଲାଙ୍ଗୀରରେ ତାପମାତ୍ରା ୪୦ ଡ୍ରିଗ୍ରି ସେଲସିୟସରୁ ଅଧିକ ରେକର୍ଡ କରାଯାଇଛି । ଭୁବନେଶ୍ୱରସ୍ଥିତ ଆଂଚଳିକ…
Read More...

ଶୃଙ୍ଖଳିତ ଓ ବ୍ୟବସ୍ଥିତ ରହି ଲକ୍ ଡାଉନର ଅବଶିଷ୍ଟ ସମୟକୁ ସଫଳ କରିବା: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଶୃଙ୍ଖଳିତ ଓ ବ୍ୟବସ୍ଥିତ ରହି ଲକ୍ ଡାଉନ୍‌ର ଅବଶିଷ୍ଟ ସମୟକୁ ସଫଳ କରିବା ପାଇଁ ଏକ ଭିଡିଓ ବାର୍ତାରେ ଦେଶର ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଲକ୍ ଡାଉନର ପ୍ରଥମ…
Read More...

ପ୍ରଶାସନ କଥାକୁ ଅବମାନନା କରି ରାମ ନବମୀ କରି ଗିରଫ ହେଲେ ୭, ଲାଗିଲା ୧୪୪ ଧାରା

ବଲାଙ୍ଗୀର: ଆଜି ରାମ ନବମୀ । ତେବେ ରାମ ନବମୀ ପାଳନ କରିବାକୁ ଚାରିଆଡେ ମନା କରିବା ସତ୍ୱେ ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ସଦାଇପାଲିଠାରେ ରାମ ନବମୀ ପାଳନ କରୁଥିଲେ । ପ୍ରଶାସନର କଥାକୁ ଅବମାନନା କରି ରାମ ନବମୀ କରୁଥିବାରୁ…
Read More...

କରୋନା ସଙ୍କଟ ଦୂର ହେବା ପର୍ଯ୍ୟନ୍ତ ଗରିବ ଅସହାୟ ବ୍ୟକ୍ତିଙ୍କୁ ଭୋକିଲା ନରଖିବାକୁ ବିଜେପି କାର୍ଯ୍ୟକର୍ତାମାନଙ୍କୁ…

ଭୁବନେଶ୍ୱର: ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ସାମାଜିକ ଦୁରତ୍ୱ ଏକମାତ୍ର ବିକଳ୍ପ ହୋଇଥିବା କାରଣରୁ ରାଜ୍ୟ ସମେତ ଦେଶବ୍ୟାପୀ ୨୧ ଦିନ ପାଇଁ ଲକ୍‌ଡାଉନ୍ ଘୋଷଣା ହୋଇଛି । କରୋନା ପ୍ରଭାବରେ ସାରା ବିଶ୍ୱ ଆଜି ଆର୍ଥୀକ…
Read More...

ନିଜାମୁଦ୍ଦିନ୍ ରୁ ଫେରିଥିବା ଯାଜପୁରରୁ ଆଉ ୨ ଚିହ୍ନଟ

ଯାଜପୁର: ଦିଲ୍ଲୀର ନିଜାମୁଦ୍ଦିନ୍ ରୁ ଫେରିଥିବା ଆଉ ୨ଜଣକୁ ଆଜି ଯାଜପୁରରୁ ଚିହ୍ନଟ କରାଯାଇଛି । ଗତକାଲି ଯାଜପୁର ଜିଲ୍ଲାରୁ ଜଣଙ୍କୁ ଚିହ୍ନଟ କରାଯାଇଥିଲା ।ଗତକାଲି ବିଞ୍ଝାରପୁର ଅଂଚଳର ଜଣେ ନିଜାମୁଦ୍ଦିନ ଫେରନ୍ତାଙ୍କୁ…
Read More...

ଦଣ୍ଡନାଚ ପୂଜାର୍ଚ୍ଚନା ବେଳେ ପୋଲିସର ଚଢ଼ଉ

ଗଞ୍ଜାମ: ଲକ୍ ଡାଉନ ସମୟରେ ଗଞ୍ଜାମ ଜିଲ୍ଲାର ପାଲକଷଣ୍ଢା ଗାଁରେ ଦଣ୍ଡନାଚ ପାଇଁ ପୂଜାର୍ଚ୍ଚନା ପ୍ରସ୍ତୁତି ବେଳେ ପୋଲିସ ଚଢ଼ଉ କରିଥିଲା । ଏହି ଘଟଣାରେ ପୋଲିସ ୯ଜଣଙ୍କୁ ଗିରଫ କରିଥିବା ଖବର ସାମ୍ନାକୁ ଆସିଛି ।କରୋନା…
Read More...

ଆଜି ରାମ ନବମୀ: କୋରୋନା ଯୋଗୁଁ ଫିକା ପଡିଲା

ଭୁବନେଶ୍ୱର: ଆଜି ପବିତ୍ର ରାମ ନବମୀ । ପ୍ରତ୍ୟେକ ବର୍ଷ ଏହିଦିନ ଖୁବ୍ ଧୁମଧାମରେ ପାଳନ ହୁଏ । ମାତ୍ର ଚଳିତ ବର୍ଷ କୋରୋନା ଭୟ ପାଇଁ ଏହି ଉତ୍ସବ ଫିକା ପଡିଛି । ରାମ ମନ୍ଦିରରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁନି । କୋରୋନା…
Read More...

ସୁସ୍ଥ ହୋଇ ଘରକୁ ଫେରିଲେ ଓଡିଶାର ଦ୍ୱିତୀୟ କୋରନା ଆକ୍ରାନ୍ତ ବ୍ୟକ୍ତି

ଭୁବନେଶ୍ୱର : ଓଡ଼ିଶାର ଦ୍ୱିତୀୟ କରୋନା ଆକ୍ରାନ୍ତ ବ୍ୟକ୍ତି ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ…
Read More...

ଓଡ଼ିଆ ଶ୍ରମିକଙ୍କ ସୁବିଧା ଲାଗି ୫ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କରୋନା ଲକ୍ ଡାଉନ୍ କାରଣରୁ ଓଡ଼ିଶାର ଅପେକ ଲୋକମାନେ କେରଳ, ହରିୟାଣା, ତାମିଲନାଡୁ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ରାଜ୍ୟର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ପରିପ୍ରେକ୍ଷୀରେ କେରଳର ମୁଖ୍ୟମନ୍ତ୍ରୀ ପିନାରାୟୀ…
Read More...

ନିଜାମୁଦ୍ଦିନରୁ ଫେରିଥିବା ଓଡ଼ିଶାର 15 ଟି ଯାକ ରିପୋର୍ଟ କୋଭିଡ 19 ନେଗେଟିଭି

ଭୁବନେଶ୍ୱର : ହଜରତ ନିଜାମୁଦ୍ଦିନରୁ ଫେରିଥିବା ଓଡ଼ିଶାର ଯାତ୍ରୀମାନଙ୍କ ନମୂନା କୋଭିଡ 19 ପରୀକ୍ଷା ପାଇଁ ପଠାଯାଇଥିଲା। ବର୍ତ୍ତମାନ ସୁଧା ହସ୍ତଗତ ହୋଇଥିବା 15 ଟି ଯାକ ରିପୋର୍ଟ ନେଗେଟିଭି ବୋଲି ଜଣାପଡିଛି। ତନ୍ମଧ୍ୟରୁ…
Read More...

କରୋନା ମୁକାବିଲା : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର : ସରକାର ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣ କୋଭିଡ୍‌-୧୯ ପ୍ରତିରୋଧ କ୍ଷେତ୍ରରେ ସମସ୍ତ ପ୍ରକାର ସମ୍ଭାବ୍ୟ ପଦ କ୍ଷେପ ଗ୍ରହ ଣ କରିଥିବାବେଳେ କେନ୍ଦ୍ର ସରକାର ମଧ୍ୟ ନ ୟି ମିତ ବ୍ୟବ ଧାନ ରେ ଭିଡିଓ କନ୍‌ଫରେନ୍ସିଂ…
Read More...

କରୋନା ମୁକାବିଲା ପଦକ୍ଷେପରେ ପ୍ରଶଂସାର ସୁଅ : ପ୍ରଧାନମନ୍ତ୍ରୀଙ୍କ ପରେ ନବୀନଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପଶଂସା

ଭୁବନେଶ୍ୱର : କରୋନା ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ନେବା ଓ ଲକଡାଉନ ସମୟରେ ବ୍ୟବସ୍ଥାର ସୁପରିଚାଳନା ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାରା ଦେଶରୁ ପ୍ରଶଂସାର ସୁଅ ଛୁଟିଛି । ପ୍ରଧାନମନ୍ତ୍ରୀ ଓ ଜାତୀୟ…
Read More...