Browsing Category
Odisha
ଶ୍ୱାସ ରୋଗରେ କଷ୍ଟ ପାଉଥିବା ରୋଗୀଙ୍କ ତଥ୍ୟ ଦିଅ
ଭୁବନେଶ୍ୱର: ରାଜ୍ୟରେ ବଢୁଥିବା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଖି ରାଜ୍ୟ ସରକାର କଠୋର ପଦକ୍ଷେପ ନେଇଛନ୍ତି । କିଛି ସ୍ଥାନକୁ ସଟ୍ଡାଉନ୍ ଘୋଷଣା କରିବା ପରେ ଏବେ ସମସ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲ୍ରେ ଶ୍ୱାସ ରୋଗରେ…
Read More...
Read More...
ପିଏମ କେୟାର୍ସ ଫଣ୍ଡକୁ ଦାନ କରିଥିବା ରାଜ୍ୟର ବିଭିନ୍ନ ବ୍ୟକ୍ତି ବିଶେଷ ଏବଂ ଅନୁଷ୍ଠାନକୁ ଧନ୍ୟବାଦ ଜଣାଇଲେ ରାଜ୍ୟ…
ଭୁବନେଶ୍ୱର: କୋଭିଡ-୧୯ ମହାମାରୀ ଭାରତ ସମେତ ସାରା ବିଶ୍ୱକୁ ଆକ୍ରାନ୍ତ କରିଛି ।
କରୋନାକୁ ମୁକାବିଲା କରିବା ପାଇଁ ସାରା ଦେଶ ଆଜି ଏକାଠୀ ହୋଇ ଲଢେଇ କରୁଛି । କରୋନା ଭଳି ମହାମାରୀ କାରଣରୁ ସ୍ୃଷ୍ଟି ହୋଇଥିବା ଜରୁରୀକାଳୀନ…
Read More...
Read More...
ଗଞ୍ଜାମରେ ଲାଗୁ ହେଲା ସଟ୍ ଡାଉନ୍
ବ୍ରହ୍ମପୁର: ଭୁବନେଶ୍ୱର, କଟକ ଓ ଭଦ୍ରକ ପରେ ଗଞ୍ଜାମରେ ମଧ୍ୟ ସଟ୍ ଡାଉନ୍ ଲାଗୁ କରାଯାଇଛି । ଦିନ ୧୨ଟାରୁ ସକାଳ ୭ଟା ଯାଏଁ ସଟ୍ ଡାଉନ୍ ଘୋଷଣା କରାଯାଇଛି । ତେବେ କେତେ ଦିନ ଧରି ଏହି ସଟଡାଉନ ରହିବ ତାହାକୁ ନେଇ କୌଣସି…
Read More...
Read More...
କରୋନା ଯୋଗୁଁ ପ୍ରଭାବିତ ସହରାଚଂଳ ନିରାଶ୍ରୟ ଲୋକଙ୍କୁ ରନ୍ଧାଖାଦ୍ୟ : ଆଜି ସୁଦ୍ଧା ୨୦୪୮୩୫ ଜଣ ଉପକୃତ
ଭୁବନେଶ୍ୱର: କରୋନା ଯୋଗୁଁ ପ୍ରଭାବିତ ସହରାଚଂଳ ନିରାଶ୍ରୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ଗତ ୨୭ ତାରିଖରୁ ପୌରାଚଂଳମାନଙ୍କରେ ଏହି ମାଗଣା ରନ୍ଧା ଖାଦ୍ୟ ପ୍ରଦାନ ବ୍ୟବସ୍ଥା ଆରମ୍ଭ ହୋଇଛି । ଆଜି ସୁଦ୍ଧା ରାଜ୍ୟର…
Read More...
Read More...
ନିଜାମୁଦ୍ଦିନ୍ ଫେରନ୍ତାଙ୍କୁ ଖୋଜିବା ପାଇଁ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଲେ ୫ଟି ସଚିବ
ଭୁବନେଶ୍ୱର: ନିଜାମୁଦ୍ଦିନ୍ ରୁ ଫେରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ରାଜ୍ୟ ସରକାରଙ୍କ ୫ଟି ସଚିବ ଭିକେ ପାଣ୍ଡିଆନ୍ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ।ଚିଠିରେ ୫ଟି ସଚିବ ଉଲ୍ଲେଖ…
Read More...
Read More...
ସଟ୍ ଡାଉନ୍ ତାଲିକାରେ ସାମିଲ ହେଲା ଯାଜପୁର ଜିଲ୍ଲାର ଏହି ସମସ୍ତ ଅଂଚଳ
ଯାଜପୁର: ଯାଜପୁର ପୌରାଂଚଳ, ବ୍ୟାସନଗର ପୌରାଂଚଳ, ଚଣ୍ଡିଖୋଲ, ପାଣିକୋଇଲି ଛକ ଓ ଆଖପାଖ ଅଂଚଳକୁ ସଟ୍ ଡାଉନ୍ ଘୋଷଣା କରାଯାଇଛି । ଏହାଛଡ଼ା ସମସ୍ତ ବ୍ଲକ ମୁଖ୍ୟାଳୟ, ନେଉଳପୁର, ଚାରିନଙ୍ଗଳ, ସାଧବପୁରକୁ ମଧ୍ୟ ଶଟ୍ ଡାଉନ୍…
Read More...
Read More...
କରୋନା ନିର୍ଦ୍ଦେଶାବଳୀ ଉଲ୍ଲଂଘନ ପାଇଁ ଓଡ଼ିଶାରେ ୨୪୫ ମାମଲା ପଞ୍ଜିକୃତ ହୋଇଛି: ପୋଲିସ ମହାନିର୍ଦ୍ଦେଶକ
ଭୁବନେଶ୍ୱର: ମାତ୍ର ୨୪ ଘଂଟା ମଧ୍ୟରେ କରୋନା ନିର୍ଦ୍ଦେଶାବଳୀ ଉଲ୍ଲଂଘନ ପାଇଁ ଓଡ଼ିଶାରେ ୨୪୫ ମାମଲା ପଞ୍ଜିକୃତ ହୋଇଥିବା ନେଇ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି । ଏଥିମଧ୍ୟରୁ, ଲକଡାଉନ୍…
Read More...
Read More...
ନିଜାମୁଦ୍ଦିନ୍ ଫେରନ୍ତା କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୨୨ଜଣ, ଏସସିବିର ଆଇସୋଲେସନ୍ ରେ ହେଲେ ଭର୍ତି
କଟକ: ନିଜାମୁଦ୍ଦିନ୍ ଫେରନ୍ତା କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୨୨ଜଣ ଆସିଥିବା ସୂଚନା ମିଳିଛି । ଏହି ୨୨ଜଣଙ୍କୁ ଏସସିବିର କରୋନା ୱାର୍ଡର ଆଇସୋଲେସନ୍ ରେ ରଖାଯାଇଥିବା ସୂଚନା ମିଳିଛି । ଏମାନଙ୍କର ସ୍ୱାବ ନମୁନା ପରୀକ୍ଷା…
Read More...
Read More...
ପୁରୀ ଜିଲ୍ଲାର ୩ ଅଂଚଳ ୧୦ଯାଏଁ ସଟ୍ ଡାଉନ୍
ପୁରୀ: ଗତକାଲି ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ଦାନଗହିର ଗାଁରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ପିପିଲ ଥାନା ଅନ୍ତର୍ଗତ ୩ ଅଂଚଳକୁ ୧୦ଦିନ ଯାଏଁ ସଟ୍ ଡାଉନ୍ ଘୋଷଣା କରାଯାଇଛି । ଦାନଗହିର, ଜୟପୁର ଛକ ଓ ଜୟପୁର…
Read More...
Read More...
ବମିଖାଲରେ ୩ଜଣ ପଜିଟିଭ୍ ବାହାରିବାରେ ପରେ ହେଲା ସିଲ
ଭୁବନେଶ୍ୱର: ଗତକାଲି ଭୁବନେଶ୍ୱର ବମିଖାଲରେ ୩ଜଣ କରୋନା ପଜିଟିଭ ବାହାରିବା ପରେ ବିଏମସି ପକ୍ଷରୁ ଉକ୍ତ ଅଂଚଳକୁ ସିଲ କରିଦିଆଯାଇଛି । ଏହାଦ୍ୱାରା କୌଣସି ବ୍ୟକ୍ତି ବମିଖାଲ୍ ଭିତରକୁ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ ନାହିଁ।…
Read More...
Read More...
ସଟ୍ ଡାଉନ୍ ନ ମାନି କ୍ୱାରେନଂଟାଇନ୍ କୁ ଗଲେ ୪୫ଜଣ
ଭୁବନେଶ୍ୱର: ଗତକାଲି ରାତି ୮ଟାରୁ ଭୁବନେଶ୍ୱର, କଟକ ଓ ଭଦ୍ରକରେ ସଟ୍ ଡାଉନ୍ ଜାରି ହୋଇଥିବାବେଳେ ଏହାକୁ କିଛି ଲୋକ ଅମାନ୍ୟ କରୁଥିବା ଦେଖିବାକୁ ମିଳିଛି । ମିଳିଥିବା ଖବର ଅନୁଯାୟୀ ଏହି ସଟ୍ ଡାଉନ୍ କୁ ଲୋକ ନ ମାନିବାରୁ…
Read More...
Read More...
କଲ୍ କଲେ ଘରକୁ ଆସିବେ ବାରିକ
ରାଉଲକେଲା: ଲକ୍ ଡାଉନ୍ ପାଇଁ କଲ୍ କଲେ ଘରକୁ ବାରିକ ଆସି ଖିଅର କରିବେ । ଏନେଇ ରାଉଲକେଲା ମହାନଗର ନିଗମ ସହ ଆଲୋଚନା ପରେ ବାରିକ ସଂଘ ନିଷ୍ପତି ନେଇଛି । ଏହି ସେବା କେବଳ ମହାନଗର ନିଗମ ଅଂଚଳ ରେ ଉପଲବ୍ଧ ରହିବ।…
Read More...
Read More...
କରୋନା ପଜିଟିଭ ଆସିବା ପରେ ସିଲ୍ ହେଲା ଯାଜପୁରର ବ୍ରହ୍ମବରଦା
ଯାଜପୁର: ଗତକାଲି ଯାଜପୁରରୁ ଜଣେ ପଜିଟିଭ୍ ମାମଲା ଆସିବା ପରେ ଜିଲ୍ଲା ପ୍ରଶାସନ ବ୍ରହ୍ମବରଦା ଅଂଚଳକୁ ସିଲ କରି ଦେଇଛି । କାରଣ ଜିଲ୍ଲାର ସଂପୃକ୍ତ କରୋନା ପଜିଟିଭ ବ୍ୟକ୍ତି ଜଣଙ୍କ ସେହି ଅଂଚଳର ବାସିନ୍ଦା। ଜିଲ୍ଲା ପ୍ରଶାସନର…
Read More...
Read More...
ନିଜାମୁଦ୍ଦିନ୍ ଫେରନ୍ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ : ସ୍ୱାସ୍ଥ୍ୟ ପରୀକ୍ଷା କରନ୍ତୁ, ସରକାରଙ୍କୁ ସୂଚନା ଦିଅନ୍ତୁ
ଭୁବନେଶ୍ୱର : ନିଜାମୁଦ୍ଦିନ ସଭାରେ ଯୋଗ ଦେଇଥିବା ସମସ୍ତେ ସରକାରଙ୍କୁ ଯୋଗାଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ୍ କରିଛନ୍ତି ।“ଆପଣମାନେ ଟୋଲ୍ ଫ୍ରି ନଂ ୧୦୪ କୁ ତୁରନ୍ତ ଯୋଗାଯୋଗ କରନ୍ତୁ । ୨୪ ଘଣ୍ଟା…
Read More...
Read More...
