Browsing Category

Odisha

ଏପ୍ରିଲ ୩୦ ସୁଦ୍ଧା ଡାକ୍ତରଙ୍କୁ ଡିଏସିପି

ଭୁବନେଶ୍ୱର: କୋରୋନା ମହାମାରୀ ସମୟରେ ଡାକ୍ତରଙ୍କୁ ଆଗୁଆ ୪ମାସର ଦରମା ଦେବେ ବୋଲି ମୁଖ୍ୟମନ୍ତ୍ରୀ କିଛିଦିନ ତଳେ ଘୋଷଣା କରିଥିଲେ । ଏବେ ରାଜ୍ୟ ସରକାର ଏପ୍ରିଲ ୩୦ ସୁଦ୍ଧା ଡାକ୍ତରଙ୍କ ପଦୋନ୍ନତି ସମସ୍ୟାର ସମାଧାନ କରିବେ…
Read More...

ଅନ୍ୟ ରାଜ୍ୟରେ ଫସିଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ୩ ହେଲ୍ପଲାଇନ୍ ନମ୍ବର

ଭୁବନେଶ୍ୱର: ଓଡ଼ିଶା ସରକାର ରାଜ୍ୟ ବାହାରେ ଥିବା ଫସି ରହିଥିବା ଲୋକଙ୍କ ପାଇଁ ୩ଟି ହେଲ୍ପଲାଇନ୍ ନମ୍ବର ଜାରି କରିଛନ୍ତି । ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଡ.ସୁବ୍ରତ ବାଗଚୀ ଏହି ସୂଚନା ଦେଇଛନ୍ତି । ସ୍ଥାନୀୟ…
Read More...

ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

କୋରାପୁଟ: ମାଓବାଦୀଙ୍କ ନାରାୟଣପାଟଣା ଏରିଆ କମିଟିର ସକ୍ରିୟ ସଦସ୍ୟ ତୁଳସୀ ଉଲାକା ଓରଫ ସଙ୍ଗୀତା ଶନିବାର କୋରାପୁଟ ଏସ୍‌ପି ମୁକେଶ କୁମାର ଭାମୁଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ତୁଳସୀଙ୍କ ଉପରେ ୪ ଲକ୍ଷ ଟଙ୍କାର…
Read More...

ସୁସ୍ଥ ହେଉଛନ୍ତି ଓଡିଶାର ଦ୍ୱିତୀୟ କୋରୋନା ଆକ୍ରାନ୍ତ

ଭୁବନେଶ୍ୱର: କୋରୋନା ସହ ଲଢୁଛି ବିଶ୍ୱ । ନାନା କଟକଣା ସତ୍ୱେ ବି ଦିନକୁ ଦିନ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଓଡିଶାରେ ଏବେ ସୁଦ୍ଧା କୋରୋନା ସଂକ୍ରମିତଙ୍କ ସଂଖ୍ୟା ୩ ରେ ପହଂଚିଲାଣି । ଅନ୍ୟପଟେ ଦ୍ୱିତୀୟ ଆକ୍ରାନ୍ତ ଏବେ…
Read More...

ଲକ୍ ଡାଉନ୍ ସମୟରେ ଛାତ୍ରଛାତ୍ରୀଙ୍କୁ ଏଭଳି ପରାମର୍ଶ ଦେଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଲକ୍ ଡାଉନ୍ ସମୟରେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ଆମେ ଜୀବନରେ ଯାହା ଦେଖି ନ ଥିଲୁ,…
Read More...

ମଙ୍ଗଳବାର ଯାଏଁ ରାଜ୍ୟରେ ବର୍ଷିବ

ଭୁବନେଶ୍ୱର: ଆଜିଠାରୁ ଆସନ୍ତା ୩ଦିନ ଯାଏଁ ରାଜ୍ୟର କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଓ କେତେକ ସ୍ଥାନରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଶନିବାର…
Read More...

ଘରେ ରହି ପାଠ ପଢିବାକୁ ବାର୍ତା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର:   ସାରା ବିଶ୍ଵରେ କୋରୋନା କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ନେଇ  ରାଜ୍ୟରେ ସ୍କୁଲ, କଲେଜ ସବୁ ବନ୍ଦ ରହିଛି। ଏହି ମଧ୍ୟରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏକ ଭିଡ଼ିଓ ମାଧ୍ୟମରେ ପିଲାମାନଙ୍କୁ ସଚେତନ…
Read More...

ତାଲାବନ୍ଦ ସମୟରେ ରାଜ୍ୟର ପ୍ରତି ପଂଚାୟତରେ ଗରିବଙ୍କୁ ଦିଆଯିବ ରନ୍ଧାଖାଦ୍ୟ

ଭୁବନେଶ୍ୱର : ତାଲାବନ୍ଦ ସମୟରେ  ପ୍ରତି  ପଂଚାୟତରେ ରନ୍ଧାଖାଦ୍ୟ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଶନିବ‌ାର ଏକ ଭିଡିଓ ବାର୍ତା ଜ‌ାରି କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରତି…
Read More...

ରାଜ୍ୟ ବାହାରେ ଫସିଥିବା ଓଡ଼ିଆମାନଙ୍କୁ ସହାୟତା ଲାଗି ଭିଡିଓ ଜରିଆରେ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କରୋନା ମୁକାବିଲା ସମୟରେ ରାଜ୍ୟ ବାହାରେ ବହୁ ଓଡ଼ିଆ ଲୋକ ବିଭିନ୍ନ ସ୍ଥାନରେ ଫସିଥିବାର ଖବର ମିଳିଛି। ଏହି ସମୟରେ ରାଜ୍ୟ ବାହାରେ ଫସିଥିବା ଓଡ଼ିଆମାନଙ୍କୁ ସହାୟତା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
Read More...

ପରଦା ପଛରେ ମାନସ ମଙ୍ଗରାଜ ପରଦାରେ ସୁବ୍ରତ ବାଗଚୀଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର : ସାରା ବିଶ୍ୱରେ ଏବେ କୋରନା ଆତଙ୍କ । ଆମ ଦେଶ ଓ ରାଜ୍ୟରେ ବି କରୋନା ଭୟ କିଛି କମ ନାହିଁ । ସାରା ଦେଶ ଲକଡାଉନ ହୋଇଛି । ଏଭଳି ସ୍ଥିତିରେ ଲୋକଙ୍କ ମନବଳ ବଢାଇବା ଓ ରାଜ୍ୟବାସୀଙ୍କ ପାଖରେ ସଠିକ ସୂଚନା ପହଁଚାଇବା…
Read More...

ଆଜିଠୁ ଉଡିବ କାର୍ଗୋ ବିମାନ

ଭୁବନେଶ୍ୱର: ଆଜିଠୁ ପୁଣିଥରେ ଭୁବନେଶ୍ୱରକୁ ଆରମ୍ଭ ହେବ ଏୟାର ଇଣ୍ଡିଆର କାର୍ଗୋ ବିମାନ ସେବା । ଏନେଇ ଏୟାର ଇଣ୍ଡିଆ ପକ୍ଷରୁ ନିଷ୍ପତି ନିଆଯାଇଛି ।ଏକ ସ୍ୱତନ୍ତ୍ର ବିମାନ ରାୟପୁରରୁ ଅତ୍ୟାବଶ୍ୟକ ଔଷଧ ଓ ଖାଦ୍ୟ ସାମଗ୍ରୀ…
Read More...

ଆଉ ୬୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ହେବ ସ୍ଥାପନ

ଭୁବନେଶ୍ୱର: କୋରୋନା ମହାମାରୀ ପାଇଁ ଗତକାଲି ୯୭୦ ଶଯ୍ୟା ବିଶିଷ୍ଟ ୨ଟି ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ପାଇଁ ଚୁକ୍ତିନାମା ହୋଇଥିବାବେଳେ ଆଜି ଆଉ ୬୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ସ୍ଥାପନ ନିମନ୍ତେ ନିଷ୍ପତି ନେଇଛନ୍ତି…
Read More...

ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ ମୁଖ୍ୟମନ୍ତ୍ରୀ ରିଲିଫ ପଣ୍ଡକୁ ଦେଲେ ୩ ସାସର ଦରମା

ଭୁବନେଶ୍ୱର : କୋରନା ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ନିଜର ତିନିମାସର ଦରମା ପ୍ରଦାନ କରିଛନ୍ତି ରାଜ୍ୟ ସଭା ସାଂସଦ ତଥା ବିଜେଡି ବରିଷ୍ଠ ନେତା ଏନ୍ ଭାସ୍କର ରାଓ । ସେ ତାଙ୍କର ତିନିମାସର ଦରମା ତିନି ଲକ୍ଷ…
Read More...

ଅନ୍ୟ ରାଜ୍ୟରୁ ଆସିଥିବା ଶ୍ରମଜୀବୀକଙ୍କୁ ୩୬ଟି ଶିବିରରେ ରଖାଯାଇଛି: ସୁବ୍ରତ ବାଗଚୀ

ଭୁବନେଶ୍ୱର: ବିଭିନ୍ନ ରାଜ୍ୟରୁ ପ୍ରାୟ ୫୫୪୭ଜଣ ଶ୍ରମଜୀବୀ ଓଡ଼ିଶା ଫେରିଛନ୍ତି । ଏହି ଶ୍ରମଜୀବୀମାନଙ୍କୁ ୩୬ଟି ଶିବିରରେ ରଖାଯାଇ ଖାଦ୍ୟ ଓ ରହିବାର ବ୍ୟବସ୍ଥା କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ…
Read More...