Browsing Category

Odisha

ବେସରକାରୀ ମେଡିକାଲ କ୍ଲିନିକ ପାଇଁ ଆସିବ ସ୍ୱତନ୍ତ୍ର ଗାଇଡଲାଇନ

ଭୁବନେଶ୍ୱର : ରାଜ୍ୟରେ ତୃତୀୟ କୋରୋନା ରୋଗୀ ଚିହ୍ନଟ ପରେ ତନାଘନା ଆରମ୍ଭ ହୋଇଛି । ୬୦ ବର୍ଷୀୟ ରୋଗୀ ଜଣକ ମାର୍ଚ୍ଚ ୭ ତାରିଖରେ ଦିଲ୍ଲୀରୁ ରାଜ୍ୟ ରାଜଧାନୀ ଭୁବନେଶ୍ୱର ଆସିଥିଲେ। ନିଜ ଝିଅ ଓ ସ୍ତ୍ରୀ ସହ ଇଣ୍ଡିଗୋ ଫ୍ଲାଇଟରେ…
Read More...

୩ୟ କୋରୋନା ସଂସ୍ପର୍ଶରେ ବିଧାନସଭା କର୍ମଚାରୀ; ୩୦ରେ ଲୋକସେବା ଭବନରେ ବସିବ ବିଧାନସଭା

ଭୁବନେଶ୍ୱର: ଗତକାଲି ଓଡ଼ିଶାରେ ୩ୟ କୋରୋନା ରୋଗୀ ଚିହ୍ନଟ ହୋଇଛି । ତେବେ ଏହି ୩ୟ ରୋଗୀ ସଂସ୍ପର୍ଶରେ ଜଣେ ବିଧାନସଭା କର୍ମଚାରୀ ଆସିଛନ୍ତି । ଯେଉଁ କାରଣରୁ ୩୦ ତାରିଖରେ ଲୋକସେବା ଭବନରେ ବିଧାନସଭା ବସିବ ଓ ବ୍ୟୟ ମଞ୍ଜୁରୀ…
Read More...

ଲକ୍ ଡାଉନ୍ ରେ କୋହୋଳ ହେଲା କଟକଣା; ଏହିସବୁ ସୁବିଧା ମିଳିବ

ଭୁବନେଶ୍ୱର: କୋରୋନାକୁ ନେଇ ଦେଶବ୍ୟାପି ଲକ୍ ଡାଉନ୍ କରାଯାଇଥିବାବେଳେ ବହୁ ଜିନିଷ ଉପରେ କଡା କଟକଣା ଲଗାଯାଇଥିଲା । ତେବେ ବତର୍ମାନ ଏବେ ଲକ୍ ଉାଉନ୍ ସମୟରେ କିଛି କଟକଣା ଉପରେ କୋହଳ କରାଯାଇଛି ।ଆମାଜନ୍, ଫ୍ଲିପକାର୍ଟ,…
Read More...

କୋରୋନା ପାଇଁ ରାଜଧାନୀରେ ହେବ ହୋମ ଡେଲିଭରି; ବିଏମସି ଜାରି କଲା ଷ୍ଟୋର ତାଲିକା

ଭୁବନେଶ୍ୱର: କୋରୋନା ପାଇଁ ଦେଶବ୍ୟାପି ଲକ୍ ଡାଉନ୍ ହୋଇଥିବାବେଳେ ରାଜଧାନୀବାସୀଙ୍କୁ ମିଳିବ ହୋମ ଡେଲିଭରି ସୁବିଧା । ଯେଉଁଥିରେ ସେମାନେ ନିଜର  ଅତ୍ୟାବଶ୍ୟକ ସାମଗ୍ରୀର ଲାଭ ଉଠାଇପାରିବେ ।ଏ ନେଇ ବିଏମ୍‌ସି ପକ୍ଷରୁ…
Read More...

ପୁଣିଥରେ ୟୁନିଟ-୧ ହାଟକୁ କରାଗଲା ସ୍ଥାନାନ୍ତର

ଭୁବନେଶ୍ୱର: କୋରୋନା ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତ୍ୱ ଆବଶ୍ୟକ ରହିଛି । ତେବେ ଏହି ସାମାଜିକ ଦୂରତ୍ୱକୁ ରୋକିବା ପାଇଁ ଗତକାଲି ୟୁନିଟ୍ -୧ ହାଟକୁ ସ୍ଥାନାନ୍ତର କରାଯାଇଥିବାବେଳେ ଆଜି ପୁଣିଥରେ ଯୁନିଟ୍‌-୧ ହାଟକୁ…
Read More...

ଆଜିଠାରୁ ବଢ଼ିବ ତାତି

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ତାତି ବଢ଼ିବ । ସାରା ରାଜ୍ୟରେ ପାଗ ଖୁଖିଲା ରହିବା ସହ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିପାରେ । ଆଂଚଳିକ ପାଣିପାଗ ବିଭାଗ ତରଫରୁ ମିଳିଥିବା ରିପୋର୍ଟ ଅନୁଯାୟୀ,…
Read More...

ଓଡିଶା-ମୋ ପରିବାର ସହାୟତା : ଆନ୍ଧ୍ରପ୍ରଦେଶର ପ୍ରକାଶମ୍‌ରୁ ୪୨ଜଣ ବି.ଇଡି ଛାତ୍ରଛାତ୍ରୀଙ୍କୁ ଓଡିଶା ଫେରିଲେ

ଭୁବନେଶ୍ୱର : ବିଶ୍ୱ ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଜାରି ହୋଇଛି ସମ୍ପୂର୍ଣ୍ଣ ଲକ୍‌ ଡାଉନ୍ । ତେବେ ଏପରି ଜଟିଳମୟ ପରିସ୍ଥିତିରେ ଆନ୍ଧ୍ରପ୍ରଦେଶରେ ଫସି ରହିଥିବା ୪୨ଜଣ ଓଡିଆ ବି.ଇଡି…
Read More...

କୋରୋନା ମୁକାବିଲା; ପ୍ରବାସୀ ଓଡିଆଙ୍କ ପାଇଁ ପଦକ୍ଷେପ, ଖବରକାଗଜ ବିତରକଙ୍କୁ କଟକଣା କୋହଳ

ଭୁବନେଶ୍ୱର: ମହାମାରୀ କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ରାଜ୍ୟବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ପଦକ୍ଷେପ ନେବାସହ ଯାହା ଆବଶ୍ୟକ ତାହା କାର୍ଯ୍ୟକାରୀ କରାଯାଉଛି । ମହାମାରୀ କୋରୋନା…
Read More...

ଲକ୍ ଡାଉନରେ ସଙ୍କଟରେ ଥିବା ଗରିବ ଜନତାଙ୍କୁ ଖାଦ୍ୟ ଓ ଆର୍ଥିକ ସୁରକ୍ଷା ଦେବ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: କୋରୋନା ଭୁତାଣୁ ଯୋଗୁଁ ଦେଶକୁ ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଥିବାରୁ…
Read More...

କୋରୋନା ଲକ୍ ଡାଉନ୍‌: ବିପନ୍ନମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଦାବି କଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର: ଦେଶ ସମେତ ରାଜ୍ୟରେ ୨୧ ଦିନର ଲକ୍ ଡାଉନ୍‌କୁ ରାଜ୍ୟ ବିଜେପି ସମର୍ଥନ ଜଣାଇଛି । ତେବେ ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ଦିନ ମଜୁରିଆଠୁ ଆରମ୍ଭ କରି ରିକ୍ସା ବାଲା ପର‌୍ୟ୍ୟନ୍ତ ସମସ୍ତଙ୍କ ପାଇଁ ଚିନ୍ତା କରିବା…
Read More...

କୋରୋନା ପାଇଁ ଖୋଲାଗଲା କଂଟ୍ରୋଲ ରୁମ୍‌

ଭୁବନେଶ୍ୱର: କୋରୋନା ମୁକାବିଲା ପାଇଁ ଗୃହ ବିଭାଗ ଏକ କଂଟ୍ରୋଲ ରୁମ୍ ଖୋଲିଛି । ଏହି କଂଟ୍ରୋଲ ରୁମ୍ ନଂ: ୦୬୭୪-୨୩୯୨୧୧୫/୯୪୩୮୯୧୫୯୮୬ ରହିଛି।ଗୃହ ବିଭାଗ ଅଧୀନରେ ଏହି ୨୪ ଘଂଟିଆ କଂଟ୍ରୋଲ ରୁମ୍ ପରିଚାଳନା କରାଯିବ।…
Read More...

ମହାପ୍ରଭୁଙ୍କ ଟଙ୍କା ରହିବ ଏହି ୨ଟି ବ୍ୟାଙ୍କରେ

ଭୁବନେଶ୍ୱର: ମହାପ୍ରଭୁଙ୍କ ଟଙ୍କା କେଉଁ ବ୍ୟାଙ୍କରେ ରହିବା ନେଇ ବହୁଦିନରୁ ପ୍ରଶ୍ନସୂଚୀ ସୃଷ୍ଟି ହୋଇଥିଲା । ଯାହା କିଛି ଦିନ ପୂର୍ବେ ୟୁନିୟନ୍ ବ୍ୟାଙ୍କରେ ରହିବା ନେଇ ନିଷ୍ପତି ହୋଇଥିବାବେଳେ ତାହା ଖାରଜ କରାଯାଇଥିଲା ।…
Read More...

କୋରୋନାକୁ ନେଇ ମନ୍ତ୍ରୀସ୍ତରୀୟ ବୈଠକ; 6ଟି ବିଷୟରେ ଆଲୋଚନା

ଭୁବନେଶ୍ୱର: ଶେଷହେଲା ଲୋକସେବା ଭବନରେ ବସିଥିବା ମନ୍ତ୍ରୀସ୍ତରୀୟ ବୈଠକ । ବୈଠକରେ ମୁଖ୍ୟତଃ ୬ଟି ବିଷୟରେ ହୋଇଛି ଆଲୋଚନା । ଶ୍ରମିକମାନଙ୍କ ସମସ୍ୟା, ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ମେଡିକାଲ ସାମଗ୍ରୀ ଆମଦାନୀ, ଦରଦାମ୍ ବୃଦ୍ଧି,…
Read More...

ଦେଶର ଶ୍ରେଷ୍ଠ ଘରୋଇ ବିଶ୍ୱବିଦ୍ୟାଳୟ ତାଲିକାରେ ଦଶମ ସ୍ଥାନରେ ସୋଆ

ଭୁବନେଶ୍ୱର: ଦେଶର ଶ୍ରେଷ୍ଠ ଦଶଟି ଘରୋଇ ବିଶ୍ୱବିଦ୍ୟାଳୟ ତାଲିକାରେ ସ୍ଥାନ ପାଇଛି ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ।  ନିକଟରେ ପ୍ରକାଶିତ କ୍ୟାରିଅର ୩୬୦ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ ୨୦୨୦ ରେ ଘରୋଇ…
Read More...