Browsing Category
Odisha
ଲକ୍ ଡାଉନ୍ କଟକଣା ଭାଙ୍ଗିଲେ ୧୧ଜଣ ଚାଳକ; ଜରିମାନା ଦେଲେ ୬୭ ହଜାର ଟଙ୍କା
ଭଦ୍ରକ: ଲକ୍ ଡାଉନ୍ ହେବା ସତ୍ୱେ ନିୟମ ନ ମାନିବାରୁ ୧୧ଜଣ ମୋଟରସାଇକେଲ ଚାଳକଙ୍କ ଉପରେ ୬୭ ହଜାର ଟଙ୍କାର ଜରିମାନା କାଟିଛନ୍ତି ଭଦ୍ରକ ଆରଟିଓ । କୌଣସି ଜରୁରୀ କାମ ନଥିବାବେଳେ ଏହି ବାଇକ ଚାଳକମାନେ ରାସ୍ତାରେ ଯାଉଥିବାରୁ…
Read More...
Read More...
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୪ ମୃତ, ୬ ଗୁରୁତର
ଜଳେଶ୍ୱର: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଏଭଳି ଘଟଣା ଘଟିଛି ପଶ୍ଚିମବଙ୍ଗ ଦେଇ ଯାଇଥିବା ୬୦ ନମ୍ବର ଜାତୀୟ ରାଜପଥରେ ମେଦିନପୁର ଜିଲ୍ଲାର ଦାନ୍ତୁନ…
Read More...
Read More...
ଘରୋଇ ଗାଡି ଚଳାଇବାକୁ ହେଲେ ଥାନାରୁ ଆଣିବାକୁ ପଡିବ ପାସ୍
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଘରୋଈ ଗାଡି ଚଳାଇବାକୁ ହେଲେ ଏଥର ଥାନାରୁ ଆଣିବାକୁ ପଡିବ ପାସ୍ । ଯେଉଁମାନେ ଗାଡି ବ୍ୟବହାର କରିବାକୁ ଚାହାନ୍ତି ସେମାନେ ସ୍ଥାନୀୟ ଥାନା ଅଧିକାରୀଙ୍କଠାରୁ ପାସ୍ ସଂଗ୍ରହ କରିବେ ବୋଲି…
Read More...
Read More...
ଆରମ୍ଭ ହେଲା ସେବାୟତଙ୍କ ଥର୍ମାଲ ସ୍କ୍ରିନିଂ
ପୁରୀ: କୋରୋନା ସଂକ୍ରମଣକୁ ରୋକିବା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଇଥିବବେଳେ ଏବେ କେବଳ ମହାପ୍ରଭୁଙ୍କ ନୀତିକାନ୍ତି ଜାରି ରହିଛି । ତଥାପି ଏହି ଭୂତାଣୁ ସଂକ୍ରମଣ ଆଶଙ୍କା ଥିବାରୁ ସେବାୟତଙ୍କ ଉପରେ ବି…
Read More...
Read More...
ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରହିଲା ଯୁକ୍ତ ୨ ପରୀକ୍ଷା
ଭୁବନେଶ୍ୱର: ଆଜିଠାରୁ ଯୁକ୍ତ ୨ ପରୀକ୍ଷା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରହିବ । ବାକି ଥିବା ୬ ଦିନର ପରୀକ୍ଷା କେବେ ହେବ, ସେନେଇ ପରବର୍ତୀ ସମୟରେ ପରୀକ୍ଷାର୍ଥୀଙ୍କୁ ଅବଗତ କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା…
Read More...
Read More...
ଚଳିତବର୍ଷ ରଥଯାତ୍ରା ହେବା ନେଇ ଆଶଙ୍କା
ପୁରୀ: କୋରୋନା ନେଇ ଦେଶବ୍ୟାପି ଚିନ୍ତାରେ ଥିବାବେଳେ ଚଳିତବର୍ଷର ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ତେବେ ଏଥର ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା କିଭଳି ପାଳିତ ହେବ ତାକୁ ନେଇ…
Read More...
Read More...
ବିଧାୟକ ପ୍ରଣବ ପ୍ରକାଶ ଦାସ ତାଳିମାରି ଜରୁରୀ ସେବା ପ୍ରଦାନକାରୀଙ୍କୁ ଜଣାଇଲେ ଧନ୍ୟବାଦ
ଭୁବନେଶ୍ୱର : କରୋନା ଭଳି ଗମ୍ଭିର ସ୍ଥିତିରେ ଦେଶରେ ସେବା ଯୋଗାଉଥିବା ବୃତ୍ତି ଧାରୀଙ୍କୁ ତାଳିମାରି ଧନ୍ୟବାଦ ଜଣାଇବା ସହ କୃତଗ୍ୟଂତା ଜଣାଇଛନ୍ତି ବିଜେଡିର ସଙ୍ଗଠନ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ।…
Read More...
Read More...
ସସ୍ତ୍ରୀକ ତାଳିମାରି ଜରୁରୀ ସେବା ପ୍ରଦାନକାରୀଙ୍କୁ ଧନ୍ୟବାଦ ଜଣାଇଲେ ସାଂସଦ ସସ୍ମିତ ପାତ୍ର
ଭୁବନେଶ୍ୱର : କରୋନା ଭଳି ଗମ୍ଭିର ସ୍ଥିତିରେ ଦେଶରେ ସେବା ଯୋଗାଉଥିବା ଲୋକମାନଙ୍କୁ ସପତ୍ନୀକ ତାଳିମାରି ଧନ୍ୟବାଦ କୃତଗ୍ୟଂତା ଜଣାଇଛନ୍ତି ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ସାଂସଦ ସସ୍ମିତ ପାତ୍ର ଏବଂ ତାଙ୍କ…
Read More...
Read More...
କୋରୋନା ଭୟ: ସୋମବାରଠୁ ଗଡିବନି ରାଜ୍ୟର କୌଣସି ଆନ୍ତଃରାଜ୍ୟ ବସ
ଭୁବନେଶ୍ୱର: କୋରୋନା ପାଇଁ କଟକଣା । ଟ୍ରେନ ପରେ ଏଣିକି ବସ ଉପରେ ବି କଟକଣା ଲାଗୁ କରିଦିଆଯାଇଛି । ଓଡିଶାରୁ କୌଣସି ବସ ବାହାର ରାଜ୍ୟକୁ ଯିବ ନାହିଁ କି ବାହାର ରାଜ୍ୟରୁ କୌଣସି ବସ ଓଡିଶାକୁ ଆସିବ ନାହିଁ । ସୋମବାର ଦିନ…
Read More...
Read More...
କୋରୋନା ଭୟ: ୩୧ ଯାଏଁ ଚାଲିବନି କୌଣସି ଟ୍ରେନ
ଭୁବନେଶ୍ୱର: କୋରୋନାକୁ ନେଇ ଚିନ୍ତିତ ରହିଛି ସାରା ଦେଶ । ଭାଇରସର ମୁକାବିଲା ପାଇଁ ସମସ୍ତ ପ୍ରକାରର ସତର୍କତା ପଦକ୍ଷେପ ଗ୍ରହଣ କରାଯାଉଛି । ସଂକ୍ରମଣ ରୋକିବା ପାଇଁ ରେଳ ବୋର୍ଡ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି । ଆସନ୍ତା…
Read More...
Read More...
କୋରୋନା ମୁକାବିଲା ପାଇଁ ବିଏମସିକୁ ମିଳିବ ୧ କୋଟି
ଭୁବନେଶ୍ୱର: ମହାମାରୀ କୋରୋନା ମୁକାବିଲା ନେଇ ବିଏମସିକୁ ମିଳିବ ଏକ କୋଟି ଟଙ୍କା। ରାଜ୍ୟର ସମସ୍ତ ପୌରାଂଚଳ ଗୁଡିକରେ କୋରୋନା ମୁକାବିଲା ସହ ସ୍ୱଚ୍ଛତା ଓ ପରିମଳ ନେଇ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ସହାୟତା…
Read More...
Read More...
ସ୍ୟାଣ୍ଡ ଆର୍ଟ ଆନିମେଶନରେ ଜନତା କର୍ଫ୍ୟୁ
ପୁରୀ: ସ୍ୟାଣ୍ଡରେ ଜନତା କର୍ଫ୍ୟୁର ଅଦ୍ଭୁଦ କଳାକୃତି । ପ୍ରଧାନମନ୍ତ୍ରୀ ଆହ୍ୱାନ କ୍ରମେ ଦେଶବାସୀ ପାଳନ କରାଯାଉଥିବା କର୍ଫ୍ୟୁକୁ ବେଶ ଚମତ୍କାର ରୂପେ ନିଜ ସ୍ୟାଣ୍ଡ ଆର୍ଟ ଆନିମେଶନରେ ବଖାଣିଛନ୍ତି ବାଲୁକାଶିଳ୍ପୀ ମାନସ…
Read More...
Read More...
ଓଡ଼ିଶାରେ ପାଳନ ହେଉଛି “ଜନତା କର୍ଫ୍ୟୁ”; ଚାରିଆଡେ ଖାଁ ଖାଁ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଆଜି ଦେଶବ୍ୟାପି “ଜନତା କର୍ଫ୍ୟୁ” ପାଳନ କରାଯାଇଥିବାବେଳେ ଓଡ଼ିଶାରେ ମଧ୍ୟ ଏହା ପାଳନ କରାଯାଉଛି । ଯେଉଁ କାରଣରୁ ଲୋକମାନେ ଘରେ ରହି ଏହି କର୍ଫ୍ୟୁ ପାଳନ…
Read More...
Read More...
ଅଲିଭ୍ ରିଡଲେଙ୍କ ଗଣ ଅଣ୍ଡାଦାନ; ପ୍ରୟାଗୀ ଠାରୁ ବଟେଶ୍ୱର ପର୍ଯ୍ୟନ୍ତ ବେଳାଭୂମିରେ କଟକଣା
ବ୍ରହ୍ମପୁର: ଋଷିକୁଲ୍ୟା ମୁହାଣରେ ଅଲିଭ ରିଡଲେଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ପୁରୁଣାବନ୍ଧ ଠାରୁ ପୋଡ଼ମପେଟା ପର୍ଯ୍ୟନ୍ତ ବେଳାଭୂମିରେ ରାତ୍ର ୩ଟା ୧୦ ରେ କଇଁଛମାନେ ଆସି ଅଣ୍ଡା ଦେଇଛନ୍ତି। ସମୁଦାୟ ୨୦୩୪ଟି…
Read More...
Read More...
