Browsing Category
Odisha
ଲକ୍ ଡାଉନ୍ ପରେ ରାଜ୍ୟର ପରିବା ଓ ମାଛ ମାଂସ ବଜାରରେ ଭିଡ
ଭୁବନେଶ୍ୱର: କୋରୋନାକୁ ନେଇ ଦେଶବ୍ୟାପି ଲକ୍ ଉାଡନ୍ ଘୋଷଣା କରିଥିଲେ ବି ଆଜି ଏହାକୁ ଲୋକ କରୁଛନ୍ତି ଅମାନ୍ୟ । ଏହାର ଉଦାହରଣ ସକାଳୁ ସକାଳୁ ଦେଖିବାକୁ ମିଳୁଛି ପରିବା ହାଟ ଓ ମାଛ ମାଂସ ବଜାରରେ । ସକାଳ ହେବା କ୍ଷଣି ପରିବା…
Read More...
Read More...
କୋରୋନା ମୁକାବିଲା ଦାନ କଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ
ଯାଜପୁର: କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ପାଣ୍ଠି ଗଠନ କରିଛନ୍ତି । ଏହି ପାଣ୍ଠିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ମାସର ଦରମା ପ୍ରଦାନ କରିଥିବାବେଳେ ଆଜି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ୨୦୨୦-୨୧…
Read More...
Read More...
ବିସ୍ଫୋରକ ଭାବେ ମାଡି ଆସୁଛି କୋରୋନା; ଜୀବନ ଶୈଳୀକୁ ପରିବର୍ତନ କଲେ ଭଲ: ସୁବ୍ରତ ବାଗଚୀ
ଭୁବନେଶ୍ୱର: କୋରୋନା ପାଇଁ ଜୀବନଶୈଳୀକୁ ପରିବର୍ତନ କରିବାର ଅଛି । ଆଗକୁ ବିସ୍ଫୋରଣ ଆସିବ । ତେଣୁ ଜୀବନ ଶୈଳୀରେ ପରିବର୍ତନ କଲେ ଭଲ । ତେଣୁ ମାନସିକ ଭାବେ ମଜବୁତ ରହିବେ ଭଲ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ…
Read More...
Read More...
କର୍ମଚାରୀ ଏବଂ ତାଙ୍କ ପରିବାରର ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଲେ ଧର୍ମେନ୍ଦ୍ର…
ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ ନିଜ ବାସଭବନରୁ ଭିଡିଓ କନଫରେନ୍ସି ଯୋଗେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରଣାଳୟ ତଥା ପିଏସୟୁର ମୁଖ୍ୟ…
Read More...
Read More...
ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର: ଆୟୁଷ୍ମାନ ଭାରତ ଯୋଜନାକୁ ଯଥାଶୀଘ୍ର ଲାଗୁ କରାଇବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ, ସାରା ବିଶ୍ୱ ଓ ଦେଶ ସମେତ ଆମ…
Read More...
Read More...
ମୋ ଜୀବନ କାର୍ଯ୍ୟକ୍ରମରେ କରୋନାକୁ ରୋକିବାକୁ ଶପଥ ପାଠ ଲାଗି ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ
ଭୁବନେଶ୍ବର : ସାରା ରାଜ୍ୟରେ ଲକଡାଉନ ବ୍ୟବସ୍ଥା ଲାଗୁ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତାରେ ଏହାକୁ ପାଳନ କରିବାକୁ ଅପିଲ କରିଛନ୍ତି । ଏହା ସହ ମୋ ମୋ ଜୀବନ କାର୍ଯ୍ୟକ୍ରମ ମାଧ୍ୟମରେ…
Read More...
Read More...
୫୦ ବର୍ଷ ବୟସର କର୍ମଚାରୀଙ୍କୁ ଅପ୍ରିଲ ୪ ଯାଏଁ ଛୁଟି
ଭୁବନେଶ୍ୱର: କୋରୋନାକୁ ନେଇ ଚାରିଆଡେ ସତର୍କତା ଜାରି କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ସରକାରୀ କର୍ମଚାରୀ ଯେଉଁମାନଙ୍କ ବୟସ ୫୦ ଟପିଥିବ ସେମାନଙ୍କୁ ଏପ୍ରିଲ ୪ ଯାଏଁ ଛୁଟି ଦେଇଛନ୍ତି ସରକାର ।ସେମାନଙ୍କୁ…
Read More...
Read More...
ୟୁନିୟନ୍ ବ୍ୟାଙ୍କରେ ରହିବନି ମହାପ୍ରଭୁଙ୍କ ଟଙ୍କା
ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କା ୟେସ ବ୍ୟାଙ୍କରୁ ମିଳିବା ପରେ ୟୁନିୟନ୍ ବ୍ୟାଙ୍କରେ ରହିବା ନେଇ ନିଷ୍ପତି ହୋଇଥିଲା । ମାତ୍ର ଏହି ନିଷ୍ପତିକୁ ଏବେ ରଦ୍ଦ କରିଦିଆଯାଇଥିବା ଜଣାପଡିଛି । ଗତ ୧୮ ତାରିଖରେ ହୋଇଥିବା…
Read More...
Read More...
ଆଜି ଭିଡିଓ ଜରିଆରେ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: କୋରୋନାକୁ ନେଇ ଚାରିଆଡେ ଚିନ୍ତାରେ ରହିଥିବାବେଳେ ଆଜି ଭିଡିଓ ସାହାଯ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମ ଜରିଆରେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଭିଡିଓ କାର୍ଯ୍ୟକ୍ରମ ଜରିଆରେ ବଡ଼…
Read More...
Read More...
କୋରୋନା ମୁକାବିଲା; ତିନି ମାସର ଦରମା ଦେବେ ବିଜେଡି ସାଂସଦ ଓ ବିଧାୟକ
ଭୁବନେଶ୍ୱର : ରାଜ୍ୟରେ କୋରୋନା ମୁକାବିଲା ପାଇଁ ଆଗେଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ ଓ ବିଜେଡିର ସମସ୍ତ ବିଧାୟକ ଓ ସାଂସଦ । ସମସ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ନିଜର ତିନି ମାସର ଦରମା ଦେବା ପାଇଁ ସ୍ଥିର କରିଛନ୍ତି ।…
Read More...
Read More...
ମହାରତ୍ନ କମ୍ପାନୀ ଏନଏମଡିସି ଅତିରିକ୍ତ ୧ ହଜାର ଟଙ୍କା ପ୍ରଦାନ ପାଇଁ ନିଷ୍ପତି ନେଇଛି: ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର: କରୋନା ଭାଇରସ ଭଳି ସଂକଟ ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ତାଙ୍କ ଅଧୀନରେ ଥିବା ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ତଥା ଇସ୍ପାତ୍ ମନ୍ତ୍ରଣାଳୟ ଓ ଏହାର ଅନ୍ତର୍ଗତରେ କାମ…
Read More...
Read More...
ଆସନ୍ତାକାଲି ଠାରୁ ବନ୍ଦ ରହିବ ବସ୍ ଚଳାଚଳ
ଭୁବନେଶ୍ୱର: କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତାକାଲି ୧୧ଟାରୁ ରାଜ୍ୟରେ ବନ୍ଦ ରହିବ ବସ୍ ଚଳାଚଳ । ଆଜି ରାତି ୧୨ଟାରୁ ସମସ୍ତ ସିଟି ବସ୍ ଚଳାଚଳ ବନ୍ଦ କରାଯିବା ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ…
Read More...
Read More...
କୋରୋନା ଭୟ; ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଗଡିବା ନେଇ ଅନିଶ୍ଚିତତା
ଭୁବନେଶ୍ୱର: ସବୁଆଡେ କୋରୋନା ଭୟ । କୋରୋନା ସଂକ୍ରମଣକୁ ରୋକିବା ପାଇଁ ଜନଗହଳି ସ୍ଥାନ ଉପରେ ଲଗାଯାଇଛି ରୋକ । ତେବେ ଏହା ମଧ୍ୟରେ ପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥ ଗଡିବା ନେଇ ଅନିଶ୍ଚିତତା ଦେଖା ଦେଇଛି ।…
Read More...
Read More...
