Browsing Category

Odisha

କାକଟପୁର ମଙ୍ଗଳା ମନ୍ଦିରରେ ୧୪୪ ଧାରା

ଭୁବନେଶ୍ୱର: କାକଟପୁର ମା‘ ମଙ୍ଗଳାଙ୍କ ପୀଠରେ ଚାଲିଛି ଚୈତ୍ର ମଙ୍ଗଳବାର ପାଳି। ଏହି ସମୟରେ ଭକ୍ତଙ୍କ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଥାଏ। ମାତ୍ର କୋରୋନା ପାଇଁ ଲାଗୁ ହୋଇଛି କଟକଣା । ତେଣୁ ଭିଡ ଏଡାଇବାକୁ ଜିଲ୍ଲା…
Read More...

ଏପ୍ରିଲ ୧୫ ଯାଏଁ ମା ବିରଜା ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

ଯାଜପୁର: କୋରୋନା ସତର୍କତା ପାଇଁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିରକୁ ସାଧାରଣ ଦର୍ଶନ ପାଇଁ ବନ୍ଦ କରାଯାଇଛି । ଆସନ୍ତା ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତି…
Read More...

କୋରୋନା ଯୋଗୁଁ “ମୋ ବସ୍‌” କମୁଛନ୍ତି ଯାତ୍ରୀ

ଭୁବନେଶ୍ୱର: କୋରୋନା ଯୋଗୁଁ “ମୋ ବସ୍‌” ରେ କମୁଛନ୍ତି ଯାତ୍ରୀ । ପୂର୍ବରୁ ମୋ ବସ୍ ରେ ପ୍ରତ୍ୟେକ ଦିନ ୧ଲକ୍ଷ ୨୦ ହଜାରରୁ ଊର୍ଦ୍ଧ୍ୱ ଯାତ୍ରୀ ଯାତ୍ରା କରୁଥିବାବେଳେ ଏବେ କୋରୋନା ଯୋଗୁଁ ଏହି ସଂଖ୍ୟା ଏବେ ୭୦ ହଜାରରେ…
Read More...

ଓଡିଶା ମୋ ପରିବାର ସହାୟତାରେ ପଞ୍ଜାବରୁ ଫେରିଲେ ୬୯ ଛାତ୍ରଛାତ୍ରୀ

ଭୁବନେଶ୍ୱର : କରୋନା ଯୋଗୁଁ ପଞ୍ଜାବର ଭଟିଣ୍ଡା ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଫସି ରହିଥିବା ଓଡିଆ ଛାତ୍ରଛାତ୍ରୀମାନେ ଓଡିଶା ମୋ ପରିବାର ସହାୟତାରେ ସୁରୁଖୁରୁରେ ଓଡିଶା ଫେରିଛନ୍ତି । ଭଦ୍ରକ ବିଧାୟକ ସଞ୍ଜୀବ କୁମାର…
Read More...

ପୋଲିସ ଜିପ୍‌-ଟ୍ରକ୍ ମୁହାଁମୁହିଁ ଧକ୍କା; ଜଣେ ପୋଲିସ କର୍ମଚାରୀ ମୃତ, ୩ ଗୁରୁତର

ଢ଼େଙ୍କାନାଳ: ଗୋଟିଏ ପୋଲିସ ଜିପ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଯାହାଫଳରେ ଜଣେ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବାବେଳେ ୩ଜଣ ଗୁରୁତର ହୋଇଥିବା ଜଣାପଡିଛି । ଏଭଳି ଘଟଣା ଗତକାଲି ଢ଼େଙ୍କାନାଳ ଟାଉନ୍ ଥାନା…
Read More...

ନବୀନଙ୍କୁ-ମୋଦିଙ୍କ ପ୍ରଶଂସା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାଲଟା ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ…

ଭୁବନେଶ୍ୱର: କରୋନା ମୁକାବିଲା କ୍ଷେତ୍ରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିବା ପରେ ଏହାର ଜବାବ ରଖିଛନ୍ତି ନବୀନ। ଟୁଇଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି,…
Read More...

କରୋନା ଲାଗି ବିଜେପିର ରାଜନୈତିକ କାର୍ଯ୍ୟକ୍ରମ ବନ୍ଦ

ଭୁବନେଶ୍ୱର : କରୋନାକୁ ଦୃଷ୍ଟିରେ ରଖି ବିଜେପି ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ପ୍ରଧାନମନ୍ତ୍ରୀ ସଂସଦୀୟ ଦଳ ବୈଠକରେ କରୋନାକୁ ଦୃଷ୍ଟିରେ ରଖି ସମସ୍ତ ସାଂସଦମାନଙ୍କୁ ନିଜ ନିଜ କ୍ଷେତ୍ରରେ ଜନ ଆନ୍ଦୋଳନ ନକରିବା…
Read More...

ଆସନ୍ତାକାଲି ୟେସ ବ୍ୟାଙ୍କରୁ ଉଠିବ ଜଗନ୍ନାଥଙ୍କ ଟଙ୍କା !

ଭୁବନେଶ୍ୱର: ୟେସ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ରଖିବା ପ୍ରସଙ୍ଗ । ଗୁରୁବାର ଟଙ୍କା ଉଠାଇବା ନେଇ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତି । ବୁଧବାର ସନ୍ଧ୍ୟାରେ ସରୁଛି ମୋରାଟୋରିୟମ ପିରିୟଡ଼ । ତେଣୁ ଟଙ୍କା ଉଠାଇବା ନେଇ ସୂଚନା…
Read More...

କୋରୋନା ପାଇଁ ବାତିଲ ହେଲା ଓପିଏସସି ପରୀକ୍ଷା

କଟକ: କୋରୋନା ପାଇଁ ବାତିଲ ହୋଇଛି ଓପିଏସସି ପରୀକ୍ଷା । ଅନିର୍ଦ୍ଦିଷ୍ଟ କାଳ ପାଇଁ ପରୀକ୍ଷା ବାତିଲ କରିଛି ଓପିଏସସି । ସମସ୍ତ ଲିଖିତ ଓ ମୌକ୍ଷିକ ପରୀକ୍ଷା ବାତିଲ ନେଇ ଆଜି ଓପିଏସସି ପକ୍ଷରୁ ସୂଚନା ମିଳିଛି ।
Read More...

କରୋନା ସଂକ୍ରମଣ ଭୟରେ ଗୃହପାଳିତ ତଥା ପୋଷା ଜୀବଜନ୍ତୁଙ୍କୁ ପରିତ୍ୟାଗ ନକରିବାକୁ ପରାମର୍ଶ

ଭୁବନେଶ୍ୱର : କରୋନା ଭୂତାଣୁ ସଂକ୍ରମଣ ଭୟରେ ଗୃହପାଳିତ ତଥା ପୋଷା ଜୀବଜନ୍ତୁଙ୍କୁ ପରିତ୍ୟାଗ ନକରିବାକୁ ଗୃହମାଲିକମାନଙ୍କୁ ପରାମର୍ଶ ଦିଆଯାଇଛି । ଏ ସଂପର୍କରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ…
Read More...

‘ଝିଅ ନୁହେଁ ତୁ କରୋନା ଭାଇରସ’ ଗୀତ ସମଗ୍ର ନାରୀ ଜାତିକୁ ଅପମାନିତ କରିଛି : ବିଜେପି ସାଂସ୍କୃତିକ ପ୍ରକୋଷ୍ଠ

ଭୁବନେଶ୍ୱର: କରୋନାକୁ ବିଶ୍ୱ ମହାମାରୀ ଭାବେ ଘୋଷଣା କରାଯାଇଛି । ସାରା ବିଶ୍ୱରେ ଏହି ଭାଇରାସ ବ୍ୟାପିବାରେ ଲାଗିଛି । ୭ ହଜାରରୁ ଅଧିକ ଲୋକ କରୋନା ଭାଇରସ ଆକ୍ରାନ୍ତରେ ମୃତ୍ୟୁ ହେଲାଣି । କରୋନା କୁ କେନ୍ଦ୍ର ସରକାର…
Read More...

କୋରୋନାର ସତର୍କତା ଓ ସଚେତନତା ବାର୍ତା ଦେଲେ ରାଜ୍ୟ ସରକାରଙ୍କ ମୁଖ୍ୟପାତ୍ର ସୁବ୍ରତୋ ବାଗଚୀ

ଭୁବନେଶ୍ୱର: କୋରୋନା ଭୂତାଣୁ ରୋଗ (କୋଭିଡ୍‌-୧୯) ସଂପର୍କରେ ସତକର୍ତା ଏବଂ ସଚେତନତା ତଥା ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସଂପର୍କରେ ଆଜି ଅପରାହ@ରେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ…
Read More...

ଲୋକସେବା ଭବନରେ “କୋରୋନା” ମୁକାବିଲା ଆଲୋଚନା

ଭୁବନେଶ୍ୱର: ଜିଲ୍ଲା ଓ ଗ୍ରାମାଂଚଳରେ କୋରୋନା ସଚେତନତା କାର୍ଯ୍ୟକ୍ରମ ଜୋରସୋରରେ କରିବା ପାଇଁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଆରୋପ କରିଛନ୍ତି । ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀ ଏବଂ ବରିଷ୍ଠ…
Read More...

ଅନୁଗୁଳରେ ପ୍ରତିଷ୍ଠା ହେଉ ଭୁବନେଶ୍ୱର ସିଟିଟିସିର ସଂପ୍ରସାରଣ କେନ୍ଦ୍ର: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଅନୁଗୁଳ ଠାରେ ଭୁବନେଶ୍ୱର ସ୍ଥିତ କେନ୍ଦ୍ର ଟୁଲ୍ ରୁମ୍ ଏବଂ ତାଲିମ କେନ୍ଦ୍ର(ସିଟିଟିସି)ର ଅନ୍ୟ ଏକ ସଂପ୍ରସାରଣ କେନ୍ଦ୍ର ପ୍ରତିଷ୍ଠା ପାଇଁ କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ…
Read More...