Browsing Category
Odisha
ରାଜଧାନୀରେ ୬ଟା ପରଠାରୁ ବନ୍ଦ ରହିବ ହାଟ
ଭୁବନେଶ୍ୱର: ସନ୍ଧ୍ୟା ୬ଟା ପରଠାରୁ ରାଜଧାନୀରେ ବନ୍ଦ ରହିବ ହାଟ । କୋରୋନା ଯୋଗୁଁ ଏଭଳି ନିୟମ ଲାଗୁ କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ ।As a preventive measure to contain the spread of #COVID19 &…
Read More...
Read More...
ମାର୍ଚ୍ଚ ୩୧ ଯାଏଁ ହେବନି ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟିଂ
ଭୁବନେଶ୍ୱର : କୋରୋନା ଯୋଗୁଁ ମାର୍ଚ୍ଚ ୩୧ ଯାଏଁ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟିଂକୁ ବନ୍ଦ କରାଯାଇଛି । ଏହି ନିୟମ ଆଜିଠାରୁ ମାର୍ଚ୍ଚ ୩୧ ଯାଏଁ ନିୟମ ଲାଗୁ କରାଯାଇଛି ।କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆରଟିଓରେ ଭିଡ…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟା କଲେ କୋଭିଡ୍-୧୯ ପୋର୍ଟାଲ ପଞ୍ଜୀକରଣ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟା ସରକାରଙ୍କ କୋଭିଡ-୧୯ ପୋର୍ଟାଲରେ ନିଜର ପଞ୍ଜୀକରଣ କରାଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନିଜେ ଟ୍ୱିଟ କରି ଜଣାଇଛନ୍ତି । ବିଦେଶରୁ ଓଡ଼ିଶା ଆସିଥିବା …
Read More...
Read More...
୮ ନକ୍ସଲଙ୍କ ଆତ୍ମସମର୍ପଣ
ମାଲକାନଗିରି: ଆଜି ମାଲକାନଗିରି ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୭ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି ।ସୂଚନାଯୋଗ୍ୟ, ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଏସ୍. ପି. ଋଷିକେଶ ଖିଲାରୀ,…
Read More...
Read More...
ପ୍ରଥମ କରି ଯାଜପୁର ବସଷ୍ଟାଣ୍ଡରେ ସାନିଟାଇଜେସନ୍ ବ୍ୟବସ୍ଥା
ଯାଜପୁର: କୋରୋନା ସଂକ୍ରମଣକୁ ରୋକିବା ପାଇଁ ପରିସ୍କାର ରହିବା ପାଇଁ ସମସ୍ତଙ୍କୁ ସୂଚନା ଦିଆଯାଉଥିବାବେଳେ ଯାଜପୁର ବସଷ୍ଟାଣ୍ଡରେ ପ୍ରଥମ କରି ଘରୋଇ ବସଷ୍ଟାଣ୍ଡରେ ସାନିଟାଇଜେସନ୍ ବ୍ୟବସ୍ଥା ହାତକୁ ନିଆଯାଇଛି ।ରାଜ୍ୟର…
Read More...
Read More...
ଚୌଦ୍ୱାର ଅଂଚଳରେ ୩ କୋରୋନା ସନ୍ଦିଗ୍ଧ
କଟକ: ଚୌଦ୍ୱାର ଅଂଚଳରେ କୋରୋନା ସନ୍ଦେହରେ ୩ ଜଣଙ୍କୁ ହୋମ ଆଇସଲୋସେନରେ ରଖାଯାଇଛି । ତେବେ ଏହି ତିନି ଜଣ ସ୍ପେନରୁ କିଛିଦିନ ପୂର୍ବରୁ ଫେରିଥିବା ଜଣାପଡିଛି ।ଯାହାର ଖବର ପାଇ କମିଶନରେଟ ପୋଲିସ ସେମାନଙ୍କୁ ଯୋଗାଯୋଗ…
Read More...
Read More...
ମାସ୍କ ପିନ୍ଧି ଖାତା ଦେଖିବେ ଶିକ୍ଷକ
ଭୁବନେଶ୍ୱର: ଆରମ୍ଭ ହୋଇଛି ଚଳିତବର୍ଷର ମାଟ୍ରିକ ଖାତା ଦେଖା । ଏନେଇ ରାଜ୍ୟର ୬୭ଟି ମୂଲ୍ୟାୟନ କେନ୍ଦ୍ରରେ ବ୍ୟବସ୍ଥା ହୋଇଛି । ୫ ଲକ୍ଷ ୬୦ ହଜାରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଖାତା ଦେଖିବା ପାଇଁ ୧୬ ହଜାର ଶିକ୍ଷକ ନିୟୋଜିତ…
Read More...
Read More...
କୋରୋନା ପ୍ରଭାବ, ବିଦେଶ ଫେରନ୍ତା ଆଇଟି କର୍ମଚାରୀଙ୍କୁ ଅଫିସ ମନା
ଭୁବନେଶ୍ୱର : ଆଇଟି କ୍ଷେତ୍ରରେ କୋରୋନା ପ୍ରଭାବ। ଭୁବନେଶ୍ୱରରେ ଲାଗୁ ହେଲା ନୂଆ ନିୟମ। ଏଣିକି ବିଦେଶରୁ ଆଇଟି ଇଞ୍ଜିନିୟର ଫେରିଲେ ଆସିପାରିବେନି ଅଫିସ୍। କାରଣ କୋରୋନା ଆକ୍ରାନ୍ତ ଆଶଙ୍କାରେ ସେମାନଙ୍କୁ କରାଯାଇଛି ବାରଣ।…
Read More...
Read More...
ନନ୍ଦନକାନନରେ ଆଖି ବୁଜିଲା କଲରାପତରିଆ ବାଘ ସୁରଜ
ଭୁବନେଶ୍ୱର: ନନ୍ଦନକାନନରେ ୧୬ ବର୍ଷୀୟ କଲରାପତରିଆ ବାଘ ସୁରଜର ମୃତ୍ୟୁ ଘଟିଛି । ମଙ୍ଗଳବାର ରାତି ୧୧ଟାରେ ତାର ମୃତ୍ୟୁ ଘଟିଥିବା ନନ୍ଦନକାନନ ପକ୍ଷରୁ କୁହାଯାଇଛି । ସୁରଜ ପାଖାପାଖି ଦେଢମାସ ହେବ ବ୍ଲଡ୍ ପ୍ରୋଟଜନ୍ ରୋଗରେ…
Read More...
Read More...
କୋରୋନା ପ୍ରଭାବ: ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କୋର୍ଟରେ ଅନୁପସ୍ଥିତ ରହିବେ ଆଇନଜୀବି
କଟକ: ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ କୋର୍ଟରେ ଅନୁପସ୍ଥିତ ରହିବେ ଆଇନଜୀବି । କୋରୋନା ଭୂତାଣୁ ପାଇଁ ଏଭଳି ନିଷ୍ପତି ନେଇଛି ହାଇକୋର୍ଟ ବାର ଆସୋସିଏସନ । କରୋନା ସତର୍କତା ପାଇଁ ମଙ୍ଗଳବାର ହାଇକୋର୍ଟ ବାର ପରିସରରେ…
Read More...
Read More...
ଦିନକୁ ୫ ଥର ମୋବାଇଲ ସଫା କରିବାକୁ ପରାମର୍ଶ
ଭୁବନେଶ୍ୱର: ୧୬୨ ଦେଶରେ ପହଂଚି ସାରିଛି ମହାମାରୀ କୋରୋନା ଭାଇରସ । ସାରା ବିଶ୍ବରେ ୧,୮୩,୧୧୬ ଜଣ ଆକ୍ରାନ୍ତ ହୋଇସାରିଛନ୍ତି । ଭାରତରେ ମଧ୍ୟ ଏହି ଆକ୍ରନ୍ତଙ୍କ ସଂଖ୍ୟା ୧୨୬ରେ ପହଂଚିଛି । ଏଥିପାଇଁ ସତର୍କ ରହିବାକୁ ପଡିବ ।…
Read More...
Read More...
ବସଷ୍ଟାଣ୍ଡରେ ମିଳିବ ମାସ୍କ
ଭୁବନେଶ୍ୱର: କୋରୋନାକୁ ନେଇ ଭିଡ ଜାଗାରେ ନରହିବାକୁ ପରାମର୍ଶ ଦିଆଯାଉଥିବାବେଳେ ବସରେ ଭିଡକୁ ଲକ୍ଷ ରଖି ସରକାର ପଦକ୍ଷେପ ନେଇଛନ୍ତି । ବିଭିନ୍ନ ବିଭାଗ ଅଧିକାରୀ ଓ ଘରୋଇ ବସ ମାଲିକ ସଙ୍ଘ ସହିତ ଆଲୋଚନା କରାଯାଇଛି । ପ୍ରତି…
Read More...
Read More...
କୋରୋନା ମୁକାବିଲା; ଯୋଗାଣ ବିଭାଗ ଆଗୁଆ ଯୋଗାଇବ ପିଡିଏସ ସାମଗ୍ରୀ
ଭୁବନେଶ୍ୱର : କୋରୋନା ସ୍ଥିତି ନେଇ ରାଜ୍ୟରେ ଜାରି ହୋଇଛି ଏକ ପ୍ରକାର ଅଘୋଷିତ କର୍ଫ୍ୟୁ । ସେପଟେ ବିଭିନ୍ନ ସ୍ଥାନରେ ଦୋକାନ ବଜାର ଆଦି ବନ୍ଦ ଯୋଗୁଁ ଅତ୍ୟାବଶକୀୟ ସାମଗ୍ରୀ ମିଳିବା ନମିଳିବା ନେଇ ଆଶା ଆଶଙ୍କାରେ ଖାଉଟି ।…
Read More...
Read More...
କୋରୋନା ପାଇଁ ଆଗୁଆ ୪ମାସର ଭତା ଦେବେ ସରକାର
ଭୁବନେଶ୍ୱର: କୋରୋନା ପାଇଁ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ନୂତନ ପଦକ୍ଷେପ ନିଆଯାଇଛି । ଏଥିପାଇଁ ୨୪ ଲକ୍ଷ ହିତାଧିକାରୀଙ୍କୁ ଆଗୁଆ ଭତା ପ୍ରଦାନ କରାଯିବ । ସାମାଜିକ ସୁରକ୍ଷା ବ୍ୟବସ୍ଥାରେ ହିତାଧିକାରୀଙ୍କୁ ଏହି ଭତା…
Read More...
Read More...
