Browsing Category
Odisha
ନୂତନ ମୋଟର ଯାନ ଆଇନ: ୨୪ ଘଂଟାରେ ୧କୋଟି ୬ଲକ୍ଷ ଫାଇନ ଆଦାୟ
ଭୁବନେଶ୍ବର: ରାଜ୍ୟରେ କଡାକଡି ହୋଇଛି ନୂତନ ମୋଟର ଯାନ ଆଇନ । ଏନେଇ ଗତ ୨୪ ଘଂଟା ଭିତରେ ୩୮୭୦ ଜଣଙ୍କ ପାଖରୁ ଆଦାୟ ହୋଇଛି ମୋଟ ୧ କୋଟି ୬ ଲକ୍ଷ ଟଙ୍କା। ରବିବାରଠାରୁ ନୂଆ ମୋଟର ଯାନ ଆଇନ କଡାକଡି ହେବା ପରେ କଡାକଡି ହୋଇଛି…
Read More...
Read More...
ପୁଣିଥରେ ଓଡିଶାରେ ବର୍ଷା
ଭୁବନେଶ୍ୱର: ପୁଣିଥରେ ପାଗର ପରିବର୍ତନ ଆସିଛି । ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ବର୍ଷା । ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ । ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର ଓ ଗଜପତି ଓ…
Read More...
Read More...
ସୁରଙ୍କ ଧମକ: ଆରଟିଓ ଅଫିସ ଘେରିବ କଂଗ୍ରେସ
ଭୁବନେଶ୍ୱର: ନୂଆ ଟ୍ରାଫିକ ନିୟମ ଓ ଟ୍ରାଫିକ ସମସ୍ୟାକୁ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପ୍ରେସମିଟ। ଗତକାଲି ଆର ଟିଓ କର୍ମଚାରୀ ଓ ପୋଲିସ ଜନ ସାଧାରଣଙ୍କ ଉପରେ ଯେଉଁ ଅତ୍ୟାଚାର କରିଥିବା ଅଭିଯୋଗ। ଜବରଦସ୍ତ ଖରାପ…
Read More...
Read More...
ପ୍ରଥମ ଓଡ଼ିଆ ହେଲେ ଆର୍ମି(ମେଡିକାଲ)ର ଲ୍ୟୁଟନାଂଟ ଜେନେରାଲ
ବ୍ରହ୍ମପୁର: ଆର୍ମି(ମେଡିକାଲ)ର ଲ୍ୟୁଟନାଂଟ ଜେନେରାଲ ପଦବୀରେ ପ୍ରଥମ ଓଡ଼ିଆ ଭାବେ ସଞ୍ଜୟ ଦର୍ଶନ ବେହେରା ଅବସ୍ଥାପିତ ହୋଇଛନ୍ତି । ସଞ୍ଜୟ ହେଉଛନ୍ତି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ରାଧାକୃଷ୍ଣ ସାହିର ମୂଳବାସିନ୍ଦା।…
Read More...
Read More...
୫ରେ ବିଜୁ ପଟ୍ଟନାୟକ ମିନି ମାରାଥନ
ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ମାର୍ଚ୍ଚ ୫ ତାରିଖରେ “ବିଜୁ ପଟ୍ଟନାୟକ ମିନି ମାରାଥନ” ଆୟୋଜିତ ହେବାକୁ ଯାଉଛି। ୬ଟି ବର୍ଗରେ ଉଭୟ…
Read More...
Read More...
ଧାମରା ବନ୍ଦର ପରିସରରେ ଅଗ୍ନିକାଣ୍ଡ
ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଧାମରା ପରିସରରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ କାହାର କୌଣସି କ୍ଷତି ହୋଇ ନ ଥିବା ଜଣାପଡିଛି ।ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୧୨ଟା ସମୟରେ ଧାମରା…
Read More...
Read More...
ଜେଲରେ ବିଚାରାଧିନ କଏଦୀର ମୃତ୍ୟୁ
ବାରିପଦା : ଆଜି ବାରିପଦା ସ୍ଥିତ ପିଆରଏମ୍ ମେଡିକାଲରେ ବାରିପଦା ମଣ୍ଡଳ କାରାଗାର ର ଜଣେ ବିଚାରାଧିନ କଏଦୀଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ସୁରଜ ନାଥ (୪୫) ସମ୍ବଲପୁର ଜିଲ୍ଲାର ସିକମପୁର ଅଞ୍ଚଳର ବାସିନ୍ଦା ହୋଇଥିବା ବେଳେ…
Read More...
Read More...
ଟ୍ବିନ ସିଟିରେ ପରୀକ୍ଷାମୂଳକ ଭାବେ ଗଡିଲା ସ୍ବତନ୍ତ୍ର ଟ୍ରେନ
ଭୁବନେଶ୍ବର: ଟ୍ବିନ ସିଟି ପାଇଁ ପରୀକ୍ଷାମୂଳକ ଭାବେ ଗଡିଲା ସ୍ବତନ୍ତ୍ର ଟ୍ରେନ । ଭୁବନେଶ୍ବର ଓ କଟକ ସହିତ ଆଖପାଖ ଯାତ୍ରୀମାନଙ୍କ ଗମନାଗମନ ପାଇଁ ଏହି ଟ୍ରେନ ଗଡିଛି । ଏହି ଟ୍ରେନ ଏକ ସର୍କୁଲାର ଟ୍ରେନ ଭଳି ଚଳାଚଳ କରିବ ।…
Read More...
Read More...
ବିଡିଓ ସାଜିଲେ ଶ୍ରମିକ
ନବରଙ୍ଗପୁର: ଭାଇରାଲ ହେଉଛି ବିଡିଓଙ୍କ ଶ୍ରମିକ ସାଜିଥିବା ଭିଡିଓ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିଥିବା ଘର ଅସମ୍ପୂର୍ଣ୍ଣ ହୋଇଥିବାରୁ ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ନବରଙ୍ଗପୁର ଚନ୍ଦାହାଣ୍ଡି ବିଡିଓ ଧର୍ମରାଜ…
Read More...
Read More...
ରାଜଧାନୀର ଇନଫୋସିଟିରେ ଚାଳକଙ୍କ ଠାରୁ ଆଦାୟ ହେଲା ୧ଲକ୍ଷ ୧୭ ହଜାର ଟଙ୍କା ଜରିମାନା
ଭୁବନେଶ୍ୱର: ଆଜିଠାରୁ ଟ୍ରାଫିକ ନିୟମ କଡାକଡି ହୋଇଛି । କଂଟ ସରିଲା ପରେ ଧରପଗଡ ଆରମ୍ଭ ହୋଇଛ । ଯେଉଁ ଚାଳକ ନିୟମ ଭାଙ୍ଗୁଛି, ତାଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି ।ରାଜ୍ୟର ପ୍ରମୁଖ ଜିଲ୍ଲାମାନଙ୍କରେ ଆରମ୍ଭ…
Read More...
Read More...
ପୁରୀରେ ହେଲମେଟ୍ ନାହିଁ ତ ପେଟ୍ରୋଲ ନାହିଁ
ପୁରୀ: ଆଜିଠାରୁ ପୁରୀରେ ହେଲମେଟ୍ ନାହିଁ ତ ପେଟ୍ରୋଲ ନାହିଁ । ଏହି ନିୟମ ଆଜିଠାରୁ କଡାକଡି କରାଯାଇଛି । ସେହି ଅନୁଯାୟୀ ଜିଲ୍ଲାର ସବୁ ପେଟ୍ରୋଲ୍ ପମ୍ପ ମାଲିକଙ୍କୁ ଚିଠି କରିଛି ଯୋଗାଣ ବିଭାଗ। ଯେଉଁମାନେ ହେଲ୍ମେଟ୍…
Read More...
Read More...
୪ ନକ୍ସଲ କଲେ ଆତ୍ମସମର୍ପଣ
ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମାରେ ୪ଜଣ ନକ୍ସଲ ବନ୍ଧୁକ ଛାଡି ପୋଲିସ ଆଗରେ ଆତ୍ମସମର୍ପଣ କରିଛନ୍ତି ।ସୁକମା ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସ୍ପି ସଲଭ…
Read More...
Read More...
ଆଜିଠାରୁ ଟ୍ରାଫିକ୍ ନିୟମ କଡାକଡି; ନିୟମ ଭାଙ୍ଗିଲେ ଜରିମାନା
ଭୁବନେଶ୍ୱର: ଆଜିଠାରୁ ଟ୍ରାଫିକ୍ ନିୟମ କଡାକଡି ହୋଇଛି । ଯଦି କୌଣସି ଚାଳକ ନିୟମ ଭାଙ୍ଗେ, ତେବେ ତାକୁ ମୋଟା ଅଙ୍କର ଜରିମାନା ଭରିବାକୁ ପଡିବ ।ନୂଆ ମୋଟର ଯାନ ଆଇନ ଉଲଂଘନକାରୀଙ୍କୁ ଲାଗିବ ଅର୍ଥ ଦଣ୍ଡ । ଗାଡ଼ି ଚାଳକଙ୍କ…
Read More...
Read More...
ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ
ଭୁବନେଶ୍ୱର: ଆଜି ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି । ଦୁଇ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି ।ପରିବହନ ସଚିବ ପ୍ରମୋଦ ମେହେର୍ଦ୍ଦାଙ୍କୁ ରାଜ୍ୟପାଳଙ୍କ ପ୍ରମୁଖ…
Read More...
Read More...
