Browsing Category

Odisha

ମାର୍ଚ୍ଚ ୧ ରୁ ଟ୍ରାଫିକ୍ ନିୟମ କଡାକଡି; ନିୟମ ଭାଙ୍ଗିଲେ ଗଣିବେ ମୋଟା ଅଙ୍କର ଜରିମାନା

ଭୁବନେଶ୍ୱର: ଟ୍ରାଫିକ ନିୟମ କୋହଳ ହେବାର ସମୟ ସୀମା ଶେଷ ହେଉଛି । ମାର୍ଚ୍ଚ ପହିଲାରୁ ପୁଣିଥରେ ନିୟମ କଡାକଡି ଆରମ୍ଭ ହୋଇଯିବ । ନିୟମ ଭାଙ୍ଗିଲେ ମୋଟା ଅଙ୍କର ଜରିମାନା ଭରିବେ । ଏନେଇ ଆଜି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ…
Read More...

ଗୁଗୁଲ ଟ୍ରାନ୍ସଲେଟରରେ ଓଡ଼ିଆ ଭାଷା

ସାନ୍ ଫାନସିସକୋ: ଗୁଗୁଲ ଟ୍ରାନ୍ସଲେଟରରେ ଆଉ ଟି ଭାଷା ଅର୍ନ୍ତଭୁକ୍ତ କରାଯିବ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ସର୍ଚ ଇଞ୍ଜିନ ଜାଏଂଟ ଗୁଗୁଲ ଘୋଷଣା କରିଛି । ତେବେ ଏହି ଭାଷା ମଧ୍ୟ ଓଡ଼ିଆ ଭାଷା ମଧ୍ୟ ସାମିଲ ରହିଛି । ତେବେ ଟି…
Read More...

ଆସନ୍ତା ୨୯ରେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଶୁଭ ଉଦ୍‌ଘାଟନ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବା ଓ ବୃତିଗତ ଶିକ୍ଷା କ୍ଷେତ୍ରରେ ପୂର୍ବ ଭାରତରେ ଅଗ୍ରଣୀ ଭୂମିକା ନେଇଥିବା ଶିକ୍ଷା ଓ ଅନୁସନ୍ଧାନ ପୁଣି ଥରେ ସ୍ୱାସ୍ଥ୍ୟସେବାକୁ ନେଇ ଏକ ଯୁଗାନ୍ତକାରୀ ପଦକ୍ଷେପ ନେବାକୁ ଯାଉଛି । ନୂତନ ଜ୍ଞାନ…
Read More...

ହଷ୍ଟେଲରେ ରାତ୍ରି ଭୋଜନ ଖାଇ ୯ ଛାତ୍ରୀ ଅସୁସ୍ଥ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ବ୍ଲକରେ ତଳ କୁସୁମିତା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୯ଜଣ ଅନ୍ତେବାସୀ ରାତ୍ରି ଭୋଜନ କରି ଅସୁସ୍ଥ ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି…
Read More...

ଲାଂଚ ନେଇ ଧରାପଡିଲେ ପ୍ରଧାନ ଶିକ୍ଷୟିତ୍ରୀ

ଖୋର୍ଦ୍ଧା : ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷୟିତ୍ରୀ । ଦୁଇ ହଜାର ଟଙ୍କା ଲାଂଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ କଟକ ଜିଲ୍ଲା ତୁଳସୀପୁର ରଙ୍ଗଣିସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମୀପ୍ରିୟା ଶତପଥୀ ।…
Read More...

ରାଜ୍ୟରେ ଦ୍ବିତୀୟ ସଫଳ ଅଙ୍ଗଦାନ, ପ୍ରତିରୋପଣ ହେଲା ସୁଚିତ୍ରାଙ୍କ କିଡନୀ

ଭୁବନେଶ୍ବର: ସଫଳତାର ସହ ଶେଷ ହୋଇଛି ରାଜ୍ୟରେ ଦ୍ବିତୀୟ ଅଙ୍ଗଦାନ ପ୍ରକ୍ରିୟା। ମୃତ୍ୟୁ ପରେ ଅଙ୍ଗଦାନ କରିଛନ୍ତି ସୁଚିତ୍ରା ଦାସ । ତାଙ୍କର ଗୋଟିଏ କିଡନୀ ସ୍ଥାନୀୟ ଆମ୍ରି ହସ୍ପିଟାଲ ପଠାଯାଇଥିବା ବେଳେ ଅନ୍ୟଟିକୁ ଆପୋଲୋ…
Read More...

ଜନତା ମଇଦାନରେ ଭୂମି ପୂଜନ କଲେ ରାଜ୍ୟ ସଭାପତି ସମୀର ମହାନ୍ତି

ଭୁବନେଶ୍ୱର: ଆଗାମୀ ପେବୃଆରୀ ୨୮ ତାରିଖରେ ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହା ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି । ଗୃହମନ୍ତ୍ରୀ ଶ୍ରୀ ଶାହା ଭୁବନେଶ୍ୱର ସ୍ଥିତ ଜନତା ମଇଦାନ ଠାରେ ନାଗରିକତା ସଂଶୋଧନ ଆଇନ ସଂପର୍କରେ ଏକ ବିଶାଳ…
Read More...

ପ୍ରଚାର ଗାଡିକୁ ପତାକା ଦେଖାଇ ଶୁଭାରମ୍ଭ କଲେ ରାଜ୍ୟ ସଭାପତି ସମୀର ମହାନ୍ତି

ଭୁବନେଶ୍ୱର: ଆଗାମୀ ପେବୃଆରୀ ୨୮ ତାରିଖରେ ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହା ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି । ଗୃହମନ୍ତ୍ରୀ ଶ୍ରୀ ଶାହା ଭୁବନେଶ୍ୱର ସ୍ଥିତ ଜନତା ମଇଦାନ ଠାରେ ନାଗରିକତା ସଂଶୋଧନ ଆଇନ ସଂପର୍କରେ ଏକ ବିଶାଳ…
Read More...

ହାଇକୋର୍ଟରୁ ମିଳିଲା ପୂର୍ବତନ ବିଧାୟକ ଅନାମ ନାଏକଙ୍କୁ ସର୍ତମୂଳକ ଜାମିନ

କଟକ: ଆୟ ବର୍ହିତଭୂତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ପୂର୍ବତନ ବିଧାୟକ ଅନାମ ନାଏକଙ୍କୁ ଆଜି ହୋଇକୋର୍ଟ ସର୍ତମୂଳକ ଜାମିନ ଦେଇଛନ୍ତି । ଜଷ୍ଟିସ ବିଭୂ ପ୍ରସାଦ ରାଉତରାୟଙ୍କ ଖଣ୍ଡପୀଠ ଅନାମଙ୍କୁ ସର୍ତମୂଳକ ଜାମିନ…
Read More...

ରାଜଧାନୀରେ ଘରେ ପଶି ଲକ୍ଷାଧିକ ସମ୍ପତି ଲୁଟିନେଲେ ଦୁର୍ବୃତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗତକାଲି ବିଳମ୍ବିତ ରାତିରେ ଜଣେ ଲୋକଙ୍କ ଘରେ ପଶି ଲକ୍ଷାଧିକ ଟଙ୍କାର ସମ୍ପତି ଲୁଟିନେଲେ ଦୁର୍ବୃତ । ଏ ନେଇ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ତେବେ ଏଭଳି ଘଟଣା ଘଟିଛିନନ୍ଦନକାନନ…
Read More...

ମହାପ୍ରଭୁଙ୍କୁ ଦର୍ଶନ କଲେ, ଦୀପ ଜାଳିଲେ ଓ ବିଶ୍ୱଶାନ୍ତି ପାଇଁ ଆଶୀର୍ବାଦ ମାଗିଲେ ଦିଦି

ପୁରୀ: ଓଡ଼ିଶା ଗସ୍ତରେ ଆସିଥିବା କୋଲକତା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁରୀରେ ପହଂଚି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ଏଥିସହ ଦୀପ ଜାଳି ବିଶ୍ୱଶାନ୍ତି ପାଇଁ ଆଶୀର୍ବାଦ ମଧ୍ୟ ମାଗିଛନ୍ତି ।…
Read More...

ବାସି, ନିମ୍ନମାନର ଅଣ୍ଡାକୁ ଓଡ଼ିଶାରେ ପୂରାଇ ଦେବୁନି:ଅଲ ଓଡ଼ିଶା ଲେୟାର ଫାର୍ମରସ୍ ଆସୋସିଏସନ ( AOLFA )

ଭୁବନେଶ୍ୱର: ଓଡ଼ିଶାର ଅଣ୍ଡା ବ୍ୟବସାୟ ଅତ୍ୟନ୍ତ ଦୁର୍ଦ୍ଦିନ ସ୍ଥିତିରେ ପହଞ୍ଚି ସାରିଥିବା ସୂଚନା ଦେଇଛି ଅଲ ଓଡ଼ିଶା ଲେୟାର ଫାର୍ମରସ୍ ଆସୋସିଏସନ ( AOLFA ) । ବ୍ୟବସାୟରେ ହେଉଥିବା କ୍ଷତିକୁ ଭରଣା କରିନପାରି ପାଖପାଖି ୧୨ରୁ…
Read More...

ଶ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଦ୍ୱାରା Nalcoରେ କ୍ରସର ଏବଂ କନ୍‌ଭେୟର ସିଷ୍ଟମର ଭିତିପ୍ରସ୍ତର ସ୍ଥାପନ

ଦାମନଯୋଡ଼ି: କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଦ୍ୱାରା Nalcoର କ୍ରସର ଏବଂ କନ୍‌ଭେୟରର ସିଷ୍ଟମ ଭିତିପ୍ରସ୍ତର କରାଯାଇଛି ।ଏହି ପ୍ରଣାଳି ଦ୍ୱାରା କମ୍ପାନୀର ଆଲୁମିନା ବିଶୋଧନର ପଂଚମ ସ୍ରୋତ ପାଇଁ…
Read More...

ଅର୍ଥ ଆୟୋଗ ଅନୁଦାନର ବିନିଯୋଗରେ ତ୍ରିସ୍ତରୀୟ ପଂଚାୟତିରାଜ ଅନୁଷ୍ଠାନକୁ ସଶକ୍ତ କରାଯିବ

ଭୁବନେଶ୍ୱର: ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତିରାଜ ଅନୁଷ୍ଠାନମାନଙ୍କୁ ସଶକ୍ତ ତଥା  କ୍ରିୟାଶୀଳ କରିବା ସଙ୍ଗେ ସଙ୍ଗେ ଗ୍ରାମାଂଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ପାନୀୟ ଜଳ ଆଦି ଭିତିଭୂମି କ୍ଷେତ୍ରର ବିକାଶକୁ ତ୍ୱରାନ୍ୱିତ କରିବା…
Read More...