Browsing Category
Odisha
ପରୀକ୍ଷା କେନ୍ଦ୍ର ପରିଦର୍ଶନ କଲେ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ବର: ମାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନରେ ବିଭିନ୍ନ ପରିକ୍ଷା କେନ୍ଦ୍ର ପରିଦର୍ଶନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ପରୀକ୍ଷା ଶେଷ ହେବା ପରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ।ପରୀକ୍ଷା…
Read More...
Read More...
ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀଙ୍କୁ ୨ଟି ପ୍ରସଙ୍ଗରେ ପୃଥକ ପୃଥକ ପତ୍ର ଲେଖିଲେ…
ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ପ୍ରଧାନମନ୍ତ୍ରୀ ଜନବିକାଶ କାର୍ଯ୍ୟକ୍ରମ ଯୋଜନାରେ ଭଦ୍ରକରେ ଏକ ମେଡିକାଲ କଲେଜ୍ ପ୍ରତିଷ୍ଠା ପାଇଁ ସଂଖ୍ୟାଲଘୁ…
Read More...
Read More...
ସୋଆ ଏନ୍ଏସ୍ଏସ୍ର ସ୍ୱତନ୍ତ୍ର ଆବାସିକ ଶିବିର
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ବିଶ୍ୱବିଦ୍ୟାଳୟ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ଓ ସମ୍ ନର୍ସିଂ କଲେଜର ନ୍ୟାସ୍ନାଲ୍ ସର୍ଭିସ୍ ସ୍କିମ୍…
Read More...
Read More...
ସୋଆ ଆଇଡିଏସ୍ ପକ୍ଷରୁ ଅଭିନବ ପଦ୍ଧତିରେ ଅର୍ଥୋଡଂଟିକ୍ସ ସର୍ଜରୀ ସମ୍ପର୍କିତ କର୍ମଶାଳା
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ବିଶ୍ୱବିଦ୍ୟାଳୟ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍ସେସ୍ରେ ଅଭିନବ ପଦ୍ଧତିରେ ଅର୍ଥୋଡଂଟିକ୍ସ ଓ ଓରାଲ୍ ମ୍ୟାକ୍ସିଲୋଫେସିଆଲ୍ ସର୍ଜରୀ ସମ୍ପର୍କିତ ଏକ…
Read More...
Read More...
ଏଥର ଆଇପ୍ୟାଡ୍ ମାଧ୍ୟମରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ
ଭୁବନେଶ୍ୱର: ଏଥର ବଜେଟ୍ ହେବ ଡିଜିଟାଲ । ଅର୍ଥାତ୍ ପ୍ରଥମ କରି ଅର୍ଥମନ୍ତ୍ରୀ ନୀରଞ୍ଜନ ପୂଜାରୀ ଆଇପ୍ୟାଡ ମାଧ୍ୟମରେ ବଜେଟ ଉପସ୍ଥାପନ କରିବେ । ଏହାସହ ବିଧାୟକମାନଙ୍କୁ ମଧ୍ୟ ଗୋଟିଏ ଲେଖାଏଁ ଆଇପ୍ୟାଡ ଦିଆଯାଇଛି, ଯଦ୍ୱାରା…
Read More...
Read More...
ଆସନ୍ତାକାଲି ମାଟ୍ରିକ ପରୀକ୍ଷା; ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର: ଆସନ୍ତାକାଲିଠାରୁ ମାଟ୍ରିକ୍ ପରୀକ୍ଷା । ଯାହା ମାର୍ଚ୍ଚ ୨ରେ ଶେଷ ହେବ । ତେବେ ଏହାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।ସେ କହିଛନ୍ତି, ପିଲାମାନେ…
Read More...
Read More...
୩ବର୍ଷରେ ୨୪୬ ହାତୀଙ୍କ ମୃତ୍ୟୁ ; ବିଧାନସଭାରେ ତଥ୍ୟ ଦେଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ
ଭୁବନେଶ୍ୱର: ଗତ ୩ ବର୍ଷରେ ହାତୀ କେତେ ମୃତ୍ୟୁ ହୋଇଛନ୍ତି ଏବଂ ବର୍ତମାନ କେତେ ରହିଛନ୍ତି, ତା ନେଇ ବିଧାନସଭାରେ ଆଜି ସମସ୍ତ ତଥ୍ୟ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।ବଲାଙ୍ଗୀର ଲେଇସିଂହା…
Read More...
Read More...
ଶ୍ରୀମନ୍ଦିରକୁ ଦାନ ମିଳିଥିବା ଟଙ୍କା ଓ ସୁନାରୂପାର ବିଧାନସଭାରେ ହିସାବ ଦେଲେ ଆଇନ୍ ମନ୍ତ୍ରୀ
ଭୁବନେଶ୍ୱର: ବିଧାନସଭାରେ ଶ୍ରୀମନ୍ଦିରକୁ ମିଳିଥିବା ଟଙ୍କା ଓ ସୁନାରୂପାର ସମସ୍ତ ହିସାବ ଦେଇଛନ୍ତି ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ।ବିଜେଡ଼ି ବିଧାୟକ ଊମାକାନ୍ତ ସାମନ୍ତରାୟଙ୍କ ପ୍ରଶ୍ନର ଉତରରେ ଆଇନ ମନ୍ତ୍ରୀ ପ୍ରତାପ…
Read More...
Read More...
ଅନୁପ ସାଏଙ୍କ ମର୍ଡର ଘଟଣାରେ ନିର୍ମାଣ ହେବ ଫିଲ୍ମ
ଭୁବନେଶ୍ୱର: ଚର୍ଚ୍ଚିତ ମା’ ଓ ଝିଅଙ୍କୁ ହତ୍ୟା କରିଥିବା ଘଟଣାରେ ଗୋଟିଏ ପରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ନେଇ ପୋଲିସ ଗିରଫ କରି ଛାନଭିନ୍ ଜାରି ରଖିଥିବାବେଳେ ଏହି ଘଟଣାକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି । ତେବେ…
Read More...
Read More...
ଗଞ୍ଜାମ ବସ୍ ଟ୍ରାଜେଡି ଘଟଣା; ବସ୍ ଚାଳକର ଦାୟୀ ବୋଲି ବିଧାନସଭାରେ କହିଲେ ପରିବହନ ମନ୍ତ୍ରୀ
ଭୁବନେଶ୍ୱର: ଗଞ୍ଜାମର ବସ୍ ଟ୍ରାଜେଡି ଘଟଣାରେ ମୃତ୍ୟୁ ବରଣ କରିଥିବା ୧୧ଜଣ ଘଟଣାକୁ ନେଇ ବିଧାନସଭାରେ ହଟ୍ଟଗୋଳ ହୋଇଥିଲା । ଏହାକୁ ନେଇ ଉତର ରଖି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, ଏହି ଘଟଣା ପାଇଁ…
Read More...
Read More...
ଆରମ୍ଭ ହେଲା ପଶ୍ଚିମ ଓଡ଼ିଶାରେ ବିଦ୍ୟୁତ୍ କାଟ
ଭୁବନେଶ୍ୱର: ସେସୁ, ନେସ୍କୋ ପରେ ଏବେ ୱେସ୍କୋ ବିଦ୍ୟୁତ୍ କାଟ ପ୍ରକ୍ରିୟା ଆରମ୍ଭ କରିଛି । ଯେଉଁ ଗ୍ରାହକମାନେ ନିଜର ବକେୟା ପୈଠ କରିବାରେ ଅବହେଳା କରିଛନ୍ତି ସେମାନଙ୍କର ବିଦ୍ୟୁତ୍ କାଟ ଆରମ୍ଭ କରାଯାଇଛି । ତେବେ ଆଜିଠାରୁ…
Read More...
Read More...
ରୋଷେଇ ବେଳେ ନିଆଁ ଲାଗି ୧୨ ବଖରା ପାଉଁଶ
ରାୟଗଡ଼ା: ଖମ୍ବାରୀଗୁଡା ଗାଁରେ ଭୟବହ ଅଗ୍ନିକାଣ୍ଡ । ରୋଷେଇ କରିବା ବେଳେ ନିଆଁ ଲାଗି ୪ ପରିବାରର ୧୨ ବଖରା ସହ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ । ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ପେମ୍ବାଗୁଡା ପଂଚାୟତ ଅନ୍ତର୍ଗତ ଉକ୍ତ…
Read More...
Read More...
ଆଜି ରାଜ୍ୟ ବଜେଟ
ଭୁବନେଶ୍ବର: ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ମଙ୍ଗଳବାର ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଜେଡି ସରକାରର ପଂଚମ ପାଳିର ଦ୍ବିତୀୟ ବଜେଟ ଗୃହରେ ଆଗତ କରିବେ ।…
Read More...
Read More...
ଅନୁପ ସାଏଙ୍କ ସମ୍ପର୍କୀୟଙ୍କୁ ନୋଟିସ୍ କଲା ପୋଲିସ
ବ୍ରଜରାଜନଗର: କଳ୍ପନା ଓ ବବଲି ଡବଲ ମର୍ଡର ଘଟଣାରେ ଛତିଶଗଡ ପୋଲିସ ଅଧିକ ସୁରାକ ପାଇବା ପାଇଁ ଛାନଭିନ୍ ଜାରି ରଖିଛି । ଅନୁପ ସାଏଙ୍କ ଆକାଉଂଟ ଥିବା ଏସବିଆଇ ଓ ୟୁକୋ ବ୍ୟାଙ୍କରେ ପୋଲିସ ଛାନଭିନ୍ କରିଛି ।ସେହିପରି ଅନୁପ…
Read More...
Read More...
