Browsing Category

Odisha

କାର୍ଯ୍ୟରେ ଅବହେଳା କାରଣରୁ ୨ ଶିକ୍ଷକଙ୍କ ଦରମା ବନ୍ଦ

ଭୁବନେଶ୍ୱର: ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କଟକ ଜିଲ୍ଲାର ବିଭିନ୍ନ ସ୍କୁଲ ଗସ୍ତ କରିଛନ୍ତି । ଏହି ଗସ୍ତ ସମୟରେ ୨ଜଣ ଶିକ୍ଷକ କାର୍ଯ୍ୟରେ ଅବହେଳା କାରଣରୁ ତାଙ୍କର ଫେବ୍ରୁଆରି ମାସର ଦରମା ବନ୍ଦ କରିଦେଇଛନ୍ତି ।…
Read More...

ଫାଟିଲା ଟିଭି: ସ୍ତ୍ରୀ ମୃତ, ସ୍ବାମୀ ସମେତ ୬ ମାସର ଶିଶୁକନ୍ୟା ଗୁରୁତର

ରାଉରକେଲା: ଧୁରୁଆଡିହି ଥାନା ଅନ୍ତଗର୍ତ ଲହଣ୍ଡାବୁଡା ଗାଁରେ ଅଘଟଣ । ଟିଭି ଫାଟି ଜଣେ ମହିଳା ମୃତ ଓ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ମହିଳାଙ୍କ ସ୍ବାମୀ ଡିଲେଶ୍ବର ନାଏକ ଓ ତାଙ୍କ ୬ ମାସର ଶିଶୁ କନ୍ୟା…
Read More...

ବିରଳ ଶାଗୁଣା ଉଦ୍ଧାର

ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍‌ ଅନ୍ତର୍ଗତ ଗଡ଼ବାଣିକିଲୋ ପଂଚାୟତ ଅଧୀନ ଗୁଣ୍ତୁରିଆ ଗାଁରୁ ଏକ ବିରଳ ଶାଗୁଣା ଉଦ୍ଧାର କରାଯାଇଛି। ସ୍ଥାନୀୟ ବନ ବିଭାଗ ରେଞ୍ଜର୍‌ ଶରତ କୁମାର ଶତପଥୀଙ୍କ ସୂଚନା ମୁତାବକ ରଣପୁର ବନ ବିଭାଗ…
Read More...

କପିଳାସରେ ୫ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଜାଳିଲେ ଦୀପ

ଢ଼େଙ୍କାନାଳ: ଗତକାଲି କପିଳାସରେ ମହାଶିବରାତ୍ରି ପାଇଁ ଶ୍ରୀ ଚନ୍ଦ୍ରଶେଖରଜିଉଙ୍କୁ ଦର୍ଶନ କରିବା ସହ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଦୀପ ଜାଳିଥିବା ଜଣାପଡିଛି ।ଏଥିପାଇଁ ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ପୀଠରେ…
Read More...

ମହାଶିବରାତ୍ରିରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ପବିତ୍ର ମହାଶିବରାତ୍ରି ତଥା ଜାଗରଯାତ୍ରା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ସଂଧ୍ୟାରେ ସ୍ଥାନୀୟ ଲିଙ୍ଗରାଜ ମନ୍ଦିରକୁ ଯାଇ ପ୍ରଭୁଙ୍କ ଦର୍ଶନ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ…
Read More...

କୃଷି ଓ କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ହେଲେ ସୁରେଶ କୁମାର ବଶିଷ୍ଠ

ଭୁବନେଶ୍ୱର: କୃଷି ଓ କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତ ହେଲେ ୧୯୯୮ ବ୍ୟାଚ୍‌ର ଆଇଏଏସ୍ ଅଫିସର ସୁରେଶ କୁମାର ବଶିଷ୍ଠ। ବର୍ତମାନ ଏହି ପଦରେ ପ୍ରମୋଦ କୁମାର ମେହେର୍ଦ୍ଦା ଅଛନ୍ତି। ଶ୍ରୀ ବଶିଷ୍ଠ ଯେଉଁଦିନ…
Read More...

ମନ୍ଦିରରେ ଦୀପ ଲଗାଇଲାବେଳେ ଶାଢ଼ିରେ ଲାଗିଗଲା ନିଆଁ

ଆନନ୍ଦପୁର: ଆଜି ମହାଶିବରାତ୍ରି ହୋଇଥିବାବେଳେ ଚାରିଆଡେ ଶୈବପୀଠରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ତେବେ ଏହା ଏକ ଖବର ସାମ୍ନାକୁ ଆସିଛି । ଜଣେ ମହିଳା ମନ୍ଦିରରେ ଦୀପ ଜାଳିବା ସମୟରେ ଶାଢ଼ିରେ ନିଆଁ ଲାଗିବା ଫଳରେ ସେ…
Read More...

ଜଟିଆ ପାହାଡରୁ ଖସିଲା ପଥର; ୩୫ଭକ୍ତ ଆହତ

ସୁନ୍ଦରଗଡ: ଆଜି ସୁନ୍ଦରଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ହାତୀବାରିଠାରୁ ୪ କିଲୋମିଯରରେ ଥିବା ଜଟିଆ ପାହାଡରୁ ପଥର ଖସିବା ଫଳରେ ୩ଭକ୍ତ ଆହତ ହୋଇଛନ୍ତି । ପାହାଡ ଉପରେ ଥିବା ଜଟିଆବାବା ମନ୍ଦିରକୁ ଯାଉଥିବା ସମସୟରେ ଏହି…
Read More...

ମହାଶିବରାତ୍ରି ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି

ନୂଆଦିଲ୍ଲୀ:ଆଜି ପବିତ୍ର ମହାଶିବରାତ୍ରି । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।आप सभी को महाशिवरात्रि की हार्दिक शुभकामनाएं।…
Read More...

ମହାଶିବରାତ୍ରି ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ଆଜି ପବିତ୍ର ମହାଶିବରାତ୍ରି । ଏହି ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ । महाशिवरात्रि के पावन अवसर पर समस्त देशवासियों को अनंत…
Read More...

ମହାଶିବରାତ୍ରି ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ପବିତ୍ର ମହାଶିବରାତ୍ରି । ଏହି ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିରର ଏହି ଶୋଭାବର୍ଦ୍ଧନକାରୀ ଦୃଶ୍ୟ ବେଶ…
Read More...

ଆଜି ଜାଗର ପାଇଁ ଶୈବପୀଠରେ ଜମିଛି ଭିଡ

ଭୁବନେଶ୍ୱର: ଆଜି ମହାଶିବରାତ୍ରୀ ତଥା ଜାଗର କାରଣରୁ ରାଜ୍ୟର ଅଧିକାଂଶ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ଭକ୍ତମାନେ ଧାଡିରେ ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି ।ଭକ୍ତମାନେ ଧାଡ଼ିରେ ମନ୍ଦିର ଭିତରକୁ ପ୍ରବେଶ…
Read More...

ଶିବରାତ୍ରି ପାଇଁ ପୁରୀ ଲୋକନାଥଙ୍କ ପୀଠରେ କଡା ସୁରକ୍ଷା

ପୁରୀ: ଆଜି ପବିତ୍ର ମହାଶିବରାତ୍ରି । ଏନେଇ ପୁରୀ ଲୋକନାଥଙ୍କ ପୀଠରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଏଠାରେ ପ୍ରତିବର୍ଷ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇ ଜାଗର ଜାଳୁଥିବାରୁ ଏଥିପାଇଁ ମନ୍ଦିର ପାଖ ପଡିଆ ସଫାସୁତୁରା…
Read More...

ଇଣ୍ଡୋନେସିଆରେ ଝଲସିବ ବିଜୁବାବୁଙ୍କ ଗ୍ୟାଲେରି

ଭୁବନେଶ୍ୱର: ଖୁବ୍ ଶୀଘ୍ର ଇଣ୍ଡୋନେସିଆରେ ଝଲସିବ ବିଜୁବାବୁଙ୍କ ଗ୍ୟାଲେରି । ଏ ନେଇ ଅଗୁସ ଇନ୍ଦ୍ର ଉଦାୟନ ସୂଚନା ଦେଇଛନ୍ତି । ଇଣ୍ଡୋନେସିଆ ସହ ବିଜୁ ବାବୁଙ୍କ ସମ୍ପର୍କ ସମ୍ବନ୍ଧରେ ପ୍ରାୟ ସମସ୍ତେ ଜାଣିଥିବା ବେଳେ ବିଜୁ…
Read More...