Browsing Category

Odisha

ପ୍ରଖ୍ୟାତ ସଙ୍ଗୀତଜ୍ଞ ସୁନନ୍ଦା ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର: ପ୍ରଖ୍ୟାତ ଓ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଜଗତର ପ୍ରଖ୍ୟାତ କଣ୍ଠଶିଳ୍ପୀ ସନନ୍ଦା ପଟ୍ଟନାୟକଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବୟସ ହୋଇଥିଲା । କୋଲକତାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ…
Read More...

“ମୋ ବିଚ୍‌” ଅଭିଯାନରେ ମୁଖ୍ୟ ଶାସନ ସଚିବ

କୋଣାର୍କ: ଆଜି ସକାଳେ ଚନ୍ଦ୍ରଭାଗାଠାରେ “ମୋ ବିଚ୍‌” ଅଭିଯାନ ହୋଇଥିଲା । ଏହି ଅଭିଯାନ ଜରିଆରେ ବେଳାଭୂମି ସଫେଇ କାର୍ଯ୍ୟ କରାଯାଇଥିଲା । ଏଥିରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିସନର୍‌ ସୁରେଶ…
Read More...

ଚିଲିକାରେ ଆଜିଠୁ ଡଲଫିନ ଗଣନା ଆରମ୍ଭ

ବ୍ରହ୍ମଗିରି: ଚିଲିକାରେ ଡଲଫିନ ଗଣନା ଆରମ୍ଭ। ରବିବାର ସକାଳୁ ଚିଲିକାରେ ଡଲଫିନ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ଏଥିରେ ଚିଲିକା ଉନ୍ନୟନ ବିଭାଗ, ସାତପଡା ବନବିଭାଗ, ବନ୍ୟଜନ୍ତୁ ବିଭାଗ, ପରିବେଶବିତ୍‌, ସମାଜସେବୀ ଓ ସାତପଡା…
Read More...

ପିକନିକ୍ ଯାଇ ପାଣିରେ ଗାଧୋଉଥିବାବେଳେ ବୁଡିଗଲେ ୨ ଛାତ୍ର

ସମ୍ବଲପୁର: ସମ୍ବଲପୁର ଦେବଝରଣରେ ପିକନିକ ଯାଇ ୨ ଇଞ୍ଜିନିୟରିଂ ଛାତ୍ର ଗାଧୋଉଥିବାବେଳେ ବୁଡିଯାଇ ସେମାନଙ୍କର ମୃତ୍ୟୁ ଘଟିଛି ।ସୂଚନାଅନୁଯାୟୀ, ଆଜି ସମ୍ବଲପୁର ଭିସୁଟ୍‌ର କିଛି ଛାତ୍ର ଦେବଝରଣ ୱାଟରଫଲ ନିକଟକୁ ପିକନିକ…
Read More...

ମାଟିତଳୁ ମିଳିଲା ମହିଳାଙ୍କ ମୃତଦେହ; ସ୍ୱାମୀ ଗିରଫ

ସମ୍ବଲପୁର: ନିଖୋଜ ହେବାର ୧୭ଦିନ ପରେ ଜଣେ ମହିଳାଙ୍କ ମୃତଦେହ ମାଟିତଳୁ ପୋଲିସ ଉଦ୍ଧାର କରିଛି । ତେବେ ଏହି ଘଟଣାରେ ସ୍ୱାମୀ ଗିରଫ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ବାହାଲପଡା…
Read More...

ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ନବୀନଙ୍କ ଆଭିମୁଖ୍ୟ କଠୋର: ବିଜେଡି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବେହେଲେ ଦୁର୍ନୀତିକୁ ବରଦାସ୍ତ କରନ୍ତି ନାହିଁ । ଯିଏ ଯେତେବଡ଼ ପଦବୀରେ ଥାଆନ୍ତୁ ନା କାହିଁକି ଦୁର୍ନୀତିରେ ଲିପ୍ତଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ତାଙ୍କ ଆଭିମୁଖ୍ୟ ଅତ୍ୟନ୍ତ…
Read More...

ଏଥର ବାଇକ୍ ପଛରେ ବସିଲେ ପିନ୍ଧିବାକୁ ପଡିବ ହେଲମେଟ୍‌

ଭୁବନେଶ୍ୱର: ଟ୍ରାଫିକ୍ ନିୟମ ଦିନକୁ ଦିନ କଡାକଡି ହେବାରେ ଲାଗିଛି । ମାର୍ଚ୍ଚମାସଠାରୁ ପୁଣିଥରେ ନିୟମ କଡାକଡି ହେବ । ଏଥର ବାଇକ୍ ପଛରେ ବସିବା ଲୋକ ମଧ୍ୟ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ହେବ । ସେହିପରି କାରର ସବୁ…
Read More...

ଟ୍ରକ୍ ସହ ତୀର୍ଥଯାତ୍ରୀ ବସ୍ ଧକ୍କା; ୩୦ଯାତ୍ରୀ ଆହତ

ବାଲେଶ୍ୱର: ଆଜି ଭୋରରୁ ଏକ ଟ୍ରକ୍ ସହ ତୀର୍ଥଯାତ୍ରୀ ବସ୍ ଧକ୍କା ହେବା ଫଳରେ ଅନ୍ୟୂନ ୩୦ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ତେବେ ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାର ଖନ୍ତପଡା ଥାନା ଅନ୍ତର୍ଗତ ଶେରଗଡ ଅଂଚଳର ୧୬ ନଂ…
Read More...

ଜେଇଇ ମେନ୍ ଫଳ ପ୍ରକାଶିତ: ଓଡ଼ିଶାର ସୌରଭ ହେଲେ ଟପ୍ପର

ଭୁବନେଶ୍ୱର: ଜେଇଇ ମେନ୍ ଫଳ ପ୍ରକାଶିତ ହୋଇଛି । ଏଥିରେ ଓଡ଼ିଶାର ସୌରଭ ସୌମ୍ୟକାନ୍ତ ଦାଶ ୯୯.୯୯ ପ୍ରତିଶତ ମାର୍କ ରଖି ଟପ୍ପର ହୋଇଛନ୍ତି ।ସେହିଭଳି ରାଜ୍ୟର ସ୍ଥିତିପ୍ରଜ୍ଞା ସାହୁ ୯୯.୯୮ ପ୍ରତିଶତ ମାର୍କ ରଖି ୨ୟ ସ୍ଥାନ…
Read More...

୨୦ରୁ କୃଷି ଓଡିଶା କାର୍ଯ୍ୟକ୍ରମ, ଭାଗନେବେ ୧୧୨ କମ୍ପାନୀ

ଭୁବନେଶ୍ବର: କୃଷି ଓଡିଶା କାର୍ଯ୍ୟକ୍ରମରେ ଭାଗନେବେ ଦେଶ ବିଦେଶର ୧୧୨ଟି କମ୍ପାନୀ। ଆସନ୍ତା ୨୦ ରୁ ୨୪ ତାରିଖ ଯାଏଁ ଅନୁଷ୍ଠିତ ହେବାକୁ ଯାଉଛି କୃଷି ଓଡିଶା। ଏହି ରାଜ୍ୟ ସ୍ତରୀୟ କୃଷି ପ୍ରଦର୍ଶନୀରେ ଭାଗ ନେବେ ଦେଶ ବିଦେଶର…
Read More...

ହାତୀ ଆକ୍ରମଣରେ ୨ମୃତ: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଖୋର୍ଦ୍ଧା: ଜଙ୍ଗଲ ଛାଡି ଖାଦ୍ୟ ଅନ୍ବେଷଣରେ ଜନବସତି ମୁଁହା ଜଙ୍ଗଲୀ ହାତୀ । ସେଥିପାଇଁ ବିଭିନ୍ନ ସମୟରେ ବ୍ୟାପକ ଧନ ଜୀବନ ନଷ୍ଟ ହେଉଛି । ଆଜି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଟାଙ୍ଗୀ ରେଞ୍ଜର ହଜ ଏବଂ କଲରାଝର ଗ୍ରାମରେ…
Read More...

ଏମ୍ସରେ ଜଗାର ଚିକିତ୍ସା ଆରମ୍ଭ; ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ବିରଳ ଚର୍ମ ରୋଗରେ ଆକ୍ରାନ୍ତ ହୋଇଥିବା ଜଗାର ଚିକିତ୍ସା ଦାୟିତ୍ୱ ଶେଷରେ ରାଜ୍ୟ ସରକାର ନିଜେ ବହନ କରିବେ ବୋଲି ନିଷ୍ପତି ନେଇଛନ୍ତି । ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ ଗୋଠଗାଁର ପ୍ରଭାକର ପ୍ରଧାନରଙ୍କ ସାନ ପୁଅ…
Read More...

ସାମୁହିକ ନେତୃତ୍ୱ, ଜନ ବିଶ୍ୱାସ, କାର୍ଯ୍ୟକର୍ତାଙ୍କ କଠିନ ପରିଶ୍ରମ ଆଧାର ହେବ ଦଳର ମୁଳମନ୍ତ୍ର :ସମୀର ମହାନ୍ତି

ଭୁବନେଶ୍ୱର: ଓଡିଶାର ସାଧାରଣ ଜନତାଙ୍କ ସେବା ଏବଂ ୩୭ ହଜାର ବୁଥ ସଙ୍ଗଠନକୁ ମଜବୁତ କରିବା ମୋର ପ୍ରାଥମିକତା ରହିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନା ଗୁଡିକୁ ତୃଣମୂଳସ୍ତରରେ ପହଂଚାଇବା ଆମର…
Read More...

ହାଲୁକା ମନ୍ତବ୍ୟ ପାଇଁ ଦିଗ୍‌ବିଜୟ ବେଶ୍ ଜଣାଶୁଣା:ବିଜେଡି

ଭୁବନେଶ୍ୱର: ଓଡିଶା ସରକାର ଓ ବିଜେଡି ସଂକ୍ରାନ୍ତରେ କଂଗ୍ରେସର ବରିଷ୍ଠ ନେତା ଦିଗ୍‍ବିଜୟ ସିଂହ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ମନ୍ତବ୍ୟ ଉପରେ ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ।ଡକ୍ଟର…
Read More...