Browsing Category

Odisha

ଚାଷୀ ଓଡ଼ିଶାର ବିକାଶର ସାରଥୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଚାଷୀ ଓଡ଼ିଶାର ବିକାଶର ସାରଥୀ । ଚାଷୀର ନିଷ୍ଠା ଓ ପରିଶ୍ରମ ଯୋଗୁ ଓଡ଼ିଶାର ସମ୍ମାନି ବଢ଼ିଛି ବୋଲି କୃଷି ଓଡ଼ିଶା ୨୦୨୦ ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ…
Read More...

ଆରମ୍ଭ ହେଲା ଏମପିଏଲ; ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ସହରାଂଚଳରେ ଟିକସ ଆଦାୟ କରିବାକୁ ସରକାରଙ୍କ ଅଭିନବ ପ୍ରୟାସ। ଆରମ୍ଭ ହେଲା ଏମପିଏଲ । ୯ଟି ବଡ ସହରାଂଚଳକୁ ନେଇ ଆରମ୍ଭ ହୋଇଛି ମ୍ୟୁନିସିପାଲ ପ୍ରିମିୟର ଲିଗ(ଏମପିଏଲ) । ଏମାନଙ୍କ ମଧ୍ୟରୁ ଯିଏ ଅଧିକ ଟିକସ ଆଦାୟ…
Read More...

ଜାତିଗତ ଗନଗଣନାକୁ ସ୍ୱାଗତ; ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ତେଲି ସମାଜ

ଭୁବନେଶ୍ୱର: ଜାତିଗତ ଜନଗଣନା ପାଇଁ ରାଜ୍ୟ କ୍ୟାବିନେଟରେ ସଙ୍କଳ୍ପ ପାରିତ ହୋଇଛି । ଏ ସଂକ୍ରାନ୍ତରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ ତେଲି ସମାଜ ପକ୍ଷରୁ ସ୍ୱାଗତ କରାଯାଇଛି ।…
Read More...

ମାର୍କେଟ ବିଲ୍ଡିଂ ଘଟଣାର ମାଷ୍ଟରମାଇଣ୍ଡ ଗିରଫ

ଭୁବନେଶ୍ବର: ଗିରଫ ହେଲେ ମାର୍କେଟ ବିଲ୍ଡିଂ ଗୁଣ୍ଡାରାଜ ଘଟଣାର ମୁଖ୍ୟ ଅଭିଯୁକ୍ତ। ଦୀର୍ଘ ୧୦ ଦିନ ପରେ ମାଷ୍ଟରମାଇଣ୍ଡକୁ ଗିରଫ କରିଛି କମିସନରେଟ ପୋଲିସ । ଆଉ ଘଟଣା ପଛରେ କାହାଣୀ ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ ।…
Read More...

୨୩ରୁ ପୁଣି ରାଜ୍ୟରେ ଶୀତ

ଭୁବନେଶ୍ୱର: ୨୩ରୁ ରାଜ୍ୟରେ ପୁଣିଥରେ ଶୀତ ଲେଉଟିବ ବୋଲି ଜଣାପଡିଛି । ସେ ପର୍ଯ୍ୟନ୍ତ ରାତିରେ ଶୀତର ମାତ୍ରାେ ସେଭଳି କୌଣସି ପରିବର୍ତନ ଦେଖାଯିବନାହିଁ ।ଦୁଇ ଦିନ ଯାଏ ସର୍ବନିମ୍ନ ତାପମାତ୍ରା ୧ରୁ ୩ ଡିଗ୍ରି ପର୍ଯ୍ୟନ୍ତ…
Read More...

ଭୁବନେଶ୍ୱରରୁ ସୁରଟକୁ ଉଡିଲା ବିମାନ

ଭୁବନେଶ୍ୱର: ବହୁଦିନ ପରୀକ୍ଷାର ଆଜି ଘଟିଛି ଅନ୍ତ । ଆଜିଠାରୁ ଭୁବନେଶ୍ୱରରୁ ସୁରଟକୁ ବିମାନ ସେବା ଆରମ୍ଭ ହୋଇଛି । ସକାଳ ୮ଟା ୪୦ରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଏୟାର ଇଣ୍ଡିଆ ବିମାନ ନିଜର…
Read More...

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଫଳରେ ଓଡ଼ିଶାକୁ ଫେରିଲେ ଶ୍ରୀଲଙ୍କାରେ ଫସିରହିଥିବା ୧୧ ଶ୍ରମିକ

ଭୁବନେଶ୍ୱର: ଶ୍ରୀଲଙ୍କାରେ ଫସି ରହିଥିବା ୧୧ ଶ୍ରମିକ ଆଜି ଓଡ଼ିଶାକୁ ଫେରିଛନ୍ତି । ଏହି ଶ୍ରମିକମାନେ ଶ୍ରୀଲଙ୍କାରେ ଠିକାଦାରଙ୍କ ଅଧିନରେ ରହି କାର୍ଯ୍ୟ କରୁଥିଲେ । ସେମାନେ ଓଡ଼ିଶାକୁ ଫେରିବା ନେଇ ଚେଷ୍ଟା କରୁଥିଲେ ବି ତାହା…
Read More...

ସ୍ୱଚ୍ଛ ସହରାଞ୍ଚଳ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଓଡିଶା ପ୍ରଶଂସିତ

ଭୁବନେଶ୍ୱର: ରାଜ୍ୟର ୧୧୪ଟି ପୌରସଂସ୍ଥା ମଧ୍ୟରୁ ୧୧୦ଟିକୁ କେନ୍ଦ୍ର ସରକାର ତୃତୀୟ ପକ୍ଷର ଆକଳନ ଆଧାରରେ ବାହ୍ୟ ମଳମୁକ୍ତ ପୌରାଞ୍ଚଳ ଭାବେ ପ୍ରମାଣପତ୍ର ଦେଇଛନ୍ତି । ଗତବର୍ଷ ହୋଇଥିବା ସ୍ୱଚ୍ଛ ସର୍ବେକ୍ଷଣ ତାଲିକାରେ ଓଡିଶାର…
Read More...

ଜେଲରେ ବିଧବା ହେଲେ ମହିଳା

ଦଶପଲ୍ଲା: ଜେଲରେ ବିଧବା ହେଲେ ମହିଳା । ତେବେ ଏଭଳି ଘଟଣା ଘଟିଛି ନୟାଗଡ ଜିଲ୍ଲାର ଦଶପଲ୍ଲା ଉପକାରାଗାରରେ । ଉପକାରାଗାରରେ ଜଣେ ବିଚାରାଧୀନ କଏଦୀର ମୃତ୍ୟୁ ଘଟିଛି । ଯାହା ଫଳରେ ଉପକାରାଗାରରେ ଥିବା ମୃତକଙ୍କ ସ୍ତ୍ରୀ ବିଧବା…
Read More...

ଭୁଲି ଯାଇଥିଲେ ଟଙ୍କାବ୍ୟାଗ; ଆରପିଏଫ ପାଇଁ ଚଳନ୍ତା ଟ୍ରେନରୁ ମିଳିଲା ୪ ଲକ୍ଷ ୫୦ ହଜାର

ରାୟଗଡା: ସମତା ଏକ୍ସପ୍ରେସରୁ ୪ ଲକ୍ଷ ୫୦ ହଜାର ଟଙ୍କା ଉଦ୍ଧାର କଲା ଆରପିଏଫ । ଶନିବାର ଟ୍ରେନରୁ ଜଣେ ଯାତ୍ରୀଙ୍କ ୪ ଲକ୍ଷ ୫୦ ହଜାର ଟଙ୍କା ସୁରକ୍ଷିତ ଉଦ୍ଧାର କରିବା ପରେ ଉକ୍ତ ଯାତ୍ରୀଙ୍କୁ ଟଙ୍କା ବ୍ୟାଗ ହସ୍ତାନ୍ତର କରିଛି…
Read More...

ଦୁଷ୍କର୍ମକାରୀ ପାଲଟିଲା ବର

କରଞ୍ଜିଆ: ଦୁଷ୍କର୍ମକାରୀ ପାଲଟିଲା ବର । ହାଜତରେ ସାତଜନ୍ମକୁ ସାକ୍ଷୀ ରଖି ହାତଧରିଲା । ଏଭଳି ଘଟଣା ଘଟିଛି କରଞ୍ଜିଆ ଅଂଚଳରେ ।ଅଭିଯୋଗ ଆଣିଥିବା ଯୁବତୀଙ୍କ ସହ ଜେଲ ଭିତରେ ଯୁବକଙ୍କ ବାହାଘର ହୋଇଛି । ଦୁଷ୍କର୍ମ ଅଭିଯୋଗ…
Read More...

ଆସନ୍ତା ୩୧ରେ ପୂର୍ବାଂଚଳ ପରିଷଦ ବୈଠକ, ଯୋଗଦେବେ ୫ ରାଜ୍ୟର ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୩୧ରେ ପୂର୍ବାଂଚଳ ପରିଷଦ ବୈଠକ। ଲୋକସେବା ଭବନର ନୂଆ କନଫରେନ୍ସ ହଲରେ ହେବ ଏହି ସମ୍ମିଳନୀ। ଏଥର ସମ୍ମିଳନୀକୁ ଆୟୋଜନ କରୁଛି ଓଡିଶା । ରାଜ୍ୟ ରାଜ୍ୟ ମଧ୍ୟରେ ସମନ୍ବୟ ରକ୍ଷା କରିବା ଓ ତଥ୍ୟ ଆଦାନ…
Read More...

ସମୁଦ୍ରରେ ଦୁଇ ବୋଟ ଧକ୍କା, ଅଳ୍ପକେ ବର୍ତିଲେ ମତ୍ସ୍ୟଜୀବୀ

ବ୍ରହ୍ମପୁର: ବଙ୍ଗୋପସାଗରକୁ ମାଛ ଧରିବାକୁ ଯାଇଥିବା ଦୁଇ ମୋଟର ବୋଟ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ସମୁଦ୍ର ମଧ୍ୟରେ ପ୍ରବଳ କୁହୁଡି ଯୋଗୁଁ ଗୋପାଳପୁରର ହରିପୁର ମୁହାଣ ନିକଟରେ ଏହି ଦୁର୍ଘଟଣା ଘଟିଛି।…
Read More...

ପ୍ରଖ୍ୟାତ ସଙ୍ଗୀତଜ୍ଞ ସୁନନ୍ଦା ପଟ୍ଟନାୟକଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରଖ୍ୟାତ ସଙ୍ଗୀତଜ୍ଞ ଡଃ ସୁନନ୍ଦା ପଟ୍ଟନାୟକ ଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକ ବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ବର୍ଗତା ସୁନନ୍ଦା…
Read More...