Browsing Category

Odisha

ଗରିବ ବିଜୁଳି ଗ୍ରାହକଙ୍କୁ ଆଶ୍ବସ୍ତ : ବିଜୁଳି ବିଲ୍ ବାକି ରଖିଥିବା ଥିଲା ବାଲାଙ୍କର କଟିବ ଲାଇନ- ସେସୁ

ଭୁବନେଶ୍ବର : ସବୁ ଗାଁରୁ ନୁହେଁ କେବଳ ବକେୟା ବିଜୁଳି ବିଲ୍ ଦେଇ ନଥିବା ଥିଲା ବାଲାଙ୍କ ଘରୁ କଟିବ ବିଜୁଳି ସଂଯୋଗ ।୧୬ରୁ ବିଜୁଳି କାଟିବା ନେଇ ଏମିତି ସ୍ପଷ୍ଟ କରିଛି ସେସୁ । ଗତ ୯ ତାରିଖରେ ସେସୁ ସିଇଓ ସୂଚନା ଦେଇଥିଲେ ୧୫…
Read More...

ନାବାଳକ ଗାଡି ଚଲାଇ ଜରିମାନା ଦେଲେ ୨୬ ହଜାର

ବାରଙ୍ଗ: ଜଣେ ନାବାଳକ ଗାଡି ଚଳାଇ ଜରିମାନା ଦେଲେ ୨୬ ହଜାର ଟଙ୍କା । ଆଜି ବାରଙ୍ଗ ରୋଡ୍‌ରେ ଜଣେ ନାବାଳକ ବିନା ହେଲ୍‌ମେଟ୍‌ରେ ସ୍କୁଟି ଚଳାଇ ଯାଉଥିଲେ। ଏହା ଦେଖି ଆର୍‌ଟିଓ ଅଧିକାରୀମାନେ ତାକୁ ଅଟକାଇ ଗାଡ଼ି କାଗଜପତ୍ର ଯାଂଚ…
Read More...

‘ଆମ ଗାଁ ଆମ ବିକାଶ’ ଯୋଜନାର ୪୬୯ ପ୍ରକଳ୍ପ ପାଇଁ ବିକଳ୍ପ ପ୍ରସ୍ତାବ ଦେବାକୁ ଜିଲ୍ଲାପାଳଙ୍କୁ ମନ୍ତ୍ରୀ…

ଭୁବନେଶ୍ବର : ଆମ ଗାଁ ଆମ ବିକାଶକ ଯୋଜନାରେ ପ୍ରକଳ୍ପ କାମ ତୁରନ୍ତ ସାର । ଯେଉଁଠି ଜମି ସମସ୍ୟା ଲାଗି କାମ ଆରମ୍ଭ ହୋଇପାରିନି ସେହି ପ୍ରକଳ୍ପ ଲାଗି ବିକଳ୍ପ ପ୍ରସ୍ତାବ ପଠାଅ । ପ୍ରସ୍ତାବ ଅନୁସାରେ ବାକିଥିବା ଆମ ଗାଁ ଆମ…
Read More...

ପ୍ରଥମ ବର୍ଷରେ ଫେଲ ହେଲେ ଆଉଥରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତି । ଏଣିକି ଯୁକ୍ତ ଦୁଇ ପ୍ରଥମ ବର୍ଷରେ ହେବ ପରୀକ୍ଷା। ଉକ୍ତ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଦ୍ଵିତୀୟ ବର୍ଷକୁ ଯାଇହେବ। ନଚେତ ପୁଣି ଥରେ ପରୀକ୍ଷା ଦେବାକୁ ପଡିବ।…
Read More...

ଲୋକସେବା ଭବନର ବିଶ୍ୱସ୍ତରୀୟ ସମ୍ମିଳନୀ କକ୍ଷ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରେ ବିଶ୍ୱସ୍ତରୀୟ ସମ୍ମିଳନୀ କକ୍ଷକୁ ଉଧଘାଟନ କରିଛନ୍ତି ।୪୦ କୋଟି ଅର୍ଥ ବ୍ୟୟରେ ଏହି ବିଶ୍ଵସ୍ତରୀୟ ସମ୍ମିଳନୀ କକ୍ଷର ନିର୍ମାଣ କରାଯାଇଛି। ଏଥିରେ ଓଡ଼ିଶାର…
Read More...

ରଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ହେଲେ ଓଡ଼ିଆ ପୁଅ ମାଇକେଲ ପାତ୍ର

ନୂଆଦିଲ୍ଲୀ: ଭାରତୀୟ ରଜର୍ଭ ବ୍ୟାଙ୍କର ଡେପଟି ଗଭର୍ଣ୍ଣର ଭାବେ ଓଡ଼ିଆ ପୁଅ ମାଇକେଲ ପାତ୍ରଙ୍କୁ ମିଳିଛି ନିଯୁକ୍ତି । ସେ ୩ବର୍ଷ ପାଇଁ ଏହି କାର୍ଯ୍ୟଭାର ସମ୍ଭାଳିବେ । ରିଜର୍ଭ ବ୍ୟାଙ୍କର ଚତୁର୍ଥ ଡେପୁଟି ଗଭର୍ଣ୍ଣର ଭାବେ…
Read More...

ପଂଚଭୂତରେ ଲୀନ ହେଲେ ମନମୋହନ

ପୁରୀ:ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଖ୍ୟାତ ନିର୍ଦ୍ଦେଶକ, ନିର୍ମାତା ଓ ଲେଖକ ମନମୋହନ ମହାପାତ୍ରଙ୍କର ଆଜି ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରାଯାଇଛି ।…
Read More...

ଚିଠି ଲେଖି ପୁଣିଥରେ ଚର୍ଚ୍ଚାରେ ପୁଞ୍ଜିଲାଲ; ଅନ୍ୟପଟେ ପତ୍ନୀଙ୍କ ଟାର୍ଗେଟରେ ଅରୁଣ ବୋଥ୍ରା

ବଲାଙ୍ଗୀର: ଚିଠି ଲେଖି ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେର । ସେ ବଲାଙ୍ଗୀର ଜେଲଙ୍କୁ ଇଂରାଜୀରେ ଏକ ଚିଠି ଲେଖିଛନ୍ତି । ସେ ଚିଠିରେ ଲେଖିଛନ୍ତି ଯେ,…
Read More...

ଜାନୁଆରୀ ୧୫ ମକର ସଂକ୍ରାନ୍ତିକୁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଜାନୁଆରୀ ୧୫ ମକର ସଂକ୍ରାନ୍ତି ସରକାରୀ ଛୁଟି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମକର ସଂକ୍ରାନ୍ତିକୁ ସରକାରୀ ଛୁଟି ଘୋଷଣା କରିଛନ୍ତି । ଜାନୁଆରୀ ୧୫ ତାରିଖରେ ମକର ସଂକ୍ରାନ୍ତି ପଡୁଥିବାରୁ ଏହି ଦିନକୁ ସରକାରୀ…
Read More...

ଖ୍ୟାତିସମ୍ପନ୍ନ ଚଳଚ୍ଚିତ୍ର ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ଜାତୀୟ-ଅନ୍ତଜାର୍ତୀୟ ଖ୍ୟାତିସମ୍ପନ୍ନ ଚଳଚ୍ଚିତ୍ର ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ ବିୟୋଗରେ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି । ମନମୋହନଙ୍କ ଦେହାନ୍ତ ଖବର ଶୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
Read More...

ରାଜା ବାହାଦୂର ଜଣେ ସ୍ୱାଭିମାନୀ ଓଡ଼ିଆ ଓ ନିଷ୍ଠାପର ଜନସେବକ ଥିଲେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ପୂଜ୍ୟପୂଜା ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ଆଜି ସ୍ଥାନୀୟ ଜୟଦେବ ଭବନଠାରେ ଖଲ୍ଲିକୋଟ ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ୧୨୧ତମ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ…
Read More...

ନାଗରିକ ସଂଶୋଧନ ଆଇନ ସମର୍ଥନରେ ବିଜେପି ଯୁବମୋର୍ଚ୍ଚାର ମାନବ ଶୃଙ୍ଖଳ

ଭୁବନେଶ୍ୱର: ନାଗରିକତା ସଂଶୋଧନ ବିଧେୟକ -୨୦୧୯ ସିଏଏକୁ ନେଇ କେହି ଭୟଭୀତ ହେବାର କୌଣସି କାରଣ ନାହିଁ । ଦେଶ ବିଭାଜନ ସମୟରେ ତକ୍ରାଳୀନ ନେତୃତ୍ୱ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ହିଁ ଏହି ଆଇନ ଦ୍ୱାରା ପୂରଣ କରାଯାଇ…
Read More...

ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ଫିଲ୍ମ ନିର୍ମାତା, ଲେଖକ ତଥା ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କର ପରଲୋକ ଘଟିଛି । ଆଜି ଭୁବନେଶ୍ୱରରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି ।…
Read More...

ନବୀନ ପଟ୍ଟନାୟକ ଗରିବଙ୍କ ପାଇଁ ଭଲ କାମ କରୁଛନ୍ତି : ସିରିଆ ରାଷ୍ଟ୍ରଦୂତ

ଭୁବନେଶ୍ବର : ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପାଇଁ ଭଲ କାମ କରୁଛନ୍ତି । ଗରିବଙ୍କ ପାଇଁ ବି ସେ ଭଲ କାମ କାମ କରୁଛନ୍ତି । ତାଙ୍କୁ ଭେଟିବା ପରେ ବହୁତ ଭଲ ଲାଗିଲା । ମୁଁ ତାଙ୍କୁ ଭେଟିବା ପରେ ନିଜକୁ…
Read More...