Browsing Category
Odisha
ଏଥର ଅନଲାଇନରେ ମିଳିବ କଣ୍ଡକ୍ଟରଙ୍କୁ ଲାଇସେନ୍ସ
ଭୁବନେଶ୍ୱର: ଏଥର ବସ୍ କଣ୍ଡକ୍ଟରଙ୍କୁ ଅନଲାଇନରେ ମିଳିବ ଲାଇସେନ୍ସ । ଫଳରେ କଣ୍ଡକ୍ଟର ହେବେ ସ୍ମାର୍ଟ ।କେବଳ ସେତିକି ନୁହେଁ ଲାଇସେନ୍ସ ପାଇଁ ସେମାନଙ୍କୁ ଆଚାର ବ୍ୟବହାର ସମ୍ପର୍କିତ ଏକ ଲିଖିତ ପରୀକ୍ଷା ମଧ୍ୟ ଦେବାକୁ ପଡିବ।…
Read More...
Read More...
ସମ୍ପର୍କୀୟ ଦିଅର-ଭାଉଜଙ୍କ ଆତ୍ମହତ୍ୟା; ପ୍ରେମ ସମ୍ପର୍କ ସନ୍ଦେହ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ନୂଆବନ୍ଧ ଗ୍ରାମରେ ଗୋଟିଏ ଘରୁ ୨ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ତେବେ ଏହି ଦୁଇଜଣ ସମ୍ପର୍କୀୟ ଦିଅର ଓ ଭାଉଜ ବୋଲି ଜଣାପଡିଛି । ମୃତକ ହେଉଛନ୍ତି ନୂଆବନ୍ଧ…
Read More...
Read More...
ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ବେଢା ଫଟୋ
ପୁରୀ: ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରଲ ହୋଇଛି ସୋସିଆଲ ମିଡ଼ିଆରେ। ଫେସବୁକରେ ଶ୍ରୀମନ୍ଦିର ଭିତର ବେଢାର ଫଟୋ ଓ ଭିଡିଓ ଭାଇରାଲ ହୋଇଛି। ବାରବାଙ୍କୀ ର ନିଧି ଶୁକ୍ଳାଙ୍କ ନାଁ ରେ ଥିବା ଏକ ଫେସବୁକ ଆକାଂଉଟରୁ ଏହି ଫଟୋ…
Read More...
Read More...
କାଠ ଚୋରା ଚାଲାଣକାରୀଙ୍କ ଠାରୁ ଲାଂଚ ନେଇ ୩ ପୋଲିସକର୍ମୀ ନିଲମ୍ବିତ
ସମ୍ବଲପୁର: ଜଣେ କାଠ ଚୋରା ଚାଲାଣକାରୀ ଠାରୁ ପୋଲିସ କର୍ମଚାରୀ ଲାଂଚ ନେଉଥିବା ଭିଡ଼ିଓ ଭାଇରାଲ ହେବା ପରେ ସମ୍ବଲପୁର ଏସପିଙ୍କ କାର୍ଯ୍ୟାନୁଷ୍ଠାନ। ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସମ୍ବଲପୁର ଏସପି…
Read More...
Read More...
ରାସ୍ତାରେ ପିଆଜ ବର୍ଷା; ନେବାପାଇଁ ଲୋକେ ମାଡଗୋଡ
ଝାରସୁଗୁଡା: ବର୍ତମାନ ପିଆଜର ଦର ଯେଉଁଭଳି ରହିଛି, କିଣି ଖାଇବା ଖାଉଟିଙ୍କ ପକ୍ଷେ କଷ୍ଟକର ହୋଇପଡୁଛି । ତେବେ ଏ ସମୟରେ ଯଦି ରାସ୍ତାରେ ପିଆଜ ବର୍ଷା ହେବ ଅର୍ଥାତ୍ ପିଆଜ ଏଣେତେଣେ ପଡିବ । ତେବେ କେଉଁ ଲୋକ ଏହାର ସୁଯୋଗକୁ…
Read More...
Read More...
ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ବଲାଙ୍ଗୀର ଝିଅ
ସମ୍ବଲପୁର: ଚଳିତବର୍ଷ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ବଲାଙ୍ଗୀର ଝିଅ ଅର୍ପିତା ନନ୍ଦ(୧୭) । ଅର୍ପିତା ହେଉଛନ୍ତି ବଲାଙ୍ଗୀର ଜିଲ୍ଲା ସଇନ୍ତଳା ଗୋଳାବାରୁଦ କାରଖାନାରେ କାର୍ଯ୍ୟରତ ରଘୁମଣି ନନ୍ଦ ଓ ତିଳୋତମା ନନ୍ଦଙ୍କ ଝିଅ।…
Read More...
Read More...
ଆଜି ବି ଶୀତରେ ଥରିଲା ଓଡ଼ିଶା; ସବୁଠାରୁ ଥଣ୍ଡା ସହର ସୋନପୁର ଓ ଫୁଲବାଣୀ
ଭୁବନେଶ୍ୱର: ଆଜି ମଧ୍ୟ ଶୀତର ପ୍ରକୋପ ଓଡ଼ିଶାରେ ଦେଖିବାକୁ ମିଳିଛି । ତେବେ ଆଜି ସବୁଠାରୁ ଥଣ୍ଡା ସହର ସୋନପୁର ଓ ଫୁଲବାଣୀ ପାଲଟିଛି । ସକାଳେ ୮ଟାବେଳେ ସୋନପୁର ଓ ଫୁଲବାଣୀର ତାପମାତ୍ରା ୬ ଡିଗ୍ରୀ ସେଲସିୟସ୍ ହୋଇଥିବା…
Read More...
Read More...
କଲେଜରେ ହେବ ଏକ୍ସଟ୍ରା କ୍ଲାସ
ଭୁବନେଶ୍ୱର: ଏଥର କଲେଜରେ ହେବ ଏକ୍ସଟ୍ରା କ୍ଲାସ । ଉଚ୍ଚଶିକ୍ଷା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ । କଲେଜରେ ଯେଉଁମାନଙ୍କର ଉପସ୍ଥାନ କମ୍ ରହିଛି, ସେମାନଙ୍କ…
Read More...
Read More...
ଚର୍ଚ୍ଚାରେ ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ
ସୁନ୍ଦରଗଡ: ଚର୍ଚ୍ଚାରେ ସୁଡରଗଡଳ ବିଧାୟିକା କୁସୁମ ଟେଟେ । କଥାଟା ହେଉଛି, ଲୁପ୍ତ ହୋଇଯାଉଥିବା ଆମ ସଂସ୍କୃତି, ପରମ୍ପରା ଏବଂ ଚାଲିଚଳଣକୁ ନେଇ ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏକ ନୂଆ ପ୍ରୟାସ ଆରମ୍ଭ…
Read More...
Read More...
ଏସଇବିସି ଓ ଓବିସିଙ୍କୁ ପ୍ରଥମେ ସାମ୍ବିଧାନିକ ଅଧିକାର ପ୍ରଦାନ କରନ୍ତୁ ରାଜ୍ୟ ସରକାର: ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର: ଏସଇବିସି ଓ ଓବିସିଙ୍କ ଜନଗଣନା ପାଇଁ କେନ୍ଦ୍ର ପାଖରେ ଦାବି ପ୍ରସଙ୍ଗରେ ରାଜ୍ୟ କ୍ୟବିନେଟ୍ ନିଷ୍ପତି ପରିପ୍ରେକ୍ଷୀରେ ଗଣମାଧ୍ୟମର ପ୍ରଶ୍ନର ଉତରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଗତ…
Read More...
Read More...
ଜେଲରୁ ଗୋଟିଏ ଦିନ ପାଇଁ ବାହାରିଲେ ପୁଞ୍ଜିଲାଲ
ପାଟଣାଗଡ: ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଗୋଟିଏ ଦିନ ପାଇଁ ବଲାଙ୍ଗୀର ଜେଲରୁ ବାହାରିଛନ୍ତି । ମା’ ଇନ୍ଦୁମତୀ ମେହେରଙ୍କ ମୃତ୍ୟୁ ପରେ ଶବ ସତ୍କାର ପାଇଁ ପୁଞ୍ଜିଲାଲଙ୍କ ଓକିଲ…
Read More...
Read More...
କଟକରେ ମାଞ୍ଜା ସୂତା ଗୁଡି ଉପରେ କଟକଣା
କଟକ: ଜିଲ୍ଲାରେ ଗୁଡି ଉଡାକୁ ବନ୍ଦ ନକରି ଗୁଡି ଉଡା ସମୟରେ ସାବଧାନତା ଅବଲମ୍ବନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି । ମାଞ୍ଜା ସୂତା ବ୍ୟବହାର ନକରି କଟନ ସୂତାରେ ଗୁଡି ଉଡାଇବାକୁ…
Read More...
Read More...
ବାଲୁକାକଳାରେ ସୁଦର୍ଶନଙ୍କ ‘ଭୋଟ୍ ଫର ରାନୀ’
ପୁରୀ: ଭାରତୀୟ ମହିଳା ହକି ଟିମର କ୍ୟାପଟେନ ରାନୀ ରାମପାଲଙ୍କୁ ଭୋଟ ଦେବା ଲାଗି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ କଳାକୃତି ତିଆରି କରିଛନ୍ତି । ସୂଚନାଥାଉକି ରାନୀ ୨୦୧୯ ଓ୍ବାର୍ଲ୍ଡ…
Read More...
Read More...
ପୂର୍ବତନ ସାଂସଦ ମୋରିସ୍ କୁଜୁରଙ୍କ ପରଲୋକ
ଭୁବନେଶ୍ୱର: ସୁନ୍ଦରଗଡର ପୂର୍ବତନ ସାଂସଦ ମୋରିସ୍ କୁଜୁରଙ୍କର ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଗତକାଲି ବଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ବର୍ଷ ବୟସ…
Read More...
Read More...
