Browsing Category

Odisha

ରାସ୍ତାରେ ଖେଳିଲେ ମାଛ, ଲୋକେ ନେଲେ ବୋହି

ରାଉଲକେଲା: ଗୋଟିଏ ପଟେ ଭାରତ ବନ୍ଦ ନେଇ ଲୋକେ ନାନା ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଅନ୍ୟପଟେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି । ଭାରତ ବନ୍ଦ ଯୋଗୁଁ ରାଉଲକେଲାରେ ଆନ୍ଦୋଳନକାରୀମାନେ ଏକ ମାଛ ବୋଝେଇ…
Read More...

NALCOର ୪୦ତମ ପ୍ରତିଷ୍ଠା ଦିବସ ଅବସରରେ ସଫଳ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା

• ପ୍ରଫେସର୍ ପ୍ରଫୁଲ୍ଲ କୁମାର ମିଶ୍ର ଏବଂ ପ୍ରଫେସର୍ ରଘୁନାଥ ପଣ୍ଡାଙ୍କୁ NALCO କାଳିଦାସ ସମ୍ମାନ • ଶ୍ରୀ ଭରତ ଚରଣ ଗିରି ଓ ରୂପଶ୍ରୀ ମହାପାତ୍ରଙ୍କୁ NALCO ଖାରବେଳ ସମ୍ମାନ (ଓଡ଼ିଶୀ ନୃତ୍ୟ ଗୁରୁ) ଏବଂ ଶ୍ରୀ ଗୌରୀଶଙ୍କର…
Read More...

ଭାରତ ବନ୍ଦ ଯୋଗୁଁ ରାଜ୍ୟ ପ୍ରଭାବିତ; ଲୋକେ ହନ୍ତସନ୍ତ

ଭୁବନେଶ୍ୱର: ଦେଶରେ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ଦୂର କରିବା, ସର୍ବନିମ୍ନ ବେତନ ବୃଦ୍ଧି କରିବା ସହ ୧୨ ଦଫା ଦାବିରେ ଆଜି ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ୨୪ ଘଂଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଫଳରେ ଓଡ଼ିଶାର…
Read More...

୭ବର୍ଷରେ ବିଜୟ କେତନଙ୍କ ଖାତାରେ ଜମା ହୋଇଥିଲା ୭୦ଲକ୍ଷ ଟଙ୍କା

ଭୁବନେଶ୍ୱର: ଲାଂଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡି ଜେଲ ଯାଇଥିବା ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଆଇଏଏସ୍ ଅଧିକାରୀ ବିଜୟ କେତନ ଉପାଧ୍ୟାୟଙ୍କ ବିରୋଧରେ ପ୍ରମାଣ ଯୋଗାଡୁଛି ଭିଜିଲାନ୍ସ । ଭିଜିଲାନ୍ସ ହାତରେ…
Read More...

କଂଗ୍ରେସ ଓ କମ୍ୟୁନିଷ୍ଟର ବନ୍ଦ ପାଳନ ଦେଶରେ ହିଂସା ଓ ଭୟର ବାତାବରଣ କରିବା ପାଇଁ ଉଦ୍ଦିଷ୍ଟ : ବିଜେପି

ଭୁବନେଶ୍ୱର: ଆସନ୍ତା କାଲି କଂଗ୍ରେସ ଓ କମ୍ୟୁନିଷ୍ଟ ଭାରତ ବନ୍ଦ ପାଳନ କରିବା ପାଇଁ ଘୋଷଣା କରିଛନ୍ତି । ସାରା ଦେଶର ଜନତା ଏବେ ନାଗରିକ ସଂଶୋଧନ ଆଇନକୁ ଆକୁଣ୍ଠ ସମର୍ଥନ କରିସାରିଛନ୍ତି । ଏହି ଆଇନ ସଂସଦରେ ପାରିତ ହେବାବେଳେ…
Read More...

ଭାରତ ବନ୍ଦକୁ ନେଇ ରାଜଧାନୀରେ ୧୫ ପ୍ଲାଟୁନ ପୋଲିସ ମୁତୟନ

ଭୁବନେଶ୍ୱର: ଆସନ୍ତାକାଲି ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ବନ୍ଦ ସମୟରେ ରାଜଧାନୀର ବିଭିନ୍ନ…
Read More...

ସୌନ୍ଦର୍ଯ୍ୟକରଣ ହେବ ବିଶ୍ୱପ୍ରସିଦ୍ଧ ସୂର୍ଯ୍ୟମନ୍ଦିର

କୋଣାର୍କ: ଶ୍ରୀମନ୍ଦିର, ଲିଙ୍ଗରାଜ ପରେ ଏବେ ବିଶ୍ୱପ୍ରସିଦ୍ଧ ସୂର୍ଯ୍ୟମନ୍ଦିରର ପାଳି । ବିଶ୍ୱ ଐତିହ୍ୟରେ ସାମିଲ ହେବାକୁ ଥିବା କୋଣାର୍କ ମନ୍ଦିରର ଚତୁଃପାର୍ଶ୍ଵ ଏବେ ସୌନ୍ଦର୍ଯ୍ୟକରଣ କରାଯିବାର ପଦକ୍ଷେପ ନିଆଯିବ ।…
Read More...

ଆସନ୍ତାକାଲି ଗଡିବନି ବସ୍

ଭୁବନେଶ୍ୱର: ଦରଦାମ ବୃଦ୍ଧି, ବେକାରୀ, ନିଯୁକ୍ତି ସମେତ ୧୨ ଦଫା ନେଇ ଶ୍ରମିକ ସଂଗଠନ ପକ୍ଷରୁ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦିଆଯାଇଛି । ବନ୍ଦ ଡାକରା କାରଣରୁ ସନ୍ଧ୍ୟା ୬ଟା ଯାଏଁ ବସ୍ ଚଳାଚଳ ବନ୍ଦ ରହିବ । ସନ୍ଧ୍ୟା ୬ଟା…
Read More...

ଆସନ୍ତାକାଲି ଭାରତ ବନ୍ଦ ; ସମସ୍ତ ପରୀକ୍ଷା ଘୁଂଚାଇଲା ଉତ୍କଳ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ଆସନ୍ତାକାଲି ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଭାରତ ବନ୍ଦକୁ ନେଇ ଉତ୍କଳ ବିଶ୍ୱବିଦ୍ୟାଳୟ ସମସ୍ତ ପରୀକ୍ଷା ବାତିଲ କରାଯାଇଛି । ବାତିଲ ହୋଇଥିବା ପରୀକ୍ଷା ପୁଣି କେଉଁ ତାରିଖରେ…
Read More...

ଆସନ୍ତାକାଲି ଭାରତ ବନ୍ଦ: ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

ଭୁବନେଶ୍ୱର: ଆସନ୍ତାକାଲି ଭାରତ ବନ୍ଦ । ତେବେ ଭାରତ ବନ୍ଦ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରିଛନ୍ତି ଶିକ୍ଷା ବିଭାଗର ଅତିରିକ୍ତ ସଚିବ ।ଏନ୍‌ଡିଏ ସରକାରଙ୍କ ‘ଦମନକାରୀ ନୀତି’ପ୍ରତିବାଦରେ ୧୦ଟି ଶ୍ରମିକ…
Read More...

ଆଜିଠୁ ହୀରାକୁଦରେ ପକ୍ଷୀଗଣନା ଆରମ୍ଭ

ସମ୍ବଲପୁର:ଆଜିଠାରୁ ହୀରାକୁଦ ଜଳଭଣ୍ଡାରରେ ପକ୍ଷୀଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ଏହି ପକ୍ଷୀ ଗଣନା କାର୍ଯ୍ୟ ୩ଟି ଡିଭିଜନରେ ବିଭକ୍ତ କରାଯାଇଛି ।ହୀରାକୁଦ, ଝାରୁସୁଗୁଡା ଓ ସମ୍ବଲପୁର ପାଇଁ ୭୨ ଜଣ କର୍ମଚାରୀଙ୍କୁ…
Read More...

ଏଥର ବିଧାନସଭାରେ ହେବ ଅନଲାଇନ୍ ଫାଇଲ ଓ ଦସ୍ତାବିଜ୍ କାର୍ଯ୍ୟ

ଭୁବନେଶ୍ୱର: ଏଥର ବିଧାନସଭା ମଧ୍ୟରେ ମମସ୍ତ ଦସ୍ତାବିଜ୍ ଓ ଫାଇଲ କାର୍ଯ୍ୟ ଅନଲାଇନ ଯୋଗେ କରାଯିବ । ଏଥିପାଇଁ ୨୦ଦିନ ମଧ୍ୟରେ ପୂରା ବିଧାନସଭାକୁ ୱାଇଫାଇ କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏନେଇ ସୂଚନା…
Read More...

ପାନ, ଗୁଟକା ଓ ମାଦକ ଦ୍ରବ୍ୟ ସେବନ କରି ଲିଙ୍ଗରାଜ ମନ୍ଦିରକୁ ପ୍ରବେଶ ମନା

ଭୁବନେଶ୍ୱର: ଏଥର କୌଣସି ବ୍ୟକ୍ତିବିଶେଷ ଲିଙ୍ଗରାଜ ମନ୍ଦିରକୁ ପାନ, ଗୁଟକା ଓ ମାଦକ ଦ୍ରବ୍ୟ ସେବନ କରି ପ୍ରବେଶ କରିପାରିବେନି । ନିୟମକୁ ଉଲ୍ଲଂଘନ କଲେ ଜୋରିମାନା ଆକାରରେ ୧୦୦ ଟଙ୍କା ଦେବାକୁ ପଡିବ ।ଏହି ନିୟମ ୧୫ ତାରିଖରୁ…
Read More...

ପିଆଜ ପରେ ଆଳୁକୁ ନେଇ ଚିନ୍ତାରେ ଖାଉଟି

ଭୁବନେଶ୍ୱର: ପିଆଜ ଦର ଏବେ ଆସ୍ତେ ଆସ୍ତେ ହ୍ରାସ ପାଇଥିବାବେଳେ ଆଳୁର ଦର ବୃଦ୍ଧି ପାଇବା ନେଇ ଚିନ୍ତାରେ ଅଛନ୍ତି ଖାଉଟି । ବଜାରକୁ ନୂଆ ଆଳୁ ଆସିବା ସତ୍ୱେ ମଧ୍ୟ ଦର କେଉଁ କାରଣରୁ ବଢ଼ୁଛି, ତାହା ନେଇ ଏବେ ପ୍ରଶ୍ନବାଚୀ…
Read More...