Browsing Category

Odisha

ସର୍ବସାଧାରଣଙ୍କ ନିମନ୍ତେ ଲୋକସେବା ଭବନ ଉଦ୍ୟାନ ଜାନୁଆରୀ ୧୧, ୧୨, ୧୯, ୨୫ ଓ ୨୬ ତାରିଖ ଖୋଲା ରହିବ

ଭୁବନେଶ୍ୱର: ଶୀତଦିନିଆ ବିଭିନ୍ନ କିସମର ଫୁଲର ସମ୍ଭାରରେ ଲୋକସେବା ଭବନର ଉଦ୍ୟାନ ଅତ୍ୟନ୍ତ ମନୋରମ ରୂପ ଧାରଣ କରିଛି । ତେଣୁ ଉଦ୍ୟାନର ଏହି ଶୋଭା ଯେପରି ସାଧାରଣ ଲୋକ ଉପଭୋଗ କରିପାରିବେ, ସେଥିପାଇଁ ଜାନୁଆରୀ ୧୧(୨ୟ…
Read More...

୬ଟି ଜିଲ୍ଲାର ସହରାଚଂଳରେ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ସଂପର୍କରେ ସମୀକ୍ଷା

ଭୁବନେଶ୍ୱର : ସହରାଚଂଳରେ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥି ଭାଥନନ୍‍ ପରାମର୍ଶ ଦେଇଛନ୍ତି । ଗତ କାଲି ବଲାଙ୍ଗିର ଠାରେ ୬ ଗୋଟି…
Read More...

ପାରଳାଖେମୁଣ୍ଡି ମହାରାଜଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର: ପାରଳାଖେମୁଣ୍ଡି ମହାରାଜ ଗୋପୀନାଥ ଗଜପତିଙ୍କ ଦେହାନ୍ତ । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ଦୀର୍ଘ ଦିନରୁ ମେଡିକାଲରେ ଚିକିତ୍ସିତ ହେଉଥିଲେ ମହାରାଜ । ଆଜି ସକାଳେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ…
Read More...

ବିଶ୍ୱବିଦ୍ୟାଳୟରେ ଇ-ସିଗାରେଟ୍ ମନା

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟଗୁଡିକୁ ଇ-ସିଗାରେଟ୍ ମନା । କୌଣସି ଛାତ୍ରଛାତ୍ରୀ ଯେପରି ଇ-ସିଗାରେଟ୍‌ କବଳରେ ନ ପଡ଼ନ୍ତି ସେଦିଗରେ ପଦକ୍ଷେପ ନେବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଙ୍କ ପକ୍ଷରୁ ଦେଶର ସମସ୍ତ…
Read More...

କଲେଜରେ ସିସିଟିଭି ଲଗାଇବା ପାଇଁ କଲେଜଗୁଡିକୁ ଚିଠି

ଭୁବନେଶ୍ୱର: ଅଳ୍ପ ଦିନ ପରେ ଯୁକ୍ତ ୨ ପରୀକ୍ଷା । ତେବେ ପୂର୍ବରୁ ପରୀକ୍ଷା କେନ୍ଦ୍ରଗୁଡ଼ିକର ଭିତିଭୂମି ସଜାଡ଼ିବା ସହ ସିସିଟିଭି ଲଗାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗତ ୨ ତାରିଖ‌ରେ ସମସ୍ତ ଯୁକ୍ତ୨…
Read More...

ଆଜି ମାଲକାନଗିରି ବନ୍ଦ

ମାଲକାନଗିରି: ଆଜି କଂଗ୍ରେସ ପକ୍ଷରୁ ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । କିଛି ଦିନ ପୂର୍ବେ ମାଲକାନଗିରି ଜିଲ୍ଲାପାଳଙ୍କ ପି.ଏଙ୍କ ମୃତ୍ୟୁ ପାଇଁ ଜିଲ୍ଲାପାଳଙ୍କୁ ଦାୟୀ କରି  କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରା…
Read More...

ଆଜି ପୌଷ ପୂର୍ଣ୍ଣିମା; ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ଆଜି ପୌଷ ପୂର୍ଣ୍ଣିମା । ପୌଷ ପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜୀଉ ରତ୍ନସିଂହାସନ ଉପରେ ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ରାଜାଧିରାଜ ବା ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ।…
Read More...

ପାରଳାଖେମୁଣ୍ଡି ମହାରାଜାଙ୍କ ପରଲୋକ

ପାରଳାଖେମୁଣ୍ଡି: ମହାରାଜା ଗୋପୀନାଥ ଗଜପତିଙ୍କ ପରଲୋକ ହୋଇଛି । ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଆଜି ଭୋର ପ୍ରାୟ ୪ଟାବେଳେ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୭ବର୍ଷ ବୟସ ହୋଇଥିଲା । ଅସୁସ୍ଥତା ଯୋଗୁ…
Read More...

ଶିଳ୍ପ ପାଇଁ ଆବଶ୍ୟକୀୟ ଜମି ପରିମାଣ ବିଷୟରେ ସଠିକ୍ ଅନୁଧ୍ୟାନ ନିମନ୍ତେ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଦୃତ ଶିଳ୍ପାୟନ ମାଧ୍ୟମରେ ନିଯୁକ୍ତି ସୁଯୋଗ ସୃଷ୍ଟି ଦିଗରେ ଅନ୍ୟ ଏକ ପଦକ୍ଷେପ ସ୍ୱରୂପ ରାଜ୍ୟରେ ୯୮ଟି ପୁଞ୍ଜିନିବେଶ ପ୍ରକଳ୍ପ ନିମନ୍ତେ ଜମି ଆବଂଟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି । ଏଥିନିମନ୍ତେ ଆଜି…
Read More...

ଏଥର ରାଜ୍ୟରେ ବସିବ “ପଦନ୍ନୋତି ଅଦାଲତ”

ଭୁବନେଶ୍ୱର: କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ପାଇଁ କାର୍ଯ୍ୟ କରୁଥିବା ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ(ସ୍ୟାଟ)କୁ ଉଚ୍ଛେଦ କରିଥିବା ରାଜ୍ୟ ସରକାର ‘ପଦୋନ୍ନତି ଅଦାଲତ’ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରତିବର୍ଷ…
Read More...

ବକେୟା ବିଲ ନଦେଲେ ୧୬ରୁ କଟିବ ବିଜୁଳି ସଂଯୋଗ

-ବକେୟା ଥିବା ଗ୍ରାହକଙ୍କ ମଧ୍ୟରୁ ୧ ଲଷ ୧୦ ହଜାର ଗ୍ରାହକ ଟଙ୍କା ପଇଠ କରିଛନ୍ତି। -୨୧କୋଟି ଟଙ୍କା ଗତ ଏକ ମାସ ମଧ୍ୟରେ ଆଦାୟ କରାଯାଇଛି। -୧୯୭୧ କୋଟି ଟଙ୍କା ଆହୁରି ବଳକା ରହିଛି। -୧୬ ତାରିଖରୁ ବିଜୁଳି କାଟିବା ଡ୍ରାଇଭ…
Read More...

ଜାତୀୟ ରାଜପଥ ପ୍ରକଳ୍ପ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଉପରେ ମୁଖ୍ୟ ସଚିବଙ୍କ ଗୁରୁତ୍ୱ

ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଜାତୀୟ ରାଜପଥ ପ୍ରଶସ୍ତିକରଣ ପ୍ରକଳ୍ପ ଗୁଡିକର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଉପରେ ମୁଖ୍ୟ ସଚିବ ଶ୍ରୀ ଅସିତ୍ ତ୍ରିପାଠୀ ଆରୋପ କରିଛନ୍ତି । ଆଜି ରାଜ୍ୟ ଲୋକସେବା ଭବନରେ ଏହି…
Read More...

ଆରମ୍ଭ ହେଲା ସାତକୋଶିଆରେ କୁମ୍ଭୀର ଗଣନା

ଅନୁଗୁଳ: ଆଜିଠାରୁ ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ କୁମ୍ଭୀର ଗଣନା କାର୍ଯ୍ୟ ଆରମ୍ଭ ହୋଇଛି ।କୁମ୍ଭୀର ଗଣନା ପାଇଁ ମୋଟ ୧୩ଟି ୟୁନିଟ୍‌ ମଧ୍ୟରୁ ସାତକୋଶିଆରେ ୫ଟି, ମହାନଦୀରେ ୫ଟି ଓ ଆଠମଲ୍ଲିକରେ ୩ଟି ୟୁନିଟ୍‌କୁ…
Read More...

ଲାଂଚ ନେଇ ଫସିଲେ ଭଦ୍ରକ ଗ୍ରାମ୍ୟ ନିର୍ମାଣ ବିଭାଗର ଡାଟା ଏଂଟ୍ରି ଅପରେଟର

ଭଦ୍ରକ: ଲାଂଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହେଲେ  ଭଦ୍ରକ ଗ୍ରାମ୍ୟ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜନୈକ ଡାଟା ଏଂଟ୍ରି ଅପରେଟର୍।ସୂଚନାଯୋଗ୍ୟ, ଭଦ୍ରକ ଗ୍ରାମ୍ୟ…
Read More...