Browsing Category

Odisha

ଡିସେମ୍ବର ୮ରେ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର: ଡିସେମ୍ବର ୮ରେ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ | ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍‌ ଜୁବୁଲିର ଅବସରରେ ବାଣୀବିହାରକୁ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ | ପ୍ଲାଟିନମ୍‌…
Read More...

ପାରାଦୀପ ବନ୍ଦରରେ ଲାଗିଲା ଦୁଇଟି ନୌସେନାର ଯୁଦ୍ଧ ଜାହାଜ

ପାରାଦୀପ : ନୌସେନା ସପ୍ତାହ ଅବସରରେ ଦୁଇଟି ଯୁଦ୍ଧ ଜାହାଜ ‘ଆଇଏନ୍ଏସ୍ ଘରିଆଲ’ ଓ ‘ଆଇଏନ୍ଏସ୍ ରାଣା’ ପାରାଦୀପ ବନ୍ଦରରେ ଲାଗିଛି। ଗତକାଲି ରାତିରେ ‘ଆଇଏନ୍ଏସ୍ ଘରିଆଲ’ ଯୁଦ୍ଧ ଜାହାଜ ପାରାଦୀପ ବନ୍ଦରରେ ଲାଗିଥିବା ବେଳେ ଆଜି…
Read More...

ପୁଣି ଭାରରେ ବୁହା ହେଲେ ଗର୍ଭବତୀ

କୋରାପୁଟ : ପୁଣି ଭାରରେ ବୁହା ହେଲେ ଗର୍ଭବତୀ। ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଁଛି ପାରିଲାନି ଦଶମନ୍ତପୁର ବ୍ଲକ ଆମ୍ଵପଦର ଗାଁରେ। ଫଳରେ ଭାରରେ ବୁହା ହୋଇ ମେଡିକାଲ ଗଲେ ଗର୍ଭବତୀ।ସରକାରୀ ବ୍ୟବସ୍ଥାରେ ୫ଟି ଏବଂ ମୋ…
Read More...

ନୂଆପଡ଼ାରେ ଭାଲୁ ଆତଙ୍କ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି। ଖରିଆର ରୋଡ୍ ଏନଏସିର ୧୯ ନମ୍ବର ଓ୍ୱାର୍ଡରେ ଗତକାଲି ଏକ ଜଙ୍ଗଲୀ ଭାଲୁ ବୁଲୁଥିବା ଦେଖିବାକୁ ମିଳିଥିଲା। ଗତକାଲି ସନ୍ଧ୍ୟାରେ ଭାଲୁଟି ରାସ୍ତା ଉପରେ…
Read More...

ସର୍ବଭାରତୀୟ ସାନ୍ତାଳି ଲେଖକ ମହାସମ୍ମିଳନୀ ଆରମ୍ଭ; ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ସାମାଜିକ ଅନୁଷ୍ଠାନ ‘ଆଦିମ ଅୱାର ଜାର୍‌ପା’ ଆନୁକୂଲ୍ୟରେ ସର୍ବଭାରତୀୟ ସାନ୍ତାଳି ଲେଖକ ସଂଘର ୩୨ତମ ମହାସମ୍ମିଳନୀ ରବୀନ୍ଦ୍ର ମଣ୍ଡପଠାରେ ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ…
Read More...

ଓଟିଇଟି ଫଳ ପ୍ରକାଶନର ପରେ ବି ମିଳୁନି ପରିସଂଖ୍ୟାନ

କଟକ : ବ‌ର୍ଷ ଆରମ୍ଭରୁ ଓଟିଇଟିକୁ ନେଇ ଲାଗି ରହିଛି ବିବାଦ। ବର୍ଷ ସରିବାକୁ ବସିଲାଣି, ହେଲେ ସମାଧାନ ସୂତ୍ର ପାଉନାହାନ୍ତି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) କର୍ତ୍ତୃପକ୍ଷ। ଏ ପ୍ରକାର ତ୍ରୁଟି ପାଇଁ ବୋର୍ଡର…
Read More...

କଂଗ୍ରେସର ଭାରତ ବଞ୍ଚାଅ ସମାବେଶ; ୧୦ ହଜାରରୁ ଅଧିକ କର୍ମୀ ଓ ନେତା ସାମିଲ

ଭୁବନେଶ୍ୱର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ ଓ ଜନମାରଣ ନୀତି ପ୍ରତିବାଦରେ ଭୁବନେଶ୍ୱରରେ କଂଗ୍ରେସ ପକ୍ଷରୁ ଭାରତ ବଞ୍ଚାଅ ସମାବେଶ ଅନୁଷ୍ଠିତ ହୋଇଛି। ଏହି ସମାବେଶ ମାଧ୍ୟମରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜର…
Read More...

ସହରାଞ୍ଚଳ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର

ଭୁବନେଶ୍ୱର: ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା ଯୋଜନାକୁ ଅଗ୍ରାଧିକାର ଦେବା ସହିତ ସହରାଞ୍ଚଳରେ ବାହାରୁଥିବା କଠିନ ବର୍ଜବସ୍ତୁ ପରିଚାଳନା ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍‍ସିସି)…
Read More...

ଶିକ୍ଷା ବ୍ୟବସ୍ଥାରେ ୫-ଟିକୁ ନୀତି ଆୟୋଗଙ୍କ ପ୍ରଶଂସା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଟ୍ରାନଫର୍ମେସନ, ଟେକ୍ନୋଲୋଜି, ଟିମ୍‍ୱାର୍କ, ଟ୍ରାନ୍ସପରାନ୍ସି ଏବଂ ଟାଇମ୍‍ଲାଇନ୍‍ (୫-ଟି)କୁ ନୀତି ଆୟୋଗ ପ୍ରଶଂସା କରିବା ସହିତ ଏହାଦ୍ୱାରା ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ…
Read More...

ରାଜ୍ୟ ସରକାରଙ୍କ କାର୍ଯ୍ୟଶୈଳୀକୁ ପ୍ରଶଂସା କରିଛନ୍ତି ନୀତି ଆୟୋଗ

ନୂଆଦିଲ୍ଲୀ:  ଓଡ଼ିଶା ଉଦାହରଣ ଦେଲା ନୀତି ଆୟୋଗ । ଶିକ୍ଷା ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ନୀତି ଆୟୋଗ । ପଞ୍ଚମ ପାଳିରେ କ୍ଷମତାକୁ ଆସିବା ପରେ ରାଜ୍ୟ ସରକାରଙ୍କ ‘ଫାଇଭ୍-ଟି’…
Read More...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା; ୨୦୨୦ ଅଗଷ୍ଟ ୧୫ରୁ ହାତ ପାଆନ୍ତାରେ ମିଳିବ ସରକାରୀ ସେବା

ଆଉ ଦୈଡିବାକୁ ପଡିବନି ସରକାରୀ ଅଫିସ, ଅନଲାଇନରେ ସେବାଦେବେ ସରକାରଭୁବନେଶ୍ବର : ବ୍ୟାପକ ହେବ ଫାଇଭ- ଟି ଚ୍ୟାଟର । ଲୋକଙ୍କ ପାଖରେ ପହଁଚିବ ସରକାରୀ ସେବା । ୨୦୨୦ ଅଗଷ୍ଟ ୧୫ରୁ ଆଉ ଲୋକଙ୍କୁ ସରକାରୀ ସେବା ପାଇବାକୁ…
Read More...

ପିଆଜ ଦର ଛୁଇଁଲା ୧୦୦

କଟକ:ସାରା ରାଜ୍ୟରେ ଖାଉଟିଙ୍କୁ କନ୍ଦାଉଛି ପିଆଜ । ଏବେ ପିଆଜ କାଟିଲେ ଲୁହ ବାହାରୁନି ବରଂ କିଣିଲେ ବାହାରୁଛି ଲୁହ । ପରିବା ବଜାରରେ ସବୁଠୁ ମହଙ୍ଗା ଏବେ ପିଆଜ । ଆଜି କଟକରେ ପିଆଜ ଦର୧୦୦ଛୁଇଁଛି ।   ବଜାରରେ ଏବେ…
Read More...

ବ୍ୟାନ ହେଲା କୃଷି କୀଟନାଶକ ପାରାକ୍ୱେଟ୍ ଓ ଗ୍ଲିଫୋସେଟ୍

ଭୁବନେଶ୍ୱର:ଫସଲରେ ପକାଯାଉଥିବା ପାରାକ୍ୱେଟ୍ ଓ ଗ୍ଲିଫୋସେଟ୍ କୀଟନାଶକକୁ ବ୍ୟାନ କରାଯାଇଛି । ଏନେଇ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ସବୁ ଜିଲ୍ଲା କୃଷି ଅଧିକାରୀଙ୍କୁ ଚିଠି ପଠାଯାଇଛି । ଆଜି କୃଷି ନିର୍ଦ୍ଦେଶାଳୟ ତରଫରୁ…
Read More...

ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବୁଲି ଉତ୍ସବ ଆରମ୍ଭ; ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୭୫ ବର୍ଷରେ ପଦାର୍ପଣ କରିଛି ଉତ୍କଳ ବିଶ୍ୱବିଦ୍ୟାଳୟ। ଏହି ଅବସରରେ ଆଜିଠୁ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବୁଲି ଉତ୍ସବ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ…
Read More...