Browsing Category

Odisha

ରାଜ୍ୟରେ ଖସୁଛି ତାପମାତ୍ରା

ଭୁବନେଶ୍ବର : ସବୁଠି କମୁଛି ରାତିର ତାପମାତ୍ରା। ଦାରିଙ୍ଗବାଡ଼ିଠାରୁ ଆରମ୍ଭ କରି ସୁନ୍ଦରଗଡ଼ ପର୍ଯ୍ୟନ୍ତ, ରାତିର ତାପମାତ୍ରା ୧୫ ଡିଗ୍ରି ତଳକୁ ଖସି ଆସିଛି। ଉପକୂଳ ଓଡ଼ିଶାର ବି ଅଧିକାଂଶ ସହରର ତାପମାତ୍ରା ୨ ଡିଗ୍ରି…
Read More...

ରୂପେଶଙ୍କ ରଙ୍ଗଶାଳା ମିଥ୍ୟା ଉଚ୍ଛେଦ ମାମଲା : ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ

ଯାଜପୁର : ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ରହସ୍ୟଜନକ ମୃତ୍ୟୁ ଘଟିଥିବା ବହୁଚର୍ଚ୍ଚିତ ରଙ୍ଗଶାଳାକୁ କାଗଜପତ୍ରରେ ଉଚ୍ଛେଦ ଦର୍ଶାଇ ଚୁପ୍‌ ରହିଥିଲେ। ଏହି ଜାଲିଆତି ପ୍ରଘଟ ହେବା ପରେ ତତ୍କାଳୀନ ଆରୁହା ଆରଆଇ…
Read More...

ସବୁ ସ୍କୁଲରେ ବସ୍ତାନି ବୋଝ ଆଇନ ଲାଗୁ କରିବା ଲାଗି ସୁପାରିଶ

ଭୁବନେଶ୍ୱର:ସ୍କୁଲ ବ୍ୟାଗ ବସ୍ତାନି ବୋଝ ନିୟମକୁ ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟର ବେଖାତିରି । ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ନୂଆ ନିୟମ ଲାଗୁ କରିବାର ଅନେକ ଦିନ ବିତିଛି । କିନ୍ତୁ ଅଧିକାଂଶ…
Read More...

ସହରାଞ୍ଚଳ ଓ ଗ୍ରାମାଞ୍ଚଳର ବିକାଶ ପାଇଁ ରାଜ୍ୟସରକାରଙ୍କ ୩ ଏମ୍ଓୟୁ

ମୁଖ୍ୟମନ୍ତ୍ରୀ ଓ ପଞ୍ଚାୟତରାଜମନ୍ତ୍ରୀଙ୍କ ଉପସ୍ଥିତିରେ ଏମଓୟୁ ସାକ୍ଷରିତଭୁବନେଶ୍ୱର : ପୌର ପ୍ରଶାସନ ଓ ପୌରସଂସ୍ଥା ଗୁଡିକୁ ଅଧିକ କ୍ରିୟାଶୀଳ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ପୌରସଂସ୍ଥା ଗୁଡିକୁ…
Read More...

ବିଜେପିରେ ସାମିଲ ହେଲେ ପାଟଣାଗଡର ପ୍ରମୁଖ ବିଜେଡି ନେତୃବୃନ୍ଦ

ଭୁବନେଶ୍ୱର: ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବିଧାନସଭାର ବିଜେଡି ଦଳର ପ୍ରମୁଖ…
Read More...

ଚାଷୀ ଆନ୍ଦୋଳନ ହେଲା ପ୍ରତ୍ୟାହାର; ମଣ୍ଡିରେ ସବୁ ଧାନ ବିକି ପାରିବେ ଚାଷୀ

ଭୁବନେଶ୍ଵର:ଧାନ ସଂଗ୍ରହରେ ଟୋକନ ବ୍ୟବସ୍ଥାକୁ  ବିରୋଧ କରି ସମ୍ବଲପୁରରେ ଚାଲିଥିବା ଚାଷୀଙ୍କ ଆନ୍ଦୋଳନ ପ୍ରତ୍ୟାହାର ହୋଇଛି। ଚାଷୀ ପ୍ରତିନିଧି ମିଟିଂରେ ଆଲୋଚନା ପରେ ପ୍ରତ୍ୟାହାର ଘୋଷଣା କଲେ ଆବାହକ ଅଶୋକ ପ୍ରଧାନ। ଟୋକନ…
Read More...

ଟୋକନ ବ୍ୟବସ୍ଥାକୁ ନେଇ ରାଜଧାନୀରେ ଚାଷୀଙ୍କ ତୀବ୍ର ବିରୋଧ

ଭୁବନେଶ୍ଵର: ଖରିଫ୍ ଧାନ ସଂଗ୍ରହରେ ସରକାରଙ୍କ ଟୋକନ ବ୍ୟବସ୍ଥାକୁ ନେଇ ଚାଷୀଙ୍କ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଆଜି ଗୋଡଭଗା ଛକରେ ରାସ୍ତାରେ ଧାନବସ୍ତା ରଖି ପଶ୍ଚିମ ଓଡିଶା ଚାଷୀ ରାସ୍ତା ଅବରୋଧ କରିଥିବା ବେଳେ…
Read More...

କେନ୍ଦୁଝର ଜିଲ୍ଲା କାରାଗାରରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା ଘଟଣା; ଜେଲ୍ ଓ୍ୱାର୍ଡର ନିଲମ୍ୱିତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା କାରାଗାରରେ ଗତ ୧୮ ତାରିଖରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା ଘଟଣାରେ ଦାୟିତ୍ୱରେ ଥିବା ଜେଲ୍ ଓ୍ୱାର୍ଡର ରମେଶ କବିଙ୍କୁ ଚାକିରିରୁ ନିଲମ୍ୱିତ କରାଯାଇଥିବା ଜଣାଯାଇଛି। ଏହାଛଡ଼ା ଦୁଇ ଜଣ…
Read More...

ବିଧାନସଭାରେ ଚାଷୀ ତାତି : ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର: ଚାଷୀ ଓ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ଆଜି ଚାଲିପାରିନାହିଁ ବିଧାନସଭା । ହୋହଲ୍ଲା ଯୋଗୁଁ ପ୍ରଶ୍ନକାଳ ବାଧାପ୍ରାପ୍ତ ହୋଇଛି । ସକାଳୁ ଗୃହ କାର୍ଯ୍ୟ ଆରମ୍ଭ ହେବା ପରଠାରୁ ବାରମ୍ୱାର ଗୃହ ମୁଲତବୀ ହେଉଛି ।…
Read More...

ଦାୟିତ୍ୱ ନେଲେ ଅନ୍ତରୀଣ ଡିଜିପି ସତ୍ୟଜିତ ମହାନ୍ତି

କଟକ: ରାଜ୍ୟ ପୁଲିସ୍‌ର  ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସତ୍ୟଜିତ ମହାନ୍ତି  । କଟକ ପୁଲିସ୍‌ ମୁଖ୍ୟାଳୟରେ ପହଞ୍ଚି ଆଜି ସେ ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଛନ୍ତି ।ରାଜ୍ୟ ସରକାର ଆସ୍ଥା ପ୍ରକଟ…
Read More...

ସରିଲା କଟକ ବାଲିଯାତ୍ରା

କଟକ: ସରିଲା କଟକର ଐତିହାସିକ ବାଲିଯାତ୍ରା। ପୁଣି ଅପେକ୍ଷା ଆର ବର୍ଷକୁ।  ନଅ ଦିନ ଧରି ଚାଲିଥିବା ରାଜ୍ୟର ଏହି ବାଣିଜ୍ୟିକ ମହାକୁମ୍ଭରେ ପ୍ରତି ସନ୍ଧ୍ୟାରେ ଲକ୍ଷାଧିକ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଶେଷ ଦିନରେ ବି…
Read More...

ମଧ୍ୟବର୍ତ୍ତିକାଳୀନ ପୁଲିସ୍‌ ଡିଜି ହେଲେ ସତ୍ୟଜିତ ମହାନ୍ତି

ଭୁବନେଶ୍ୱର: ରାଜ୍ୟ ସରକାର ରାତାରାତି ପୁଲିସ୍‌ ମହାନିର୍ଦ୍ଦେଶକ ବିକେ ଶର୍ମାଙ୍କୁ ବିଦା କରିବା ପରେ ମଧ୍ୟବର୍ତ୍ତିକାଳୀନ ପୁଲିସ୍‌ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସତ୍ୟଜିତ୍ ମହାନ୍ତି । ଗତକାଲି ଆବଶକୀୟ…
Read More...

ଜୁଆ ଆଡ୍ଡାରେ ଚଢ଼ାଉ: ୭ ଗିରଫ

ଜୟପୁର: ବୁଧବାର ସନ୍ଧ୍ୟାରେ ଜୟପୁର ଏସ୍‌ଡିପିଓ ଜି. ବରୁଣ ଏବଂ ଏସ୍‌ଆଇ ଏମ୍‌ଡି ନାୟକ ଏବଂ ଅନ୍ୟ ପୁଲିସ କର୍ମଚାରୀମାନେ ଜୁଆ ଆଡ୍ଡାରେ ଚଢ଼ାଉ କରି ୭ଜଣଙ୍କୁ ଗିରଫ କରି ନଗଦ ୨, ୪୫, ୧୨୦/- ଟଙ୍କା ଜବତ କରିଛନ୍ତି।…
Read More...

ଟୋକନ ବ୍ୟବସ୍ଥା ପ୍ରତ୍ୟାହାର ଦାବି; ରାଜରାସ୍ତାରେ ଧାନବସ୍ତା ରଖି ଅବରୋଧ କରିଲେ ଚାଷୀ

ବରଗଡ଼: ଆଜି ଟୋକନ ମାଧ୍ୟମରେ ଧାନ କିଣା ବ୍ୟବସ୍ଥା ପ୍ରତ୍ୟାହାର ଦାବି କରୁଥିବା ବରଗଡ଼ ଜିଲ୍ଲାର ଚାଷୀମାନେ ଜାତୀୟ ରାଜପଥ ଅବରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି।ଆଜି ସକାଳ ୮ଟା ସମୟରେ ଶହଶହ ଚାଷୀ ଅତାବିରା ଥାନା…
Read More...