Browsing Category

Odisha

ନିଶା ନିବାରଣ ମଂଚ ପକ୍ଷରୁ ଅବକାରୀ ମନ୍ତ୍ରୀଙ୍କ ବାସଭବନ ଘେରାଉ

ଭୁବନେଶ୍ୱର: ନିଶା ନିବାରଣ ଅଭିଯାନ ମଂଚ ପକ୍ଷରୁ ଅବକାରୀ ମନ୍ତ୍ରୀଙ୍କ ବାସଭବନ ଘେରାଓ । ରାଜ୍ୟରେ ଅଧିକ ମଦ ଦୋକାନ ଖୋଲିବାକୁ ବିରୋଧ କରି ଅବକାରୀ ମନ୍ତ୍ରୀ ନିରଂଜନ ପୂଜାରୀଙ୍କ ବାସଭବନ ଘେରାଓ କରିଛି ମଂଚ । ଗାନ୍ଧୀଙ୍କ…
Read More...

ବନ୍ଦ ଘରୁ ବାହାରୁଛି ଦୁର୍ଗନ୍ଧ; ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଆଜି ଭଙ୍ଗା ହେବ କବାଟ

ସମ୍ବଲପୁର : ସମ୍ବଲପୁର ସହର ମୁଦିପଡ଼ା ପାଣିଟାଙ୍କି ପଡ଼ାର ଏକ ବନ୍ଦ ଘରୁ ବାହାରୁଛି ଦୁର୍ଗନ୍ଧ। ଏହି ଭଡ଼ା ଘରେ ତାଲା ଝୁଲୁଥିବାବେଳେ ଭିତରୁ ଏଭଳି ଉତ୍କଟ ଗନ୍ଧ ବାହାରିବା ଘଟଣା ସଂପୃକ୍ତ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।…
Read More...

ବାବା ଆଖଣ୍ଡଳମଣି ଭଣ୍ଡାର ଘରେ ଅଗ୍ନିକାଣ୍ଡ, ଜଳିଗଲା ପୂଜା ସାମଗ୍ରୀ

ଚାନ୍ଦବାଲି : ଭଦ୍ରକ ଜିଲ୍ଲାର ଆରଡିସ୍ଥିତ ବାବା ଆଖଣ୍ଡଳମଣି ମନ୍ଦିରର ଭଣ୍ଡାର ଘରେ ନିଆଁ ଲାଗି ପୋଡିଗଲା ଠାକୁରଙ୍କ ପୂଜା ସାମଗ୍ରୀ। ଗତକାଲି ବିଳମ୍ବିତ ରାତିରେ ବାବା ଆଖଣ୍ଡଳମଣିଙ୍କ ଭଣ୍ଡାର ଘରେ ନିଆଁ ଲାଗିଥିଲା। ଖବର…
Read More...

୨୦ରୁ କଂଗ୍ରେସର ତିନି ଦିନିଆ ଆନ୍ଦୋଳନ

ଭୁବନେଶ୍ୱର : ଆସନ୍ତା ୨୦ ତାରିଖରୁ ୩ ଦିନ ବ୍ୟାପି ଜିଲ୍ଲା ସ୍ତରରେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ। ଅର୍ଥନୈତିକ ମାନ୍ଦାବସ୍ଥା, ଉତ୍କଟ ବେକାରୀ ସମସ୍ୟା, ଖାଦ୍ୟ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ଓ ସର୍ବୋପରି କେନ୍ଦ୍ରର…
Read More...

ଟ୍ରେନରେ ଜନ୍ମ ନେଇଥିବା ୩ ନବଜାତ ଶିଶୁପୁତ୍ରଙ୍କର ମୃତ୍ୟୁ

ଭଦ୍ରକ: ଟ୍ରେନରେ ଯାତ୍ରା ସମୟରେ ଏକାଥରକେ ଜଣେ ମହିଳା ଯାତ୍ରୀ ୩ ଶିଶୁ ପୁତ୍ର ପ୍ରସବ କରିଥିବା ଖବର ଯେତିକି ଚାଞ୍ଚଲ୍ୟ ଖେଳାଇ ଦେଇଥିଲା, ଏବେ ସେହି ତିନି ନବଜାତ ଶିଶୁଙ୍କର ମୃତ୍ୟୁ ଘଟଣା ସେତିକି ଶୋକାକୁଳ ପରିସ୍ଥିତି…
Read More...

ଆସିକା ଉପ କାରାଗରରେ ବିଚାରାଧୀନ କଏଦୀଙ୍କର ମୃତ୍ୟୁ

ଆସିକା :ଗଞ୍ଜାମ ଜିଲ୍ଲାର ଆସିକା ଉପ କାରାଗରରେ ଜଣେ ବିଚାରାଧୀନ କଏଦୀଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ତାଙ୍କର ହୃଦଘାତରେମୃତ୍ୟୁ ଘଟିଥିବାର ସନ୍ଦେହ କରାଯାଉଛି। ତେବେ ପୋଷ୍ଟମର୍ଟମ୍ ରିପୋର୍ଟ ଆସିବାପରେ ମୃତ୍ୟୁର ଅସଲ…
Read More...

ଆଜି ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ୱର:ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହୋଇ ଅନୁମୋଦନ ମିଳିପାରେ ବୋଲି ଅନୁମାନ କରାଯାଉଛି । ଲୋକସଭା ଭବନରେ ଆଜି ଦିନ ୧୨ଟା…
Read More...

ଆଜି ୪ ଜିଲ୍ଲାରେ ବୁଲବୁଲ କ୍ଷୟକ୍ଷତିର ସମୀକ୍ଷା କରିବ କେନ୍ଦ୍ରୀୟ ଟିମ୍

କେନ୍ଦ୍ରାପଡା:ବୁଲବୁଲ କ୍ଷୟକ୍ଷତି ଅନୁଧ୍ୟାନ ଲାଗି ଓଡ଼ିଶା ଆସିଥିବା ସାତ ଜଣିଆ ଆନ୍ତଃ ମନ୍ତ୍ରଣାଳୟ କେନ୍ଦ୍ରୀୟ ଦଳର କାର୍ଯ୍ୟକ୍ରମ ଚୂଡ଼ାନ୍ତ  ହୋଇଛି। ଗତକାଲି କେନ୍ଦ୍ରୀୟ ଦଳ ହେଲିକପ୍ଟର ଯୋଗେ ଭଦ୍ରକର ଧାମରାରେ…
Read More...

ଭାରତ ଅନ୍ତର୍ଜାତୀୟ ବ୍ୟବସାୟ ମେଳାରେ ଓଡ଼ିଶାର ଆକର୍ଷଣୀୟ ମଣ୍ଡପ

‘ଇଜି ଅଫ୍ ଡୁଇଙ୍ଗ୍ ବିଜିନେସ୍’ ବିଷୟବସ୍ତୁକୁ ନେଇ ଓଡ଼ିଶା ମଣ୍ଡପ ପ୍ରସ୍ତୁତଭୁବନେଶ୍ୱର : ନୂଆଦିଲ୍ଲୀର ପ୍ରଗତି ମଇଦାନଠାରେ ଭାରତ ଅନ୍ତର୍ଜାତୀୟ ବ୍ୟବସାୟ ମେଳା ଉଦ୍ଘାଟିତ ହୋଇଯାଇଛି । ଏହି ମେଳାକୁ ସୂଚନା ଓ…
Read More...

କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌ଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଦିନ ତିରୁବନନ୍ତପୁରମ ଠାରେ କେରଳର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌ଙ୍କ ସହ ରାଜ୍ୟରେ ବିଭିନ୍ନ ତୈଳ, ଗ୍ୟାସ ଓ…
Read More...

ପୁଣି କଂସ ଭୂମିକାରେ ଅଭିନୟ କରିବେ ଭୁବନେଶ୍ୱର ପ୍ରଧାନ

ବରଗଡ଼: ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଯାତ୍ରା ପାଇଁ କିଛି ଦିନ ପୂର୍ବରୁ ସୃଷ୍ଟି ହୋଇଥିବା ବିବାଦର ଅନ୍ତ ଗୁରୁବାର ଶେଷ ହୋଇଛି। ଭୁବନେଶ୍ୱର ପ୍ରଧାନ ପୁଣି ଥରେ କଂସ ଭୂମିକାରେ ଅଭିନୟ କରିବେ। ବରଗଡ଼ ଜିଲ୍ଲପାଳ ତଥା…
Read More...

୬ମାସ ପରେ ଖୋଲିଲା ନିକୋ ପାର୍କ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଅନ୍ୟତମ ମନୋରଂଜନ କେନ୍ଦ୍ର ‘ନିକୋ ପାର୍କ’ ଗୁରୁବାର ଶିଶୁଦିବସ ଅବସରରେ ଖୋଲିଛି। ଗତ ମେ’ ୩ ତାରିଖରେ ଦେଖାଯାଇଥିବା ସାମୁଦ୍ରିକ ଝଡ଼ ‘ଫନି’ ଯୋଗୁଁ ଏହି ପାର୍କର ସୁନ୍ଦରତା ନଷ୍ଟ…
Read More...

“ମୋ ସ୍କୁଲ” ଆପ୍ ସହ କଫିଟେବୁଲ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନଭେମ୍ବର ୧୪ ଶିଶୁ ଦିବସ ଅବସରରେ ଆଜି ପାଖାପାଖି ୨୦ ଜଣ ଛାତ୍ରଛାତ୍ରୀଙ୍କ ସହ ଶିଶୁ ଦିବସ ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ନବୀନ ନିବାସକୁ ଆସିଥିବା ଏହି ପିଲାମାନଙ୍କୁ ନବୀନ ଚକୋଲେଟ…
Read More...

ଅଲିଭ ରିଡଲେ କଇଁଛଙ୍କୁ ସୁରକ୍ଷା; ମେ ୩୧ ଯାଏ ମାଛଧରା ବନ୍ଦ

ଭୁବନେଶ୍ଵର:ସମୁଦ୍ର କୂଳରେ କଇଁଛଙ୍କ ଅଣ୍ଡାଦାନ ସମୟ ପାଖେଇ ଆସିଲାଣି। ଅଲିଭ ରିଡଲେ କଇଁଛଙ୍କୁ କେମିତି ସୁରକ୍ଷା ଯୋଗାଇ ଦିଆଯିବ ସେ ନେଇ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗୁରୁବାର ବୈଠକ ଅନୁଷ୍ଠିତ…
Read More...