Browsing Category
Odisha
ପିଲାଙ୍କ ସହ ଶିଶୁଦିବସ ପାଳିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପିଲାମାନଙ୍କ ଗହଣରେ ଶିଶୁ ଦିବସ ପାଳନ କରିଛନ୍ତି । ସକାଳେ ନବୀନ ନିବାସରେ ପୋଖରୀପୁଟ ଡିଏଭି ସ୍କୁଲର ପିଲାମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀ!-->…
Read More...
Read More...
ଭିଜିଲାନ୍ସ ଜାଲରେ ପୋଲିସ ବାବୁ
ଭୁବନେଶ୍ୱର:ଖାକିରେ କଳଙ୍କିତ ପୋଲିସ ବାବୁ । ଭିଜିଲାନ୍ସ ଜାଲରେ ପୁଣି ଜଣେ ପୋଲିସ ଅଧିକାରୀ ଧରାପଡ଼ିଛନ୍ତି । ଯାଜପୁର ବିଞ୍ଝାରପୁର ଥାନା ଏଏସଆଇ ୧୦ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।
!-->!-->…
Read More...
Read More...
ଏଥର ଆଉ ଗୋଟିଏ ଦିନ ଅଧିକ ଚାଲିବ ବାଲିଯାତ୍ରା
କଟକ :ଗତ ନଭେମ୍ବର ୧୨ ତାରିଖରୁ ଆରମ୍ଭ ହୋଇଥିବା କଟକର ଐତିହାସିକ ବାଲିଯାତ୍ରା ଏଥର ଆଉ ଗୋଟିଏ ଦିନ ଅଧିକ ଚାଲିବ ବୋଲି ସୂଚନା ମିଳିଛି। ଏହା ନଭେମ୍ବର ୧୨ ତାରିଖରୁ ଆରମ୍ଭ ହୋଇ ୧୯ ତାରିଖରେ ଶେଷ ହେବ ବୋଲି ପ୍ରଥମେ!-->…
Read More...
Read More...
୭ ଦିନ ପରେ ମାଟି ଭିତରୁ ଦମ୍ପତିଙ୍କ ଶବ ଉଦ୍ଧାର; ହତ୍ୟା ସନ୍ଦେହ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଝୁମ୍ପୁରା ବ୍ଲକ ଖେଣ୍ଡରା ପଂଚାୟତର ପାଟବିଲା ଗ୍ରାମ ଜଙ୍ଗଲରେ ଆଜି ସକାଳେ ସ୍ୱାମୀ ସ୍ତ୍ରୀଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ଜଣାଯାଇଛି। ତେବେ ସବୁଠାରୁ ବଡ କଥା ହେଉଛି, ଦୀର୍ଘ ୭!-->…
Read More...
Read More...
ମହିମା ମିଶ୍ରଙ୍କୁ ମିଳିଲା ଜାମିନ୍
ଭୁବନେଶ୍ୱର: ବହୁଚର୍ଚ୍ଚିତ ପାରାଦୀପର ସିୱେଜ ସିପିଂ କମ୍ପାନିର ମହାପ୍ରବନ୍ଧକ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଗିରଫ ଶିଳ୍ପପତି ମହିମା ମିଶ୍ରଙ୍କୁ ଗୁରୁବାର ହାଇକୋର୍ଟରୁ ଜାମିନ୍ ମିଳିଛି। ମହିମା ମିଶ୍ରଙ୍କୁ ୨୦୧୬!-->…
Read More...
Read More...
ସ୍ମିତାରାଣୀଙ୍କ ଝଡରେ କମ୍ପିଲା ବିଧାନସଭା
ଭୁବନେଶ୍ବର: ବିଧାନସଭା ଶୀତ ଅଧିବେଶନର ଦ୍ବିତୀୟ ଦିନରେ ମଧ୍ୟ ଯାଜପୁର ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ନେଇ ତାତି ଦେଖାଯାଇଛି। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସ୍ମିତାରାଣୀଙ୍କ ମୃତ୍ୟୁ!-->…
Read More...
Read More...
ରାଜ୍ୟରେ ଖୋଲିବ ୬ଟି ନୂଆ କୋର୍ଟ
ଭୁବନେଶ୍ବର: ରାଜ୍ୟରେ ଖୋଲିବ ୬ଟି ନୂଆ କୋର୍ଟ । ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟ ଖୋଲିବାକୁ ହାଇକୋର୍ଟ ଅନୁମତି ଦେଇଛନ୍ତି । ଏନେଇ ନଗର ଉନ୍ନୟନ ପକ୍ଷରୁ ସୂଚନା ଦିଆଯାଇଛି । କଟକ, ଭଦ୍ରକ, ବାଲେଶ୍ବରର ନିଳଗିରି,!-->…
Read More...
Read More...
ହୁଇଲ୍ ଚେୟାର୍ ଫେନସିଂ ବିଶ୍ୱକପରେ ଭାଗ ନେବେ ୩ ଓଡ଼ିଆ
ଭୁବନେଶ୍ୱର: ନେଦରଲ୍ୟାଣ୍ଡର ଆମଷ୍ଟରଡାମ ସହରରେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ହୁଇଲ୍ ଚେୟାର୍ ଫେନସିଂ ବିଶ୍ୱକପ୍। ଏହି ବିଶ୍ୱକପରେ ଓଡ଼ିଶାର ତିନିଜଣ ଖେଳାଳି ଯଥା ରମେଶ ରାଓ, ରାଖାଲ କୁମାର ସେଠୀ, ଦେବାମୃତ ସାହୁ!-->…
Read More...
Read More...
ଆଜିଠାରୁ ମୋ’ ସ୍କୁଲ ମୋବାଇଲ୍ ଆପ୍; ମୁଖ୍ୟମନ୍ତ୍ରୀ କରିବେ ଉନ୍ମୋଚନ
ଭୁବନେଶ୍ବର : ‘ମୋ ସ୍କୁଲ’। ବିଦ୍ୟାଳୟର ବିକାଶରେ ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବା ପାଇଁ ୨୦୧୭ ଶିଶୁ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ପଦକ୍ଷେପ ନେଇଥିଲେ। ଲକ୍ଷ୍ୟ ଥିଲା, ପୁରାତନ ଛାତ୍ରଛାତ୍ରୀଙ୍କୁ!-->…
Read More...
Read More...
୨୦୨୦ରେ ହେବ ପରବର୍ତ୍ତୀ ମେକ୍ ଇନ ଓଡିଶା କନକ୍ଲେଭ୍
ଭୁବନେଶ୍ଵର:୨୦୨୦ରେ ହେବ ପରବର୍ତ୍ତୀ ମେକ୍ ଇନ ଓଡିଶା କନକ୍ଲେଭ୍। ଭୁବନେଶ୍ଵରରେ ଆୟୋଜିତ ଏଣ୍ଟରପ୍ରଇଜ୍ ଓଡିଶା ୨୦୧୯ ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ସିଆଇଆଇ ପକ୍ଷରୁ ପ୍ରଦର୍ଶନୀ ପଡିଆରେ!-->…
Read More...
Read More...
ବିଧାନସଭା ଶୀତକାଳୀନ ଅଧିବେଶନ: ସ୍ମିତାରାଣୀ ହତ୍ୟା ମାମଲାରେ ବିରୋଧୀଙ୍କ ହଟ୍ଟଗୋଳ, ୧୨ଟା ଯାଏଁ ଗୃହ ମୁଲତବୀ
ଭୁବନେଶ୍ୱର:ଆଜି ବିଧାନସଭାର ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନ । ଆଜି ମଧ୍ୟ ଗୃହ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ଦେଖାଯାଇଛି । ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାକୁ ନେଇ ବିରୋଧୀଙ୍କ ହୋହାଲ୍ଲାରୁ ବାଚସ୍ପତି ସୂର୍ଯ୍ୟ!-->…
Read More...
Read More...
ଆଜି ଶିଶୁ ଦିବସ
ଭୁବନେଶ୍ଵର:ଆଜି ଶିଶୁ ଦିବସ। ଭାରତବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିବସକୁ ସାରା ଦେଶରେ ଶିଶୁ ଦିବସ ଭାବରେ ପାଳନ କରାଯାଇଥାଏ । ଆଜି ଏହି ମହାନ ଆତ୍ମାଙ୍କର ୧୩୦ତମ ପୁଣ୍ୟ ଜୟନ୍ତୀ ।!-->…
Read More...
Read More...
ବିଧାନସଭାରେ ୮୧୨୬ କୋଟିର ଅତିରିକ୍ତ ବଜେଟ୍ ଆଗତ
ଭୁବନେଶ୍ୱର: ବିଧାନସଭାରେ ହଟ୍ଟଗୋଳ ମଧ୍ୟରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୮୧୨୬ କୋଟି ୩୨ ଲକ୍ଷ ଟଙ୍କାର ଅତିରିକ୍ତ ବଜେଟ୍ ଆଗତ ହୋଇଛି। ବିଧାନସଭାରେ ଏହାକୁ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ବଜେଟ!-->…
Read More...
Read More...
ବିଧାନସଭା ଶୀତକାଳିନ ଅଧିବେଶନ: ଆସନ୍ତାକାଲି ଯାଏଁ ଗୃହ ମୁଲତବୀ
ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଶୀତକାଳିନ ଅଧିବେଶନ ଗୁରୁବାର ଯାଏଁ ମୁଲତବୀ ରଖାଯାଇଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଗୁରୁବାର ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ଆଜି ଗୃହର ଅଧିବେଶନର ପ୍ରଥମ ଦିନରେ ହୋହାଲ୍ଲା!-->…
Read More...
Read More...
