Browsing Category

Odisha

୧୬ରୁ ପୁଣି ବର୍ଷା

ଭୁବନେଶ୍ବର : ୧୬ରୁ ପୁଣି ବଦଳିବ ଓଡ଼ିଶାର ପାଗ। ଦକ୍ଷିଣ ଓଡ଼ିଶାରେ ବର୍ଷା ସହ ରାତିର ତାପମାତ୍ରା ପୁଣିଥରେ ବଢ଼ିପାରେ। ବାତ୍ୟା ‘ବୁଲ୍‌ବୁଲ୍‌’ ସ୍ଥଳ ଭାଗକୁ ଛୁଇଁବା ପରେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ…
Read More...

ବରଗଡ଼ ଧନୁଯାତ୍ରା : କଂସ ଚୟନକୁ ନେଇ ବିବାଦ

ବରଗଡ଼ : ଆସନ୍ତା ଡିସେମ୍ବର ୩୧ ତାରିଖରୁ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆରମ୍ଭ ହେବ। ଜାନୁଆରି ୧୦ ତାରିଖ ପର୍ଯ୍ୟନ୍ତ ଏହି ମୁକ୍ତାକାଶ ରଂଗମଂଚର ମହୋତ୍ସବ ଚାଲିବ। ଏଥିପାଇଁ ଅବଗଣନା ଆରମ୍ଭ ହୋଇଛି। କିନ୍ତୁ ଯେଉଁ ଭଳି…
Read More...

ନଭେମ୍ବର ୧୩ରୁ ବିଧାନସଭାର ଶୀତ ଅଧିବେଶନ

ଭୁବନେଶ୍ବର: ଆଗାମୀ ନଭେମ୍ବର ୧୩ ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ ବୋଲି ଜଣାଯାଇଛି। ଏଥିନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏଥର ବିଧାନସଭାର…
Read More...

‘ବୁଲ୍‌ବୁଲ୍‌’ କ୍ଷୟକ୍ଷତିର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ବାତ୍ୟା ‘ବୁଲ୍‌ବୁଲ୍‌’ ଯୋଗୁଁ ୬ଟି ଜିଲ୍ଲାର ପ୍ରାୟ ୧୬ ଲକ୍ଷ ବିଦ୍ୟୁତ୍‌ ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି । ସେଥିମଧ୍ୟରୁ ୧୫ ଲକ୍ଷ ଉପଭୋକ୍ତାଙ୍କ ବିଦ୍ୟୁତ୍‌ ସଂଯୋଗ ପୁନଃସ୍ଥାପନ ହୋଇଛି । ବାକି ୧ ଲକ୍ଷ…
Read More...

ଟି.ଏନ୍. ଶେଷାନଙ୍କର ପରଲୋକରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆଦିଲ୍ଲୀ : ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଟି.ଏନ୍. ଶେଷାନଙ୍କର ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ନିଜର ଟୁଇଟର ଆକାଉଣ୍ଟରୁ ଟୁଇଟ କରି ଲେଖିଛନ୍ତି,‘…
Read More...

ଆସନ୍ତା କାଲି କାର୍ତ୍ତିକ ପୂର୍ଣ୍ଣିମା

ଭୁବନେଶ୍ଵର:ଆଉ କିଛି ଘଣ୍ଟାର ଅପେକ୍ଷା। ଆସନ୍ତା କାଲି କାର୍ତ୍ତକ ପୂର୍ଣ୍ଣିମା। ଭକ୍ତମାନେ କାର୍ତ୍ତିକ ବ୍ରତ ଉଦଯାପନ କରି ବୋଇତ ବନ୍ଦାଇବାର ପରମ୍ପରା ରହିଛି। ଆ କା ମା ବୈ, ପାନ ଗୁଆ ଥୋଇ ଶ୍ରଦ୍ଧାଳୁମାନେ କାର୍ତ୍ତିକ…
Read More...

ଆଜି କାର୍ତ୍ତିକ ମାସର ଶେଷ ସୋମବାର

ଭୁବନେଶ୍ୱର: ଧର୍ମମାସ କାର୍ତ୍ତିକର ଆଜି ଶେଷ ସୋମାବାର । ବିଭିନ୍ନ ଶୈବପୀଠରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ଭକ୍ତମାନେ ମହାଦେବଙ୍କ ମସ୍ତକରେ କଞ୍ଚା କ୍ଷୀର, ଫୁଲ, ଜଳ ଓ ବେଲ ପତ୍ର ଲାଗି କରୁଛନ୍ତି । …
Read More...

୫-ଟିର ସଫଳତାରେ ଅପରାଜିତା ବିଚଳିତ: ବିଜେଡି

ଭୁବନେଶ୍ୱର: ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ୫-ଟିର ସଫଳତାକୁ ଦେଖି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ବିଚଳିତ ଓ ବିବ୍ରତ ହୋଇ ପଡିଛନ୍ତି । ୫-ଟିର କାର୍ଯ୍ୟକାରିତାକୁ ନେଇ ସାଂସଦ ଦେଇଥିବା ବିବୃତ୍ତିର ଜବାବ ଦେଇ…
Read More...

ଏଥର ବାଲିଯାତ୍ରାକୁ ଆସୁଛନ୍ତି ଦିଲର ମେହେନ୍ଦି

କଟକ:ନୂଆ ରୂପରେ ଅନୁଷ୍ଠିତ ହେବ କଟକର ଐତିହାସିକ ବାଲିଯାତ୍ରା। ପ୍ରଥମ ଥର ପାଇଁ ପଥଉତ୍ସବ ସହ ବୋଟିଂର ମଜା ନେବେ ଦର୍ଶକ। ଷ୍ଟଲ ବୁଲା ସାଙ୍ଗକୁ ଶୁଣିବାକୁ ମିଳିବ ବଲିଉଡ୍ କଣ୍ଠଶିଳ୍ପୀଙ୍କ ସ୍ୱର।ଆଉ ମାତ୍ର ଦୁଇ ଦିନର…
Read More...

ଦୁଇଦିନିଆ ୟୁଏଇ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ ଭୁବନେଶ୍ୱର: ନଭେମ୍ବର ୧୦ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଦୁଇଦିନିଆ ୟୁଏଇ ଗସ୍ତରେ ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନଙ୍କ ସହ ଉଚ୍ଚସ୍ତରୀୟ ସରକାରୀ ଅଫିସର ମଣ୍ଡଳି ସହ ଏକ…
Read More...

ବୁଲ୍‌ବୁଲ୍‌ ଅଘଟଣ: ଏନ୍‌ଡିଆରଏଫ୍‌ ଟିମ୍ ମୁଖ୍ୟ ଗୁରୁତର

ଭଦ୍ରକ: ଏନ୍‌ଡିଆରଏଫ୍‌ ଟିମ୍ ହେଡ଼୍ ମନୋରଞ୍ଜନ ପ୍ରସାଦଙ୍କ ଅବସ୍ଥା ଗୁରୁତର । ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ମନୋରଞ୍ଜନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।ସୂଚନା ମୁତାବକ ,ବାତ୍ୟା…
Read More...

ଟ୍ରକକୁ ଓଭରଟେକ ବେଳେ ବସ୍ ଦୁର୍ଘଟଣାଗ୍ରସ୍ତ, ୨୦ ରୁ ଅଧିକ ଯାତ୍ରୀ ଗୁରୁତର

ଜଳେଶ୍ଵର: ବାଲେଶ୍ବର ଜିଲ୍ଲାର ଚନ୍ଦନେଶ୍ବର ୫୭ ନମ୍ବର ରାଜ୍ୟ ରାଜପଥର ତାଳବଣିଆ ଛକ ସନ୍ନିକଟ ସେନାପତି ସାହି ପୋଲ ନିକଟରେ ଆଜି ପୂର୍ବାହ୍ନ ୧୦ ଟା ସମୟରେ ନୋରାନୀ ନାମକ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି।…
Read More...

ମାଲକାନଗିରିରେ ଅଜଣା ରୋଗରେ ୬ ଶିଶୁଙ୍କ ମୃତ୍ୟୁ, ୭ ଆକ୍ରାନ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କାଲିମେଳା ବ୍ଲକର ତାମନପଲିରେ ଅଜଣା ରୋଗରେ ୧୫ ଦିନରେ ୬ ଶିଶୁଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଏବେ ବି ସେଠାରେ ଅଜଣା ରୋଗରେ ୭ ଆକ୍ରାନ୍ତ ଥିବାର ସୂଚନା ମିଳିଛି। ଗାଁରେ…
Read More...

ବାତ୍ୟା ବୁଲବୁଲ : କ୍ଷୟକ୍ଷତି ଆକଳନ କରୁଛନ୍ତି ଆରଡିସି

ଭୁବନେଶ୍ୱର:ବାତ୍ୟା ବୁଲବୁଲ ଦୁର୍ବଳ ହୋଇଛି କିନ୍ତୁ ଅନେକ ସ୍ଥାନରେ ରଚିଛି ତାଣ୍ଡବ । ବ୍ୟାପକ କ୍ଷୟକ୍ଷତି ଘଟାଇଛି ବୁଲବୁଲ । ଆଜି ଭଦ୍ରକ ଚାନ୍ଦବାଲିରେ ଆରଡିସି ଅନୀଲ କୁମାର ସାମଲ ବାତ୍ୟା କ୍ଷୟକ୍ଷତି ଆକଳନ କରୁଛନ୍ତି ।  …
Read More...