Browsing Category

Odisha

ଅଯୋଧ୍ୟା ରାୟକୁ ପୁରୀ ଶଙ୍କରାଚାର୍ଯ୍ୟଙ୍କ ବିରୋଧ

ଭୁବନେଶ୍ବର : ସୁପ୍ରିମକୋର୍ଟ ଦେଇଥିବା ବହୁ ଚର୍ଚିତ ଅଯୋଧ୍ୟା ରାୟକୁ ବିରୋଧ କରିଛନ୍ତି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ। ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଶଙ୍କରାଚାର୍ଯ୍ୟ କହିଛନ୍ତି,…
Read More...

ଏସ୍‌ସିବିରେ ଖୋଲିଲା ଅଭିଯୋଗ ଶୁଣାଣି ପ୍ରକୋଷ୍ଠ

କଟକ : ସ୍ବାସ୍ଥ୍ୟ ବିଭାଗରେ ‘ମୋ ସରକାର ଓ ୫-ଟି ବ୍ୟବସ୍ଥା ଲାଗୁ ହେବା ପରେ ଏସ୍‌ସିବିରେ ପ୍ରଥମଥର ପାଇଁ ଆରମ୍ଭ ହୋଇଛି ଅଭିଯୋଗ ଶୁଣାଣି। ଦୈନିକ ଶୁଣାଣି ପାଇଁ ପ୍ରାଶାସନିକ ଅଧିକାରୀ କଳ୍ପତରୁ ବେହେରା, ହସ୍ପିଟାଲ…
Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୨୧ ବଖରା ଘର

ଡେଲାଙ୍ଗ: ଗତକାଲି ବିଳମ୍ବିତ ରାତ୍ରରେ ପୁରୀ ଜିଲ୍ଲା ଅନ୍ତର୍ଗତ ଡେଲାଙ୍ଗ ଥାନାର ମାଛପଡ଼ା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି । ଏଥିରେ ୨୧ ବଖରା ଘର ଜଳି ଯାଇଛି । ମିଳିଥିବା ସୂଚନା ଅନୁଯାୟୀ,ଗତକାଲି…
Read More...

ଡଙ୍ଗା ଭସାଇବା ବେଳେ ବୁଡ଼ିଗଲେ ଦୁଇ ଜଣ

ରାୟଗଡ଼ା /ଗୁଣୁପୁର : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଡଙ୍ଗା ଭସାଇବା ପାଇଁ ଯାଇ ନଦୀରେ ବୁଡ଼ି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲାରେ।ନାଗାବଳୀ ନଦୀର ଝୁଲାପୋଲ ନିକଟରେ…
Read More...

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣମା

ପୁରୀ:ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣମା ପାଇଁ ଚଳଚଞ୍ଚଳ ହୋଇଛି ଶ୍ରୀକ୍ଷେତ୍ର । ପବିତ୍ର କାର୍ତ୍ତିକ ମାସର ଅନ୍ତିମ ଦିବସ । ଆଜି ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ବିଭାନ୍ନ ଜଳାଶୟ ଓ ନଦୀରେ ଡଙ୍ଗା ଭସାଇଥାନ୍ତି ।…
Read More...

ଆଜିଠୁ ଐତିହାସିକ ବାଲିଯାତ୍ରା ଆରମ୍ଭ

କଟକ: ଆଜିଠୁ କଟକରେ ଆରମ୍ଭ ହେଉଛି ଐତିହାସିକ ବାଲିଯାତ୍ରା। ୮ଦିନ ଧରି ଚାଲିବାକୁ ଥିବା ଏହି ସର୍ବବୃହତ ବାଣିଜ୍ୟିକ ମହାକୁମ୍ଭ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ରାଜ୍ୟ ଓ ରାଜ୍ୟ…
Read More...

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପୁରୀକୁ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର:ଆସନ୍ତାକାଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହି ଦିନ ପୁରୀରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ପ୍ରତ୍ୟେକ ବର୍ଷ ଅନେକ ଯାତ୍ରୀ ଟ୍ରେନରେ ପୁରୀକୁ ଆସିଥାନ୍ତି । ଯାତ୍ରୀମାନଙ୍କ ଭିଡ଼କୁ ନଜରରେ ରଖି…
Read More...

ନଭେମ୍ବର ୧୪ରୁ ତିନିଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’

ଭୁବନେଶ୍ୱର: ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ତିନିଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୧୯’ ସମାରୋହ ନଭେମ୍ବର ୧୪ ତାରିଖରୁ ଆରମ୍ଭ ହେଉଛି। ତଦନୁଯାୟୀ ୧୪ରୁ ୧୬ ଯାଏଁ ୩ଦିନ ବ୍ୟାପୀ ଏହି ଉତ୍ସବ…
Read More...

ସମାଜ’ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ବର:ଗୋପବନ୍ଧୁ ଜ୍ୟୋତି ରାଜ୍ୟ ପରିକ୍ରaମାର ଉଦ୍‌ଯାପନୀ ଦିବସରେ ‘ସମାଜ’ ଭୁବନେଶ୍ବର ସଂସ୍କରଣ ପକ୍ଷରୁ ସାମ୍ବାଦିକ ଭବନଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତିରାଜ, ନଗର…
Read More...

ଅଙ୍ଗଦାନ କରିଥିବା ସୁରଜଙ୍କ ନାଁରେ ପୁରସ୍କାର ଘୋଷଣା; ପିତାମାତାଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସୁରଟରେ ଅଙ୍ଗଦାନ କରି ଅମର ହୋଇଥିବା ଓଡ଼ିଆ ପୁଅ ସୂରଜଙ୍କ ନାଁରେ ଏକ ପୁରସ୍କାର ପ୍ରତିଷ୍ଠା କରିଛନ୍ତି ରାଜ୍ୟ ସରକାର । ଆଗାମୀ ଦିନରେ ରାଜ୍ୟରେ ସ୍ୱଇଚ୍ଛାରେ ଅଙ୍ଗଦାନ କରୁଥିବା ବ୍ୟକ୍ତି ଓ ସଂସ୍ଥାକୁ ମିଳିବ…
Read More...

ବୁଲବୁଲ କ୍ଷୟକ୍ଷତି ସମୀକ୍ଷା ସହ ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂନ୍ଧ୍ୟାରେ ଲୋକସେବା ଭବନରେ ବୁଲବୁଲ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରି ନଭେମ୍ବର ୧୮ ତାରିଖ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ…
Read More...

ବାଲିଯାତ୍ରା ସମୟରେ କଟକରେ ବୁଲିବ ‘ମୋ ରିକ୍ସା’

କଟକ: ଏଥର ବାଲିଯାତ୍ରା ସମୟରେ କଟକରେ ବୁଲିବ ‘ମୋ ରିକ୍ସା’ । ପ୍ରଦୂଷଣ ହ୍ରାସ କରିବା ଓ ରିକ୍ସା ଚାଳକଙ୍କ ରୋଜଗାରକୁ ବଢ଼ାଇବା ଉଦ୍ଦେଶ୍ୟରେ ଏପରି ପଦକ୍ଷେପ ନିଆଯାଇଛି । ୫ଶହରୁ ଅଧିକ ରିକ୍ସା ଚାଳକଙ୍କୁ ଆଜି ଜିଲ୍ଲା…
Read More...

ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବାତ୍ୟା ବୁଲ୍‌ବୁଲ୍‌ରେ ରାଜ୍ୟବାସୀ କେତେ ପ୍ରଭାବିତ ହୋଇଛନ୍ତି ତାହା ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। ସେ ହେଲିକପ୍ଟର ଯୋଗେ…
Read More...

୨୦୨୪ ସୁଦ୍ଧା ତୈଳ ଓ ଗ୍ୟାସ କ୍ଷେତ୍ରରେ ୧୦୦ ବିଲିୟନ ପୁଞ୍ଜିନିବେଶ କରିବ ଭାରତ: ଧର୍ମେନ୍ଦ୍ର ପ୍ରଧାନ

ଆବୁଧାବୀ/ଭୁବନେଶ୍ୱର: ତୈଳ ଓ ଗ୍ୟାସ କ୍ଷେତ୍ରରେ ବିଶ୍ୱ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ଆମର ଲକ୍ଷ୍ୟ । ଏହି ମର୍ମରେ ୨୦୨୪ ସୁଦ୍ଧା ଭାରତ ରିଫାଇନିଂ, ପାଇପଲାଇନ ଏବଂ ଗ୍ୟାସ ଟର୍ମିନାଲରେ ୧୦୦ ବିଲିୟନ ପୁଞ୍ଜିନିବେଶ…
Read More...