Browsing Category

Odisha

ଭାରତର ବିକାଶ ଯାତ୍ରାରେ ଜାପାନର ଇସ୍ପାତ ଶିଳ୍ପ ଭାଗିଦାର ହେବ: ଧର୍ମେନ୍ଦ୍ର ପ୍ରଧାନ

ଜାପାନ/ଭୁବନେଶ୍ୱର: ଭାରତର ବିକାଶ ଯାତ୍ରାରେ ଜାପାନର ଇସ୍ପାତ ଶିଳ୍ପ ଭାଗିଦାର ହେବ ବୋଲି ପାଂଚଦିନିଆ ଋଷ ଓ ଜାପାନ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଜାପାନର ପ୍ରମୁଖ ଇସ୍ପାତ ଉତ୍ପାଦନକାରୀ…
Read More...

ଓଡ଼ିଶା ସରକାର-ୟୁନିସେଫ ମଧ୍ୟରେ ବୁଝାମଣା: ଲକ୍ଷେ ୨୦ ହଜାର ଲୋକଙ୍କୁ ମିଳିବ ବିଶୁଦ୍ଧ ପାଣି, ନିୟୋଜିତ ହେବେ ସ୍ୱୟଂ…

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ୨୪ ଘଣ୍ଟା ପାଇପ୍‌ ଯୋଗେ ବିଶୁଦ୍ଧ ପାଣି ଯୋଗାଇବା ଲକ୍ଷ୍ୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ୟୁନିସେଫ ମଧ୍ୟରେ ଶୁକ୍ରବାର ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଲୋକସେବା ଭବନରେ…
Read More...

ପାହାଡ଼ ଧସିଥିବା ଗୁମ୍ମା ଅଞ୍ଚଳରେ ପହଂଚି ସହାୟତା ଦେଲେ ରାଜ୍ୟ ସରକାର

ପାରଳାଖେମୁଣ୍ଡି: ଗଜପତିର ଗୁମ୍ମା ପାହାଡ ଧସିଥିବା ଅଂଚଳରେ ଜିଲ୍ଲା ପ୍ରଶାସନ ପହଂଚିଛି । ପାହାଡ ଧସି କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ରାଜ୍ୟ ସରକାର ତୁରନ୍ତ ସହାୟତା ପ୍ରଦାନ କରିଛନ୍ତି । ଆଦିବାସୀ ଉନ୍ନୟନ ମନ୍ତ୍ରୀ…
Read More...

ଖୁବ୍‌ ଶୀଘ୍ର ସ୍କୁଲ୍‌ରେ ଲାଗୁ କରାଯିବ ଅନ୍‌ଲାଇନ୍‌ ଉପସ୍ଥାନ ବ୍ୟବସ୍ଥା

ଭୁବନେଶ୍ୱର: ସ୍କୁଲ୍‌ ପଢୁଆ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ପାଇଁ ଖୁବ୍‌ ଶୀଘ୍ର ଅନ୍‌ଲାଇନ୍‌ ଉପସ୍ଥାନ ବ୍ୟବସ୍ଥା ଲାଗୁ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ପାଇଲଟ୍‌ ପ୍ରକଳ୍ପ ଜରିଆରେ…
Read More...

ଅନଲାଇନରେ ବୁକିଂ କରିହେବ ସଂସ୍କୃତି ମଣ୍ଡପ

ଭୁବନେଶ୍ୱର:ଏଣିକି ସହଜ ହେବ ସଂସ୍କୃତି ମଣ୍ଡପକୁ ବୁକିଂ କରିବା । ଆଉ ସେଠାକୁ ଯାଇ ଚକ୍କର କିମ୍ବା ଲବି କରିବାକୁ ପଡିବ । ଏଥିପାଇଁ ଆଜିଠାରୁ ଆରମ୍ଭ ହୋଇଛି ଅନଲାଇନ ସେବା । ଆଜିଠାରୁ ରାଜଧାନୀ ଭୁବନେଶ୍ୱରରେ ଥିବା…
Read More...

ବିଜେପୁର ବିଜୟ ଲାଗି ବିଜେଡିକୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ବିଜେପୁର ଉପନିର୍ବାଚନରେ ବିଜୁ ଜନତା ଦଳର ଐତିହାସିକ ବିଜୟ ପରେ କେନ୍ଦ୍ରମନ୍ତ୍ରୀ ତଥା ଓଡ଼ିଶା ବିଜେପିର ପୋଷ୍ଟର ବୟ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ରୀତା ସାହୁ ଓ ବିଜେଡ଼ିକୁ ଅଭିନନ୍ଦନ…
Read More...

ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ପାଇଁ ୨୯୯ ଜଣ ଅଧ୍ୟାପକଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଚ୍ଚ ଶିକ୍ଷା ବିଭାଗ ନିମନ୍ତେ ନବ ମନୋନୀତ ଅଧ୍ୟାପକମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ମନୋନୀତ ହୋଇଥିବା ସମୁଦାୟ ୮୩୩ ଜଣ ପ୍ରାର୍ଥୀଙ୍କ…
Read More...

ସ୍ମିତାରାଣୀ ମୃତ୍ୟୁ ମାମଲା: ରୂପେଶଙ୍କ ରଙ୍ଗଶାଳା ଭଙ୍ଗାଯିବା ପ୍ରକ୍ରିୟା ଆରମ୍ଭ, ଜାରି ହେଲା ୧୪୪ ଧାରା

ଭୁବନେଶ୍ୱର:ବହୁ ଚର୍ଚ୍ଚିତ ଯାଜପୁର ଜିଲ୍ଲା ଧର୍ମଶାଳା ହରିଦାସପୁର ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସ ଭାଙ୍ଗିବ ପ୍ରଶାସନ । ଏନେଇ ପ୍ରକ୍ରିୟା ଆରମ୍ଭ…
Read More...

ଆରମ୍ଭ ହେଲା “ଓଡ଼ିଶା: ମୋ ପରିବାର” କାର୍ଯ୍ୟକ୍ରମ; ୩ଟି ବିଷୟରେ ଦିଆଯାଇଛି ଗୁରୁତ୍ୱ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦଳର ସମାଜ ସେବା କାର୍ଯ୍ୟକ୍ରମ “ଓଡ଼ିଶା: ମୋ ପରିବାର” ସମ୍ପର୍କରେ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ,ଗତ ଅକ୍ଟୋବର ୨ରେ ଦଳର…
Read More...

ରାଜ୍ୟରେ ବନ୍ୟାସ୍ଥିତି ନାହିଁ, ୨୮ରେ ବାତ୍ୟା ଆସିବା ଖବର ଏକ ଗୁଜବ: ଏସଆରସି

ଭୁବନେଶ୍ୱର:ଦକ୍ଷିଣ ଓ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଯାହା ପ୍ରଭାବରେ ରାଜ୍ୟରେ ଗତ ୨ଦିନ ହେଲା ବର୍ଷା ଜାରି ରହିଛି । ରାଜ୍ୟରେ ଲଗାଣ ବର୍ଷାକୁ ହେଉଛି କିନ୍ତୁ ବନ୍ୟାସ୍ଥିତି ସୃଷ୍ଟି ହୋଇନାହିଁ ବୋଲି…
Read More...

ପିଲାଙ୍କ ସହ ଚିକେନ୍ ଖାଇ ଅଡ଼ୁଆରେ ପର୍ଯ୍ୟଟନ ମନ୍ତ୍ରୀ

ଭୁବନେଶ୍ୱର: ଆଦିବାସୀ ଅଧ୍ୟୁଷ୍ୟିତ ରାୟଗଡ଼ା ଜିଲ୍ଲାରେ ଏକଲବ୍ୟ ମଡେଲ୍ ସ୍କୁଲର ପିଲାମାନଙ୍କ ସହ ବସି ମଧ୍ୟାହ୍ନ ଭୋଜନରେ ଚିକେନ୍ ଖାଇବା ଏବେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ…
Read More...

କାନ୍ଥ ଭୁଶୁଡ଼ି ୩ମୃତ, ୪ ଗୁରୁତର

ଭୁବନେଶ୍ୱର: ଲଗାଣ ବର୍ଷାରେ ରାଜ୍ୟର ବିଭିନ୍ନ ସ୍ଥାନରେ କାନ୍ଥ ଭୁଶୁଡ଼ି ୩ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗଣେସ୍ୱରପୁର ନୂଆସାହି ଗାଁରେ ଏକ…
Read More...

ଚିଲିକାକୁ ଆସିଲେ ବିଦେ‌ଶୀ ପକ୍ଷୀ

ବାଲୁଗାଁ : ମରାଳମାଳିନୀ ନିଳାମ୍ବୁ ଚିଲିକାକୁ ବିଦେଶାଗତ ପକ୍ଷୀମାନଙ୍କ ଆଗମନ ଆରମ୍ଭ ହୋଇଛି। ଚଳିତ ବର୍ଷ ଏଥିରେ ୩ ସପ୍ତାହ ବିଳମ୍ବ ହୋଇଥିଲେ ମଧ୍ୟ ଆଗାମୀ ସପ୍ତାହକ ମଧ୍ୟରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇବ…
Read More...

ପୁନଃଅବସ୍ଥାପିତ ହେଲେ ନିଲମ୍ବିତ ସୁନ୍ଦରଗଡ଼ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ

ସୁନ୍ଦରଗଡ଼: କିଛି ଦିନତଳେ ନିଲମ୍ବିତ ହୋଇଥିବା ସୁନ୍ଦରଗଡ଼ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପଙ୍କଜ ପଟେଲଙ୍କୁ ସରକାର ପୁନଃଅବସ୍ଥାପିତ କରିଥିବା ଜଣାଯାଇଛି। ଗତକାଲି ରାଜ୍ୟ ସରକାର ଡାକ୍ତର ପଙ୍କଜ…
Read More...