Browsing Category
Odisha
ପୁରୀରେ ପୁଣି ଉଚ୍ଛେଦ ଆରମ୍ଭ
ପୁରୀ: ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଣି ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା। ମୋଚିସାହିରେ ଥିବା ମହୋଦଧି ମାର୍କେଟ୍ କମ୍ପ୍ଲେକ୍ସକୁ ପୂର୍ବରୁ ଜିଲ୍ଲା ପ୍ରଶାସନ ବିପଦସଙ୍କୁଳ ଘୋଷଣା କରିଥିବା ବେଳେ ଆଜି ଉଚ୍ଛେଦ!-->…
Read More...
Read More...
ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଉପହାର ଦେଲେ ମୁଖ୍ୟମନ୍ତ୍ରୀ: ନିଷ୍ଠାପର ଡାକ୍ତର ଓ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ…
ଭୁବନେଶ୍ୱର: ୫ଟି କାର୍ଯ୍ୟକ୍ରମରେ ଡାକ୍ତର ଓ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଆସିଛି ଖୁସି ଖବର । ସ୍ୱାସ୍ଥ୍ୟ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଡାକ୍ତର ଓ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀଙ୍କୁ!-->…
Read More...
Read More...
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଂଟନରେ ବ୍ୟାପକ ଅନିୟମିତତାକୁ ନେଇ ସରକାରଙ୍କୁ ଘେରିଲା ବିଜେପି
ଭୁବନେଶ୍ୱର: ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଦେଖାଦେଇଛି । ଆଖିରେ ଆଙ୍ଗୁଠି ଦେଖେଇ ଚାଲିଛି ଦୁର୍ନୀତି । କେଉଁଠି ପଚାଂୟତରେ ରହୁଥିବା ମୋଟ ଘର ସଂଖ୍ୟାଠାରୁ ପକ୍କାଘର ସଂଖ୍ୟା ବଳିଗଲାଣି ତ!-->…
Read More...
Read More...
ସ୍ମିତାରାଣୀ ହତ୍ୟା ମାମଲା: ମହିଳା କମିଶନ କାର୍ଯ୍ୟାଳୟ ଘେରିଲା ବିଜେପି
ଭୁବନେଶ୍ୱର:ଯାଜପୁର ହରିଦାସପୁର ଭିଏଲ୍ଡବ୍ଲ୍ୟୁ ସ୍ମିତାରାଣୀ ହତ୍ୟା ମାମଲାରେ ଆଜି ଭାରତୀୟ ଜନତା ପାର୍ଟୀ ମହିଳା ମୋର୍ଚ୍ଚା ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ଘେରାଉ କରିଛି । ତଦନ୍ତକୁ ବାଟବଣା!-->…
Read More...
Read More...
କାଳୀପୂଜା ପାଇଁ ଭଦ୍ରକ ଜିଲ୍ଲାର ସବୁ ସରକାରୀ ଅଫିସ ଛୁଟି
ଭଦ୍ରକ: ସାରା ଦେଶରେ କାଳୀପୂଜା ଚାଲିଛି । ତେବେ ଭଦ୍ରକର କାଳୀପୂଜା ବେଶ ପ୍ରସିଦ୍ଧ। ଏଥିପାଇଁ ଭଦ୍ରକ ଜିଲ୍ଲାର ସବୁ ସରକାରୀ ଅଫିସ ଛୁଟି ଘୋଷଣା କରାଯାଇଛି |ଭଦ୍ରକ ଜିଲ୍ଲାପାଳ ଦିନକ ପାଇଁ ଛୁଟି ଘୋଷଣା କରିଛନ୍ତି!-->!-->!-->…
Read More...
Read More...
ଲାଞ୍ଚ ନ ନେବାକୁ ଶପଥ ନେଲେ ସରକାରୀ କର୍ମଚାରୀ
ଭୁବନେଶ୍ୱର: ସରକାରୀ କାର୍ଯ୍ୟବେଳେ ଲାଞ୍ଚ ନ ନେବାକୁ ଆଜି ଶପଥ ନେଇଛନ୍ତି ସରକାରୀ କର୍ମଚାରୀ | ଦୁର୍ନୀତି ବିରୋଧରେ ଆଜି ଶପଥପାଠ ନେବା ସହ ଦୁର୍ନୀତିକୁ କେବେ ବି ପ୍ରଶୟ ନ ଦେବାକୁ ପଣ କରିଛନ୍ତି | ଲୋକସେବା ଭବନର!-->…
Read More...
Read More...
ଟିକଟକ୍ ଭିଡିଓରେ ଶ୍ରୀମନ୍ଦିରର ଭିତର ଦୃଶ୍ୟ ଭାଇରାଲ
ପୁରୀ: ଶ୍ରୀମନ୍ଦିର ବେଢ଼ା ଭିତର ଦୃଶ୍ୟ ସମ୍ବଳିତ ଟିକଟକ୍ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓକୁ ଜଣେ ଯୁବତୀ ତାଙ୍କ ଟୁଇଟର ଆକାଉଂଟରେ ପୋଷ୍ଟ କରିଥିବା ଜଣାପଡ଼ିଛି । ଏହା ଏବେ ଭାଇରାଲ ହେବାରେ!-->…
Read More...
Read More...
୫୮୭ ଥାନା ପାଇଁ ବାର୍ଷିକ ୧୭.୫ କୋଟି ଟଙ୍କାର ଅତିରିକ୍ତ କଣ୍ଟିଜେନସି ପାଣ୍ଠି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ‘ମୋ ସରକାର’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ଥାନାଗୁଡିକରେ ଜନସାଧାରଣ କିପରି ସେବା ପାଉଛନ୍ତି ସେ ସଂପର୍କରେ ନିୟମିତ ମତାମତ ନେଉଛନ୍ତି । ଥାନାଗୁଡ଼ିକ ଯେପରି ଅଧିକ ଦକ୍ଷତାର!-->…
Read More...
Read More...
ଜଳିଗଲା ୮୦ଟି ଦୋକାନ
ସମ୍ବଲପୁର: ସମ୍ବଲପୁର ସହରର ଗୋଲବଜାର ସ୍ଥିତ ପରିବା ମାର୍କେଟରେ ନିଆଁ ଲାଗି ୮୦ରୁ ଊର୍ଦ୍ଧ୍ୱ ଦୋକାନ ଜଳି ପାଉଁଶ ହୋଇଯାଇଛି। ଗତକାଲି ରାତି ପ୍ରାୟ ୨ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା।ସୂଚନା ଅନୁଯାୟୀ, ଗତକାଲି!-->!-->!-->…
Read More...
Read More...
ରାଜଧାନୀରେ ଯୁବକକୁ ପିଟିପିଟି ହତ୍ୟା
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଯୁବକକୁ ହତ୍ୟା। ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି। ଗତକାଲି ଦୀପାବଳି ପାଇଁ ସାରା ସହର ଉତ୍ସବ ମୁଖର!-->…
Read More...
Read More...
ଆସିକାରେ ଏନ୍କାଉଣ୍ଟର: ଦୁର୍ଦ୍ଦାନ୍ତ ଟିଙ୍ଗିରି ଦୋରା ଆହତ
ଗଞ୍ଜାମ:ଗଞ୍ଜାମ ଜିଲ୍ଲାରେ ପୋଲିସ ଏନ୍କାଉଣ୍ଟର କରିଛି । ଅଭିଯୁକ୍ତକୁ ଧରିବାବେଳେ ଏନ୍କାଉଣ୍ଟର୍ ହୋଇଛି । ଏଥିରେ ଦୁର୍ଦ୍ଦାନ୍ତ ଅପରାଧି ପି.ଶିବଶଙ୍କର ଦୋରା ଓରଫ୍ ଟିଙ୍ଗିରି ଆହତ ହୋଇଛି । ତା’ର ବାମ ଗୋଡରେ ଗୁଳି!-->…
Read More...
Read More...
ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ ପାଣ୍ଡିଆନ ପିଲାଙ୍କ ସହ ଦୀପାବଳି ପାଳିଲେ
ଭୁବନେଶ୍ୱର : ରାଜ୍ୟର ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠୀ ଓ ୫ଟି ସଚିବ ଭି କେ ପାଣ୍ଡିଆନ ମଧ୍ୟ ଆଜି ପିଲାମାନଙ୍କ ଗହଣରେ ଦୀପାବଳି ପାଳିଛନ୍ତି । ମୁଖ୍ୟମନ୍ତ୍ରୀ ଏସ ଓଏସ ଭିଲେଜ ଯାଇ ପିଲାମାନଙ୍କ ସହ ଦୀପାବଳି!-->!-->!-->…
Read More...
Read More...
ଅନାଥଶ୍ରମରେ ଦୀପାବଳି ପାଳିଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ
ପିଲାଙ୍କୁ କୋଳେଇ ନେଇ ମିଠା ଖୁଆଇଲେ, ଫୁଲଝରି ଫୁଟାଇଲେଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରି ନିଆରା ଢଙ୍ଗରେ ଦୀପାବଳି ପାଳିଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ । ଆଡମ୍ବରପୂଣ୍ଣ ଭାବରେ!-->!-->!-->…
Read More...
Read More...
ପିଲାଙ୍କ ସହ ଦୀପାବଳୀ ପାଳିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଆରା ଭାବରେ ଦୀପାବଳୀ ପାଳନ କରିଛନ୍ତି । ରାଜଧାନୀରେ ଥିବା ସଓଏସ ଭିଲେଜର ପିଲାମାନଙ୍କ ସହ ଦୀପାବଳୀ ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।!-->!-->!-->…
Read More...
Read More...
