Browsing Category

Odisha

ଓଡ଼ିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂହଙ୍କୁ ମିଳିଲା ରାଷ୍ଟ୍ରମନ୍ତ୍ରୀ ପାହ୍ୟା

ଭୁବନେଶ୍ବର : ଓଡ଼ିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂହଙ୍କୁ ପୁଣି ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି। ଗତ ସରକାର ସମୟରେ ଶ୍ରୀ ସିଂହ ଏହି ପଦବିରେ ଥିଲା ବେଳେ ରାଷ୍ଟ୍ର ମନ୍ତ୍ରୀ ପାହ୍ୟା ପାଉଥିଲେ।…
Read More...

୨୬ଟି ରେଳଷ୍ଟେସନରେ ଉଡ଼ିବ ଜାତୀୟ ପତାକା

ଭୁବ‌ନେଶ୍ବର : ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ବିଭିନ୍ନ ଜିଲ୍ଲା ସଦର ମହକୁମା ଓ ପର୍ଯ୍ୟଟନ ସ୍ଥଳକୁ ଗୁରୁତ୍ୱ ଦେଉଥିବା ଷ୍ଟେସନଗୁଡ଼ିକରେ ମନୁମେଣ୍ଟାଲ ଜାତୀୟ ପତାକା ପ୍ରତିଷ୍ଠା କରିବାକୁ ଯୋଜନା କରାଯାଇଛି।…
Read More...

ନିର୍ବାହୀ ଯନ୍ତ୍ରୀଙ୍କ ବାସଭବନ ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ବର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ବାଲେଶ୍ବର ଡ୍ରେନେଜ ବିଭାଗ ନିର୍ବାହୀ ଯନ୍ତ୍ରୀ ବସନ୍ତ ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଚାଲିଥିବାର ସୂଚନା ମିଳିଛି। ଆଜି ଭୋର ସମୟରେ ବସନ୍ତ ପଣ୍ଡାଙ୍କ…
Read More...

ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଆସୁଥିବା ଘରୋଇ ବସ ଦୁର୍ଘଟଣାଗ୍ରସ୍ତ, ୬ ଗୁରୁତର

ଗଜପତି : ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ମାର୍ଲଭା ଘାଟିର ତିତିସିଂ ନିକଟରେ ଇସ୍ପାତ ନାମକ ଘରୋଇ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଖବର ମିଳିଛି। ଆଜି ସକାଳ ପ୍ରାୟ ୬ଟା ସମୟରେ ଏହା ଘଟିଥିବା ଜଣାଯାଇଛି। ବସଟି…
Read More...

ଢେଙ୍କାନାଳକୁ ଦେଶର ସୁନ୍ଦର ସହର ଭାବେ ଗଢିବା ଆମର ଲକ୍ଷ୍ୟ: ଧର୍ମେନ୍ଦ୍ର ପ୍ରଧାନ

ଢେଙ୍କାନାଳ: ଢେଙ୍କାନାଳକୁ ଦେଶର ସୁନ୍ଦର ସହର ଭାବେ ଗଢିବା ପାଇଁ ଆମର ପ୍ରୟାସ । ଢେଙ୍କାନାଳ ଜିଲ୍ଲାକୁ ଅଧିକ ସମ୍ପନ୍ନ କରିବା ପାଇଁ ଆମର ଉଦ୍ୟମ ଜାରୀ ରହିବ ବୋଲି ଜିଲ୍ଲାର ସର୍ବ ପୂରାତନ ଜବାହାରଚୌକ ଗଜଲକ୍ଷ୍ମୀ…
Read More...

ବିଜେପିରେ ସାମିଲ ହେଲେ କୃଷ୍ଣପ୍ରସାଦ ବ୍ଲକ ଚେୟାରମ୍ୟାନଙ୍କ ସହିତ ପୁରୀ ଜିଲ୍ଲାର ଶତାଧିକ ବିଜେଡି କର୍ମୀ

ଭୁବନେଶ୍ୱର: ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କେନ୍ଦ୍ର ପେଟ୍ରୋଲିୟମ ଓ ପାକୃତିକ ଗ୍ୟାସ, ଇସ୍ପାତ ମନ୍ତ୍ରୀ ଶ୍ରୀ…
Read More...

ଫନି ପ୍ରଭାବିତ ୧୪ ଜିଲ୍ଲାର ସମୀକ୍ଷା କଲେ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ୱର: ଫନି ପ୍ରଭାବିତ ୧୪ଟି ଜିଲ୍ଲାରେ ୧୨ଲକ୍ଷ ୭୫ହଜାର କ୍ଷତିଗ୍ରସ୍ତ ପରିବାରକୁ ବାସଗୃହ ଯୋଗାଇଦେବାପାଇଁ ରାଜ୍ୟ ସରକାର ଚିହ୍ନଟ କରିଛନ୍ତି । ଏହାର ସସ୍ତ ବିବରଣୀ କେନ୍ଦ୍ର ସରକାରଙ୍କ ଆପ୍ରେ ଅପଲୋଡ୍ କରାଯିବା ସହିତ…
Read More...

୫ଟି କୁ କଟାକ୍ଷ କଲେ କେନ୍ଦ୍ରମନ୍ତ୍ରୀ, ଜବାବ ରଖିଲା ବିଜେଡି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୫ଟି କୁ କଟାକ୍ଷ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଯେଉଁ ରାଜ୍ୟର ସ୍କୁଲରେ ଶିକ୍ଷକ ନାହାନ୍ତି କି ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ସେପରି ସ୍ଥିତିରେ ଏହି ୫ଟି ର ଅର୍ଥ କଣ ବୋଲି…
Read More...

ଷଷ୍ଠଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଶିକ୍ଷକଙ୍କୁ ସ୍କୁଲରେ ତାଲା ପକାଇଲେ ଉତ୍ତ୍ୟକ୍ତ ଗ୍ରାମବାସୀ

ବାରିପଦା: ବାରିପଦା ସଦର ଥାନା ଅନ୍ତର୍ଗତ ବଡ଼ବ୍ରାମହଁଣମରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ଏକ ଅଭବନୀୟ ଘଟଣା ଦେଖିବାକୁ ମିଳିଛି। ବଡ଼ବ୍ରାମହଁଣମରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ସହକାରୀ ଶିକ୍ଷକ ଜଣେ…
Read More...

ପ୍ରତି ଜିଲ୍ଲା ମୁଖ୍ୟାଳୟରେ ରହିବ ଗାନ୍ଧୀମୂର୍ତ୍ତି

ଭୁବନେଶ୍ଵର :ଏଣିକି ରାଜ୍ୟର ପ୍ରତି ଜିଲ୍ଲା ସଦର ମହକୁମାରେ ସ୍ଥାପନ ହେବ ଗାନ୍ଧୀ ମୂର୍ତ୍ତି। ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ପ୍ରଚାର ପ୍ରସାର ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ…
Read More...

ଏଥର ପ୍ଲାଷ୍ଟିକ ମୁକ୍ତ ବାଲିଯାତ୍ରା

କଟକ:  ଐତିହାସିକ କଟକ ବାଲିଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।  ଏଥର ପ୍ଲାଷ୍ଟିକ ମୁକ୍ତ ହେବ ବାଲିଯାତ୍ରା । ସମସ୍ତ ବ୍ୟବସାୟୀଙ୍କୁ ପରିଚୟପତ୍ର ମିଳିବ।  ତେଣୁ ଉଭୟ ଜିଲ୍ଲା ପ୍ରଶାସନ ଏବଂ ସିଏମସି ପକ୍ଷରୁ…
Read More...

୩୯ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଭାଗ ନେବ ଓଡ଼ିଶା

ନୂଆଦିଲ୍ଲୀ : ଆସନ୍ତା ମାସ ୧୪ରୁ ୨୭ ତାରିଖ ପର୍ଯ୍ୟନ୍ତ ପ୍ରଗତି ମୈଦାନରେ ୩୯ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା (ଆଇଆଇଟିଏଫ୍-୨୦୧୯) ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶା ଭାଗ ନେବ। ବିଗତ ବର୍ଷମାନଙ୍କ ଭଳି ମେଳାରେ ଓଡ଼ିଶାର…
Read More...

ଏସ୍‌ସିବିରେ ପୁଣି ଡେଙ୍ଗୁ ମୃତ୍ୟୁ

କଟକ : କଟକ ବଡ ମେଡିକାଲରେ ପୁଣି ଡେଙ୍ଗୁ ମୃତ୍ୟୁ ଘଟିଛି। ଏହା ହେଉଛି ଚଳିତ ବର୍ଷର ଦ୍ବିତୀୟ ଡେଙ୍ଗୁ ମୃତ୍ୟୁ। ମୃତକ ହେଉଛନ୍ତି ପୁରୀ ଜିଲ୍ଲାର ସାକ୍ଷୀଗୋପାଳର ରମା ବାରିକ୍‌(୫୦)। ସେ ମେଡିସିନ୍‌ ବିଭାଗର ଦ୍ବିତୀୟ…
Read More...

ମୋଷ୍ଟ ପପୁଲାର ଡିଭା ଏବଂ ବେଷ୍ଟ ପର୍ସନାଲିଟି ଆୱାର୍ଡ ଜିତିଲେ ଭୁବନେଶ୍ୱରର ମୁନମୁନ ସିଂହ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ମୁନମୁନ ସିଂହ ନାମ୍ନୀ ଜଣେ ମହିଳା ମରିସସରେ ଆୟୋଜିତ ମିସେସ ଇଣ୍ଡିଆ ୟୁନିଭର୍ସ ସ୍ୟୁଭଭେଣ୍ଟ ପ୍ରତିଯୋଗିତାରେ ଦୁଇଟି ପୁରସ୍କାର ପାଇଥିବା ଜଣାଯାଇଛି। ମୁନମୁନ ସିଂହ ମୋଷ୍ଟ ପପୁଲାର ଡିଭା…
Read More...