Browsing Category

Odisha

୧୮ରେ ବିଜେପୁର ପ୍ରଚାର ମଇଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ଵର:ବିଜେପୁର ଉପ ନିର୍ବାଚନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି ତ୍ରିମୁଖୀ ଲଢେଇ। ରାଜ୍ୟର ଏହି ବହୁର୍ଚ୍ଚିତ ଆସନ ହାତେଇବାକୁ ଚାଲିଛି ଜୋରଦାର ପ୍ରଚାର । ବିଜେପୁରକୁ ଛୁଟୁଛି ମାଳମାଳ ନେତାଙ୍କ ସୁଅ…
Read More...

ବଢ଼ିଲା ଯୁକ୍ତ ୨ ଏକ୍ସ-ରେଗୁଲାର ଫର୍ମ ପୂରଣ ସମୟ ସୀମା

ଭୁବନେଶ୍ୱର: ଆଗାମୀ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଚାଲିଥିବା ଫର୍ମପୂରଣ ପ୍ରକ୍ରିୟାର ସମୟ ସୀମାକୁ ବୃଦ୍ଧି କରାଯାଇଛି । ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଆରମ୍ଭ ହୋଇଛି । ଜରିମାନାରେ ଚାଲିଥିବା ଫର୍ମ ପୂରଣ…
Read More...

ରାଜଧାନୀରେ ପାର୍କିଂ ଫି ମନା, ଫି ଆଦାୟ ନକରିବାକୁ ବିଡିଏର ନୋଟିସ୍

ଭୁବନେଶ୍ଵର:ଆପଣ ଦେଖିଥିବେ ରାଜଧାନୀ ଭୁବନେଶ୍ଵରର ଅନେକ ସ୍ଥାନରେ ଗାଡ଼ି ରଖିଲେ ଆପଣଙ୍କୁ ପାର୍କିଂ ଫି ଦେବାକୁ ପଡ଼ିଛି। ସେ ସପିଂ ମଲ ହେଉ କି କର୍ମସିଆଲ ବିଲ୍ଡିଂ  ହେଉ ଲୋକଙ୍କୁ ପାର୍କିଂ ଫି ଦେବାକୁ ପଡ଼ିଥାଏ। କିଛି…
Read More...

ସରପଞ୍ଚଙ୍କ ସ୍ୱାମୀଙ୍କ ଗେଷ୍ଟ ହାଉସରେ ମହିଳା ଭିଏଲଡବ୍ଲୁଙ୍କ ସନ୍ଦେହଜନକ ମୃତ୍ୟୁ

ଯାଜପୁର/ଧର୍ମଶାଳା : ଧର୍ମଶାଳା ବ୍ଲକ୍‌ର ହରିଦାସପୁର ପଞ୍ଚାୟତ ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସ୍ୱାମୀ ରୁପେଶ ଭଦ୍ରଙ୍କ ଗେଷ୍ଟ ହାଉସ୍‌ରୁ ଆଜି ଅପରାହ୍ନରେ ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କର ଅସ୍ୱଭାବିକ ମୃତ୍ୟୁକୁ ନେଇ…
Read More...

ସ୍ମାର୍ଟସିଟିରେ ଖୋଲିଲା ପ୍ରଥମ ରୋବର୍ଟ ରେଷ୍ଟୁରାଣ୍ଟ୍‌

ଭୁବନେଶ୍ୱର: ସ୍ମାର୍ଟସିଟି ଭୁବନେଶ୍ୱରରେ ଖୋଲିଲା ପ୍ରଥମ ରୋବର୍ଟ ରେଷ୍ଟୁରାଣ୍ଟ୍‌। ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ, ଏଣିବି ଏହି ରେଷ୍ଟୁରାଣ୍ଟ୍‌ରେ ପରିଚାରିକାଙ୍କ ବଦଳରେ ଖାଦ୍ୟ ବରାଦ ଗ୍ରହଣ କରିବାରୁ ନେଇ ପରଷିବା…
Read More...

କାଠଯୋଡ଼ି ବ୍ରିଜ୍ ଉପରୁ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ଦେବବ୍ରତ ମହାପାତ୍ରଙ୍କ ମୃତଦେହ ଉଦ୍ଧାର

କଟକ: କଟକର କାଠଯୋଡ଼ି ବ୍ରିଜ୍ ଉପରୁ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ନିଆଳିର ଦେବବ୍ରତ ମହାପାତ୍ରଙ୍କ ମୃତଦେହ ୮ ଦିନ ପରେ ଆଜି ଉଦ୍ଧାର ହୋଇଛି । ଦେବବ୍ରତ ମହାପାତ୍ରଙ୍କ ମୃତଦେହ କଟକ ଜିଲ୍ଲାର ଗୋବିନ୍ଦପୁର ଥାନା…
Read More...

ଜନ୍ମଦିନରେ କନ୍ଧମାଳକୁ ନବୀନଙ୍କ ଭେଟି, ନିର୍ମାଣ ହେବ ମେଡ଼ିକାଲ କଲେଜ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା । ଫୁଲବାଣୀରେ ୫୦୦ଶଯ୍ୟା ବିଶିଷ୍ଟ ମେଡ଼ିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ପାଞ୍ଚଟି ଜିଲ୍ଲାରେ ରହିଥିବା…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୪ତମ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଆ ଓ ଇଂରାଜୀରେ ଟୁଇଟ୍‌ କରି ଲେଖିଛନ୍ତି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା।…
Read More...

୭୪ ବର୍ଷରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ନବୀନ ଆଜି ୭୪ ବର୍ଷରେ ପାଦ ଥାପିଛନ୍ତି । ହେଲେ ଏଥର ବାତ୍ୟା ଫୋନି ଯୋଗୁ ରାଜ୍ୟରେ ହୋଇଥିବା କ୍ଷୟକ୍ଷତି ଲାଗି ଜନ୍ମଦିନ ପାଳନ ନ କରିବାକୁ ମନସ୍ଥ…
Read More...

ବିଶ୍ୱ ଉର୍ଜା ଦୃଶ୍ୟପଟ୍ଟରେ ମହତ୍ୱପୂର୍ଣ୍ଣ ଋଣନୈତିକ ଭୂମିକାରେ ଉଭା ହେଉଛି ଭାରତ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ସଂପ୍ରତି ଦ୍ୱିପାକ୍ଷିକ ବ୍ୟବସାୟିକ ସମ୍ପର୍କ ଗଢିବାରେ ଉର୍ଜା ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ହୋଇଥିବା ବେଳେ ବିଶ୍ୱ ଉର୍ଜା ଦୃଶ୍ୟପଟ୍ଟରେ ଭାରତ ଏକ ମହତ୍ୱପୂର୍ଣ୍ଣ ଋଣନୈତିକ ଭୂମିକାରେ ଉଭା ହେଉଛି…
Read More...

ସ୍ୱାସ୍ଥ୍ୟ ସେବାର ବାସ୍ତବ ଚିତ୍ରକୁ ଲୁଚାଇବା ପାଇଁ ନୂଆ ନୂଆଭେଳିକି ଦେଖାଉଛନ୍ତି ରାଜ୍ୟ ସରକାର: ବିଜେପି

ଭୁବନେଶ୍ୱର: ଓଡିଶାର ସ୍ୱାସ୍ଥ୍ୟ ସେବାର ବାସ୍ତବ ଚିତ୍ରକୁ ଲୁଚାଇବା ପାଇଁ ରାଜ୍ୟ ସରକାର ନୂଆ ନୂଆ ଭେଳିକି ଦେଖାଉଛନ୍ତି ବୋଲି ମଙ୍ଗଳବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି…
Read More...

କେନ୍ଦ୍ରାପଡ଼ା ଗସ୍ତ: ୪ ମାସ ଭିତରେ ଚିକିତ୍ସାଳୟର ସମସ୍ତ କାମ ଶେଷ କରିବାକୁ ପାଣ୍ଡିଆନ୍‌ ଦେଲେ ନିର୍ଦ୍ଦେଶ

କେନ୍ଦ୍ରାପଡା: ରାଜ୍ୟ ସରକାରଙ୍କ ମୋ ସରକାର ଯୋଜନାର  କାର୍ଯ୍ୟକାରୀତା ତଦାରଖ ଲାଗି  ମଙ୍ଗଳବାର କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଆସି ଇଚ୍ଛାପୁର ଶ୍ୟାମଗୁଡିଆରେ ନିର୍ମାଣଧିନ ମାତୃ ଓ ଶିଶୁ ଚିକିତ୍ସାଳୟକୁ ରାଜ୍ୟ ସରକାରଙ୍କ…
Read More...

କେନ୍ଦ୍ରର କଡ଼ା ସୁରକ୍ଷାରେ ରହିବ ଓଡ଼ିଶାର ୬ଟି ଷ୍ଟେସନ୍‌

ଭୁବନେଶ୍ୱର: ରେଳ ଷ୍ଟେସନ୍‌ମାନଙ୍କରେ ପ୍ରତିଦିନ ଶହଶହ ଯାତ୍ରୀ ଯାତାୟାତ କରନ୍ତି। ଷ୍ଟେସନ୍‌ରେ ଯାତ୍ରୀ ଯାତାୟାତ କରୁଥିବା ସମୟରେ ସେମାନଙ୍କ ସହିତ ବିଭିନ୍ନ ପ୍ରକାର ଅପରାଧିକ ଘଟଣା ଘଟିବା ସହିତ ଷ୍ଟେସନ୍‌ରେ ଅସାମାଜିକ…
Read More...

ଓଡ଼ିଶାରୁ ବିଦାୟ ନେଲା ମୌସୁମୀ

ଭୁବନେଶ୍ୱର:  ଓଡ଼ିଶାରୁ ବିଦାୟ ନେଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଜି ତମାମ ରାଜ୍ୟରୁ ମୌସୁମୀ ବାୟୁ ବିଦାୟ ନେଇଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।ଚଳିତ ବର୍ଷ…
Read More...